June 21, 2025

Odia Express

Here, There and Everywhere

ନିଜ ଅନସ୍କ୍ରିନ୍ ବୋହୂ ଉପରେ ଫିଦା ହୋଇଯାଈଥିଲେ ଆଲୋକନାଥ, କିନ୍ତୁ ପ୍ରେମକୁ ମିଳିପାରିଲା ନାହିଁ ସଫଳତା, ଜାଣନ୍ତୁ ପୁରା କାହାଣୀ

1 min read

ହିନ୍ଦୀ ସିନେମା ଜଗତର ଦିଗଜ୍ଜ୍ ଅଭିନେତା ଆଲୋକନାଥ ଗୋଟେ ନୁହେଁ ବରଂ ନାନାପ୍ରକାରର ଅଭିନୟ କରିଛନ୍ତି, କିନ୍ତୁ ଲୋକପ୍ରିୟତା ତାଙ୍କୁ ବାବୁଜୀଙ୍କ ନାଁରୁ ମିଳିଛି । ଆପଣଙ୍କୁ କହିଦେବୁ କି ଆଲୋକନାଥ ନିଜ ଫିଲ୍ମ କ୍ୟାରିୟରରେ ଅଧିକାଂଶ ଫିଲ୍ମରେ ଏକ ବାପାଙ୍କ ରୋଲ୍ ନିଭାଇଥିଲେ , ଏହି କଥାରେ କୌଣସି ଦୁଇଟି ରାୟ ନାହିଁ କି ଏହି ଅଭିନୟରୁ ଅଭିନେତା ଆଲୋକନାଥ ଲୋକଙ୍କୁ ବହୁତ ପସନ୍ଦ ଆସିଲେ , ତାଙ୍କର ବାବୁଜୀ ଅଭିନୟ ଲୋକଙ୍କ ହୃଦୟରେ ବହୁତ ଛୁଇଁଥିଲା, ଓ ସେ ବାପାଙ୍କର ଅଭିନୟକୁ ଦମଦାର୍ ତରିକାରେ ନିଭାଇଥିଲେ, ଆଜି ଆମେ ଆପଣଙ୍କୁ ଅଭିନେତା ଆଲୋକନାଥଙ୍କ ବିଷୟରେ କିଛି କହିବାକୁ ଯାଊଛୁ ।

ଆପଣଙ୍କୁ କହିଦେବୁ କି ଦିଗଜ୍ଜ୍ ଅଭିନେତା ଆଲୋକନାଥ ୧୦ ଜୁଲାଇ ୧୯୫୬ କୁ ବିହାରର ପାଟଣାରେ ଜନ୍ମ ହୋଇଥିଲେ , ଅଭିନେତା ଗତ ଶନିବାରକୁ ନିଜ ୬୫ ତମ ଜନ୍ମଦିନ ସେଲିବ୍ରେଟ୍ କରିଛନ୍ତି, ଏବେ ଫିଲ୍ମ ଓ ଟିଭି ପର୍ଦାରେ ସଂସ୍କାରୀ ରୋଲ୍ ନିଭାଉଥିବା ଆଲୋକନାଥ ରିୟଲ୍ ଲାଇଫ୍ ରେ ଜଣେ ରୋମାଣ୍ଟିକ୍ ବ୍ୟକ୍ତି ଅଟନ୍ତି, ପରିଶେଷରେ ଏହି କଥାକୁ କହିବାର ଯେଉଁ କାରଣ ଆସନ୍ତୁ କହିବୁ । ଫିଲ୍ମ ଇଣ୍ତଷ୍ଟ୍ରିରେ ଦିଗଜ୍ଜ୍ ଅଭିନେତା ଆଲୋକନାଥ ୧୯୮୨ ରେ ଆସିଥିବା ଚର୍ଚ୍ଚିତ ଫିଲ୍ମ ଗାନ୍ଧୀରୁ ବଲିଉଡ୍ ଇଣ୍ତଷ୍ଟ୍ରିରେ ନିଜ ଡେବ୍ୟୁ କରିଥିଲେ, ଏହି ଫିଲ୍ମ ବେଷ୍ଟ ପିକ୍ଟର୍ ର ଏକାଡେମୀ ଆୱାର୍ଡ ମିଳିଥିଲା

