October 25, 2024

Odia Express

Here, There and Everywhere

ଏହି ରାଶିର ସ୍ତ୍ରୀମାନେ ହୋଇଥାନ୍ତି ବହୁତ ଜାସୁସ୍ , ଟିକିଏ ସଂମ୍ଭାଳିକରି ରୁହନ୍ତୁ Swami ନହେଲେ ହେଇଯିବେ ହଇରାଣ

1 min read

ଆପଣ ଶୁଣିଥିବେ କି କିଛି ମହିଳା ବହୁତ ଅଧିକା ଚାଲାକ୍ ଓ ଜାସୁସ୍ କିଷମର ହୋଇଥାନ୍ତି ସେମାନେ ସେମିତି ସ୍ୱାମୀ କିମ୍ବା ନିଜ ଗାର୍ଲଫ୍ରେଣ୍ତ ହେଉ ଥାଉ ନା କାହିଁକି ସେ ନିଜ ସାଥି ଉପରେ ନଜର ରଖିଥାନ୍ତି, ଓ ତାଙ୍କ ସବୁ କଥାକୁ ନୋଟ୍ କରି ରଖନ୍ତି , ସେ ଜାସୁସି କରନ୍ତି କି ତାଙ୍କ ପିଠି ପଛରେ ଆଉ କିଛି ଚାଲୁନି ତ ଓ ସ୍ତ୍ରୀ ତ ସବୁ ଛୋଟ ଛୋଟ କଥାରେ ନଜର ପକାଇରଖେ, ଆଜି ଆମେ ଆପଣଙ୍କୁ କିଛି ଏମିତି ରାଶିଗୁଡିକ ବିଷୟରେ କହିବୁ ଯେଉଁ ରାଶିର ମହିଳା ନିଜ ସାଥିଙ୍କୁ ନେଇକରି ବହୁତ ଜାସୁସି କରନ୍ତି

୧) ସିଂହ ରାଶି- ସିଂହ ରାଶିର ମହିଳା ବହୁତ ସଜାଗ ହୋଇଥାନ୍ତି, ଏମାନେ ନିଜ ପାର୍ଟନର ଙ୍କୁ ବହୁତ ଅଧିକା ଭଲ ପାଆନ୍ତି, କିନ୍ତୁ ଏହାର ଏହି ପ୍ରେମ ତାଙ୍କ ଭିତରେ ସନ୍ଦେହ ସୃଷ୍ଟି କରିଥାଏ , ଓ ତାଙ୍କୁ ହରାଇବାକୁ ଡରନ୍ତି, ଏଥିପାଇଁ ତାଙ୍କ ଉପରେ ନଜର ରଖିବା ଆରମ୍ଭ କରିଦିଅନ୍ତି, କିନ୍ତୁ ତାଙ୍କର ଏହି ସ୍ୱଭାବ ଭୁଲ୍ ହୋଇନଥାଏ । ଏମାନେ ହୃଦୟରୁ ସଫା ହୋଇଥାନ୍ତି, ଏମାନେ ନିଜ ସାଥିଙ୍କୁ ନେଇକରି କିଛି ଭୁଲ୍ ଇରାଦା ରଖନ୍ତି ନାହିଁ ।

୨) ମକର ରାଶି- ଏହି ମକର ରାଶିର ମହିଳାମାନେ ପଜେଟିଭ୍ ହୋଇଥାନ୍ତି, ଏମାନଙ୍କ ଉପରେ କେବେ ବି ନକରାତ୍ମକ ଜିନିଷର ବିଶେଷ ପ୍ରଭାବ ପଡେନି । କିନ୍ତୁ ଯେବେ କଥା ତାଙ୍କ ସାଥିର ଆସେ ତେବେ ତାହାଙ୍କୁ ନେଇକରି ସେମାନେ ବହୁତ ସଜାଗ ରୁହନ୍ତି ଓ ତାଙ୍କୁ ନେଇକରି ଚିନ୍ତିତ ବି ରୁହନ୍ତି, ଏଥିପାଇଁ ନିଜ ସାଥିଙ୍କ ଉପରେ ନଜର ରଖନ୍ତି ଯାହାଦ୍ୱାରା ତାଙ୍କ ସହ କିଛି ଭୁଲ୍ ନହେଉ ।

