October 18, 2024

Odia Express

Here, There and Everywhere

ସ୍ୱାମୀଙ୍କ ପାଈଁ ବହୁତ ଭାଗ୍ୟଶାଳୀ ଜଣାଯାଆନ୍ତି ଏହି ୪ ଟି ରାଶିର ସ୍ତ୍ରୀମାନେ, ଏମାନଙ୍କ ସହ ରହିଲେ ହୁଏନାହିଁ ଧନଧ୍ୟାନ୍ୟର ଅଭାବ

1 min read

ଜ୍ୟୋତିଷ୍ୟ ଶାସ୍ତ୍ରରେ ମେଷ ରାଶିରୁ ନେଇକରି ମୀନ ରାଶି ପର୍ଯ୍ୟନ୍ତ ୧୨ ଟି ରାଶି ବିଷୟରେ ଆଲୋଚନା କରାଯାଇଛି, ସବୁ ରାଶି ନିଜ ନିଜର ମହତ୍ତ୍ୱ ରହିଥାଏ, ଜ୍ୟୋତିଷ୍ୟବିଦ୍ ଙ୍କ ଏମିତି କହିବା କଥାକି ସବୁ ରାଶିର ନିଜର ଅଲଗା ମହତ୍ତ୍ୱ ହୋଇଥାଏ, କେଉଁ ବି ବ୍ୟକ୍ତି ବିଷୟରେ ସେହି ରାଶିର ମାଧ୍ୟମରେ ଜଣାପଡିପାରେ , ବ୍ୟକ୍ତିର ସ୍ୱଭାବ କିପରି ରହିବ ଓ ତାର ଜୀବନରେ କଣ କଣ ଘଟଣା ହୋଇପାରେ, ଏଇ ପରି ବହୁତ କଥା ଅଛି, ଯେଉଁ ବ୍ୟକ୍ତିର ରାଶିରୁ ଏହା ଜଣାପଡିପାରେ । ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ରାଶିର ସ୍ୱାମୀ ଗ୍ରହ ହୋଇଥାଏ, ଓ ଏହି ପ୍ରଭାବରୁ ରାଶିର ସଂବନ୍ଧିତ ରାଶିର ବ୍ୟକ୍ତି ଉପରେ ପଡିଥାଏ, ଯଦି କେଉଁ ବ୍ୟକ୍ତି ସ୍ୱାମୀ ଗ୍ରହ ଶୁଭ ସ୍ଥିତିରେ ଥାଏ ତେବେ ତାକୁ ବହୁତ ଅଧିକା ଲାଭ ମିଳେ, ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ସେହି ଚାରୋଟି ରାଶିର ଝିଅଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ନିଜ ସ୍ୱାମୀଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି ଏମାନେ ଯେଉଁ ଘରେ ବିବାହ କରନ୍ତି, ସେହି ପରିବାରରେ କେବେ ଧନଧ୍ୟାନ୍ୟରେ କମି ହୋଇନଥାଏ, ତେବେ ଚାଲନ୍ତୁ କେଉଁ ସେହି ରାଶିର ଝିଅ ଅଟନ୍ତି ।

୧) କର୍କଟ ରାଶି- କର୍କଟ ରାଶିର ଝିଅମାନେ ବହୁତ ଭଲ ଭାଗ୍ୟବତୀ ହୋଇଥାନ୍ତି, ଏମିତି କୁହାଯାଏ କି ବିବାହ ପରେ ଏମାନେ ଯେଉଁ ଘରକୁ ଯାଆନ୍ତି ସେହି ଘର୍ ଭାଗ୍ୟ ଖୋଲିଯାଏ , ସେହି ଘରେ କେବେ ଧନର ଅଭାବ ହୁଏ ନାହିଁ, ଏହି ରାଶିର ଝିଅ ନିଜ ସ୍ୱାମୀଙ୍କ ପ୍ରତି ବହୁତ ଅଧିକା ଇମାନଦାର୍ ଜଣାଯାଆନ୍ତି, ଏମାନେ ଅନ୍ୟଙ୍କୁ ଖୁସି କରିବାକୁ ଚେଷ୍ଟିତ ରୁହନ୍ତି, ଏମାନଙ୍କ ମଧ୍ୟରେ ଖୁସି ରଖିବାର କଳା ଅଦଭୁତ ହୋଇଥାନ୍ତି,  ଏହି ଝିଅମାନେ ଅସୁବିଧାରେ ନିଜ ଲୋକଙ୍କର ସାଥି କେବେ ଛାଡନ୍ତି ନାହିଁ , ବରଂ ଅସୁବିଧାରୁ ବାହାରିବାପାଇଁ ଏମାନେ ଯଥା ସଂମ୍ଭବ ଚେଷ୍ଟାରେ ଲାଗିପଡନ୍ତି ।

୨) ମକର ରାଶି- ମକର ରାଶିର ଝିଅମାନେ ବହୁତ ବୁଦ୍ଧିମାନ ଓ ବୁଝାମଣା ବ୍ୟକ୍ତିତ୍ୱର ହୋଇଥାନ୍ତି, ଏମାନେ ନିଜକୁ ସବୁବେଳେ ଖୁସିରେ ରହିବାକୁ ପସନ୍ଦ କରନ୍ତି, ଏତିକି ନୁହେଁ ବରଂ ଏମାନେ ନିଜ ଆଖପାଖ ଲୋକଙ୍କୁ ଖୁସି ରଖିବାପାଇଁ ଭାବନ୍ତି, ଏହି ରାଶିର ଝିଅମାନେ ନିଜ ସ୍ୱାମୀଙ୍କ ପାଇଁ ଶୁଭ ବୋଲି ଜଣାଯାଆନ୍ତି ।

୩) କୁମ୍ଭ ରାଶି- କୁମ୍ଭ ରାଶିର ଝିଅମାନେ ମଜବୁତ୍, ସ୍ୱତନ୍ତ୍ର ବିଚାର ବାଲା ଜଣାଯାଆନ୍ତି, ଏମାନେ ଆତ୍ମବିଶ୍ୱାସରେ ଭରପୁର୍ ହୋଇଥାନ୍ତି, ଏମାନେ ନିଜ ଘର ପରିବାରର ଦେଖାଶୁଣା ଭଲ ଭାବରେ କରିପାରନ୍ତି, ଏମାନେ ଯେଉଁ ଘରକୁ ଯାଆନ୍ତି ସେହି ଘରେ ଖୁସି ନେଇକରି ଆସନ୍ତି, କଠିନରୁ କଠିନ ସମୟରେ ଏମାନେ ନିଜ ସ୍ୱାମୀଙ୍କ ସାଥି ଛାଡନ୍ତି ନାହିଁ, ଏମାନେ ସବୁବେଳେ ପରିବାର ଖୁସିର ବିଷୟରେ ଭାବନ୍ତି, ଏହି ରାଶିର ଝିଅମାନେ ନିଜ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

୪) ମୀନ ରାଶି- ମୀନ ରାଶିର ଝିଅମାନେ ବହୁତ ଅଧିକା ସଂବେଦନଶୀଳ ଓ ଯତ୍ନବାନ ପ୍ରବୃତିର ହୋଇଥାନ୍ତି, ଏମାନେ ନିଜ ଜୀବନସାଥୀଙ୍କ ସବୁ ଦରକାର ଉପରେ ଦାୟିତ୍ୱ ନିଅନ୍ତି, ଏହି ରାଶିର ଝିଅମାନେ ନିଜ ସ୍ୱାମୀଙ୍କ ପାଈଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି, ଯଦି କେଉଁ ବ୍ୟକ୍ତିର ବିବାହ ଏହି ରାଶିର ଝିଅଙ୍କ ସହ ହୋଇଯାଏ ତେବେ ସେ ନିଜ ଜିବନରେ ବହୁତ ଉନ୍ନତି କରିଥାଏ , ଓ ତାହାର ଜୀବନରେ ଧନ ଦୌଲତରେ କେବେ କମି ହୁଏ ନାହିଁ ।

Leave a Reply

Your email address will not be published. Required fields are marked *