ଏହାପରେ ଆଲୋକନାଥ ଛୋଟ ପର୍ଦାର ଟିଭି ଶୋରେ ପାଦ ଥାପିଥିଲେ , ଯାହାକି ତାଙ୍କୁ ଲୋକପ୍ରିୟ କରିଦେଲା, ଆପଣଙ୍କୁ କହିଦେବୁ କି ୮୦ ଦଶକର ନୀନା ଗୁପ୍ତା ଓ ଆଲୋକନାଥଙ୍କ ଆଫେୟାରର ଖବର ବହୁତ ହୋଇଥିଲା, ଶୋ ବୁନିୟାଦ୍ ରେ ନୀନା ଅଭିନେତା ଆଲୋକନାଥଙ୍କ ବୋହୁ ରୋଲ୍ ନିଭାଇଥିଲେ, ସେହି ମଧ୍ୟରେ ଦୁହେଁଙ୍କ ମଧ୍ୟରେ ସଂମ୍ପର୍କ ନିବିଡତର ହୋଇଥିଲା, ନୀନାଙ୍କୁ ଆଲୋକନାଥଙ୍କ ପ୍ରଥମ ପ୍ରେମ କହନ୍ତି, ଏହି କାରଣରୁ ଆଲୋକନାଥଙ୍କୁ ରୋମାଣ୍ଟିକ୍ ବ୍ୟକ୍ତି କୁହାଯାଏ । ଏମାନଙ୍କ ସଂମ୍ପର୍କ ଅଧିକା ସମୟ ଯାଏଁ ଚାଲିଲାନାହିଁ, ଓ ଟିଭି ସିରିଆଲ୍ ମଧ୍ୟରେ ଦୁହେଁଙ୍କ ସଂମ୍ପର୍କ ଭାଙ୍ଗିଗଲା

ଏଇ କାରଣରୁ ନୀନା କେଉଁ ଅନ୍ୟଙ୍କ ସହ ଆଫେୟାର୍ କୁହାଯାଏ , ଆପଣଙ୍କୁ କହିଦେବୁ କି ନୀନାଙ୍କ ଠାରୁ ଅଲଗା ହେବାପରେ ଆଲୋକନାଥ ୧୯୮୭ ରେ ଆଶୁ ସିଂଙ୍କୁ ବିବାହ କରିନେଲେ । ଦୁହେଁଙ୍କର ଦୁଇଟି ଛୁଆ ଅଛନ୍ତି ଗୋଟେ ପୁଅର ନାଁ ଶିବାଙ୍ଗ ନାଥ ଓ ଝିଅର ନାଁ ଜୁନାଇ ନାଥ ଅଛି, ଆଲୋକନାଥ ବହୁତ ଟିଭି ଶୋ ଓ ଫିଲ୍ମରେ କାମ କରିଛନ୍ତି, ଯଥା- ହମ୍ ଆପକେ ହେଁ କୌନ୍, ହମ୍ ସାଥ୍ ସାଥ୍ ହେଁ, ବିବାହ, ପରଦେଶ୍, ମୈନେ ପ୍ୟାର୍ କିୟା, ସପନା ବାବୁଲ୍ କା, ବିଦାଇ, ୟହାଁ ମେଁ ଘର୍ ଘର୍ ଖେଲି, ୟେ ରିସ୍ତା କ୍ୟା କେହେଲାତା ହେ, ରେ ଅଭିନୟ କରିଥିଲେ, ତାଙ୍କ ଅଭିନୟକୁ ଲୋକେ ବହୁତ ପସନ୍ଦ କରୁଛନ୍ତି, ଏହି ଭୁମିକା ଘର ଘରରେ ଲୋକପ୍ରିୟ ଅଛି ।

Leave a Reply

Your email address will not be published. Required fields are marked *