October 19, 2024

Odia Express

Here, There and Everywhere

ଶଶୁର ଘରକୁ ଆସିଥିବା ନବ ବିବାହିତ ବୋହୁ କଲେ Hariyani ଗୀତରେ କଲେ Dance, ଦେଖିକରି ଚକିତ ହୋଇଗଲେ ନଣନ୍ଦ, ଦେଖନ୍ତୁ ଭାଇରାଲ୍ ଭିଡିଓ

1 min read

ଯେପରି ସମସ୍ତେ ଜାଣିଛନ୍ତି କି ଏବେ ବାହାଘରର ସିଜିନ୍ ଚାଲୁଛି । କୋରନା ମହାମାରୀ ଟିକିଏ କମ୍ ହେବା ଯୋଗୁଁ ଏବେ ବିବାହର କ୍ରେଜ୍ ବଢିଯାଇଛି, ଏମିତି ସ୍ଥିତିରେ ଲୋକ ନିଜ ବିବାହକୁ ବହୁତ ଧୁମଧାମ୍ ରେ ପାଳୁଛନ୍ତି, ସେମିତି ଦେଖିବାକୁ ଗଲେ ପୁଅ ଓ ଝିଅ ଦୁହେଁ ନିଜ ବାହାଘରକୁ ଭଲ କରି କରିବାପାଇଁ ସ୍ୱପ୍ନ ଦେଖନ୍ତି , ସମସ୍ତେ ଚାହଁନ୍ତି କି ତାଙ୍କ ବିବାହ ଶାନଦାର୍ ହେଉ, ଯାହାପାଇଁ ସେ ବହୁତ ପରିଶ୍ରମ ବି କରିଥାନ୍ତି, ବିବାହର କିଛି ଦିନ ପୁର୍ବରୁ ସବୁ ପ୍ରସ୍ତୁତିଗୁଡିକ ହୋଇଯାଏ , ଡ୍ରେସ୍ ଓ ମେକ୍ ଅପ୍ ରୁ ନେଇକରି ବହୁତ ମାସରୁ ଏହାର ପ୍ଲାନିଙ୍ଗ୍ ହେବାକୁ ଲାଗେ, ଆଜିକାଲିର ବାହାଘରରେ ଝିଅ ଡ୍ୟାନ୍ସ କରିବା ପସନ୍ଦ କରନ୍ତି, କନ୍ୟା ନିଜ ବାହାଘରରେ ନାଚିବା ଆଜିକାଲିର ସମୟରେ ଟ୍ରେଣ୍ତିଙ୍ଗ୍ ରେ ଅଛି ।

ଏହି ଦିନରେ ସୋସିଆଲ୍ ମିଡିଆରେ ବିବାହର ଭିଡିଓଜ୍ ବହୁତ ଅଧିକା ଭାଇରାଳ୍ ହେବାରେ ଲାଗିଛି, ଯେଉଁଥିରେ ବର କନ୍ୟା ବହୁତ ନାଚ ଗୀତ ଓ ମସ୍ତିକରୁଥିବାର ନଜର ଆସନ୍ତି, ଆପଣ ସମସ୍ତେ ଏମିତି ଭାଇରାଲ୍ ଭିଡୀଓ ଦେଖିଥିବେ, ଯେଉଁ ଥିରେ କନ୍ୟା ନାଚୁଥିବାର ନଜର ଆସିଥିବେ, ଏହି ଦିନରେ ନବବିବାହିତ ବୋହୁର ଏକ ଡ୍ୟାନ୍ସ ଭିଡିଓ ସୋସିଆଲ୍ ମିଡିଆରେ ବହୁତ ଅଧିକା ଭାଇରାଳ୍ ହେବାରେ ଲାଗିଛି, କହିଦେବୁ କି ବାହାଘର ପରେ ନୁଆ ବୋହୁ ନିଜ ଶଶୁରଘରକୁ ଯାଇଥାଏ, ତେବେ ସେ ବହୁତ ଲାଜେଇକରି ବସିଥାଏ, ଓ ଆଖପାଖର ଲୋକଙ୍କ ବିଷୟରେ ସବୁ କିଛି ବୁଝିବାକୁ ଚେଷ୍ଟା କରେ ।

