June 21, 2025

Odia Express

Here, There and Everywhere

ଅମୀର୍ ଖାନ୍ ଓ ସନି ଦେଓଲ ଗତ ୩୧ ବର୍ଷରୁ ଜଣେ ଅନ୍ୟଙ୍କ ସହ କରୁନାହାନ୍ତି କଥାବାର୍ତ୍ତା, ଜାଣନ୍ତୁ ଏହି ବିଷୟରେ ଅକୁହା କଥା

ଫିଲ୍ମ ଜଗତରେ ନାନାପ୍ରକାରର କଥା ସାମ୍ନାକୁ ଆସିଥାଏ, ସେମିତି ସନି ଦେଓଲ ଓ ଅମୀର୍ ଖାନ୍ ବଡ ଅଭିନେତା ଅଟନ୍ତି, ବହୁତଥର ଏହି ଦୁହେଁ କଳାକାରଙ୍କ ମଧ୍ୟରେ ତଗଡା ଟକ୍କର ହୋଇସାରିଛି, ଓ ଦୁହେଁ ଜିତିଛନ୍ତି, କଣ ଆପଣ ଏହି ଦୁହେଁ କଳାକାରଙ୍କ ଏକାସାଙ୍ଗରେ କଥାବାର୍ତ୍ତା ହେବାର ଦେଖିଛନ୍ତି, ଆପଣ ଦେଖିବେ ବି କିପରି ଦୁହେଁଙ୍କ ମଧ୍ୟରେ ୩୧ ବର୍ଷ ହେବ କଥାବାର୍ତ୍ତା ହେଉନାହିଁ, ଆପଣଙ୍କୁ କହିଦେବୁ କି ୧୯୯୯ ରେ ବଲିଉଡ୍ ଅଭିନେତା ଅମିର ଖାନ୍ ଓ ସନିଦେଓଲଙ୍କ ମଧ୍ୟରେ କେବେ ଶେଷ ନହେଉଥିବା ମାମଲା ହୋଇଗଲା । ମନେଥିବ ୨୨ ଜୁନ୍ ୧୯୯୦ ରେ ଅମୀର୍ ଫିଲ୍ମ ଦିଲ୍ ଆସିଥିଲା, ଦ୍ୱିତୀୟ ପଟେ ସନି ଦେଓଲଙ୍କ ଫିଲ୍ମ ଘାୟଲ ରିଲିଜ୍ ହୋଇଥିଲା, ଫିଲ୍ମ ରିଲିଜ୍ ହେବା ପୁର୍ବରୁ ଅମୀର୍ ଖାନ୍ ସନିଦେଓଲଙ୍କୁ କହିଥିଲେ କି ସେ ଘାୟଲର ରିଲିଜ୍ ଡେଟ୍ ବଦଳାଇଦେବେ, କିନ୍ତୁ ସନିଦେଓଲ ତାଙ୍କ କଥା ଶୁଣିଲେ ନାହିଁ, ଆପଣଙ୍କୁ କହିଦେବୁ କି ଯେଉଁଠି ଅମିର୍ ଖାନ୍ ଙ୍କ ଦିଲ୍ ସୁପରହିଟ୍ ହେଲା, ସେମିତି ସନିଦେଓଲଙ୍କ ଘାୟଲ ବି ବହୁତ ସୁପରହିଟ୍ ହୋଇଥିଲା

