October 19, 2024

Odia Express

Here, There and Everywhere

ବଲିଉଡ୍ ର ବଡ ଷ୍ଟାର୍ ମାନେ ହୋଇସାରିଛନ୍ତି ଗଞ୍ଜା, ନାନାପ୍ରକାରର ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ କରି Handsome ଦେଖାଯାଆନ୍ତି

1 min read

ଯଦି ଆପଣଙ୍କୁ ଲାଗେ କି ବାଳ ଝଡିବା ସମସ୍ୟା କେବଳ ଆପଣଙ୍କୁ ହିଁ ହେଉଛି ତେବେ ଏହା ଭାବିବା ସଂପୁର୍ଣ୍ଣ ରୁପେ ଭୁଲ୍ , ବାଳ ଝଡିବା ସମସ୍ୟା ସାଧାରଣ୍ ଲୋକଙ୍କ ଠାରୁ ନେଇକରି ଖାସ୍ ବ୍ୟକ୍ତିଙ୍କୁ ବି ହୋଇଥାଏ, ବାଳ ଝଡିବା ସମସ୍ୟା ଏକ ସେଲିବ୍ରେଟି ପାଇଁ ସବୁଠାରୁ ଅଧିକା ଗଂମ୍ଭୀର ବିଷୟ ଅଟେ, ବଲିଉଡ୍ ସେଲିବ୍ରେଟି ବଡ ପରଦାରେ ସବୁବେଳେ ସୁନ୍ଦର ଓ ଫିଟ୍ ରହିଥିବାର ଦେଖାଯାଏ , ଏଥିପାଈଁ ସେ ଲୋକ ବହୁତ୍ ପରିଶ୍ରମ ବି କରନ୍ତି, ଆଜି ଆମେ ଆପଣଙ୍କୁ ବଲିଉଡ୍ ର ସେହି ଷ୍ଟାର୍ ଙ୍କ ବିଷୟରେ କହିବୁ ଯିଏ ଅସଲ ଜୀବନରେ ନିଜ ବାଳକୁ ହରାଇସାରିଛନ୍ତି, ଏହି ଷ୍ଟାର୍ ବଡ ପରଦାରେ ନଜର ଆସିଛନ୍ତି, କିନ୍ତୁ ଏଥିପାଇଁ ସେମାନେ ହେୟାର୍ ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ କରାଇଛନ୍ତି, ଆମେ ଆପଣଙ୍କୁ କହିଦେଉଛୁ କେଉଁ କେଉଁ ବଲିଉଡ୍ କଳାକାର ନିଜ ବାଳକୁ ସର୍ଜରୀ କରାଇଛନ୍ତି ।

୧) ସଲମାନ୍ ଖାନ୍- ବଲିଉଡ୍ ର ଦବଙ୍ଗ ଖାନ୍ ୫୫ ବର୍ଷୀୟ ହୋଇସାରିଛନ୍ତି, ସେ ୨୦୦୩ ରେ ତାଙ୍କ ବାଳ ଝଡିବା ଆରମ୍ଭ ହୋଇଯାଇଥିଲା, ବହୁତ ପାର୍ଟିଜ୍ କିମ୍ବା ଗଞ୍ଜାପଣ ପାଇଁ ତାଙ୍କୁ ଲଜ୍ଜିତ ହେବାକୁ ପଡିଥିଲା, ପରେ ସଲମାନ୍ ନିଜ ଗଞ୍ଜାପଣ ଲୁଚାଇବାକୁ ଭାରତରେ ହିଁ ହେୟାର୍ ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ କରାଇଲେ , କିନ୍ତୁ ଏହି ସର୍ଜରୀ ପୁରା ଭାବେ ଖରାପ ହୋଇଗଲା, ଏହାପରେ ସଲମାନ୍ ଖାନ୍ ୨୦୦୭ ରେ ଦୁବାଇରେ ଟ୍ରାନ୍ସପ୍ଲାଣ୍ଟ କରାଇଥିଲେ ।

୨) ଅକ୍ଷୟ କୁମାର- ବଲିଉଡ୍ ରେ ମୋଷ୍ଟ ଫିଟ୍ ମ୍ୟାନ୍ ଭାବେ ଜଣାଶୁଣା ଖିଲାଡି ଅକ୍ଷୟ କୁମାର ଗଞ୍ଜାପଣର ଶିକାର ହୋଇଥିଲେ, ଅକ୍ଷୟ କୁମାର ୪୦ ବର୍ଷ ପାର୍ କରିବାପରେ ବାଳ ଝଡିବା ଆରମ୍ଭ ହୋଇଯାଇଥିଲା, ଅକ୍ଷୟ କୁମାର ନିଜ ଗଞ୍ଜାପଣ ଲୁଚାଇବାକ୍ ଯାଇ  ଏଫ୍ ୟୁଟି  ମାନେ ଫୋଲିକଲ୍ ୟୁନିଟ୍ ଟ୍ରାନ୍ସପ୍ଲାଣ୍ଟ କରାଇଥିଲେ ।

୩) ସଞ୍ଜୟ ଦତ୍ତ- ସଞ୍ଜୟ ଦତ୍ତ ଯେବେ ବଲିଉଡ୍ ରେ ଏଣ୍ଟ୍ରି ନେଇଥିଲେ ତେବେ ସେହି ସମୟରେ ତାଙ୍କ ବାଳ ବହୁତ ଲମ୍ବା ହେଉଥିଲା, ତାଙ୍କ ଷ୍ଟାଇଲ୍ ସେହି ଜମାନାରେ ଚର୍ଚ୍ଚିତ୍ ହେୟାର୍ ଷ୍ଟାଇଲ୍ ଭାବେ ଜଣାଯାଉଥିଲା, କିନ୍ତୁ ବୟସର ସହ ତାଙ୍କ ବାଳ ଝଡିବା ଆରମ୍ଭ ହୋଇଯାଇଥିଲା, ବାଳ ଝଡିବା ପରେ ସଞ୍ଜୟ ଦତ୍ତ ଗଞ୍ଜାପଣର ଶିକାର ହୋଈଯାଇଥିଲେ, ଷ୍ଟ୍ରିପ୍ ସର୍ଜରୀ କରି ସଞ୍ଜୟ ଦତ୍ତ ନିଜ ବାଳକୁ ଠିକ୍ କରାଇଲେ, ଫିଲ୍ମରେ ସେ ଫୋଲିକଲ୍ ୟୁନିଟ୍ ଟ୍ରାନ୍ସପ୍ଲାଣ୍ଟ୍ ବି କରାଇବାପାଇଁ ଯାଇଥିଲେ ।

୪) କପିଲ୍ ଶର୍ମା- କପିଲ୍ ଶର୍ମା ହେୟାର୍ ରିଷ୍ଟୋରେସନ୍ ପ୍ରୋସିଜର୍ କରାଇଥିଲେ, କୁହାଯାଏ କି କପିଲ୍ ଶର୍ମା ନିଜ ବାଳକୁ ଫେରିବାପାଇଁ ରୋବୋଟିକ୍ ହେୟାର୍ ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ କରାଇଥିଲେ ।

୫) ଅମିତାଭ ବଚ୍ଚନ- ସଦିର ମହାନାୟକ ଭାବରେ ଲୋକପ୍ରିୟ ଅମିତାଭ ବଚ୍ଚନ ନିଜ କ୍ୟାରିୟର ସମୟରେ ଗଞ୍ଜାପଣର ଶିକାର ହୋଇଥିଲେ, ଏଇ ଦିନରେ ଅମିତାଭ ବଚ୍ଚନଙ୍କ ଏକ ଫଟୋ ବହୁତ ଭାଇରାଲ୍ ହେଉଛି, ଏହି ଫଟୋରେ ତାଙ୍କର ଗଞ୍ଜାପଣ ସଫା ଭାବେ ନଜର ଆସୁଛି, ଅମିତାଭ ବଚ୍ଚନ ହେୟାର୍ ଟ୍ରାନ୍ସପ୍ଲାଣ୍ଟ ସାହାରା ନେଇଥିଲେ ।

୬) ଗୋବିନ୍ଦା- ବଲିଉଡ୍ ରେ ନିଜ ସମୟରେ ସବୁଠାରୁ ହ୍ୟାଣ୍ତସମ୍ ଅଭିନେତା ରହିଥିବା ଗୋବିନ୍ଦାଙ୍କ ଗଣନା ସେହି ଷ୍ଟାର୍ ଙ୍କ ସହ ହୋଇଥାଏ ଯିଏ ନିଜ ଷ୍ଟାର୍ ଡମ୍ ସମୟରେ ଗଞ୍ଜାପଣରେ ରହିଥିଲେ, ଅଭିନେତା ସଲମାନ୍ ଖାନ୍ ହିଁ ଗୋବିନ୍ଦାଙ୍କୁ ଦୁବାଇ ଯାଇ ହେୟାର୍ ଟ୍ରାନ୍ସପ୍ଲାଣ୍ଟ କରିବାର ଉପଦେଶ ଦେଇଥିଲେ, ଏହାପରେ ସେ ହେୟାର୍ ଟ୍ରାନ୍ସପ୍ଲାଣ୍ଟକରାଇକରି ବଡ ପରଦାରେ ଜୋରଦାର୍ ଏଣ୍ଟ୍ରି କରିଥିଲେ ।

Leave a Reply

Your email address will not be published. Required fields are marked *