October 22, 2024

Odia Express

Here, There and Everywhere

ଯେଉଁ ଲୋକଙ୍କର ନାମ S ଅକ୍ଷରରୁ ଆରମ୍ଭ ହୋଇଥାଏ, ଜାଣନ୍ତୁ ତାଙ୍କ ବିଷୟରେ କିଛି Special କଥା,ଆଗରୁ କେବେ ଶୁଣି ନଥିବେ ଆପଣ

1 min read

ନାଁର ପ୍ରଥମ ଅକ୍ଷର ଜୀବନରେ ବହୁତ ମାଇନା ରଖେ , ଏବେ ଏମିତି ତ ସମସ୍ତଙ୍କୁ ଜଣାଅଛି କି କେଉଁ ବି ବ୍ୟକ୍ତିର ନାଁ ପୁର୍ବ ଅକ୍ଷରରୁ ତା ନା ତୟ କରାଯାଏ , ଏହା ଛଡା ଯେବେ କେଉଁ ରାଶି ଦେଖିବାକୁ ସମୟ ଆସେ ତେବେ ନାଁ ପୁର୍ବରୁ ଅକ୍ଷର ଅନୁସାରେ ହିଁ ରାଶିର ନିର୍ବାଚନ କରାଯାଏ , ତେବେ ନାଁ ପୁର୍ବରୁ ଅକ୍ଷର ଅନୁସାରେ ରାଶି ବଛାଯାଏ , ଆପଣଙ୍କ ନାଁ କେଉଁ ନା କେଉଁ ଅକ୍ଷରରୁ ଆରମ୍ଭ ହେଉଥିବ, କହିଦେବୁକି ଯଦି ଆପଣଙ୍କ ନାଁ କିମ୍ବା ଆପଣଙ୍କ ସାଙ୍ଗଙ୍କ ନାଁ S ଅକ୍ଷରରୁ ଆରମ୍ଭ ହେଉଛି ତେବେ ଏଠାରେ ଆପଣ ତାଙ୍କ ବିଷୟରେ ମଜାଦାର୍ କଥା ଜାଣିବାକୁ ପାଇବେ ।

ସବୁଠାରୁ ପ୍ରଥମେ ଆପଣ ଜାଣିନିଅନ୍ତୁ କି ଅଙ୍କ ଜ୍ୟୋତିଷ୍ୟ ଅନୁସାରେ ଇଂଗ୍ରାଜୀର ଏହି ଆଲଫାବେଟ୍ ଅଙ୍କ ଗୋଟେ ବରାବର ମାନାଯାଏ , ବୋଧେ ଏହି କାରଣରୁ ଏମାନଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ, ଏବେ ଆମେ ଏହି ଲୋକଙ୍କର ବ୍ୟକ୍ତିତ୍ୱ ବିଷୟରେ କଥା ହେବା ।ଆପଣଙ୍କୁ ଜାଣିଲେ ଖୁସି ଲାଗିବ କି ଯଦି ଆପଣଙ୍କର କିମ୍ବା ଆପଣଙ୍କର ସାଙ୍ଗର ନାଁ ଏହି ଅକ୍ଷରରୁ ଆରମ୍ଭ ହେଉଛି ତେବେ ଆପଣ ବହୁତ ବିଶ୍ୱାସୀ ଅଟନ୍ତି

ହଁ ଆଜ୍ଞା ଏହି ଲୋକ ଏକଦମ୍ ନ୍ୟାଚୁରାଲ୍ ଅଟନ୍ତି, ଓ ଟିକିଏ ବି ମିଛୁଆ ନଥାନ୍ତି, ମାନେ ଯେଉଁ କଥା ଏମାନଙ୍କ ମନରେ ଥାଏ , ସେମାନଙ୍କର ସେହି କଥା ନିଜ ଜୁବାନରେ ଥାଏ, ଏଥିପାଇଁ ଏହି ନାଁର ଲୋକଙ୍କ ଉପରେ ଭରସା କରିବାରେ କୌଣସି ସମସ୍ୟା ହୋଇନଥାଏ, ଏହା ଛଡା ଏହି ଲୋକ ନିଜ କାମ ଓ ବ୍ୟବହାରରୁ ଅନ୍ୟଙ୍କ ହୃଦୟ ଜିତିବାରେ ବିଶ୍ୱାସ ରଖନ୍ତି, ଏହା ସହ ଏହି ନାଁ ଲୋକେ ନିଜ ବନ୍ଧୁଙ୍କ ସୁଖ ଓ ଦୁଃଖ ସବୁବେଳେ ତାଙ୍କ ସାଥ୍ ଦିଅନ୍ତି ।

