October 22, 2024

Odia Express

Here, There and Everywhere

ସିପାହୀଙ୍କ ଜାଆଁଳା ପୁଅମାନେ କଲେ ବାପାଙ୍କ ନାଁ ଉଜ୍ଜଳ, ଜଣେ ହେଲେ ନାୟବ ତହସିଲଦାର୍ ଓ ଅନ୍ୟ ଜଣେ ହେଲେ ଏସ୍ ଡିଏମ୍

ଦୁନିଆଁରେ ଏମିତି ବହୁତସାରା ଲୋକ ଅଛନ୍ତି ଯିଏ ନିଜ ଜୀବନରେ ସଫଳତା ପାଇବାପାଇଁ ଦିନରାତି କଠିନ ପରିଶ୍ରମ କରନ୍ତି, କିଛି ଲୋକଙ୍କର ପାଖରେ କେଉଁ ବି ଜିନିଷର ଅଭାବ ହୋଇନଥାଏ, ତାଙ୍କ ପାଖରେ ସବୁ ସୁଖ ଓ ସୁବିଧା ମହଜୁଦ୍ ହୋଇଥାଏ, କିନ୍ତୁ ଏହା ସତ୍ତ୍ୱେ ବି ତାଙ୍କୁ ସଫଳତା ମିଳିପାରେ ନାହିଁ, ସେମିତି ଅନ୍ୟ ପଟେ କିଛି ଲୋକ ଏମିତି ଥାନ୍ତି ଯାହାଙ୍କ ପାଖରେ ସୁଖ ସୁବିଧା ଥିବା ସତ୍ତ୍ୱେ ବି ସେ ନିଜ ଜୀବନରେ ସଫଳତା ହାସିଲ୍ କରିପାରନ୍ତି ନାହିଁ, ସଫଳତାର ରାସ୍ତାରେ ବହୁତ ବାଧା ଆସିଥାଏ, ଯେଉଁ ମଣିଷ ଏହି ବାଧାଗୁଡିକ ପାର୍ କରି ଲଗାତାର୍ ପରିଶ୍ରମ କରେ ସେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରେ, ଆଜି ଆମେ ଆପଣଙ୍କୁ ଏମିତି ଦୁଇଟି ଜାଆଁଳା ଭାଇଙ୍କ ବିଷୟରେ କହିବୁ ଯିଏ ନିଜ କଠିନ ପରିଶ୍ରମ ବଳରେ ସଫଳତା ହାସିଲ୍ କରି ବାପାଙ୍କ ନାଁ ଉଜ୍ଜଳକଲେ ।

ଆପଣଙ୍କୁ କହିଦେବୁ କି ଉତ୍ତର ପ୍ରଦେଶର ଫିରୋଜାବାଦରେ ଏକ ପୋଲିସ୍ ଥାନାର ଇଲାକା ଗାଁ ସିଂହପୁର ନିବାସୀ ମୋହିତ୍ ଓ ରୋହିତ୍ ଯାଦବ ଉତ୍ତର ପ୍ରଦେଶର ଲୋକ ସେବା ଆୟୋଗର ତରଫରୁ ବୁଧବାରକୁ ଘୋଷଣା ହୋଇଥିବା ପିସିଏସ୍ ୨୦୧୯ ଅନ୍ତିମ ପରିଣାମରେ ବାଜି ମାରି ଦୁହେଁ ଭାଇଙ୍କ ସହ ଅଫିସର୍ ହୋଇଥିଲେ, ଜଣେ ନାୟବ ତହସିଲଦାର୍ ଓ ଅନ୍ୟ ଜଣେ ଡେପୁଟି କଲେକ୍ଟର ହୋଇଥିଲେ । ଆପଣଙ୍କୁ କହିଦେବୁ କି ରୋହିତ୍ ଓ ମୋହିତ୍ ଯାଦବଙ୍କ ବାପାଙ୍କ ନାଁ ଅଶୋକ କୁମାର ଯାଦବ ଅଟେ, ଅଶୋକ କୁମାର ଯାଦବ ମଥୁରା ପୋଲିସ୍ ଥାନାରେ କନେଷ୍ଟବଳ ଭାବେ କାର୍ଯ୍ୟ କରନ୍ତି

