କେବେ ସାଉଥ୍ ର ଫ୍ଲପ୍ ଅଭିନେତାଙ୍କ ସାଙ୍ଗରେ କାମ କରିଥିବା Tapasi Pannu ଆଜି ହୋଇସାରିଛନ୍ତି ବଲିଉଡ୍ ଟପ୍ ଅଭିନେତ୍ରୀ ଜାଣନ୍ତୁ କେତେ ଅଛି ଏହି ଅଭିନେତ୍ରୀଙ୍କ ନେଟୱର୍ଥ
![](https://odiaexpress.net/wp-content/uploads/2021/08/tsaihsdoifsdjoildfgjklhg.jpg)
ସାଉଥ୍ ସିନେମାକୁ ନେଇକରି ବଲିଉଡ୍ ଇଣ୍ତଷ୍ଟ୍ରି ପର୍ଯ୍ୟନ୍ତ ନିଜ ଚେହେରା ଓ ସୌନ୍ଦର୍ଯ୍ୟର ଜଲୱା ଦେଖାଉଥିବା ଅଭିନେତ୍ରୀ ତାପସୀ ପନ୍ନୁ ଆଜି କେଉଁ ପରିଚୟର ଆବଶ୍ୟକତା ନାହିଁ, ତାପସୀ ପନ୍ନୁଙ୍କ ଅଭିନୟ କ୍ୟାରିୟର ବହୁତ ଶାନଦାର୍ ରହିଥିଲା ଓ ସେ ନିଜ ଶାନଦାର୍ ଅଭିନୟରୁ ଇଣ୍ତଷ୍ଟ୍ରିରେ ଓ ଲୋକଙ୍କର ହୃଦୟରେ ରାଜ୍ କରିଥିଲେ , ଆଜିର ସମୟରେ ତାପସୀଙ୍କ ନାଁ ବଲିଉଡ୍ ର ସବୁଠାରୁ ଲୋକପ୍ରିୟ ଓ ସବୁଠାରୁ ସଫଳ ଅଭିନେତ୍ରୀଙ୍କ ଲିଷ୍ଟରେ ଖ୍ୟାତିପାଇଛି ।ତାପସୀ ନିଜ ଅଭିନୟର କ୍ୟାରିୟରରେ ବହୁତ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି, ଓ ହିନ୍ଦୀ ଛଡା ତାପସୀ ପନ୍ନୁ କନ୍ନଡ, ତାମିଲ୍ ଓ ତେଲେଗୁ ଫିଲ୍ମରେ କାମ କରିଥିଲେ , ଓ ତାପସୀ ପନ୍ନୁ ଦେଶରେ ନୁହେଁ ପୁରା ଦୁନିଆଁରେ ଲୋକପ୍ରିୟ ହୋଇଛନ୍ତି
ତାପସୀ ବଲିଉଡ୍ ରେ ସେହି ଅଭିନେତ୍ରୀଙ୍କ ମଧ୍ୟରେ ଲୋକପ୍ରିୟ ଯିଏକି ନିଜ ବିନା କୌଣସି ଭୟରେ ବୟାନ ଦେବାରେ ଜଣାଯାଆନ୍ତି ଓ ସବୁପ୍ରକାରର ସାମାଜିକ ମୁଦାରେ ତାପସୀ ନିର୍ଭୟରେ ବୟାନ୍ ରଖନ୍ତି, ଯାହାର କାରଣରୁ ସେ ବହୁତ ଚର୍ଚ୍ଚିତ ରୁହନ୍ତି । ତାପସୀ ପନ୍ନୁଙ୍କ ଜନ୍ମ ୧ ଅଗଷ୍ଟ ୧୯୮୮ କୁ ଦିଲ୍ଲୀର ଏକ ଶିଖ୍ ପରିବାରରେ ହୋଇଥିଲା, ଗତ ୧ ଅଗଷ୍ଟ ୨୦୨୧ କୁ ତାପସୀ ନିଜର ୩୪ ତମ ଜନ୍ମଦିବସ ପାଳିଥିଲେ, ସୁଚନାପାଇଁ କହିଦେବୁ କି ସେ ମଡେଲିଙ୍ଗ୍ ରେ କ୍ୟାରିୟର ବନାଇବା ପୁର୍ବରୁ ତାପସୀ ପନ୍ନୁ ଏକ ସଫୱେର୍ ଇଞ୍ଜିନିୟର୍ ଥିଲେ
