June 26, 2025

Odia Express

Here, There and Everywhere

୧୦ ବର୍ଷ ପୁରୁଣା ପଥୁରିକୁ ୫ ମିନିଟରେ ବାହାର କରନ୍ତୁ ଏହି ସାଧାରଣ ପତ୍ର ଦ୍ୱାରା – ଏହି କଥା ଧ୍ୟାନ ରଖନ୍ତୁ ଆଜି

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କ ପାଇଁ ପଥୁରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ ପ୍ରଭାବଶାଳୀ ଉପାୟ ଆଣିଚି।ଏହାର ପ୍ରୟୋଗ ଦ୍ବାରା ଆପଣ ପଥୁରି ସମସ୍ୟାକୁ ମୂଳରୁ ଶେଷ କରି ପାରିବେ।ସାଙ୍ଗମାନେ ଭୁଲ ଖାଦ୍ୟ ବ୍ୟବସ୍ଥା ଯୋଗୁଁ ପଥୁରି ସମସ୍ୟା ଦେଖା ଦେଇଥାଏ।ଯେବେ କୌଣସି ବ୍ୟକ୍ତିକୁ ପଥୁରି ହୋଇଥାଏ ତ ତାକୁ ବହୁତ ଯନ୍ତ୍ରଣା ହୋଇଥାଏ।ପଥୁରି ଦୁଇଟି ଜାଗାରେ ହୋଇଥାଏ ପ୍ରଥମ କିଡନୀ ଓ ଦ୍ଵିତୀୟରେ ପିତ୍ତ ଥଳୀ।ଯଦି କୌଣସି ବ୍ୟକ୍ତିକୁ କିଡନୀରେ ପଥୁରି ହୋଇଥାଏ ତାହା ଭଲ ତ ହୋଇଯାଏ କିନ୍ତୁ ଯାହାକୁ ପିତ୍ତ ଥଳିରେ ପଥୁରି ହୋଇଥାଏ ତାହାକୁ ବାହାର କରିବା ବହୁତ କଷ୍ଟକର ହୋଇଥାଏ।

ସାଙ୍ଗମାନେ ଏହି ଉପାୟକୁ ପ୍ରୟୋଗ କରିବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ଦରକାର ପାଣି।ଆପଣ ଅଧ ଗ୍ଲାସ ପାଣି ନେବେ।ଏହାପରେ ଆପଣ ପଥର ଚଟା ଗଛର ପତ୍ର ବ୍ୟବହାର କରିବେ।ଏହି ପଥର ଚଟା ପତ୍ର ଆପଣଙ୍କ ଶରୀରରୁ ପଥୁରିକୁ ବାହାର କରିବାରେ ସହାୟକ ହୋଇଥାଏ।ଏହି ପତ୍ର ଆପଣଙ୍କୁ ଅତି ସହଜରେ ମିଳିଯିବ।ଆପଣ ମାତ୍ର ଗୋଟିଏ ପତ୍ର ଆଣିବେ ଓ ଏହାର ପେଷ୍ଟ ତିଆରି କରିଦେବେ।ଏବେ ଏହି ପେଷ୍ଟକୁ ସେହି ଅଧ ଗ୍ଲାସ ପାଣିରେ ମିଶାଇ ଦିଅନ୍ତୁ।ଏହାପରେ ଆମେ ଦ୍ଵିତୀୟ ଜିନିଷ ଭାବେ ବ୍ୟବହାର କରିବା ମିଶ୍ରି।ଯେତେବେଳେ ମିଶ୍ରି ଏହି ପେଷ୍ଟରେ ମିଶିବ ତ ଏହା ବହୁତ ପ୍ରଭାବଶାଳୀ ହୋଇଯିବ।

ଏହା ଆପଣଙ୍କ ପିତ୍ତ ଥଳିରୁ ପଥୁରିକୁ ବାହାର କରିବାରେ ସାହାଯ୍ୟ କରିବ।ଆପଣ ଧ୍ୟାନ ରଖିବେ ଯେ ଏହି ମିଶ୍ରି ସୂତା ବାଲା ହୋଇଥିବା ଦରକାର।ଏହି ମିଶ୍ରି ଗୁଡ଼ିକ ପ୍ରାକୃତିକ ଉପାୟରେ ତିଆରି କରା ଯାଇଥାଏ।ଏଥିରେ କୌଣସି ପ୍ରକାର ଅପମିଶ୍ରଣ କରା ଯାଇନଥାଏ।ଆପଣ ଛୋଟ ଛୋଟ ଦୁଇ ଖଣ୍ଡ ମିଶ୍ରି ନେବେ ଓ ସେହି ପାଣିରେ ମିଶାଇ ଦେବେ।ଏହାପରେ ଭଲ ଭାବେ ଏସବୁକୁ ଗୋଳେଇ ଦିଅନ୍ତୁ।ଏହି ଉପାୟ ଅତ୍ୟନ୍ତ ପ୍ରଭାବଶାଳୀ ହେବ ଓ ଆପଣଙ୍କୁ କୌଣସି ପ୍ରକାର ପାର୍ଶ୍ଵ ପ୍ରତିକ୍ରିୟା ହେବ ନାହିଁ।ଯଦି ଆପଣ ପଥୁରି ସମସ୍ୟାକୁ ନେଇ ବହୁତ ଚିନ୍ତିତ ଅଛନ୍ତି ତ ଏହି ଉପାୟକୁ ଥରେ ପ୍ରୟୋଗ କରନ୍ତୁ।

ଏବେ ମୁଁ ଆପଣ ମାନଙ୍କୁ କହିବି ଯେ ଏହାର ପ୍ରୟୋଗ ଆପଣ କିପରି କରିବେ।ଏହି ଉପାୟକୁ ଆପଣ ସକାଳୁ ଖାଲି ପେଟରେ କରିବେ।ଆପଣ ସକାଳୁ ଉଠି ଫ୍ରେସ ହେବା ପରେ ଏହାକୁ ତିଆରି କରିବେ ଓ ପିଇବେ।ସାଙ୍ଗମାନେ ଯଦି ଆପଣ ମାନେ ମୋ କହିବା ମୁତାବକ ଏହାକୁ ୪ ରୁ ୫ ଦିନ ପ୍ରୟୋଗ କରିବେ ତ ଆପଣଙ୍କ ପଥୁରି ସମସ୍ୟା ପୁରା ଦୂର ହୋଇଯିବ।ଯଦି ସମସ୍ୟା ଅଧିକ ଅଛି ତ ଆପଣ ୧୦ ଦିନ ଲଗାତାର ବ୍ୟବହାର କରିପାରିବେ।

Leave a Reply

Your email address will not be published. Required fields are marked *