October 18, 2024

Odia Express

Here, There and Everywhere

ସଂମ୍ପର୍କରେ ଆସିବ ନାହିଁ ଦୁରତା, ଯଦି କଥାକୁ ରଖିବେ ଧ୍ୟାନ,Life ରେ କେବେ ଦୁଃଖରେ ପଡିବେ ନାହିଁ ଆପଣ

ଏଥିରେ କୌଣସି ରାୟ ନାହିଁ କି ଯେବେ ପ୍ରେମୀ ପ୍ରେମିକା କିମ୍ବା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ନୁଆ ସଂମ୍ପର୍କର ଆରମ୍ଭ ହୋଇଥାଏ । ତେବେ ଆରମ୍ଭର ସମୟରେ ସବୁ କିଛି ବହୁତ ଭଲ ଲାଗିଥାଏ , ଯେପରି ଜଣେ ଅନ୍ୟଙ୍କ ସହ ସମୟ ଅତିବାହିତ କରିବା ଓ ଜଣେ ଅନ୍ୟଙ୍କ ବିଷୟରେ ଜାଣିବା ଓ ଜଣେ ଅନ୍ୟଙ୍କୁ ବୁଝିପାରିବା ବହୁତ ସୁଖଦ ଅନୁଭବ ହୋଇଥାଏ , କିନ୍ତୁ ଯେପରି ସମୟ ଅତିବାହିତ ହୋଇଥାଏ ସେମିତି ଜଣେ ଅନ୍ୟଙ୍କ ପ୍ରତି ପ୍ରେମର ଭାବନା କମ୍ ହେବାକୁ ଲାଗେ, ଏମିତିରେ କେଉଁ ବି ସଂମ୍ପର୍କରେ ପ୍ରେମ ଭରା ପାଟିତୁଣ୍ତ ହେବା ଓ ନିଜ ସଂମ୍ପର୍କ ପୁର୍ବ ପରି ସଂମ୍ଭାଳି ରଖିବା ସତରେ ବହୁତ ମୁସକିଲ୍ ହୋଇଥାଏ , କିନ୍ତୁ ଏହି ମୁସକିଲ୍ କାମ କୁ ସହଜରେ ବନାଇପାରିବେ, ଯଦି ଆପଣ ଏହି କଥାକୁ ଧ୍ୟାନ ରଖିବେ ଆପଣଙ୍କ ସଂମ୍ପର୍କ କେବେ ଭାଙ୍ଗିବ ନାହିଁ, ଓ ପ୍ରେମ ବି ସବୁବେଳେ ରହିବ ।

୧) ସବୁଠାରୁ ପ୍ରଥମେ ନିଜ ପାର୍ଟନର ସାମ୍ନାରେ ନିଜ ସବୁ ଭାବନାକୁ ନିଶ୍ଚିତ ଜାହିର୍ କରନ୍ତୁ , ବହୁତଥର ଆମେ ଭାବିଥାଉ କି କାରଣ ସାମ୍ନା ବାଲା ବ୍ୟକ୍ତି ଆମର ପାର୍ଟନର୍ ଅଟନ୍ତି ସେ ଆମର ଭାବନାକୁ ନିଜେ ବୁଝିପାରିବ, କିନ୍ତୁ ଏମିତି ହୋଇନଥାଏ, ମାନେ ଆମେ ସିଧା କହିଲେ କିଛି ଭାବନାକୁ କହିକରି ଜାହିର୍ କରିବାକୁ ପଡିଥାଏ ।

