ଯଦି ଆପଣଙ୍କ ଛୁଆ ବି ଠିକ Time ରେ ଖାଉନାହିଁ ତେବେ ଆପଣ ବି ଏହି ନିୟମ ଆପଣାନ୍ତୁ,ପିଲା ସମୟ ରେ ଖାଇବା ପାଇଁ ମାଗିବେ..
1 min read
ରାଜୀବ ଭାଇ ଓ ଆୟୁର୍ବେଦ ଅନୁସାରେ ଖାଇବା ତିଆରି ପରେ ୪୮ ମିନିଟ୍ ଭିତରେ ଖାଇବା ଉଚିତ୍ ,ତେବେ ଯେଉଁ ଛୁଆ ସକାଳୁ ସ୍କୁଲ୍ ଯାଆନ୍ତି, ଓ ସଂନ୍ଧ୍ୟାକୁ ଆସନ୍ତି ତାଙ୍କର କଣ ? ଏହାପାଇଁ ଏକ ବିକଳ୍ପ କହୁଛି, ଯେଉଁ ଛୁଆ ସକାଳୁ ସକାଳୁ ସ୍କୁଲ୍ ଯାଆନ୍ତି ତାଙ୍କ ପାଇଁ ଏହି ସୁତ୍ର କିପରି ଆପ୍ଲାଇ ହେବ , ମୋର ବିନତି ଅଛି କି ଛୁଆଙ୍କୁ ଖାଇବା ଖୁଆଇକରି ସ୍କୁଲ୍ ପଠାନ୍ତି ଆପଣ କହିବେ ହଁ ଖାଉନାହାନ୍ତି , ମୁଁ ଆପଣଙ୍କୁ ଏହାର ତରିକା କହୁଚି, ସେ ଖାଇବା କିପରି ଖାଇବେ, ଆମର ଶରୀର ଏକ ସାଇକେଲ୍ ଅଟେ, ସାଇକେଲ୍ ଏହା କି କିଛି ବି ଖାଇବେ ତାହା ଆଠଘଣ୍ଟା ପରେ ଭୋକ ଲାଗିବ, ଏହା ଶରୀରର ନିଜସ୍ୱ ନିୟମ ଅଛି, ଯେଉଁ ଛୁଆଙ୍କ ପାଇଁ ,ପୁରୁଷଙ୍କ ପାଇଁ ସମସ୍ତଙ୍କ ପାଇଁ ଅଟେ, ତେବେ ଖାଇବାର ଆଠଘଣ୍ଟା ପରେ ହିଁ ଭୋକ ଲାଗେ
ରାତିର ଖାଈବା ସେହି ସମୟ ଖୁଆଇଦିଅନ୍ତୁ ଯେବେ ସକାଳର ଶେଷ ଘଣ୍ଟା ହୋଇଯିବ, ମତଲବ ଆଗାମୀ ଦିନର ସଂନ୍ଧ୍ୟାକୁ ହିଁ ଖାଇବା ଖୁଆଇଦିଅନ୍ତୁ, ରାତିରେ ଖୁଆନ୍ତୁ ନାହିଁ, ସଂନ୍ଧ୍ୟାକୁ ୬ ଟା ପର୍ଯ୍ୟନ୍ତ ଯଦି ଆପଣ ଖାଇବା ଖୁଆଇଦେଲେ ତେବେ ୮-୯ ଟା ଯାଏଁ ତାକୁ ନିଦ ଆସିଯିବ, କାରଣ ଖାଇବା ଖାଇବାର ଦେଢ ଘଣ୍ଟା ପରେ ଯେପରି ଖାଦ୍ୟ ହଜମ ହୋଇଯାଏ ତେବେ ଶରୀରର ବ୍ଲଡ୍ ପ୍ରେସର୍ ଆପେ ଆପେ ବଢିବା ଆରମ୍ଭ କରିଦିଏ, ଓ ବ୍ଲଡ୍ ପ୍ରେସର୍ ବଢିଲେ ନିଦ ଆସିବ, ଅଟକାଇପାରିବେ ନାହିଁ ଆପଣ, ତେବେ ସଂନ୍ଧ୍ୟାର ଖାଦ୍ୟ ୬ ଟା ବେଳେ ଖୁଆଇଦିଅନ୍ତୁ
