October 19, 2024

Odia Express

Here, There and Everywhere

ଏଠାରେ ଆପଣଙ୍କୁ ମିଳିପାରିବ ଅଧାରୁ କମ୍ ଦାମ୍ ରେ ନୁଆ ପରି ଦେଖାଯାଉଥିବା ବାଇକ୍ ଗୁଡିକ – ଆଜି ହିଁ ଜାଣିନିଅନ୍ତୁ ଏହି ସ୍ଥାନ ବିଷୟରେ

1 min read

ଆପଣ ନିଜ ଆଖପାଖ ବ୍ୟାଙ୍କ୍ ରୁ ଲୋନ୍ କରି ବାଇକ୍ କିଣନ୍ତି, କାରଣ ବହୁତ ବ୍ୟାଙ୍କ୍ ବାଈକ୍ ର କିସ୍ତି ନ ଭରିବା କାରଣରୁ ସେ ଗ୍ରାହକଙ୍କ ବାଇକ୍ କୁ ଉଠାଇନିଅନ୍ତି, ଓ ବହୁତ କମ୍ ଦାମରେ ନୁଆ କଣ୍ତିସନ୍ ବାଇକ୍ କୁ ସେଲ୍ କରିଦିଅନ୍ତି, ଏମିତିରେ ବହୁତ ହିଁ କମ୍ ଦାମରେ ଆପଣଙ୍କ ସହରରେ ନୁଆ ବାଇକ୍ କିଣିପାରିବେ , ଏହା ଛଡା ଆପଣଙ୍କୁ ଏକ ଆହୁରି ଜାଗାରେ ବହୁତ ଶସ୍ତାରେ ବିଲକୁଲ୍ ନୁଆ କଣ୍ତିସନର ବାଈକ୍ କିଣିପାରିବେ ।ଭାରତରେ ଅଧିକାଂଶ ଜାଗାରେ ହିରୋ ମୋଟକର୍ପର ବାଇକ୍ସକୁ ପସନ୍ଦ କରାଯାଏ ,କିନ୍ତୁ ଏବେ ହିରୋ ବାକି ମୋଟରସାଇକେଲ୍ କମ୍ପାନୀ ବାହାନ ସହ BS-6 ରେ ଅପଡେଟ୍ ହେବା ସହ ଦ୍ୱିତୀୟ ତରିକାରେ ରେଟ୍ ଅଧିକା ହେବା ଯୋଗୁଁ ମହଙ୍ଗା ହୋଇଯାଇଛି ।

ଯାହାର କାରଣରୁ ମଧ୍ୟମବର୍ଗୀୟ ଲୋକଙ୍କ ପାଈଁ ନୁଆ ବାଇକ୍ କିଣିବା ଏବେ ମୁସକିଲ୍ ହୋଇଯାଇଛି, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଜାଗା ବିଷୟରେ ସୁଚନା ଦେବୁ ଯେଉଁଠାରୁ ଆପଣ ଅଧାରୁ କମ୍ ଦାମରେ ବିଲକୁଲ୍ ନୁଆ ପରି ବାଇକ୍ କିଣିପାରିବେ । ଖାସ୍ କଥା ଏହା କି ଯେ ଏହି ବାଇକ୍ସ ଆପଣ ବହୁତ ଭଲ କଣ୍ତିସନରେ ପାଇବେ, ଆପଣଙ୍କୁ କହିଦେବୁ କି DROOM ନାମକ ଏକ କମର୍ସିଆଲ୍ ୱେବସାଇଡ୍ ରେ ସେକେଣ୍ତହ୍ୟାଣ୍ତ କାର୍ ଓ ବାଇକ୍ସ ଉପଲ୍ଲବ୍ଧ ଅଛି, ଏହି ସମୟରେ ଏହି ସାଇଡ୍ ଉପରେ ହିରୋ ର ୩ ବାଇକ୍ସ ବିକ୍ରି ପାଇଁ ଉପଲ୍ଲବ୍ଧ ହୋଇଛି

ଏଠାରେ ଉପଲ୍ଲବ୍ଧ ହେଇଥିବା ବାଇକ୍ସ୍ ହେଲା ହିରୋ ପ୍ୟାଶନ୍ ପ୍ରୋ, ଏହି ହିରୋ ର ସବୁଠାରୁ ଅଧିକା ପସନ୍ଦ କରାଯାଉଥିବା ବାଇକ୍ ମଧ୍ୟରୁ ସାମିଲ୍ ଅଛି, Droom ରେ ପ୍ୟାଶନ୍ ପ୍ରୋ ୨୦୧୩ ମଡେଲ୍ କେବଳ ୨୩ ହଜାର କିମି ଚାଲିଛି, ଫାଷ୍ଟ ଓନର୍ ବାଇକ୍ ଆପଣ କେବଳ ୩୦,୦୦୦ ହଜାର ଟଙ୍କାରେ କିଣିପାରିବେ , ଏହାର ନୁଆ ବାଇକ୍ ଦାମ୍ ୬୫,୭୪୦ ଟଙ୍କା ଅଟେ, ଏହାପରେ କଥା ଆସେ ହିରୋ HF Deluxe  ଏହି ବାଇକ୍ କେବଳ ୨୩ ହଜାର କିମି ଚାଲିଛି, ଏହା ବି ପ୍ରଥମ ମାଲିକ ବିକ୍ରି କରୁଛନ୍ତି ,ଏହା ୨୦୧୭ ମଡେଲ୍ ର ବାଇକ୍ ଅଟେ ଯାହାକି ୩୨୦୦୦ ହଜାର ଟଙ୍କାରେ ଉପଲ୍ଲବ୍ଧ ହେଉଛି

ସେମିତି ଏହାର ଶୋରୁମ୍ ରେ ନୁଆ ବାଇକ୍ ର ମୁଲ୍ୟ ୪୮୦୦୦ ଟଙ୍କା ହୋଇଥାଏ , ଓ ତୃତୀୟ ବାଇକ୍ ହିରୋ ସ୍ପ୍ଲେଣ୍ତର୍ ismart ଏହି ବାଇକ୍ ୨୦୧୭ ମଡେଲର ଅଟେ, ଏହାର ପ୍ରଥମ ମାଲିକ ଏହାକୁ ବିକ୍ରି କରୁଛନ୍ତି, ଏହି ବାଇକ୍ କେବଳ ୭,୮୩୦ କିମି ପର୍ଯ୍ୟନ୍ତ ଚାଲିଛି, ଏହି ସେକେଣ୍ତ ହ୍ୟାଣ୍ତ ମୋଟରସାଇକେଲ୍ ଦାମ୍ ୩୫୦୦୦ ଟଙ୍କା ଅଛି, ସେମିତି ନୁଆ ହିରୋ ସ୍ଲେଣ୍ତର Ismart ର ଶୋରୁମ୍ ଦାମ୍ ୬୫,୭୦୦ ଟଙ୍କା ଅଟେ ,ଆପଣଙ୍କୁ କହିଦେବୁ କି ଏହି ସବୁ ବାଇକ୍ସ ଦିଲ୍ଲୀର ନମ୍ବର ସହ ଅଛି, ଏହି ବାଇକ୍ସକୁ କିଣିବା ପୁର୍ବରୁ ଆପଣଙ୍କୁ ଏହାର କଣ୍ତିସନ୍ ଓ ଡକ୍ୟୁମେଣ୍ଟ୍ସ ଭଲ ଭାବରେ ଚେକ୍ କରିନିଅନ୍ତୁ ।

Leave a Reply

Your email address will not be published. Required fields are marked *