October 19, 2024

Odia Express

Here, There and Everywhere

IAS Questions : ମଣିଷ ଶରୀରର କେଉଁ ସେହି ଅଙ୍ଗ ଅଛି ଯାହା ଅନ୍ଧାର ହେଲେ ବଡ ହୋଇଯାଏ ?ଉତ୍ତର ଅତି ଚମତ୍କାର ଅଟେ

1 min read

ଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଦିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା  । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ,ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ,  ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ

୧) କେଉଁ ଗ୍ୟାସ୍ ର ଉପଯୋଗ ପ୍ରଥମ ବିଶ୍ୱଯୁଦ୍ଧରେ ରସାୟନିକ ହତିଆର ରୁପରେ ହୋଇଥିଲା? ଉତ୍ତର- ମଷ୍ଟର୍ଡ ଗ୍ୟାସ୍ ।

୨) ପ୍ରତ୍ୟାବର୍ତ୍ତୀ ଧାରା( ଅଲଟରନେଟ୍ କରେଣ୍ଟ) କୁ ଦିଷ୍ଟ ଧାରା( ଡାଇରେକ୍ଟ କରେଣ୍ଟ) ରେ ବଦଳିବା ହେତୁ କାହାର ଉପଯୋଗ କରାଯାଏ ? ଉତ୍ତର- ରେକ୍ଟିଫାୟାର୍

୩) ଭାରତ ଛଡା କେଉଁ ଦେଶରେ ରାଷ୍ଟ୍ରିୟ ଫୁଲ ପଦ୍ମ ଅଟେ ? ଉତ୍ତର-ଭିଏତନାମ୍

୪)ଆପଣ ଗାଡି ଚଲାନ୍ତି । କୁହନ୍ତୁ ପେଟ୍ରୋଲ୍ କୁ ହିନ୍ଦୀରେ କଣ କୁହାଯାଏ ? ଉତ୍ତର- ଏହାକୁ ଶିଳାତେଲ କିମ୍ବା ସ୍ୱର୍ଣ୍ଣ ଧ୍ରୁବ କହନ୍ତି

୫) ଭାରତରେ ଉର୍ଦ୍ଧୁ କିପରି ଆସିଲା ? ୧୨ ତମ ଶତାଦ୍ଧୀରେ ଦିଲ୍ଲୀର ଆଖପାଖରେ ବାହାର ଲୋକ ଏହି ପରି ଭାଷାର ପ୍ରୟୋଗକରୁଥିଲେ, କିନ୍ତୁ ତେବେ ଏହାକୁ ଅଲଗା ଅଲଗା ନାଁରେ ଜଣାଯାଉଥିଲା, କିନ୍ତୁ ୧୯ ତମ ସଦୀରେ ଏହି ଭାଷାକୁ ଉର୍ଦ୍ଧୁ ନାଁରେ ଦିଆଗଲା ।

୬) ବୁଲନ୍ଧ ଦରବାଜା କଣ ପାଇଁ ତିଆରି ହୋଇଥିଲା ? ଉତ୍ତର- ଗୁଜୁରାଟ ବିଜୟର ଚିହ୍ନ ସ୍ୱରୁପ ଏହାର ନିର୍ମାଣ ହୋଇଥିଲା ।

୭) କୁମ୍ଭ ଓ ମହାକୁମ୍ଭରେ କଣ ଅନ୍ତର ଅଛି ? ଉତ୍ତର- କୁମ୍ଭ ସବୁ ୧୨ ବର୍ଷରେ ହରିଦ୍ୱାର, ପ୍ରୟାଗରାଜ, ଉଜ୍ଜେନ, ଓ ନାସିକରେ ହୋଇଥାଏ, ମହାକୁମ୍ଭ ୧୪୪ ବର୍ଷରେ ଗ୍ରହର ଚାଲିଚଳଣ ହିସାବରେ ହୋଇଥାଏ ।

୮) ଟ୍ରେନ୍ ଡବାରେ ଛକି ଚିହ୍ନ କଣ ପାଇଁ ହୋଇଥାଏ ? ଉତ୍ତର- ଏହି ଚିହ୍ନ ଏଥିପାଇଁ ଥାଏ ଯାହାଦ୍ୱାରା ଲୋକଙ୍କୁ ଜଣାପଡିପାରିବ କି ଏହି ଟ୍ରେନର ଶେଷ ଡବା ବୋଲି ।

୯) ଏମିତି କେଉଁ ଫଳ ଅଛି ଯାହା ବଜାରରେ ମିଳେନାହିଁ ? ଉତ୍ତର- ପରିଶ୍ରମର ଫଳ ବଜାରରେ ମିଳେନାହିଁ ।

୧୦)QR Code ର ଫୁଲଫର୍ମ କଣ ଅଟେ ? ଉତ୍ତର- Quick response Code .

୧୧)ଆସାମ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ କିଏ ବଡ ଅଟେ ? ଉତ୍ତର- ଜନସଂଖ୍ୟା ହିସାବରେ ଆସାମ କ୍ଷେତ୍ରଫଳର ହିସାବରେ ଅରୁଣାଚଳ ପ୍ରଦେଶ ,

୧୨) ବିହାରର ସବୁଠାରୁ ବଡ ଜିଲ୍ଲା କେଉଁଟା ଅଟେ ? ଉତ୍ତର- ଜନସଂଖ୍ୟା ହିସାବରେ ମଧୁବନୀ ଜିଲ୍ଲା ସବୁଠାରୁ ବଡ ଅଟେ ।

୧୩) ଗଙ୍ଗା ଆମନ୍ତ୍ରଣ ଅଭିଯାନ କେଉଁ ମନ୍ତ୍ରାଳୟ ଦ୍ୱାରା ଆରମ୍ଭ ହୋଇଥିଲା ? ଉତ୍ତର- ଜଳ ଶକ୍ତି ମନ୍ତ୍ରାଳୟ ଦ୍ୱାରା

୧୪) ବିଶ୍ୱ ବ୍ୟାଙ୍କ୍ ସମୁହ ବର୍ତ୍ତମାନ ପ୍ରମୁଖ କିଏ ଅଛନ୍ତି ? ଉତ୍ତର- ଡେଭିଡ୍ ମାଲପାସ ବିଶ୍ୱବ୍ୟାଙ୍କର ପ୍ରମୁଖ ଅଧ୍ୟକ୍ଷ୍ୟ ଅଛନ୍ତି ।

୧୫) ବର୍ତ୍ତମାନରେ ଭାରତରେ ସାର୍ବଜନିକ କ୍ଷେତ୍ରରେ କେତୋଟି ବ୍ୟାଙ୍କ୍ ଅଛି ? ଉତ୍ତର- ଭାରତରେ ସାର୍ବଜନିକ କ୍ଷେତ୍ରର ବ୍ୟାଙ୍କ୍ ସଂଖ୍ୟା କମିଯାଇ ୧୨ ହୋଇଯାଇଛି ଯାହା ପୁର୍ବରୁ ୨୭ ଥିଲା ।

୧୬) ଆମର ଶରୀରରେ ଅନୈଚ୍ଛିକ କାର୍ଯ୍ୟ କୁ କାହାଦ୍ୱାରା ନିୟନ୍ତ୍ରିତ କରାଯାଏ ? ଉତ୍ତର- Medulla in Hindbrain  ଆମ ଶରୀରରେ ଅନୈଚ୍ଛିକ କାର୍ଯ୍ୟକୁ ନିୟନ୍ତ୍ରଣ କରେ ।

୧୭) ମାନବ ଶରୀରରେ କେଉଁ ଏମିତି ଅଙ୍ଗ ଅଛି ଯାହା ଅନ୍ଧାର ହେଲେ ବଡ ହୋଇଯାଏ ? ଉତ୍ତର- ମାନବ ଶରୀରରେ ଆଖିର ରେଟିନ୍ ଯାହା ଅନ୍ଧାର ହେଲେ ବଡ ହୋଇଯାଏ , କାରଣ ଆଖିର ରେଟିନା ଯାହା ଦିନରେ ଛୋଟ ହୋଇଥାଏ, ଓ ରାତି ହେଲେ ଯେବେ ଆଲୁଅ କମ୍ ହୋଇଯାଏ ତେବେ ଏହା ଫୋକସ୍ କରିବାପାଇଁ ବଡ ହୋଇଯାଏ ।

Leave a Reply

Your email address will not be published. Required fields are marked *