ଆଠଟା ବେଳେ ନିଦ ଆସିଯିବ, ୬ ଟା ରୁ ଆଠ ଘଣ୍ଟା ଗଣିବେ ତେବେ ସକାଳ ଚାରି ପାଞ୍ଚଟା ବେଳେ ସେ ପୁରା ହୋଇଯିବ, ଚାରି ପାଞ୍ଚଟା ସମୟରେ ପାଖାପାଖି ଉଠିବେ ତେବେ ଏତେ ଅଧିକା ଭୋକ ଲାଗିବ , ଓ ଆପଣ ରୁଟି ଡାଲି, ଭାତ ଯାହା ଖୁଆଇବେ ସେ ତାହା ଖାଇଦେବେ । ଆପଣଙ୍କୁ ଟିକିଏ ପରିବର୍ତ୍ତନ କରିବାର ଅଛି , ରାତିକୁ ଆମେ ୧୦ ଟା ବେଳେ ଖାଇବା ଛୁଆଙ୍କୁ ଖୁଆଉଛେ , କିମ୍ବା ୧୧ ଟା ବେଳେ ଖୁଆଉଛେ, ତାହାର ୨ ଘଣ୍ଟା ପରେ ରସ ତିଆରି ହେଉଛି, ତେବେ ୩-୪ ଟା ବେଳେ ତାହା ଅଧା ଖାଇବା ହଜମ ହେଉଛି ଓ ଅଧା ହେଉନି
ତେବେ ଉଠିବା ପରେ ଭୋକ ଲାଗିବ ନାହିଁ, ତେବେ ଆପଣ ସଂନ୍ଧ୍ୟାରେ ଖାଇବା ଜଲଦି ଖାଇବାକୁ ଲାଗିଲେ , ପରୋକ୍ଷ ରୁପରେ ମୁଁ କହୁଛି କି ଜୈନ ଧର୍ମର୍ ପାଳନ କରନ୍ତୁ, ମହତ୍ତ୍ୱ ଅଛି, ଧ୍ରା କରନ୍ତୁ ସେତିକି ମହତ୍ତ୍ୱ ନାହିଁ, ଆପଣ ଆଚାର୍ଯ୍ୟ ଶ୍ରୀଙ୍କୁ ବନ୍ଦନ କରନ୍ତୁ, ବହୁତ ଭଲ, ନ କରନ୍ତୁ , ତେବେ ସଂନ୍ଧ୍ୟାକୁ ଖାଇବା ତ ୬ ଟା ବେଳେ ଖାଇଦିଅନ୍ତୁ , ତେବେ ଆଚାର୍ଯ୍ୟ ଶ୍ରୀ ଙ୍କୁ ବନ୍ଦନ କରି ବି ବଡ କାମ କରିବେ, ସେ ଆଚାର୍ଯ୍ୟ ଶ୍ରୀ ବି ଏହା କହନ୍ତି କି ସଂନ୍ଧ୍ୟାରେ ଜଲଦି ଖାଦ୍ୟ ଖାଇଦିଅ, ତେବେ ଆପଣ ଟିକିଏ ଜୈନ ଧର୍ମ ହୋଇଯାଆନ୍ତୁ ଛୁଆଙ୍କୁ ରାତିର ଖାଦ୍ୟ ବିଲକୁଲ୍ ବନ୍ଦ କରିଦିଅନ୍ତୁ
ମୁଁ ଆପଣଙ୍କୁ ବିନମ୍ରତାପୁର୍ବକ କହୁଛି ଓ ଏହାକୁ କାଲି କିମ୍ବା ପରଦିନ ଅର୍ଥ ବୁଝାଇବି, ଆଜି ଆପଣ ପଚାରିଲେ ମୁଁ କହିଦେଉଛି, ରାତିରେ ଖାଇବା ବିଲକୁଲ୍ ବନ୍ଦ କରିଦିଅନ୍ତୁ, ବାଗଭଟ୍ଟଜୀଙ୍କ ପ୍ରଥମ ସୁତ୍ର ଏହା କି ଏହା ମୁଁ ଅଧା ହିଁ କହିଚି, ସୁର୍ଯ୍ୟଙ୍କ ପ୍ରକାଶ ଓ ପବନର ସ୍ପର୍ଶ, ସବୁ ସମୟରେ ଖାଇବା ବନାଇବା ସମୟ ଖାଇବାର ସମୟ, ପିଇବାର ସମୟରେ ରହିବା ଦରକାର, ୬ ଟା ପରେ ସୁର୍ଯ୍ୟଙ୍କ ପ୍ରକାଶ ରହିପାରିବ ନାହିଁ ଓ ଆପଣ ଜାଣିଛନ୍ତି, ସୁର୍ଯ୍ୟପ୍ରକାଶ ସବୁଠାରୁ ବଡ ପରିଣାମ ଭିଟାମିନ୍ ଡି ର ନିର୍ମାଣ, ଏଥିପାଇଁ ସୁର୍ଯ୍ୟର ପ୍ରକାଶ ଯେବେ ପର୍ଯ୍ୟନ୍ତ ରହିବ ତେବେ ଖାଦ୍ୟ ଖାଇବେ ତେବେ ଭିଟାମିନ୍ ଡି ଏଥିପାଇଁ ଛୁଆଙ୍କୁ ରାତିରେ ଖାଇବା ବିଲକୁଲ୍ ବନ୍ଦ କରିଦିଅନ୍ତୁ