ଏହି ନାଁର ଲୋକେ କାହା ସହ ବି ନିଜ ଭାବନାକୁ ସେୟାର୍ କରନ୍ତି ନାହିଁ, ହଁ ଆଜ୍ଞା ଏହି ଲୋକ ଅନ୍ୟଙ୍କୁ ନିଜ ଭାବନା ବିଷୟରେ କହନ୍ତି ନାହିଁ ଏହାର ମତଲବ ଏହି ନାଁର ଲୋକେ ନିଜ ଭାବନା ଲୁଚାଇବାରେ ମାହିର୍ ହୋଇଥାଏ, ଓ ନିଜ ଭାବନାକୁ ମନରେ ରଖିବା ପସନ୍ଦ ହୋଇଥାଏ, ଏହା ସହ ଏଇ କାରଣରୁ କେବେକେବେ ଏହି ଲୋକ ମାନସିକ ରୁପରେ ଚିନ୍ତିତ ବି ହୋଇଯାଆନ୍ତି ।

ଏହି ଲୋକଙ୍କର ସବୁଠାରୁ ଖାସ୍ କଥା ଏହା କି ଏହି ନାଁର ଲୋକେ କେବଳ ବାହାର ରୁପରେ ନୁହେଁ ବରଂ ଭିତରୁ ବହୁତ ସୁନ୍ଦର ହୋଇଥାଆନ୍ତି, ଏମାନେ ଦେଖିବାକୁ ବହୁତ ଆକର୍ଷକ ଓ କଥା ବି ମଜାଦାର୍ କରନ୍ତି , ଏଥିପାଇଁ ଅନ୍ୟ ଲୋକେ ଏମାନଙ୍କ ଆଡକୁ ଆକର୍ଷୀତ ହୋଇଥାନ୍ତି, ଯେବେ ଏମାନେ ରାଗିଥାନ୍ତି ତେବେ ନିଜ କଣ୍ଟ୍ରୋଲ୍ ହରାଇବସନ୍ତି, ଯାହା ଏମାନଙ୍କର ବଡ ଦୁର୍ବଳତା ହୋଇଥାଏ

ଯାହାର କାରଣରୁ କେବେ କେବେ ଅନ୍ୟଙ୍କୁ ବୁଝିବାରେ ଅକ୍ଷମ ହୋଇଥାନ୍ତି । ଏହି ନାଁ ବାଲା ଲୋକ ବହୁତ ଉଦାର ବ୍ୟକ୍ତିତ୍ୱ ର ହୋଇଥାନ୍ତି, ଏହି ଲୋକେ କେବେ କେବେ କାହାର ଅସୁବିଧା ଦେଖିପାରନ୍ତି ନାହିଁ, ଓ ଅନ୍ୟଙ୍କୁ ସାହାଯ୍ୟ କରିବାପାଇଁ ସବୁବେଳେ ପ୍ରସ୍ତୁତ ରୁହନ୍ତି, ଏହା ଛଡା ଏହି ଲୋକ ନିଜ ବନ୍ଧୁଙ୍କ ସହ କେବେ ସାଥି ଛାଡନ୍ତି ନାହିଁ, ଓ କେବେ ଧୋକା ଦେବା ବିଷୟରେ ଭାବନ୍ତି ନାହିଁ ।

କହିଦେବୁ କି ଏହି ଲୋକଙ୍କର ପଇସାର ଅହମିୟତ୍ ବିଷୟରେ ଭଲ ଭାବରେ ଜଣାଥାଏ, ଏଥିପାଇଁ ଏହି ଲୋକ ନିଜ ଜୀବନରେ ଭଲ ବିଜନେସ୍ ମ୍ୟାଣ୍ ଓ ରାଜନୈତିଜ୍ଞ ବି ହୋଇଥାନ୍ତି, ହଁ ଆଜ୍ଞା, ଏମାନେ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ୍ କରନ୍ତି, ନିଜ ଲକ୍ଷ୍ୟକୁ ପାଇବାକୁ ଏମାନେ କଡା ପରିଶ୍ରମ ବି କରିଥାନ୍ତି, ହଁ ଆଜ୍ଞା କଡା ପରିଶ୍ରମ କରିବାପରେ ହିଁ ଏମାନେ ସଫଳତା ହାସିଲ୍ କରିପାରନ୍ତି, ଏହି ଲୋକଙ୍କର ଭିତରେ ଆତ୍ମବିଶ୍ୱାସରେ କେବେ କମି ହୋଇନଥାଏ, ଏଥିପାଇଁ ଏହି ଲୋକ କେଉଁ ଜିନିଷକୁ କେବେ ଡରନ୍ତି ନାହିଁ,

Leave a Reply

Your email address will not be published. Required fields are marked *