October 15, 2025

Odia Express

Here, There and Everywhere

ଦେଶୀ ଗାର୍ଲ Priyanka Chopra ୭ କୋଟିରେ ବିକ୍ରି କଲେ ମୁମ୍ବାଇ ବାଲା 2 ଟି ଆପାର୍ଟମେଣ୍ଟ, ଲକ୍ଷାଧିକ ଟଙ୍କାର ଭଡାରେ ଦେଲେ ନିଜ ଅଫିସ୍ – କାରଣ ଜାଣିଲେ ମୁଣ୍ଡରେ ହାତ ଦେବେ

ବଲିଉଡ୍ ରେ ଦେଶୀ ଗାର୍ଲ ଓରଫ୍ ପ୍ରିୟଙ୍କା ଚୋପ୍ରା ସେମିତି ବିବାହ ପରେ ଏବେ ତାଙ୍କ ସ୍ୱାମୀ ନିକ୍ ଜୋନ୍ସଙ୍କ ସହ ଆମେରିକାରେ ରହୁଛନ୍ତି, କିନ୍ତୁ ଆଜି ବି ତାଙ୍କର କ୍ରେଜ୍ ଓ ଡିମାଣ୍ତ ବଲିଉଡ୍ ରେ କମ୍ ହୋଇନାହିଁ, ନିଜରଏବେ ପର୍ଯ୍ୟନ୍ତ ଫିଲ୍ମ କ୍ୟାରିୟରରେ ପ୍ରିୟଙ୍କା ବହୁତ ସୁପରହିଟ୍ ଫିଲ୍ମ ଦେଇଛନ୍ତି, ଯେଉଁଥିରେ ଦୋସାନ୍ତା, ଐତରାଜ୍, କ୍ରିସ୍, ଆଦି ପ୍ରମୁଖ ଫିଲ୍ମଗୁଡିକ ଅଛି, ଫିଲ୍ମରେ ବହୁତ ନାଁ ଓ ପଇସା କମାଇଛନ୍ତି, ତାଙ୍କର ଫ୍ୟାନ୍ ଫଲୋଇଙ୍ଗ୍ ବି ଲକ୍ଷାଧିକ ଅଛି, ସେ ନା କେବଳ ଏକ ଭଲ ଅଭିନେତ୍ରୀ ବରଂ ଏକ ଶାନଦାର୍ ମଡେଲ୍ ରହିସାରିଛନ୍ତି, ତାଙ୍କ ପାଖରେ ପଇସା ଓ ଲୋକପ୍ରିୟତାର କିଛି କମି ନାହିଁ, ଏବେ ପ୍ରିୟଙ୍କା ଚୋପ୍ରା ଆଉଥରେ ଚର୍ଚ୍ଚାରେ ଆସିଛନ୍ତି, ଏହି ଥର ତାଙ୍କ ଚର୍ଚିତ ହେବାର କାରଣରୁ ତାଙ୍କ କିଛି ଫିଲ୍ମ ବା ୱେବ୍ ସିରିଜ୍ ନୁହେଁ ବରଂ ତାଙ୍କ ମୁମ୍ବାଇ ବାଲା ଆପାର୍ଟମେଣ୍ଟର୍ ଅଟେ ।

ସୁଚନା ମୁତାବିକ କହିଦେବୁ କି ପ୍ରିୟଙ୍କା ଚୋପ୍ରା ନିଜ ମୁମ୍ବାଇ ବାଲା ଆପାର୍ଟମେଣ୍ଟକୁ ବିକ୍ରି କରିଦେଇଛନ୍ତି, ମୁମ୍ବାଇରେ ତାଙ୍କର ବହୁତ ସାରା ସଂମ୍ପତ୍ତି ଅଛି, ଏଥିରେ ସେ ଦୁଇଟି ପ୍ରୋପଟି ବିକ୍ରି କରିଦେଇଛନ୍ତି, ଏହା ଛଡା ସେ ମୁମ୍ବାଇର ବର୍ସୋବା ଓଶିବାରା ରେ ସେକେଣ୍ତ ଫ୍ଲୋରର ଅଫିସ୍ କୁ ୨,୧୧ ଲକ୍ଷରେ ଜୁନ୍ ମାସରେ ଲିଜ୍ ରେ ଦେଇଥିଲେ । କହିଦେବୁ କି ଏହି ଅଫିସ୍ ର ସାଇଜ୍ କମ୍ ସେ କମ୍ ୨୦୪୦ ବର୍ଗଫୁଟ୍ ଅଟେ

