ଆଇଏଏସ୍ ଇଣ୍ଟରଭ୍ୟୁର ପ୍ରଶ୍ନ : କେଉଁ ଦେଶରେ ଭିକାରୀଙ୍କୁ ଭିକ ମାଗିବାକୁ ଲାଇସେନ୍ସ ନେବାକୁ ହୋଇଥାଏ – ଉତ୍ତରର ଜାଣିଲେ ମୁଣ୍ଡରେ ହାତଦେବେ ଆପଣ
1 min readଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଦିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ
ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ,ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ, ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ ।
୧) ପ୍ରଶ୍ନ- ସୋଲାର୍ ଏନର୍ଜୀ ଦେଶରେ କେବେ ପର୍ଯ୍ୟନ୍ତ ସାକାର ହୋଇପାରିବ ? ଉତ୍ତର- ୨୦୩୦ ପର୍ଯ୍ୟନ୍ତ ଦେଶରେ ସୋଲାର୍ ଏନର୍ଜୀ ସ୍ୱପ୍ନ ସାକାର ହୋଇପାରେ ।
୨) ଲଣ୍ତନରେ ଦ୍ୱିତୀୟ ଗୋଲମେଜ୍ ସମ୍ମେଳନ ଆୟୋଜନ କେଉଁ ଭବନରେ କରାଯାଇଥିଲା ? ଉତ୍ତର- ସେଣ୍ଟ ଜେମ୍ସ ପ୍ୟାଲେସରେ
୩) ଭାରତରେ ମୁସଲମାନଙ୍କ ଆଧୁନିକକରଣ କାର୍ଯ୍ୟ କିଏ ପ୍ରାରମ୍ଭରୁ କରିଥିଲେ ? ଉତ୍ତର- ସର୍ ସୈୟଦ ଅହମ୍ମଦ ଖାନ୍ ।
୪) ଭାରତର ସ୍ୱତନ୍ତ୍ରତା ସମୟରେ ମହାତ୍ମା ଗାନ୍ଧୀ କଂଗ୍ରେସରେ କେଉଁ ପଦରେ ଥିଲେ ? ଉତ୍ତର- କଂଗ୍ରେସର ସଦସ୍ୟ ବି ନଥିଲେ
୫) ସର୍ଦାର୍ ବଲ୍ଲଭଭାଇ ସର୍ବାଧିକ ମହତ୍ତ୍ୱପୁର୍ଣ୍ଣ କାର୍ଯ୍ୟ କଣ ଥିଲା ? ଉତ୍ତର- ଦେଶୀ ରାଜ୍ୟର ବିଲୟ
୬) ମୁସଲିମ୍ ଲିଗ୍ ସ୍ଥାପନା କରିବା ସମୟରେ ଭାରତରେ ଭାଇସରାୟ କିଏ ଥିଲେ ? ଉତ୍ତର- ଲର୍ଡ ମିଣ୍ଟୋ ।
୭) ଆମର ଆକାଶଗଙ୍ଗାର୍ କେନ୍ଦ୍ର ପରିକ୍ରମା କରିବାରେ ସୂର୍ଯ୍ୟଙ୍କୁ କେତେ ସମୟ ଲାଗେ ? ଉତ୍ତର- ୨୫ ମିଲିୟନ୍ ବର୍ଷ
