October 19, 2024

Odia Express

Here, There and Everywhere

ରାଜ କୁନ୍ଦ୍ରାଙ୍କ କାରଣରୁ ଅଭିନେତ୍ରୀ Shilpa Shetty ଙ୍କ କ୍ୟାରିୟର ହୋଇଯିବ ନଷ୍ଟ, ସମୟ ତ ଏହି ସଙ୍କେତ ଦେଉଛି

1 min read

ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏହି ଦିନ ପୋଲିସ୍ ଙ୍କ ସହ ଜେଲରେ ସମୟ କଟାଉଛନ୍ତି, ରାଜ୍ ୧୯ ଜୁଲାଇ ରୁ ହିଁ ପୋଲିସ୍ କଷ୍ଟଡିରେ ଅଛନ୍ତି, ଆପଣଙ୍କୁ କହିଦେବୁ କି ରାଜ କୁନ୍ଦ୍ରାଙ୍କ ଉପରେ ଅଶ୍ଳିଳ ସାମଗ୍ରୀ ବନାଇବା ଓ ପ୍ରକାଶିତ କରିବା ପରି ଗଂମ୍ଭୀର ଆରୋପ ଲାଗିଛି, ପୋଲିସ୍ ମୁତାବିକ ତାଙ୍କୁ ରାଜ କୁନ୍ଦ୍ରାଙ୍କ ବିପକ୍ଷରେ ବହୁତ ପ୍ରମାଣ ମିଳିଛି, ଏତିକି ନୁହେଁ ଏହି ମାମଲାରେ ଏବେ ଶିଳ୍ପା ସେଟ୍ଟି ଉପରେ ବି ଫସିଯାଇଛନ୍ତି, ମୁମ୍ବାଇ ପୋଲିସ୍ ଅପରାଧ ଶାଖା ଶିଳ୍ପାଙ୍କ ସାମିଲ୍ ହେବାର ଯାଞ୍ଚକରୁଛନ୍ତି, ଏହା ସହ ଶିଳ୍ପାଙ୍କୁ ଏକ ବଡ ଝଟକା ଲାଗିଛି ।

ପୋଲିସ୍ ଲଗାତାର ଶିଳ୍ପାଙ୍କ ଯାଞ୍ଚ ଓ ପଚାରାଉଚୁରା କରୁଛି, ସେ ଏବେ ପର୍ଯ୍ୟନ୍ତ ତାଙ୍କ ବିପକ୍ଷରେ କିଛି ବି ପ୍ରମାଣ ମିଳିନାହିଁ । ଏମିତିରେ ସ୍ୱାମୀଙ୍କ ଗିରଫଦାରୀ ପରେ ଶିଳ୍ପା ସେଟ୍ଟି ଡ୍ୟାନ୍ସ ରିୟାଲିଟି ଶୋ ସୁପର ଡ୍ୟାନ୍ସର ବି ଛାଡିଦେଇଛନ୍ତି, କହିଦେବୁ କି ଶିଳ୍ପା ଏହି ଦିନରେ ଏହି ଶୋରେ ଜର୍ଜ ଭାବେ ନଜର ଆସିଥିଲେ,  ଯାହା ଖବର ସାମ୍ନାକୁ ଆସୁଛି କି ତାଙ୍କ ମୁତାବିକ ଶିଳ୍ପା ସେଟ୍ଟି ସୁପର ଡ୍ୟାନ୍ସର୍ ଚ୍ୟାପଟର୍ ୪ ର ସୁଟିଙ୍ଗ୍ ଉପରେ ରାଜକୁନ୍ଦ୍ରାଙ୍କ ଗିରଫଦାରୀ ପରେ ହିଁ ଯାଇନାହାନ୍ତି ।