ସେ ବରଶୋବା ଅନ୍ଧେରୀ ସ୍ଥିତ ରାଜ କ୍ଲାସିକ୍ ପ୍ରୋପଟିକୁ ପ୍ରାୟ ୭ କୋଟିରେ ବିକ୍ରି କରିଥିଲେ, ଏହି ଦୁହେଁ ହିଁ ଡିଲ୍ସ କୁ ପ୍ରିୟଙ୍କାଙ୍କ ମା ମାନେ ମଧୁ ଚୋପ୍ରା ପୁରା କରିଥିଲେ, ପ୍ରିୟଙ୍କା ଏହି ଦୁହେଁ ଆପାର୍ଟମେଣ୍ଟ ମୁମ୍ବାଇର ପଶ ଇଲାକାରେ ରାଜ୍ କ୍ଲାସିକ୍ ବର୍ସୋବା ରେ ମହଜୁତ୍ ଅଛି, ଯେବେ କି ଏହାକୁ ୨୬ ମାର୍ଚ୍ଚ ୨୦୨୧ କୁ ବିକ୍ରି ହୋଇଥିଲା< କହିଦେବୁ କି ଏହାପୁର୍ବରୁ ଗତ ବର୍ଷ ପ୍ରିୟଙ୍କା ଚୋପ୍ରା ନିଜ ବହୁତ ପ୍ରୋପଟି ବିକ୍ରି କରିଥିଲେ

ସେମିତି ଦେଖିବାକୁ ଗଲେ ଏହା ବହୁ ପରିମାଣରେ ସଠିକ୍ କାରଣ ନିଜେ ପ୍ରିୟଙ୍କା ଆମେରିକାରେରହୁଛନ୍ତି, ଏମିତିରେ ତାଙ୍କର ଏହି ପ୍ରୋପଟି ତାଙ୍କର ବହୁତ ଲାଭ ଦେଉଛି । ଖବରରୁ ଜଣାଯାଏ ଯେ ଏତେ ସବୁ ପଠାଇବାପରେ ବି ତାଙ୍କ ପାଖରେ ମୁମ୍ବାଈର ଜୁହୁ ରେ ଏକ ଆଲିଶାଣ୍ ବଙ୍ଗଳା ଅଛି, ଏହି ବଙ୍ଗଳାରେ ତାଙ୍କ ଓ ନିକ୍ସଙ୍କ ଏନ୍ ଗେଜମେଣ୍ଟ ହୋଇଥିଲା, ଏହା ଛଡା ଗୋଆରେ ବି ବାଗା ବିଚ୍ ପାଖରେ ଏକ ଶାନଦାର୍ ଘର ଅଛି

ଦ୍ୱିତୀୟ ପଟେ ମୁମ୍ବାଇ ପାଖରେ ଓଶିବାରା ସ୍ଥିତ ବାସ୍ତୁ ପ୍ରେସିଣ୍ଟ୍ ନାମକ ଏକ ଅଫିସ୍ ଅଛି, ଯାହାକୁ ସେ ଭଡାରେ ଦେଇଛନ୍ତି,  ଏହି ଭଡା କମ୍ ସେ କମ୍ ତାଙ୍କୁ ଦୁଇ ଲକ୍ଷ ମିଳୁଛି ,ମିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଚୋପ୍ରା ଏବେ ନିକ୍ ଜୋନ୍ସଙ୍କ ସହ ଲସ୍ ଅଞ୍ଜେଲସ୍ ରେ ସିଫ୍ଟ ହୋଇସାରିଛନ୍ତି, ଭାରତରେ ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ଓ ମା ମଧୁ ଚୋପ୍ରା ରହୁଛନ୍ତି, ଯାହାଙ୍କୁ ଦେଖାକରିବାକୁ ପ୍ରିୟଙ୍କା ଭାରତ ବହୁ ଥର ଆସନ୍ତି ।

Leave a Reply

Your email address will not be published. Required fields are marked *