୮) ଧାନର ଚାଷ ପାଇଁ ଭଲ ଜଳବାୟୁ କଣ ମାନାଯାଏ ? ଉତ୍ତର- ୧୦୦ ସେଣ୍ଟିମିଟର୍ ଉପରି ବର୍ଷା ଓ ୨୫୦ ସେଲସିୟମ୍ ଉପର ତାପକ୍ରମ
୯) ମଣିଷକୁ ସୁନ୍ଦର ବନାଇବାର ଡର କେଉଁଟା ଅଟେ ? ଉତ୍ତର- ମଣିଷକୁ ସୁନ୍ଦର ବନାଇବା ଡର ପାଉଡର୍ ଅଟେ ।
୧୦) NCC ର ଆରମ୍ଭ କେବେ ହୋଇଥିଲା ? ଉତ୍ତର- ଏହାର ଆରମ୍ଭ ୧୫ ଜୁଲାଇ ୧୯୪୮ କୁ ନ୍ୟାଶନାଲ୍ କ୍ୟାଡେଟ୍ କୋର୍ ଆକ୍ଟ ଦ୍ୱାରା ହୋଇଥିଲା, ଏହା ୟୁନିଭରସିଟି ଅଫ୍ ଅଫିସରର୍ସ ଟ୍ରେନିଙ୍ଗ୍ କୋର୍ ର ଉତ୍ତରଅଧିକାରୀ ମାନାଗଲା ।
୧୧) ରାଜସ୍ଥାନରେ ମହିଳାଙ୍କ ଶିକ୍ଷା ପାଇଁ କେଉଁ କେଉଁ ୟୁନିଭରସିଟି ଲୋକପ୍ରିୟ ଅଟେ ? ଉତ୍ତର- ବନସ୍ଥଳୀ ବିଦ୍ୟାପୀଠ, ମୋଦୀୟୁନିଭରସିଟି ।
୧୨) ସୋସିଆଲ୍ ମିଡିଆରେ ହିନ୍ଦୀ ପ୍ରୟୋଗ୍ କରିଲେ କଣ ଅସୁବିଧା ଅଛି ? ଉତ୍ତର- ସବୁଠାରୁ ବଡ ସମସ୍ୟା ଟାଇପିଙ୍ଗ୍ ହୋଇଥାଏ, ବହୁତ ଶବ୍ଦର ସଠିକ୍ ଟ୍ରାନ୍ସଲେସନ୍ ହୋଇପାରେ ନାହିଁ ।
୧୩) ଟାରସ ଜଳସନ୍ଧୀ କେଉଁ ଦୁଇଟି ଦେଶକୁ ଅଲଗା କରିଥାଏ ? ଉତ୍ତର- ଅଷ୍ଟ୍ରେଲିଆ ଓ ପପୁଆ ନ୍ୟୁଗିନିକୁ
୧୪) କେଉଁ ସହର ଦୁଇଟି ରାଜ୍ୟର ସଂଯୁକ୍ତ ରାଜଧାନି ଅଟେ ? ଉତ୍ତର- ଚଣ୍ତିଗଡ ( ପଞ୍ଜାବ ଓ ହରିୟାଣା ରାଜଧାନୀ)
୧୫) କୋଚି ଭାରତର କେଉଁ ସମୁଦ୍ରୀ ତଟରେ ସ୍ଥିତ ଅଟେ ? ଉତ୍ତର- ପଶ୍ଚିମି ଅରବ ସାଗର ତଟରେ
୧୬) ଭାରତର ଦକ୍ଷିଣତମ ସ୍ଥାନ ଇନ୍ଦିରା ପଏଣ୍ଟ ସ୍ଥିତ ଅଛି ? ଉତ୍ତର- ବୃହତ ନିକୋବର ଦ୍ୱିପର
୧୭) ପାର୍ବତୀ ପରିଯୋଜନା କେଉଁ ରାଜ୍ୟର ସବୁଠାରୁ ବଡ ଜଲବିଦ୍ୟୁତ ପରିଯୋଜନାର ରୁପରେ ବିକଶିତ କରାଯିବ ? ଉତ୍ତର- ହିମାଚଳ ପ୍ରଦେଶର
୧୮) କେଉଁ ଦେଶରେ ଭିକାରୀଙ୍କୁ ଭିକ ମାଗିବାପାଇଁ ଲାଇସେନ୍ସ ନେବାକୁ ପଡିଥାଏ ? ଉତ୍ତର- ସ୍ୱିଡେନ୍ ସ୍ଥିତ ଏସ୍କିଲଷ୍ଟୁନା ସହରରେ