୩) ମେଷ ରାଶି- ମେଷ ରାଶିର ମହିଳାମାନେ ବହୁତ ସଂବେଦନଶୀଳ ହୋଇଥାନ୍ତି, ଏମାନଙ୍କ ଉପରେ ବିଷ୍ଣୁ ଭଗବାନଙ୍କ ବିଶେଷ କୃପା ରହିଥାଏ , କିନ୍ତୁ ଏମାନେ ନିଜ ପାର୍ଟନରଙ୍କୁ ନେଇକରି ବହୁତ ଅଧିକା ସଜାଗ ରୁହନ୍ତି, ଯେବେ ବି ଏମାନଙ୍କୁ କିଛି ଭୁଲ୍ ଲାଗେ ତେବେ ଏମାନେ ତାଙ୍କ ପ୍ରତି ଜାସୁସି କରିବା ଆରମ୍ଭ କରିଦିଅନ୍ତି ।

୪) କନ୍ୟା ରାଶି- କନ୍ୟା ରାଶିର ମହିଳାମାନେ ସ୍ୱାଭାବିକ ରୁପରେ ବହୁତ ଉତ୍ସୁକ ରୁହନ୍ତି, ଏଥିପାଇଁ ଏମାନେ ସମୟ ସମୟରେ ନିଜ ପାର୍ଟନରଙ୍କ ଫୋନ୍ ଓ ମେସେଜ୍ ଚେକ୍ କରିବା ପାଇଁ ପଛଘୁଞ୍ଚା ଦିଅନ୍ତି ନାହିଁ । ଏହିକଥାରେ ନାରାଜ୍ ହୋଇକରି ପାର୍ଟନର୍ ଓ ତାଙ୍କ ମଧ୍ୟରେ ଝଗଡା ବି ହୁଏ , କିନ୍ତୁ ଏମାନଙ୍କ ଇରାଦା କିଛି ଭୁଲ୍ ନଥାଏ, ଏମାନଙ୍କର ଏହି ସନ୍ଦେହ ମିଜାଜ୍ ତାଙ୍କୁ ଜାସୁସି କରିବାରେ ବାଧ୍ୟ କରେ ।

୫) ମୀନ ରାଶି- ମୀନ ରାଶିର ଝିଅମାନଙ୍କର ସ୍ୱଭାବ ବହୁତ ନେଗେଟିଭ୍ ସ୍ୱଭାବର ହୋଇଥାଏ, ଏମାନଙ୍କୁ ସବୁବେଳେ ଏହି କଥାର ଡର ରହିଥା କି ତାଙ୍କ ପାର୍ଟନର୍ ତାଙ୍କୁ କେବେ ଛାଡିକରି ନଯାଉ, ଏଥିପାଇଁ ସେମାନେ ନିଜ ପାର୍ଟନରଙ୍କୁ ନେଇକରି ଚିନ୍ତିତ ବି ରୁହନ୍ତି, ଓ ତାଙ୍କ ଉପରେ ନଜର ରଖିବା ଆରମ୍ଭ କରିଦିଅନ୍ତି, ଓ ନିଜ ପାର୍ଟନର୍ ଉପରେ ଜାସୁସି କରିଥାନ୍ତି, ଏମିତିରେ ଯେବେ ତାଙ୍କ ପାର୍ଟନରଙ୍କୁ ଏହି କଥାର ସୁଚନା ମିଳେ ତେବେ ସେମାନେ ନାରାଜ୍ ହୋଇଯାଆନ୍ତି ଓ ପରସ୍ପର ମଧ୍ୟରେ ଝଗଡା ବି ହୋଇଯାଏ , କିନ୍ତୁ ଏହି ଝଗଡା ଅଧିକା ଦିନ ଚାଲିନଥାଏ, କାରଣ ଏମାନେ ନିଜ ପାର୍ଟନରଙ୍କୁ ମନାଇବାପାଇଁ ବହୁତ ମାହିର୍ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *