October 22, 2024

Odia Express

Here, There and Everywhere

ଜଲଦି ହିଁ ଲଞ୍ଚ୍ ହେବ ଦେଶର୍ ସବୁଠାରୁ ଶସ୍ତା ଇଲେକ୍ଟ୍ରୋନିକ୍ସ ବାଈକ୍, ଗୋଟେ ଥର ଚାର୍ଜ କଲେ ଚାଲିବ ୧୫୦ କିମି – ଦାମ ଶୁଣିଲେ ଖୁସି ରେ ନାଚି ଉଠିବେ ଆପଣ

1 min read

ଆମର ଦେଶରେ ଲଗାତାର ଇଲେକ୍ଟ୍ରୋନିକ୍ସ ବାହାନର ଚାହିଦା ବଢିବାରେ ଲାଗିଛି, ଏହି କାରଣରୁ ଇଲେକ୍ଟ୍ରୋନିକ୍ ବାଇକ୍ ଓ ସ୍କୁଟର ବନାଉଥିବା କମ୍ପାନୀ ଓକିନୋବା ଜଲଦି ହିଁ ନିଜ ନୁଆ ବାଇକ୍ ଲଞ୍ଚ କରିବାକୁ ଯାଉଛି, ଏହି ବାଇକ୍ ର ବିଷୟରେ କମ୍ପାନୀର ଏମ୍ ଡି ଓ ଫାଉଣ୍ତର ଜିତେନ୍ଦର ଶର୍ମାଙ୍କ ଦ୍ୱାରା କିଛି ଗୁରୁତ୍ୱପୁର୍ଣ୍ଣ ସୁଚନା ଦେଇଛନ୍ତି ।କମ୍ପାନୀ ଦ୍ୱାରା ଏହି ବାଇକ୍ କୁ Oki100 କୋଡନେମ୍ ଦିଆଯାଇଛି । ଏହି ବାଇକ୍ ପ୍ରାୟ ଦୁଇ ବର୍ଷରେ ତିଆରି କରାଯାଇଛି, ଖବର ଅନୁଯାୟୀ ଆଗାମୀ ଗୋଟେ କିମ୍ବା ଦୁଇ ମାସରେ ଏହି ବାଇକ୍ ର ଉତ୍ପାଦନ ଆରମ୍ଭ କରିଦିଆଯିବ, ଓ ତାହାପରେ ଜଲଦି ହିଁ ମାର୍କେଟ୍ ରେ ଲଞ୍ଚ କରିଦିଆଯିବ,

ଏହି ଇଲେକ୍ଟ୍ରୋନିକ୍ସ ବାଇକ୍ ର ଖାସିୟତ୍ ଏହାର ବ୍ୟାଟେରି, ରେଞ୍ଜ, ଓ ଟପ୍ ସ୍ପିଡ୍ ଅଟେ, ଏହି ସବୁର ସହ ଏଥିରେ ଆହୁରି ବହୁତ କିଛି ଫାଇଦା ମିଳିବ । ଆପଣଙ୍କୁ କହିଦେବୁ କି Oki100 ର ଓଜନକୁ କମ୍ କରିବାପାଇଁ ଏଥିରେ ଆଲୁମିନିୟମ୍ ବ୍ୟବହାର୍ କରାଯାଇଛି, ଏହି ବାଇକ୍ ରେ ଡିଟେଚବଲ୍ ଲିଓନ୍ ବ୍ୟାଟେରି ଦିଆଯାଇଛି, ଯାହା ଥରେ ଫୁଲ୍ ଚାର୍ଜ କରିଲେ ପ୍ରାୟ ୧୫୦ କିମି ଦୁରତା ତୟ କରିପାରେ, ଏହା ସହ ଏହି ବାଇକ୍ ରେ ଆପଣଙ୍କୁ ଫାର୍ଷଡ୍ ଚାର୍ଜିଙ୍ଗ୍, ଆଗ ଓ ପଛ ଦୁହେଁରେ ଡିକ୍ସ ବ୍ରେକ୍, ଓ ସ୍ମାର୍ଟଫୋନ୍ କନେକ୍ଟେଭିଟି ପରି ବହୁତ ସ୍ମାର୍ଟ ଫିଚର ମିଳିବ ।

ଏହି ବାଇକ୍ ର ସବୁଠାରୁ ବଡ ଖାସିୟତ୍ ହେଲା ଏହାର ଦାମ୍, ଖବର ଅନୁସାରେ Oki100 ଦେଶର ସବୁଠାରୁ ଶସ୍ତା ଇଲେକ୍ଟ୍ରୋନିକ୍ସ ବାଈକ୍ ହୋଇପାରେ, ଆପଣଙ୍କୁ କହିଦେବୁ କି କମ୍ପାନୀର ଏହା ପ୍ରଥମ ୧୦୦ ପ୍ରତିଶତ ଲୋକାଲିଇଜଡ୍ ମାନେ ମେଡ୍ ଇନ୍ ଇଣ୍ତିଆ ପ୍ରୋଜେକ୍ଟ ହେବ, ଏବେ ଓକିନୋବା ଚିନ୍ ରୁ କିଛି ପାର୍ଟ୍ସ୍ ଇମ୍ପୋର୍ଟ କରୁଛି, କିନ୍ତୁ ଜିତେନ୍ଦର ଶର୍ମା କହିଲେ କି ଏବେ ଠାରୁ ସବୁ ପ୍ରୋଡକ୍ଟରରେ ୧୦୦ ପ୍ରତିଶତ ଲୋକଲ୍ ମାନେ ଭାରତୀୟ କମ୍ପୋନେଣ୍ଟ ବ୍ୟବହାର କରାଯିବ, ଏହି କାରଣରୁ ଏହାର ଦାମ୍ ଏକ ଲକ୍ଷ ଟଙ୍କାରୁ କମ୍ ରହିବ ।

Leave a Reply

Your email address will not be published. Required fields are marked *