October 22, 2024

Odia Express

Here, There and Everywhere

୨୭ ମହଲା Antilia ର ଟପ୍ ଫ୍ଲୋରରେ କଣପାଇଁ ରୁହନ୍ତି ଅମ୍ବାନୀଙ୍କ ପରିବାର, କାରଣ ଜାଣିଲେ ଉଡିଯିବ ହୋସ୍

1 min read

ରିଲାୟନ୍ସ ଇଣ୍ତଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ବାନୀ ଦେଶରେ ନୁହେଁ ବରଂ ଦୁନିଆଁର ସବୁଠାରୁ ଧନୀ ବ୍ୟକ୍ତି ହିସାବରେ ଖ୍ୟାତି ପାଇଛନ୍ତି  ମୁମ୍ବାଇ ସ୍ଥିତ ନିଜ ୨୭ ମହଲା ବିଶିଷ୍ଟ ବଙ୍ଗଳା ଆଣ୍ଟିଲିଆରେ ରହୁଥିବା ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ବହୁତଥର ଚର୍ଚ୍ଚାରେ ରହିଥାଏ, ଆଣ୍ଟିଲିଆରେ ସବୁ ସୁବିଧା ସୁଯୋଗ ସହ ଆରାମ କରିବାର ସବୁ ବ୍ୟବସ୍ଥା ଅଛି, ବଙ୍ଗଳାରେ ୯ ଟି ହାଇ-ସ୍ପିଡ୍ ଲିଫ୍ଟ ରଖାଯାଇଛି । ମଲଟି ଷ୍ଟୋରି ଗ୍ୟାରେଜ୍ ବି ଯେଉଁଥିରେ ୧୬୮ ଗାଡି ଏକାସାଙ୍ଗେ ପାର୍କ କରାଯାଇପାରିବ, ଏଠାରେ ୩ ଟି ହେଲିପ୍ୟାଡ୍ ଏକ ବଡ ବଲ୍ ରୁମ୍ , ଥିଏଟର୍, ସ୍ପା, ମନ୍ଦିର ଓ ବହୁତ୍ ଟେରିସ୍ ଗାର୍ଡେନ୍ ଅଛି, ବହୁତ କମ୍ ଲୋକ ଜାଣିଛନ୍ତି କି ମୁକେଶ ଅମ୍ବାନୀ ନିଜ ପରିବାର ସହ ଆଣ୍ଟିଲିଆର ଟପ୍ ଫ୍ଲୋରରେ ରୁହନ୍ତି, ରିଲାୟନ୍ସ ଇଣ୍ତଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ଦେଶ ବାହାର ଲୋକଙ୍କ ସହ ବିଦେଶରେ ବି ଜାଣିଛନ୍ତି, ଏହା ଦେଶର ନୁହେଁ ବରଂ ସବୁଠାରୁ ଧନୀ ବ୍ୟକ୍ତିତ୍ୱରେ ଜଣାଯାଆନ୍ତି, ଆଜି ଆମେ ଆପଣଙ୍କୁ ଅମ୍ବାନୀ ପରିବାରରେ ରହୁଥିବା ଘର ବିଷୟରେ କହିବାକୁ ଯାଉଛୁ, ଯାହା ମୁମ୍ବାଇରେ ଅଛି, ଏହି ଘରକୁ ଆଣ୍ଟିଲିଆ ନାଁ ଦିଆଯାଇଛି, ଓ ଏହା ୨୭ ମହଲାରେ ଅଟେ । ଆସନ୍ତୁ ଜାଣନ୍ତୁ ଏହି ଘର ଖାସିୟତ୍ ।

