October 19, 2024

Odia Express

Here, There and Everywhere

ଜାଣନ୍ତୁ ବିବାହ ପରେ କଣ ପାଇଁ ଦିଆଯାଏ କେଶର ବାଲା କ୍ଷୀର,ଆଜି ହିଁ ଜାଣିନିଅନ୍ତୁ ଏହି Benifits ବିଷୟରେ

ସ୍ୱାମୀ ଓ ସ୍ତ୍ରୀର ସଂମ୍ପର୍କ ଏକ ଅତୁଟ ସଂମ୍ପର୍କ ହୋଇଥାଏ ଯଦି ଆମେ କମ୍ ଶବ୍ଦରେ କହିବା ତେବେ ଏମିତି ମାନିନିଅନ୍ତୁ କି ମା ବାପାଙ୍କ ପରେ ଏହି ସେହି ସଂମ୍ପର୍କ ଯାହାକୁ ଆଖି ବନ୍ଦ କରି ମଧ୍ୟ ବିଶ୍ୱାସ କରିହେବ, ଆପଣ ଜାଣିଥିବେ କି ଚତୁର୍ଥୀ ରାତିର ଦିନ କେଶର ବାଲା କ୍ଷିର ପିଆଇବାର ପରମ୍ପରା ବହୁ ଦିନରୁ ପ୍ରଚଳିତ ଅଛି, କିଛି ଲୋକଙ୍କର ଏହା ମାନିବା କଥା କି ଏହା ଏଥିପାଇଁ କରାଯାଏ କାରଣ ଏଥିରେ ବିବାହ ସମୟରେ ଥକାପଣ ହୋଇଯାଏ , ଓ ଏହି ଥକାପଣକୁ ଠିକ୍ କରିବାପାଇଁ କେଶରବାଲା କ୍ଷୀର ଶକ୍ତି ଦେଇଥାଏ । କିନ୍ତୁ କିଛି ଲୋକଙ୍କର ମାନିବା କଥା ଏହା କି ଏଥିରେ ସଂବନ୍ଧ ବନାଇବାରେ ଶକ୍ତି ମିଳେ , କିନ୍ତୁ ଏହାର ସଠିକ୍ କାରଣ କଣ ଏହା କହିବା ବହୁତ ମୁସକିଲ୍ ଅଟେ, ଚତୁର୍ଥୀ ରାତିରେ କେଶରବାଲା କ୍ଷୀର ପିଆଇବାର ଉଦ୍ଧେଶ୍ୟ ସ୍ୱାମୀ ଓ ସ୍ତ୍ରୀଙ୍କ ପ୍ରେମ ବଢାଇବା ଓ ତାଙ୍କ ସଂମ୍ପର୍କରେ ମଧୁରତା ଆଣିବା ହୋଇଥାଏ, ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ବିବାହ ପରେ କେଶରବାଲା କ୍ଷିର କଣପାଇଁ ପିଆଯାଏ ।

ବିବାହରେ ବହୁତ ସାରା କାମ ହୋଇଥାଏ, ଯାହାର କାରଣରୁ ଥକାପଣ ହୋଇଥାଏ , କେଶର ଏନର୍ଜୀ ବୁଷ୍ଟ କରିବା ସହ ଏକ ଭଲ ସାଧନ ହୋଇଥାଏ,  କେଶରର ସେବନ ଆମର ଥକାପଣ କିଛି ସମୟ ମଧ୍ୟରେ ଭଗାଇଦିଏ, ଓ ଆମ ଶରୀର ପୁରା ଏନର୍ଜୀ ଭରପୁର୍ ହୋଇଯାଏ , ଆପଣ ଜାଣିଥିବେ କି ଭାରତୀୟ ବିବାହର ରୀତିନିତି ଅନୁସାରେ ବହୁତ ଲମ୍ବା ଓ ବହୁତ ଥକାପଣ ବାଲା ହୋଇଥାନ୍ତି, ଏମିତିରେ ଏହି କ୍ଷୀର ତାଙ୍କୁ ଭରପୁର୍ ଏନର୍ଜୀ ଓ ଜୋସ୍ ପ୍ରଦାନ କରିଥାଏ, ଏହା ଛଡା ପ୍ରୋଷ୍ଟେଷ୍ଟ୍ କ୍ୟାନସର୍ ଓ ସ୍କିନ୍ କ୍ୟାନ୍ସର୍ ଉପରେ ସକରାତ୍ମକ ପ୍ରଭାବ ଛାଡିପାରେ ।