ଆଜିକାଲିର ସମୟରେ ଝିଅମାନେ ଟିକିଏ ମଡର୍ଣ୍ଣ ଓ ଆଡଭାନ୍ସ ହୋଇସାରିଲେଣି, ଆଜିକାଲିର ସମୟରେ ଯଦି ଝିଅଙ୍କୁ ଟିକିଏ ମଉକା ମିଳିଯାଏ , ତେବେ ସେ କହିବାରେ ପଛଘୁଞ୍ଚା ଦିଅନ୍ତି ନାହିଁ, ଏହି ମଧ୍ୟରେ ସୋସିଆଲ୍ ମିଡିଆରେ ଏକ ଏମିତି ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଦେଖିପାରିବେ କି ବିବାହପରେ ଶଶୁରଘରକୁ ଆସିଥିବା ନୁଆ ବୋହୁ ସାମ୍ନାରେ ନଣନ୍ଦଙ୍କ ଡ୍ୟାନ୍ସ କରୁଥିବାର୍ ଭିଡିଓ , ବହୁତ ସମୟରୁ ନୁଆ ବୋହୁ ନିଜ ନଣନ୍ଦଙ୍କ ସହ ଡ୍ୟାନ୍ସ କୁ ଦେଖୁଥିଲେ ତାପରେ କନ୍ୟା ନାଚିବାକୁ ଆରମ୍ଭ କରିଦେଲେ । କନ୍ୟାକୁ ନାଚୁଥିବାର ଦେଖି ସବୁ ଲୋକ ଚକିତ ହୋଇଗଲେ ।

ଯେପରି ଏହି ଭାଇରାଲ୍ ଭିଡିଓରେ ଦେଖିପାରିବେ କି ନୁଆ ବୋହୁ ନିଜ ନଣନ୍ଦଙ୍କୁ ଡ୍ୟାନ୍ସ କରୁଥିବାର ପ୍ରଥମେ ଦେଖେ କିଛି ସମୟରେ ନୁଆ ବୋହୁ ହରିଆଣି ଗୀତ ୫୨ ଗଜ କା ଦାମନ୍ ଗୀତରେ ଯେପରି ନାଚିବା ଆରମ୍ଭ କରିଦିଏ, ତେବେ ଲୋକେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି, ଏହି ଗୀତରେ ନୁଆ ବୋହୁ ଅଣ୍ଟାକୁ ହଲାଇ ନାଚୁଥିବାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦିଏ

ସୋସିଆଲ୍ ମିଡିଆରେ ଏହି ଭିଡିଓ ଅଧିକା ଭାଇରାଳ୍ ହେଉଛି, ଓ ଲଗାତାର ଏହି ଭିଡିତରେ ଲୋକେ ନିଜ ପ୍ରତିକ୍ରିୟାମାନ ଦେଉଛନ୍ତି, ସୋସିଆଲ୍ ମିଡିଆରେ ଏହି ଭିଡିଓ ଲୋକଙ୍କ ଦ୍ୱାରା ବହୁତ ପସନ୍ଦ କରାଯାଇଛି, ଏହି ଭିଡିଓ ଇନଷ୍ଟାଗ୍ରାମ୍ ଏକାଉଣ୍ଟରେ ଅଂଶୁ ଯାଦବ ସେୟାର୍ କରିଥିଲେ, ଏହି ଭିଡିଓକୁ ଲକ୍ଷାଧିକ ଲୋକ ଲାଇକ୍ କରିସାରିଲେଣି, ଓ ପସନ୍ଦ ବି କରୁଛନ୍ତି, ଏହି ଭିଡିଓ ଲୋକଙ୍କୁ ଏତେ ଭଲ ଲାଗୁଛି କି ଲୋକେ ହଜାର ସଂଖ୍ୟକ କମେଣ୍ଟ ବି କରୁଛନ୍ତି, ଓ ଏହାକୁ ସେୟାର୍ କରୁଛନ୍ତି, ସେମିତି ଆପଣଙ୍କୁ ଏହି ଭିଡିଓ କିପରି ଲାଗିଲା କମେଣ୍ଟ ବକ୍ସରେ ଲେଖିକରି ଜଣାଇବେ ।

https://www.instagram.com/reel/CRc8ebhlTkj

Leave a Reply

Your email address will not be published. Required fields are marked *