ସେମିତି ଘାୟଲ ପୁରା ଭାବେ ସନିଦେଓଲଙ୍କ ଉପରେ ନିର୍ଭର୍ ନଥିଲା, ତାଙ୍କ ମଜବୁତି ମାଧୁରୀ ଦୀକ୍ଷିତ ଓ ଫିଲ୍ମର ଗୀତ ଥିଲା, ଏହି ସମୟରେ ଅମିର୍ ଖାନ୍ ଓ ସନିଦେଓଲ ଦୁହେଁ ଫିଲ୍ମ ଫେୟାରର ବେଷ୍ଟ ଆକ୍ଟର ଆବାର୍ଡ ପାଇଁ ନୋମିନେଟ୍ କରିଦିଆଯାଇଥିଲା । ଦିଲ୍ ହିଟ୍ ହେବାରେ ଅମିର୍ ଖାନ୍ ପୁରା ଆଶା କରିବସିଥିଲେ କି ଆୱାର୍ଡ ତାଙ୍କୁ ହିଁ ମିଳିବ, କିନ୍ତୁ ସେମିତି ହେଲାନାହିଁ, ଆୱାର୍ଡ ସନିଦେଓଲଙ୍କୁ ମିଳିଗଲା, ଏହି କଥାରୁ ଅମିର୍ ଏମିତି ରାଗିଯାଇଥିଲେ କି ସେହି ଦିନରୁ କେବେ କେଉଁ ଆୱାର୍ଡ ଫଙ୍କସନରେ ନ ଯିବାକୁ ଫଇସଲା କରିନେଲେ

ଏତିକି ନୁହେଁ ଅମିର୍ ଫିଲ୍ମ ଫେୟାର୍ ଆୱାର୍ଡ ଉପରେ ପକ୍ଷପାତକରିଥିଲେ, କିନ୍ତୁ ସେହି ବର୍ଷ ଘାୟଲ ପାଇଁ ସନିଦେଓଲଙ୍କୁ ନ୍ୟାଶାନାଲ୍ ଆୱାର୍ଡ ଦିଆଯାଇଥିଲା, ସେମିତି ୧୯୯୦ ପରେ ପ୍ରାୟ ୨୦ ଥର ଫିଲ୍ମ ଫେୟାର୍ ଆୱାର୍ଡ ପାଇଁ ଅମୀର ନୋମିନେଟ୍ ହୋଇଥିଲେ, କିନ୍ତୁ ନିଜ ଜିଦ୍ଧିରେ ରହି ସେ ସେହି ସମୟରେ କେଉଁ ଫଙ୍କସନକୁ ଯାଇନଥିଲେ, ଏକ ଆୱାର୍ଡକୁ ନେଇ ଦୁହେଁଙ୍କ ମଧ୍ୟରେ ମତଭେଦ ହୋଇଥିଲା, ଆଜି ବି ସେମିତି ଅଛି ।

କହିଦେବୁ କି ଅମିର୍ ଓ ସନି ଦେଓଲ ବହୁତଥର ଅସୁବିଧା ହୋଇଥିଲା, ଦିଲ୍ ଓ ଘାୟଲ୍ ପରେ ୧୯୯୬ ରେ ଦୁହେଁ ଆଉଥରେ ଆମନା ସାମ୍ନା ହୋଇଥିଲେ,  ସନି ଦେଓଲଙ୍କ ଫିଲ୍ମ ଘାତକ ଓ ଅମୀର ଖାନ୍ ଙ୍କ ଫିଲ୍ମ ରାଜା ହିନ୍ଦୁସ୍ଥାନୀଙ୍କ ଟକ୍କର ହୋଇଥିଲା, ସେମିତି ୨୦୦୧ ରେ ସନି ଦେଓଲଙ୍କ ଗଦର୍, ଓ ଅମୀର୍ ଖାନ୍ ଙ୍କ ଲଗାନ୍ ପରି ଦୁହେଁ ଆମ୍ନାସାମ୍ନା ଲଢେଇ ହୋଇଥିଲା, ଯେଉଁଠି ଲଗାନ୍ ପାଇଁ ବହୁତ ପ୍ରଶଂସା ହୋଇଥିଲା । ଗଦର୍ ବି ବକ୍ସ ଅଫିସ୍ ରେ ଧମାକା କରିଦେଇଥିଲା, ସେମିତି କହିଦେବୁ କି ସନିଦେଓଲ ଓ ଅମିର୍ ଖାନ୍ ଫିଲ୍ମ ଡର୍ ରେ ବି ରୋଲ୍ କରିବାର ଥିଲା କିନ୍ତୁ ଅମୀର୍ ଖାନ୍ ଏହି ଫିଲ୍ମରେ କାମ ନକରିବାକୁ ମନା କରିଦେଲେ ।

Leave a Reply

Your email address will not be published. Required fields are marked *