ଏବେ ଏହି ଶୋରେ ତାଙ୍କ ଅନୁପସ୍ଥିତି ରେ ଏବେ ଅଲଗା ଅଲଗା ସେଲିବ୍ରେଟି ଶୋରେ ଜର୍ଜ ଭାବେ ନଜର ଆସୁଛନ୍ତି, ସେମିତି ଏକବଡ  ଖବରକାଗଜ ମୁତାବିକ ଶିଳ୍ପାଙ୍କୁ ହଟାଇବାକୁ ନେଇକରି ଚ୍ୟାନେଲ୍ କିଛି ନିର୍ଣ୍ଣୟ ନେଇନାହାନ୍ତି, ଯେପରି ଏହି ମାମଲା ସମାଧାନ ହୋଇଯିବ ଶିଳ୍ପା ଏକ ମାସ ପରେ ଫେରିବାର ଆଶା କରାଯାଉଛି କିନ୍ତୁ ଶୋରେ ନ ଆସିବାରୁ ଶିଳ୍ପାଙ୍କ ବହୁତ କ୍ଷତି ହେଉଛି, ଅଭିନେତ୍ରୀ ପ୍ରାୟ ୨ କୋଟିର କ୍ଷତି ହେଉଛି, ଆପଣଙ୍କୁ କହିଦେବୁ କି ଏହି ଶୋରେ ଶିଳ୍ପା ସବୁଠାରୁ ଅଧିକା ପଇସା ପାଉଥିଲେ ।

ଜଣାଇଦେବୁ କି ଶିଳ୍ପା ସେଟ୍ଟି ସବୁ ଗୋଟେ ଏପିସୋଡ୍ ପାଇଁ ୧୮-୨୨ ଲକ୍ଷ ଚାର୍ଜ କରୁଥିଲେ ,ଏମିତି କୁହାଯାଉଛି କି ସେ ସବୁ ସପ୍ତାହରେ ଦୁଇଦିନ ଶୋରେ ଭାଗ ନେଉଥିଲେ, ଯେଉଁ ହିସାବରେ ତାଙ୍କ ବହୁତ କ୍ଷତି ହେଉଛି, ଯଦି ଶିଳ୍ପା ଶୋରେ ଜଲଦି ଫେରିବେ ନାହିଁ ତେବେ ତାଙ୍କର କ୍ଷତି ଅଧିକା ବଢିପାରେ । ଏତିକି ନୁହେଁ ଶିଳ୍ପା ଏହା ଛଡା ଏବେ ମିଡିଆ ବିପକ୍ଷରେ କେସ୍ ଦର୍ଜ କରାଇଛନ୍ତି, ସେ କହିଲେ କି ଏଥିରେ ତାଙ୍କ ଇମେଜ୍ ଖରାପ ହେଉଛି, କୋର୍ଟ ତରଫରୁ ତାଙ୍କୁ ଝଟକା ଲାଗିଛି, କୋର୍ଟ କହିଲେ କି ମିଡିଆଙ୍କୁ କେଉଁ ଭଳି ରୋକାଯାଈପାରିବ ନାହିଁ, ତାହା ସହ କିଛି ଭିଡିଓ କୁ ହଟାଇବାକୁ କୁହାଯାଇଛି ।

ଜଣାଇଦେବୁ କି ସ୍ୱାମୀଙ୍କ ଗିରଫଦାରୀ ପରେ ଏକ ସପ୍ତାହରେ ୧୪ ବର୍ଷ ପରେ ଅଭିନେତ୍ରୀ ବଡ ପର୍ଦାରେଫେରିବାକୁ ଯାଉଛନ୍ତି । ଶିଳ୍ପା ଫିଲ୍ମ ହଙ୍ଗାମା ୨ ୨୩ ଜୁଲାଇକୁ Disney hotstar ରେ ରିଲିଜ୍ ହୋଇଥିଲା, କହିଦେବୁ କି ମାଲବଣି ରେ ଅଶ୍ଳିଳ ଫିଲ୍ମର ସଂବନ୍ଧରେ ଫେବୃୟାରୀ ୨୦୨୦ ରେ କେସ୍ ଦର୍ଜ ହେବାର ଚାରି ମାସପରେ ତାଙ୍କ ନାଁ ବି ଏହି ମାମଲାରେ ସାମ୍ନାକୁ ଆସିଥିଲା । ଏହାକୁ ନେଇ ଶିଳ୍ପାଙ୍କ ସ୍ୱାମୀ ସାମ୍ନାରେ ବସାଇକରି ଘଣ୍ଟାଏ ଯାଏଁ ପଚାରାଉଚୁରା କରାଯାଈଥିଲା,  ଏବେ ଆସୁଥିବା ସମୟ ହିଁ କହିବ କି ଶିଳ୍ପାଙ୍କ ସହ କଣ ହେଉଛି ।

Leave a Reply

Your email address will not be published. Required fields are marked *