ସକାଳୁ ୭ଟା ବେଳେ ଯେବେ ସ୍କୁଲ୍ ଯିବେ ତେବେ ବହୁତ ଭୋକ ଲାଗିବ, ସାତଟା ବେଳେ ପରଟା ବନାଇକରି ଖୁଆନ୍ତୁ, ଆଳୁର ପରଟା ବନାଇକରି ଖୁଆନ୍ତୁ, କୋବିର ବି ବନାଇକରି ଖୁଆନ୍ତୁ କିଛି ଫରକ ପଡିବନି, ଏହା ଉପରେ ଆଗକୁ କଥା ହେବି, ସକାଳ ଭୋଜନ ଜେତେ ଅଧିକା ହେବ ସେତେ ଭଲ, ଦ୍ୱିପହରକୁ ଆସିଲେ ଖାଇବା ଖୁଆନ୍ତୁ ଓ ସଂନ୍ଧ୍ୟାକୁ ଦ୍ୱିତିୟ ଭୋଜନ, ରାତିର ଭୋଜନ ବନ୍ଦ କରିଲେ ସକାଳୁ ଉଠିଲେ ଭୋକ ଲାଗିବ, ମୁଁ କିଛି ଛୁଆଙ୍କ ଉପରେ ପ୍ରୟୋଗ୍ କଲି, ରାତିର ଭୋଜନ ବନ୍ଦ କରିଦେଲି, ଏହା ତ ପ୍ରକୃତି ନିୟମ ଅଟେ
ସବୁ ପଶୁ, ସବୁ ପକ୍ଷୀ ଉଠିବା କ୍ଷଣି ଖାଇଥାନ୍ତି ଆପଣ ଦେଖନ୍ତୁ ଚଢେଇ ସକାଳୁ ସକାଳୁ ଖାଇବାକୁ ଲାଗିବ, ଗାଇ,ବଳଦ , ମଇଁଷି କାରଣ ସେ ସଂନ୍ଧ୍ୟାକୁ ସୁର୍ଯ୍ୟସ୍ତ ପରେ ଖାଆନ୍ତି ନାହିଁ, ଗାଇକୁ ରାତିର ଖାଇବା ଖାଏ ନାହିଁ, ଖୁଆଇକରି ଦେଖ, ଜର୍ସିକୁ ଛାଡିକରି, ଜର୍ସି ଭାରତର ନୁହେଁ ଏଥିପାଇଁ ତାକୁ ଭାରତର ଜଣାନାହିଁ, ସେ ରାତିକୁ ୨ ଟା ବେଳେ ବି ଖାଇଦେବ, ଭାରତରେ କେଉଁ ବି ଗାଇ, ଭାରତର ପ୍ରଜାତିର ଗାଇ ୬ ଟା ପରେ ଖାଇବା ଖାଇବନାହିଁ
ତେବେ ଭାରତର ତାସିର୍ କୁ ଧ୍ୟାନରେ ରଖିକରି ଭୋଜନ ଜଲଦି କରନ୍ତୁ, ସକାଳୁ ଭରପୁର୍ ଭୋକ ଲାଗିବ, ଓ ନିବେଦନ ଏତିକି କରୁଛି କି ଖାଲି ପେଟରେ କେବେ ଛୁଆଙ୍କୁ ସ୍କୁଲ୍ ପଠାନ୍ତୁ ନାହିଁ, ଓ ଆପଣ କହିବେ କି କ୍ଷୀର ପିଇକରି ଯାଇଛି, ମତଲବ ଖାଲି ପେଟରେ ସ୍କୁଲ୍ କୁ ଯାଇଛି, କାରଣ କ୍ଷୀର ସଲିଡ୍ ଭୋଜନ ନୁହେଁ, ଏମିତି ଭୋଜନ ସକାଳ ଶରିରରେ ଯିବା ବହୁତ ଆବଶ୍ୟକ ଅଟେ, ଯଦି ଭବିଷ୍ୟରେ ଆପଣଙ୍କୁ ଏସିଡିଟି, ଅଲସର, ସେପ୍ଟିକ୍ ଅଲସରରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତ ।