March 13, 2025

Odia Express

Here, There and Everywhere

ମୁକେଶ ଅମ୍ବାନୀଙ୍କ ମା କୋକିଲାବେନ୍ ମୋଦୀ ସବୁ ଖାସ୍ ମଉକାରେ ଏହି କାରଣରୁ ପିନ୍ଧନ୍ତି ପିଙ୍କ୍ ଶାଢୀ, ବହୁତ୍ ଖାସ୍ ଅଛି ଏହାର କାରଣ

ରିଲାୟନ୍ସ ଇଣ୍ତଷ୍ଟ୍ରିର ଚେୟାର୍ ମ୍ୟାନ୍ ଓ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଆଜିର ସମୟରେ ଦେଶରେ ନୁହେଁ ବରଂ ପୁରା ଦୁନିଆଁରେ ବହୁତ ଲୋକପ୍ରିୟ ଅଟନ୍ତି, ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ଆସିବା ଦିନରୁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି, ଓ ସୋସିଆଲ୍ ମିଡିଆରେ ଅମ୍ବାନୀ ପରିବାର ସହ ଯୋଡି ହୋଇଥିବା ଖବର ସାମ୍ନାକୁ ଆସେ । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏସିଆର୍ ସବୁଠାରୁ ଧନୀକ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ମା କୋକିଲାବେନ୍ ଅମ୍ବାନୀଙ୍କ ବିଷୟରେ କିଛି ମଜାଦାର୍ କଥା କହିବାକୁ ଯାଉଛୁ, ଯାହା ବିଷୟରେ ବୋଧେ ଆପଣ ଜାଣିନଥିବେ , ମୁକେଶ ଅମ୍ବାନୀଙ୍କ ମା କୋକିଲାବେନ୍ ଅମ୍ବାନୀ ବହୁତଥର ଚର୍ଚ୍ଚିତ ରୁହନ୍ତି

ସେମିତି ମୁକେଶ ଅମ୍ବାନୀଙ୍କ ମା କୋକିଲାବେନ୍ ଅମ୍ବାନୀଙ୍କୁ ଅଧିକାଂଶ ମଉକାରେ ସେ ସେମିତି ପାରିବାରିକ ଫଙ୍କସନ୍ ହେଉ କିମ୍ବା କେଉଁ ସୋସିଆଲ୍ କାର୍ଯ୍ୟକ୍ରମ ସବୁ ଜାଗାରେ ତାଙ୍କୁ ପିଙ୍କ୍ ରଙ୍ଗର ଶାଢୀରେ ଦେଖାଯାଏ , ଆଜି ଆମେ ଆପଣଙ୍କୁ କହିବୁ କଣପାଇଁ ସେ ଅଧିକାଂଶ ଫଙ୍କସନରେ ପିଙ୍କ୍ ଶାଢୀ ପିନ୍ଧନ୍ତି, କୋକିଲାବେନ୍ ଅମ୍ବାନୀ ସ୍ୱର୍ଗୀୟ ଧିରୁଭାଇ ଅମ୍ବାନୀ ହିଁ ଆରବ ର ରିଲାୟନ୍ସ ଇଣ୍ତଷ୍ଟ୍ରିର ମୁଳଦୁଆ ପକାଇଥିଲେ, ଓ ଆଜି କୋକିଲାବେନ୍ ଅମ୍ବାନୀଙ୍କ ବୟସ ୮୬ ବର୍ଷ ହୋଇସାରିଛି, କହିଦେବୁ କି କୋକିଲାବେନ୍ ମୋଦିଙ୍କ ଜନ୍ମ ୨୪ ଫେବୃୟାରୀ ୧୯୩୪କୁ ଗୁଜୁରାଟର ଜାମନଗରରେ ହୋଇଥିଲା ।

ଓ ଏଠାରୁ ହିଁ କୋକିଲାବେନ୍ ନିଜ ପାଠପଢା ପୁରା କରିଥିଲେ, ଓ ୧୯୫୫ ରେ ଧୀରୁଭାଇ ଅମ୍ବାନୀ ଓ କୋକିଲାବେନ୍ ଅମ୍ବାନୀଙ୍କ ବିବାହ ହୋଇଥିଲା, ଓ ବିବାହ ପରେ ଏହି ଦମ୍ପତି ଙ୍କ ୪ ଟି ଛୁଆ ମୁକେଶ ଅମ୍ବାନୀ, ଅନିଲ୍ ଅମ୍ବାନୀ, ଝିଅ ଦିପ୍ତି, ଓ ନୀନା ହୋଇଥିଲେ, ସେମିତି କୋକିଲାବେନ୍ ଅମ୍ବାନୀଙ୍କ ସ୍ୱାମୀ ଧିରୁଭାଇ ଅମ୍ବାନୀ ୨୦୦୨ ରେ ଏହି ଦୁନିଆଁକୁ ଛାଡି ଚାଲିଯାଇଥିଲେ । କହିଦେବୁ କି ଅଧିକାଂଶ ଫଙ୍କସନରେ କୋକିଲାବେନ୍ ଅମ୍ବାନୀ ଗୋଲାପୀ ରଙ୍ଗର ଶାଢି ପିନ୍ଧିବାକୁ ପସନ୍ଦ କରନ୍ତି, ଓ ଏହି ଗୋଲାପି ରଙ୍ଗର ଶାଢୀ ତାଙ୍କୁ ସନ୍ୟାସ, ଶୁଦ୍ଧତା, ଓ ପବିତ୍ରତାର ପ୍ରତୀକ ମାନାଯାଏ । ଓ ଏହା ସହ ଯେଉଁ ମହିଳାଙ୍କ ସ୍ୱାମୀ ଚାଲିଯାଆନ୍ତି ସେହି ମହିଳା ଗୋଲାପି କିମ୍ବା ଧଳା ଶାଢୀ ପିନ୍ଧନ୍ତି, ବୋଧେ ଏହି କାରଣରୁ କୋକିଲାବେନ୍ ଖାସ୍ ମଉକାରେ ଏହି ଶାଢୀ ପିନ୍ଧିବାକୁ ଭଲ ପାଆନ୍ତି ।

କହିଦେବୁ କି କୋକିଲାବେନ୍ ବୁଲିବାକୁ ଅଧିକା ପସନ୍ଦ କରନ୍ତି, ଯେବେ ଧିରୁଭାଇ ଅମ୍ବାନୀ ଜିବିତ ଥିଲେ ତେବେ କୋକିଲାବେନ୍ ତାଙ୍କ ସହ ଲଣ୍ତନ ଓ ସ୍ୱିଜରଲ୍ୟାଣ୍ତ ବୁଲିବାକୁ ଯାଉଥିଲେ, ଏବେ ସ୍ୱାମୀ ଚାଲିଯିବାପରେ କୋକିଲାବେନ୍ ନିଜ ପରିବାର ସହ ବର୍ଷକୁ ଦୁଇ ଥର ବାହାରେ ବୁଲିବାକୁ ଯାଆନ୍ତି, କହିଦେବୁ କି କୋକିଲାବେନ୍ ଗୀତ ଗାଇବାକୁ ବହୁତ ଭଲ ପାଆନ୍ତି, ଓ ତାହା ସହ କୋକିଲାବେନ୍ ଗାଡି ଗୁଡିକର ବହୁତ ସଉକ ରଖନ୍ତି , ତାଙ୍କ ପାଖରେ ଦୁନିଆଁର ମହଙ୍ଗା ଗାଡିର ବ୍ରାଣ୍ତ ମହଜୁଦ୍ ଅଛି, ସେମିତି କହିଦେବୁ କି କୋକିଲାବେନ୍ ସଂମ୍ପତ୍ତି ବିଷୟରେ ତେବେ ମୁକେଶ ଅମ୍ବାନୀଙ୍କ ମା କୋକିଲାବେନ୍ ଏବେ କାର ସମୟରେ ୨,୯ ବିଲିୟନ୍ ମାନେ ୧୮୦୦୦ କୋଟି ସଂମ୍ପତ୍ତିର ମାଲିକାଣୀ ଅଟନ୍ତି ଓ ସେ ବର୍ଷ ୨୦୧୬ ରେ କୋକିଲାବେନ୍ ଅମ୍ବାନୀ ତାଙ୍କ ସ୍ୱାମୀଙ୍କ ସ୍ଥାନରେ ପଦ୍ମ ବିଭୁଷଣ ପୁରସ୍କାର ଦ୍ୱାରା ପୁରସ୍କୃତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *