October 19, 2024

Odia Express

Here, There and Everywhere

୧୭ ବର୍ଷର ଝିଅର ବାପା ଅଟନ୍ତି Salman Khan, ସ୍ତ୍ରୀ ବି ରହନ୍ତି ଦୁବାଇରେ ଏବେ ଭାଇ ଜାନ୍ ନିଜେ କହିଲେ ସତ କଥା

ସଲମାନ ଖାନ୍ ନିଜ ଜୀବନକୁ ନେଇକରି ବହୁତଥର ଚର୍ଚ୍ଚାର ଘେରରେ ରୁହନ୍ତି । ଏହି ସମୟରେ ସଲମାନ୍ ଖାନ୍ ୫୫ ବର୍ଷୀୟ ହୋଇସାରିଲେଣି , କୁହାଯାଏ କି ଏବେ ପର୍ଯ୍ୟନ୍ତ ସଲମାନ୍ ଖାନ୍ କାହାକୁ ବିବାହ କରିନାହାନ୍ତି, ବହୁତ ଫ୍ୟାନ୍ସ ଏବେ ଜାଣିବାକୁ ଚାହୁଁଛନ୍ତି କି ସଲମାନ ଖାନ୍ କଣପାଇଁ ବିବାହ କରିନାହାନ୍ତି, ଆଜି ଆମେ ସଲମାନ୍ ଖାନ୍ ଙ୍କୁ ନେଇକରି କିଛି ଆଶ୍ଚର୍ଯ୍ୟକର ତଥ୍ୟର ଖୁଲାସା କରିବାକୁ ଯାଊଛୁ ।ଏକ ଖବର ମୁତାବିକ ଖୁଲାସା ହେଲା କି ସଲମାନଙ୍କ ବିବାହ ହୋଇସାରିଛି, ତାଙ୍କ ସ୍ତ୍ରୀ ଦୁବାଇରେ ରହୁଛନ୍ତି, ଓ ତାଙ୍କର ୧୭ ବର୍ଷର ଏକ ଝିଅ ବି ଅଛି, ଏଇ ଖବର ପରେ ତାଙ୍କ ଫ୍ୟାନ୍ ଚକିତ ହୋଇଯାଇଛନ୍ତି, ଏହି କଥାକୁ ନେଇକରି ସୋସିଆଲ୍ ମିଡିଆରେ ହଡକମ୍ପ ଲାଗିଛି ।

ସଲମାନ ଖାନ୍ ଙ୍କ ଛୋଟ ଭାଇ ଅରବାଜ୍ ଖାନ୍ ଏକ ଟକ୍ ଶୋରେ ଏହି ସମୟରେ ଚର୍ଚ୍ଚିତ ହୋଇଛି ଏହି ଶୋରେ ସଲମାନ୍ ଅରବାଜ୍ ଙ୍କ ଟକ ଶୋରେ ପହଞ୍ଚିଲେ, ଯେଉଁଠି ବହୁତ କଥାବାର୍ତ୍ତା ହେଲା, ଏହି ଶୋର ଫର୍ମାଟ୍ ଅନୁଯାୟୀ ଅରବାଜ୍ ଅତିଥିଙ୍କ  ଟ୍ୱିଟ୍ ପଢିକରି ତାଙ୍କର ଜବାବ୍ ଦେବାର ଥିଲା, ଏହି ସମୟରେ ଏକ ଟ୍ୱିଟ୍ ପଢିକରି ସଲମାନ ଓ ଅରବାଜ୍ ଆଶ୍ଚର୍ଯ୍ୟ ହୋଇଗଲେ, ଏହି ଟ୍ୱିଟ୍ ରେ ଲେଖା ହୋଇଥିଲା କି କେଉଁଠି ଲୁଚିଛ ଡରପୋକ୍, ଭାରତରେ ସମସ୍ତେ ଜାଣିଛନ୍ତି କି ତୁ ଦୁବାଇରେ ନିଜ ସ୍ତ୍ରୀ ନୁର୍ ଓ ୧୭ ବର୍ଷର ଝିଅ ସହ ଅଛୁ, ଏହା ସହ ଲେଖାହୋଇଥିଲାକି ଭାରତର ଲୋକଙ୍କୁ କେବେ ଠାରୁ ଓଲା ବନାଉଛୁ ,ଏହା ଶୁଣିକରି ଅରବାଜ୍ ଓ ସଲମାନ୍ ଦୁହେଁ ଚକିତ ହୋଇଗଲେ ।

ସଲମାନ୍ ଏଇ ଟ୍ୱିଟ୍ ର ଜବାବ୍ ରେ କହିଲେ କି ଏହି ଲୋକଙ୍କୁ ବହୁତ ଜଣା ଅଛି କି ଏହା ସବୁ ମିଛ ମୋତେ ଜଣାନାହିଁ କି କାହା ବିଷୟରେ କହୁଛନ୍ତି, ଓ କାହା ଦ୍ୱାରା କୁହାଯାଈଛି ସେ ଏହି ଟ୍ୱିଟ୍ ର ଜବାବ୍ ରେ କହିଲେ କି ଭାଇ ମୋର କେହି ସ୍ତ୍ରୀ ନାହାନ୍ତି ମୁଁ ଭାରତରେ ରହୁଛ୍, ଗ୍ୟାଲେକ୍ସି ଆପାର୍ଟମେଣ୍ଟ ରେ ୯ ବର୍ଷରୁ ରହିଆସୁଛି, ମୁଁ ଏହି ବ୍ୟକ୍ତିକୁ ଜବାବ୍ ଦେବିନାହିଁ, ପୁରା ଦୁନିଆଁ ଜାଣିଛି କି ମୁଁ କେଉଁଠି ରହୁଛି , ସାଭାର୍ ।

Leave a Reply

Your email address will not be published. Required fields are marked *