୨) କହିଦେବୁ କି ଯେଉଁ ଜିନିଷକୁ ଆପଣଙ୍କ ପାର୍ଟନର ଭଲ ଲାଗିଥାଏ ଯେଉଁ ଜିନିଷ ତାଙ୍କୁ ପସନ୍ଦ ଆସେ ନାହିଁ ଏହି ସବୁ ଜିନିଷ ଗୋଟେ ଜାଗାରେ ଲେଖିକରି ରଖିଦିଅନ୍ତୁ, ଏହା ଛଡା ଯଦି ଆପଣ ଚାହିଁବେ ତେବେ ସମୟ ସମୟରେ ନିଜ ପାର୍ଟନରରୁ ତାଙ୍କ ବଦଳୁଥିବା ପସନ୍ଦ ବିଷୟରେ ପଚାରିପାରିବେ, ଏଥିରେ ଜଣେ ଅନ୍ୟଙ୍କ ସହ ପ୍ରେମ ସର୍ବଦା ରହିପାରିବ ।

୩) କେଉଁ ବି ସଂମ୍ପର୍କରେ ଇମାନଦାରୀ ରହିବା ବହୁତ ମହତ୍ତ୍ୱ ହୋଇଥାଏ, ବହୁତଥର କିଛି କଥା ଆମେ ନିଜ ପାର୍ଟନରଙ୍କୁ ଲୁଚାଇକରି ରଖିଦେଉ, ଯେବେ ସେହି କଥା ତାଙ୍କୁ ଜଣାପଡିଯାଏ , ତେବେ ସେମିତିରେ ହାଲତ୍ ବିଗିଡିପାରେ, ଏଥିପାଇଁ ହୋଇପାରିବ ଯଦି ନିଜ ପାର୍ଟନରଙ୍କୁ ସବୁ କଥା ସେୟାର୍ କରନ୍ତୁ, ସେ କଥା କେତେ ବଡ ହେଇଥାଉ କିମ୍ବା ଛୋଟ ।

୪) ସବୁଠାରୁ ଖାସ୍ କଥା ଏହା କି ଯଦି ଆପଣ ଓ ଆପଣଙ୍କ ପାର୍ଟନର ମଧ୍ୟରେ ଝଗଡା ହୋଇଯାଏ ତେବେ ଜଣେ ଅନ୍ୟଙ୍କ କଥାବାର୍ତ୍ତା ବନ୍ଦ କରନ୍ତୁ ନାହିଁ, ଏଥିପାଇଁ କାରଣ ବହୁତଥର ଚୁପ୍ ବସିଲେ ଭୁଲ୍ ବୁଝାମଣା ବଢିପାରେ, ଓ ଏଥିରେ ସଂମ୍ପର୍କରେ ଅଧିକା ଫାଟ୍ ଆସିପାରେ, ଏଥିପାଇଁ ଜଣେ ଅନ୍ୟଙ୍କ ସହ କଥାବାର୍ତ୍ତା ବନ୍ଦ କରନ୍ତୁ ନାହିଁ, ଯେତେ ହୋଇପାରିବ ସେତେ କଥା ସେୟାର୍ କରନ୍ତୁ ।

୫) ଏଠାରେ ଧ୍ୟାନ ଦେଲାବାଲା କଥା ଏହା କି ନିଜ ସଂମ୍ପର୍କକୁ ସୁନ୍ଦର ବନାଇବାପାଇଁ ଜଣେ ଅନ୍ୟଙ୍କ ସହ ସମୟ ଅତିବାହିତ କରନ୍ତୁ, ସେମିତି କେତେ ଆପଣ ବ୍ୟସ୍ତ ହୋଇଥାନ୍ତୁ ନା କାହିଁକି କିନ୍ତୁ ନିଜ ପାର୍ଟନର ସହ ସମୟ ବିତାଇବାପାଈଁ କିଛି ସମୟ ବାହାର କରନ୍ତୁ, ଆପଣ୍ ଚାହିଁଲେ ସପିଙ୍ଗ୍ କିମ୍ବା ଡିନର୍ ରେ ଯାଇପାରିବେ, ଏହା ଆପଣଙ୍କ ସଂମ୍ପର୍କରେ ପ୍ରେମ ଓ ବୁଝାମଣା ଦୁହେଁ ତାଳମେଳ ରହିବ ,

Leave a Reply

Your email address will not be published. Required fields are marked *