ଆଣ୍ଟିଲିଆ ବଙ୍ଗଳାରେ ସମୁଦାୟ ୨୭ ଟି ମହଲା ଅଛି, ଯେଉଁଥିରେ ଟପ୍ ଫ୍ଲୋର୍ ଉପରେ ଅମ୍ବାନୀ ପରିବାର ରହିଥାନ୍ତି, ଆଣ୍ଟିଲିଆ ରେ ରହୁଥିବା ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ବହୁତଥର୍ ଚର୍ଚ୍ଚାରେ ରୁହନ୍ତି, ଏହା ସହ ତାଙ୍କ ତିଆରି ହୋଇଥିବା ଆଣ୍ଟିଲିଆ ସବୁବେଳେ ଚର୍ଚ୍ଚାରେ ରହିଥାଏ , ଏଥିରେ ଆପଣଙ୍କୁ ସବୁ ଆରାମ ଦାୟକ ମିଳିଥାଏ, ଏହା ବହୁତ ସୁନ୍ଦର ତରିକାରେ ବନାଇଥିବା ବଙ୍ଗଳା

ଅଟେ  ଆଣ୍ଟିଲିଆ ରେ ତିଆରି ସବୁ ଜିନିଷ ଖାସ୍ ଅଟେ, ଏଥିରେ ସବୁ ସୁଖ ସୁବିଧା ମହଜୁଦ୍ ଅଛି , ବଙ୍ଗଳାରେ ୯ ଟି ହାଇସ୍ପିଡ୍ ଲିଫ୍ଟ୍ ଲାଗିଛି, ମଲଟି ଷ୍ଟୌରି ଗ୍ୟାରେଜ୍ ଅଛି, ଯେଉଁଥିରେ ୧୬୮ ଟି ଗାଡି ଏକାସାଙ୍ଗେ ପାର୍କ କରାଯାଇପାରିବ , ଏହା ସହ ଆଣ୍ଟିଲିଆରେ ୩ ଟି ହେଲିପ୍ୟାଡ୍, ଏକ ବଡ ବଲରୁ, ଥିଏଟର୍ ସ୍ପା, ମନ୍ଦିର ଓ ବହୁତ ଟେରେସ୍ ଗାର୍ଡେନ୍ ଅଛି, ଏଥିରେ ଆପଣଙ୍କୁ ଭିତରେ ଏକ ଆଇସକ୍ରିମ୍ ପାର୍ଲର୍ ମିଳିଥାଏ, ଯେଉଁଥିରେ ଆପଣଙ୍କୁ ସବୁ ପ୍ରକାରର ଆଇସକ୍ରିମ୍ ମିଳିଥାଏ, ଅମ୍ବାନୀ ପରିବାର ଏଥିରେ ଆଇସକ୍ରିମ୍ ଖାଇବାକୁ ମିଳିଥାଏ, ମୁକେଶ ଅମ୍ବାନୀ ପରିବାର ସବୁବେଳେ ଚର୍ଚ୍ଚିତ ରହିଥାଏ

ଏହା ସହ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀ ବି ଚର୍ଚ୍ଚାରେ ରୁହନ୍ତି, ସେ ଏକ ଇଣ୍ଟରଭ୍ୟୁରେ କହିଲେ କି ତାଙ୍କ ପରିବାର ୨୭ ମହଲା ଆଣ୍ଟିଲିଆ ଟପ୍ ଫ୍ଲୋରରେ କଣ ପାଇଁ ରୁହନ୍ତି, ଏହା ତାଙ୍କ ପୁଅ ଶ୍ଲୋକ ଓ ତାଙ୍କ ଛୋଟ ପୁଅ ଅନନ୍ତ ଓ ତାଙ୍କ ମା କୋକିଲାବେନ୍ ରୁହନ୍ତି, ସେଥିପାଇଁ ସେ ଟପ୍ ଫ୍ଲୋରରେ ରହିବାକୁ ଫଇସଲା କରିଥିଲେ, କାରଣ ସୁର୍ଯ୍ୟଙ୍କ କିରଣ ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ, ଓ ଏଠାରେ ଆସିବାକୁ କାହାଉ ଅନୁମତି ନଥାଏ, ତାଙ୍କ ପରିବାର ଆଜି ଦୁନିଆଁର ସବୂଠାରୁ ଧନୀ ବ୍ୟକ୍ତିତ୍ୱ ଭାବେ ପରିଚିତ, ଓ ମୁମ୍ବାଇରେ ସବୁଠାରୁ ମହଙ୍ଗା ଏରିଆରେ ତାଙ୍କ ଘର ଅଛି ।

Leave a Reply

Your email address will not be published. Required fields are marked *