କେଶର ପୁରୁଷଙ୍କ ପ୍ରଜନନ ପ୍ରଣାଳୀ ପାଇଁ ଫାଇଦା ଦାୟକ ହୋଇଥାଏ, ଏକ ଶୋଧରେ ଏହା କୁହାଯାଇଛି କି କେଶରର ଅର୍କ ଓ ଏଥିରେ ମହଜୁଦ୍ କ୍ରୋସିନ୍ କାମଉତ୍ତେଜନା ବଢାଇବାରେ କାମ କରେ , କେଶରବାଲା କ୍ଷୀର ବୈବାହିକ ଜୀବନରେ ସ୍ୱାମୀ ଓ ସ୍ତ୍ରୀଙ୍କ ସଂବନ୍ଧ ସମୟରେ ଆସୁଥିବା ବହୁତ ସାରା ସମସ୍ୟାରୁ ଆମକୁ ବଞ୍ଚାଇଥାଏ, କେଶରରେ କ୍ରୋସିନ୍ ମିଳିଥାଏ ,ଯାହା ନିକୋଟିନ୍ ଉପଯୋଗରୁ ପୁରୁଷ ପ୍ରଜନନ ପ୍ରଣାଳୀରୁ ହେଉଥିବା କ୍ଷତିରୁ ଆମକୁ ବଞ୍ଚାଇପାରେ, କେଶର ଓ ବହୁତ ସାରା ଛୋଟମୋଟ ସମସ୍ୟା ବହୁତ ପରିମାଣରୁ ମୁକ୍ତି ମିଳିଥାଏ, ଯାହା ଆପଣ ସବୁ ଭଲ ଭାବରେ ଜାଣିଛନ୍ତି ।

ଯେପରି ଆପଣ ଜାଣିଛନ୍ତି କି ପୁରୁଣା ସମୟରେ ଅଧିକାଂଶ ଆରେଞ୍ଜ ମ୍ୟାରେଜ୍ ହେଉଥିଲା, ତେବେ ବର ଓ କନ୍ୟା ପ୍ରଥମଥର ଜଣେ ଅନ୍ୟଙ୍କୁ କହିବା ଓ ମିଶିବା ଅସହଜ ଅନୁଭବ କରୁଥିଲେ, ତେବେ ଏହି କ୍ଷୀର ପିଆଉଥିବା ପରମ୍ପରା ଚାଲି ଆସୁଛି, କ୍ଷୀର ବାହାନାରେ ସେ ଅନ୍ୟଙ୍କ ସହ କଥାବାର୍ତା କରିପାରନ୍ତୁ, ଓ ମିଳାମିଶା ହୋଇପାରେ। ଏହି କ୍ଷୀରକୁ ପିଇଲେ ନର୍ଭସ୍ ନେସ୍ କମ୍ ହୋଇଯାଏ, ଓ ଜୋସ୍ ଓ ଉତ୍ସାହ ବୃଦ୍ଧି ହୋଇଥାଏ, ଏହା ସହ ଏହି କ୍ଷୀରରେ ପକାଯାଈଥିବା କେଶର ଓ ବାଦାମ ବାସ୍ନା ବି ହର୍ମୋନ୍ ଅଧିକା ସଂଚାରିତ କରିଥାଏ, ଓ ବରର ମୁଡ୍ ଭଲ ହୋଇଥାଏ ।

ଏହି କ୍ଷୀରରେ କଳା ମରିଚ, ମଧୁରୀ, ଓ ହଳଦି ମିଶା ହୋଇଥାଏ, ଯାହାର କାରାଣରୁ ଏହା ଆଣ୍ଟିବ୍ୟାକ୍ଟେରିଆଲ୍ ଓ ରୋଗ ପ୍ରତିରୋଧକ କ୍ଷମତା ବଢାଇବା ବାଲା ହୋଇଯାଏ , ଯେବେ ଆପଣ କେଉଁ ବ୍ୟକ୍ତି ସହ ପ୍ରଥମ ଥର ସଂବନ୍ଧ ବନାଇପାରିବେ , ଆପଣଙ୍କୁ ବହୁତ ପ୍ରକାରର ରୋଗର ବିପଦ ହୋଇଥାଏ ତେବେ ସ୍ପେଶାଲ୍ କ୍ଷୀର ଆପଣଙ୍କ ଶକ୍ତି ବଢାଇଥାଏ ।

Leave a Reply

Your email address will not be published. Required fields are marked *