October 19, 2024

Odia Express

Here, There and Everywhere

Odia Jokes :ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଭୀଷଣ ଲଢେଇ ହେଉଥିଲା, ତେବେ ସ୍ୱାମୀକୁ ସ୍ତ୍ରୀ ଠାରୁ ଜଣାପଡିଗଲା ଏମିତି କଥା ଯାହାକୁ ଜାଣୀକରି ହସି ହସି ଲୋଟପୋଟ୍ ହୋଇଯିବେ ଆପଣ

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଥରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭିଷଣ ଲଢେଇ ହେଉଥିଲା, ରାଗରେ ସ୍ତ୍ରୀ ସ୍ୱାମୀକୁ କହିଲା- ଏବେ ବହୁତ୍ ହେଇଗଲା, ପାଣି ମୁଣ୍ତ ଉପରକୁ ଚାଲିଯାଈଛି, ମୁଁ ନିଜ ମା ଘରକୁ ଯାଉଛି, ଓ କେବେ ଫେରିବି ନାହିଁ, ସ୍ୱାମୀ- ଯିବା ପୁର୍ବରୁ ଗୋଟେ ଖୁସିଖବର ଶୁଣିକରି ଯାଅ, କାଲି ତୁମର ମା ବି ନିଜ ସ୍ୱାମୀଙ୍କ ସହଲଢେଇକରି ନିଜ ବାପଘର ଚାଳିଯାଈଛନ୍ତି ।

୨)ବ୍ୟକ୍ତି ବାହାଘର ପାଇଁ କିଛି ଦିନ ପୁରା ତାଓରେ ବିବାହର କିଛି ଦିନ ପର୍ଯ୍ୟନ୍ତ ଖୁସିରେ ଓ ତାହା ପରେ ପୁରା ଜୀବନ ନିରବତାରେ ରହିଥାଏ ।

୩)ଜାଆଁଳା ଛୁଆ ନିଜ ରୁମରେ ବସିଥିଲେ , ଗୋଟେ ହସି ହସି ଗଡିଯାଉଥିଲା,  ଯେବେ କି ଆଉଜଣେ ଉଦାସ ଥିଲା ବାପା- ଏତେ କଣ ପାଇଁ ହସୁଛ  ? ଛୁଆ- ଏତେ ଥଣ୍ତାରେ ମା ଦୁହେଁଙ୍କୁ ଦୁଇଥର ଏହାକୁ ଗାଧୋଇଦେଲେ ।

୪) ସିକ୍ୟୁରିଟି ଗାର୍ଡ ଚାକିରି ପାଇଁ ଇଣ୍ଟରଭ୍ୟୁରେ ପଚାରାଗଳା କି ଇଂରାଜୀ ଆସେ ? ଗାର୍ଡର ଶାନ୍ତିପୁର୍ଣ୍ଣ ଜବାବ- କାହିଁକି ଚୋର ଇଂଲଣ୍ତରୁ ଆସିବ କି ?

୫) ଏବେ ଛାତର ୩-୪ ଟି ସିଢି ଚଢୁଥିଲି ଭାଉଜ କହିଲେ- କେଉଁଆଡେ ଯାଉଛ ? ପପୁ- ଚଢେଇକୁ ଦାନା ଖୁଆଇବାକୁ ଯାଉଛି, ଭାଉଜ- ତୁମର ଚଢେଇ ସାତ ଦିନ ପାଇଁ ଆଇ ଘରକୁ ଯାଇଛି ।

୬) କାକା – ଅଣ୍ଟାରେ ବହୁତ ପୀଡା ହେଉଛି, ଟିକିଏ ଗୁପ୍ତାଜୀଙ୍କ ଘରରୁ ଆୟୋଡେକ୍ସ ନେଇକରି ଆସ, କାକି- ଆରେ ସେ ଦେବେ ନାହିଁ, ବହୁତ୍ କଞ୍ଜୁସ୍ ଅଟନ୍ତି । କାକା- ହଁ ଅଟନ୍ତି ତ ଖାନଦାନୀ କଞ୍ଜୁସ୍ ଜଣାନାହିଁ ଏତେ ପଇସା ନେଇକରି କେଉଁଆଡେଯିବେ , ମରିତ ଯିବେ ଏମିତି, ଏମିତି କର ଆଲମୀରାରୁ ତୁମେ ନିଜର ବାହାର କରିଦିଅ , ପୀଡା ଅଧିକା ହେଉଛି ।

୭) ସାନ୍ତା ପେଟ୍ରୋଲ୍ ପମ୍ପରେ – ଆରେ ଭାଇ ଟିକିଏ ୧ ଟଙ୍କାର ପେଟ୍ରୋଲ୍ ପକାଇଦିଅ, ସେଲ୍ସମ୍ୟାନ୍- ଆଶ୍ଚର୍ଯ୍ୟ ହୋଇ ଭାଇ ଏତେ ପେଟ୍ରୋଲ୍ ପକାଇ କୁଆଡେ ଯିବ କି ? ସାନ୍ତା- ଆରେ ଭାଇ, କୁଆଡେ ଯିବିନି ମ, ଆମେ ତ ଏମିତି ପଇସା ଉଡାଇବାର ଅଭ୍ୟାସ ଅଛି , ସେଲ୍ସମ୍ୟାନ୍- ବେହୋସ୍

୮) ସ୍ତ୍ରୀ ସକାଳୁ ସକାଲୁ ସ୍ୱାମୀକୁ କହିଲା- ମୋର ଅଧା ମୁଣ୍ତ ବୁଲାଉଛି, ସ୍ୱାମୀ- ଭୁଲରେ କହିଦେଲା ଯେତେ ଅଛି ସେତିକି ହିଁ ବୁଲାଇବ, ତେବେ ସ୍ୱାମିର ପୁରା ଶରୀର ଏବେ ବିନ୍ଧୁଛି ।

୯) ପପୁ –ଆପଣଙ୍କ କୁକୁର୍ କଣ ଖାଉଛି ? ଗପୁ- ହଁ ଇଏ ଲୋକଙ୍କୁ ଖାଲି କାମୁଡୁଛି, ତାପରେ ପପୁ ତୁରନ୍ତ ସେଠାରୁ ରଫୁ ଚକ୍କର ମାରିଦେଲା ।

୧୦) ସ୍ୱାମୀ ସ୍ତ୍ରୀଙ୍କର ଝଗଡା ହେଉଥିଲା, ସ୍ୱାମୀ- ତୁମକୁ ବାହା ହୋଇ ଭଲ ହେଇଥାନ୍ତା ମୁଁ କୁଆଁରା ହିଁ ରହିଥାନ୍ତି, ସ୍ତ୍ରୀ- ମୁଁ ଇ ନିଜ ମା କଥା ଶୁଣିଥିଲେ ତେବେ ଭଲ ହୋଇଥାନ୍ତା, ସ୍ୱାମୀ- କଣ କହିଥାନ୍ତେ ତୁମ ମା ? ସ୍ତ୍ରୀ- ମା କହନ୍ତି କି କର ନାହିଁ ଏଇ ପୁଅ ସହ ବାହାଘର, ସ୍ୱାମୀ- ହେ ଭଗବାନ ଆଜି ପର୍ଯ୍ୟନ୍ତ ସେହି ଭଲ ସ୍ତ୍ରୀଲୋକକୁ ଭୁଲ୍ ବୁଝୁଥିଲି ଯିଏ ମୋତେ ବଞ୍ଚାଇବାକୁ ଚାହୁଁଥିଲା ।

Leave a Reply

Your email address will not be published. Required fields are marked *