ଅଶୋକ କୁମାରଙ୍କ୍ କହିବା କଥା କି ଉତ୍ତରାଖଣ୍ତରେ ନୁଆ ରାଜ୍ୟ ହେବା ପୁର୍ବରୁ ଉତ୍ତରପ୍ରଦେଶରେ ଥିଲା, ଏମିତିରେ ଅଶୋକ କୁମାର ଡେରାଡୁନ୍ ରେ ପୋଷ୍ଟିଙ୍ଗ୍ ହୋଇଥିଲା, ସେହି ସମୟରେ ରୋହିତ୍ ଓ ମୋହିତ୍ ବହୁତ ଛୋଟ ଥିଲେ, ଏହି ଦୁହେଁଙ୍କ ପ୍ରାରମ୍ଭିକ ପାଠପଢା ଡେରାଡୁନ୍ ରେ ହୋଇଥିଲା, ଏହାପରେ ସେ ବିଟେକ୍ କଲେ ଏହି ଦୁହେଁ ହିଁ ଭାଇ ଆରମ୍ଭରୁ ମେଧାବୀ  ଥିଲେ, ଦୁହେଁ ପାଠପଢାରେ ବହୁତ ଚାଲାକ୍ ଥିଲେ, ଅଶୋକ କୁମାର ଯାଦବ ଏମିତି କହନ୍ତି କି ମୋହିତ୍ ଓ ରୋହିତ୍ ଙ୍କ ଜନ୍ମ ୨୦ ଅପ୍ରେଲ ୧୯୯୬ ରେ ହୋଇଥିଲା , ଏହି ଦୁହେଁଙ୍କ ବୟସରେ କେବଳ ୫ ମିନିଟ୍ ର ଫରକ୍ ଅଛି ।

ଏହି ଦୁହେଁ ଭାଇ ଅଧିକାଂଶ ଅଭ୍ୟାସ ଜଣଙ୍କ ସହ ଅନ୍ୟଙ୍କ୍ ମିଶିଥାଏ, ସେ କହିଲେ କି ଏହି ଥର ୟୁପିଏସ୍ ସି ପରୀକ୍ଷା ବି ଦେଇସାରିଛନ୍ତି, କିନ୍ତୁ ସେଥିରେ ସେ ସଫଳ ହୋଇପାରିନଥିଲେ, ପରେ ଉତ୍ତର ପ୍ରଦେଶର ଲୋକସେବା ଆୟୋଗର ବର୍ଷ ୨୦୧୯ ରେ ପରୀକ୍ଷାରେ ସଫଳତା ହାସିଲ୍ କଲେ, ଗୋଟେ ପୁଅକୁ ୩୦ ତମ ଓ ଅନ୍ୟକୁ ୩୬ ତମ୍ ରାଙ୍କ୍ ମିଳିଲା । ଅଶୋକ କୁମାର ନିଜ ଦୁହେଁ ଜାଆଁଳା ଛୁଆଙ୍କ ସଫଳତା ପାଇଁ ଖୁସି ଅଛନ୍ତି, ତାଙ୍କର କହିବା କଥା କି ମୁଁ ବହୁତ ଖୁସିମିଜାଜ୍ ବାପା ଅଟେ, ଯାହାଙ୍କ ଦୁଇଟି ପୁଅ ଏକା ସାଙ୍ଗେ ପିସିଏସ୍ ପରୀକ୍ଷା ପାସ୍ କଲେ, ଅଶୋକ କୁମାରଯାଦବ କହିଲେ କି ତାଙ୍କ ସବୁଠାରୁ ବଡ ପୁଅ ରୋହିତ୍ ଯାଦବ ନାୟବ ତହସିଲଦାର୍ ହେଲେ, ଓ ଛୋଟ ପୁଅ ମୋହିତ୍ ଯାଦବ ଡେପୁଟି କଲେକ୍ଟର ହେଲେ ।

ଆପଣଙ୍କୁ କହିଦେବୁ କି ଯେପରି ପରିଣାମ ଆସିଲା ଦୁହେଁ ଭାଇଙ୍କ ଚୟନର ସୁଚନା ପରିବାର ଓ ସାଙ୍ଗ ମାନଙ୍କୁ ମିଳିଲାତ ସବୁ ଲୋକ ଖୁସିରେ ନାଚି ଉଠିଲେ, ଏସ୍ ଏସ୍ ପି ମଥୁରା କନଷ୍ଟେବଳ ପୁଅଙ୍କୁ ଅଧିକାରୀ ହେବାର ଶୁଭକାମନା ଦେଲେ, ଓ ତାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ କାମନା କଲେ, ଅଶୋକ ଯାଦବ କହିବା କଥା କି ମୋର ପୁଅମାନେ ମୋର ମାନ ସମ୍ମାନ ବଢାଇଛନ୍ତି, ଏହି ଦୁହେଁଙ୍କ ସଫଳତା ମୋର ଜାଆଁଳା ମେଡାଲ୍ ଅଟେ ।

Leave a Reply

Your email address will not be published. Required fields are marked *