ସେ ନିଜ ଅଭିନୟର କ୍ୟାରିୟର ୨୦୧୦ ରେ ତେଲେଗୁ ଫିଲ୍ମ ଝୁମଣ୍ତି ନାଦମରୁ କରିଥିଲେ, ଓ ୨୦୧୩ ରେ ଫିଲ୍ମ ଚଷମେବଦୁର୍ ରୁ ତାପସୀ ପନ୍ନୁ ବଲିଉଡ୍ ରେ ଡେବ୍ୟୁ କରିଥିଲେ ଓ ନିଜ ଭଲ ଅଭିନୟରୁ ତାପସି ପନ୍ନୁ କମ୍ ସମୟରେ ନିଜ ସଫଳତା ପାଇଥିଲେ । ସେମିତି ନିଜ ଅଭିନୟ କ୍ୟାରିୟରରେ ସେ ବହୁତ ସୁପରହିଟ୍ ଫିଲ୍ମ ଦେଇଥିବା ତାପସୀ ପନ୍ନୁ ଆଜି ରୋୟାଲ୍ ଲାଇଫ୍ ଷ୍ଟାଇଲ୍ ପାଇଁ ଜଣାଯାଆନ୍ତି, ଆଜିର ସମୟରେ ତାପସୀ ପନ୍ନୁ ବଲିଉଡ୍ ର ସବୁଠାରୁ ମହଙ୍ଗା ଅଭିନେତ୍ରୀଙ୍କ ରୁପରେ ଜଣାଯାଆନ୍ତି, କଥା ହେବା ତାପସୀ ପନ୍ନୁଙ୍କ ନେଟୱର୍ଥ ତେବେ ମହଜୁଦା ସମୟରେ ତାପସୀ ୬ ମିଲିୟନ୍ ଡଲାର୍ ମାନେ ୪୪ କୋଟି ଟଙ୍କା ସଂମ୍ପତ୍ତିର ମାଲିକାଣୀ ହୋଇଛନ୍ତି
ସବୁ ମାସରେ ୩୦ ଲକ୍ଷ ଟଙ୍କାର ଇନକମ୍ ହୋଇଥାଏ , ଓ ଏହାର ବାର୍ଷିକ ଆୟ ୪ କୋଟି ଟଙ୍କା ଆଖପାଖ ବୋଲି କୁହାଯାଉଛି । ତାପସୀ ପନ୍ନୁ ଙ୍କ ପାଖରେ ଆଲିଶାନ୍ ଘର ଅଛି, ଓ ତାଙ୍କ ପାଖରେ ରିୟଲ୍ ଷ୍ଟେଟ୍ ରେ ବହୁତ ପ୍ରୋପର୍ଟି ଅଛି ,ଯେଉଁଠି ତାଙ୍କର ଭଲ ଇନକମ୍ ହୁଏ, ଏହା ଛଡା ତାପସୀ ମହଙ୍ଗା ଗାଡିର ବି ସଉକ ରଖନ୍ତି, ତାଙ୍କ କାର୍ କଲେକ୍ସନ୍ ରେ ବିଏମ୍ ଡବଲୁ ୫ ସିରିଜ୍, ମର୍ସଡିଜ୍ ଏସ୍ ୟୁଭି ଆଉ ରେନଭୋଲ୍ଟ କାପଚ୍ୟୁରା ପରି ବହୁତ ମହଙ୍ଗା ଓ ଲକ୍ଜୁରୀ କାର୍ ଅଛି । ସେମିତି ନିଜ ଫିଲ୍ମ ପାଇଁ ତାପସୀ ଦୁଇକୋଟିରୁ ଫିସ୍ ଚାର୍ଜ କରନ୍ତି, ଓ ବ୍ରାଣ୍ତ ଅଣ୍ତୋସମେଣ୍ଟରେ ସେ ଭଲ କମାଇଦିଅନ୍ତି, କହିଦେବୁ କି ଆଜି ତାପସୀ ନିଜ ପରିଶ୍ରମବଳରେ ଓ ଟ୍ୟାଲେଣ୍ଟ ଦ୍ୱାରା ଇଣ୍ତଷ୍ଟ୍ରିରେ ଏକ ବଡ ସଫଳତା ପାଇଛନ୍ତି, ଓ ଇଣ୍ତଷ୍ଟ୍ରିରେ ଅଧିକା ନାମ ଓ ଖ୍ୟାତି ପାଇଥିଲେ ।
ତାପସୀ ପନ୍ନୁ ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି ଓ ତାଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ବି ଜବରଦସ୍ତ ଅଟେ, ଓ ଏହା ତାପସି ପନ୍ନୁ ସୁନ୍ଦର ଓ ଗ୍ଲାମର୍ ଫଟୋଗୁଡିକ ଫ୍ୟାନ୍ସଙ୍କ ସହ ସେୟାର୍ କରନ୍ତି, ଯାହା ବହୁତ ଭାଇରାଲ୍ ହୋଇଥାଏ, ଏହା ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଅଟେ ।