October 18, 2024

Odia Express

Here, There and Everywhere

ଦିନରେ ତିନିଥର ରଙ୍ଗ ବଦଳାଇ ଥାଏ ଏକ ହଜାର ବର୍ଷର ଅଚଳେଶ୍ୱର ଶିବଲିଙ୍ଗ, ଜିବିତ ମନ୍ଦିର – ଭଗବାନ ଙ୍କ ଉପରେ ବିଶ୍ୱାସ ଥିଲେ ନିଶ୍ଚୟ ପଢନ୍ତୁ

1 min read

ଧୋଳପୁରର ଚମ୍ବଲ ନଦୀର ବିହଡୋରେ ଶିବ ମନ୍ଦିର ଏମିତି ଶିବଲିଙ୍ଗ ଅଛି ଯେଉଁଠି ଦିନରେ ତିନିଥର ରଙ୍ଗ ବଦଳାଇଥାଏ, ସେମିତି ଧୋଳପୁର ଜିଲ୍ଲା ଚମ୍ବଲ ବିହଡ ଓ ଡାକୁଙ୍କ ନାଁ ବିଶ୍ୱରେ ଜଣାଯାଏ ,ଏହି ଜିଲ୍ଲାରେ ଆଉ ଏକ ବିଶେଷତା ଅଛି, ସେଠାରେ ଚମ୍ବଲର ବିହଡୋରେ ସ୍ଥାପିତ ହଜାର ବର୍ଷର ପୁରୁଣା ଅଚଳେଶ୍ୱର ମହାଦେବଙ୍କ ମନ୍ଦିର, କାରଣ ଏହା କି ସ୍ଥାପିତ ଶିବଲିଙ୍ଗ ଦିନରେ ତିନିଥର ରଙ୍ଗ ବଦଳାଇଥାଏ , ସହରର ପ୍ରାୟ ତିନି କିମି ଦୁର ଚମ୍ବଲର ବିହଡୋରେ ସ୍ଥାପିତ ମନ୍ଦିରର ପୁଜାରୀଙ୍କ କହିବା କଥା କି ଏଠାରେ ଶିବଲିଙ୍ଗ ସହ ଏଠାରେ ସ୍ଥିତ ତାଙ୍କ ଆଙ୍ଗୁଠି ବି ପୁଜା କରାଯାଏ ,ସେ କହିଲେ କି ଏଠାରେ ଶିବଲିଙ୍ଗର ରଙ୍ଗ ସକାଳୁ ସମୟରେ ଲାଲ୍, ଦ୍ୱିପହର ସମୟରେ କେଶରିଆ ଓ ରାତିରେ ଶାମଳ ହୋଇଯାଏ ।

ଏହି ମନ୍ଦିର ହଜାର ବର୍ଷର ପ୍ରାଚୀନ ମନ୍ଦିର ଅଟେ, ମନ୍ଦିରର ମହନ୍ତ ମନୋଜ ଦାସ୍ କହନ୍ତି କି ବହୁ ବର୍ଷ ପୁର୍ବରୁ କିଛି ଲୋକ ଧନର ଲାଳସାରେ ଶିବଲିଙ୍ଗ ତଳେ ଖୋଳିବା ଆରମ୍ଭ କରିଦେଇଥିଲେ, ପ୍ରାୟ ୨୦ ଫୁଟ୍ ତଳେ ଖୋଳିବାପରେ ତାଙ୍କୁ କିଛି ମିଳୀଲା ନାହିଁ, ଏହି କାରଣରୁ ସେ ଶିବଲିଙ୍ଗକୁ ନଷ୍ଟ କରିବାକୁ ପ୍ରୟାସକଲେ, କିନ୍ତୁ ସଫଳ ହୋଇପାରିଲେ ନାହିଁ, ଏହି ଘଟଣା ପରେ ଅଚଳେଶ୍ୱର ମହାଦେବଙ୍କ ମାନ୍ୟତା ଆହୁରି ବଢିଗଲା, ଏହି ମନ୍ଦିରର ମାନ୍ୟତା ଅଛି କି ଯିଏ ଏଠାକୁ ଆସିକରି ସଚ୍ଚା ମନରେ ଶିବଲିଙ୍ଗର୍ ପୁଜା ଅର୍ଚ୍ଚନା କରେ ତାର ଇଚ୍ଛା ନିଶ୍ଚିତ ପୁର୍ଣ୍ଣ ହୋଇଯାଏ , ସେ କହିଲେ କି ଏହି ଶିବଲିଙ୍ଗର ଆହୁରି ଏକ ବିଶେଷତା ଅଛି କି ଏହା ମାଟିରୁ ଯେତେ ଗଭୀର୍ ଅଛି କାହାକୁ ଜଣାନାହିଁ, ପୁର୍ବରୁ ବହୁତ ଲୋକେ ଏହି ଶିବଲିଙ୍ଗର ଉଚ୍ଚତା ଜାଣିବାକୁ ଚାହିଁଥିଲେ , କିନ୍ତୁ ଅସଫଳ ରହିଥିଲେ ।

ଏହି ଅଚଳେଶ୍ୱର ମନ୍ଦିରର ସବୁଠାରୁ ବଡ ରହସ୍ୟ ଅଟେ କି ଏହି ମନ୍ଦିରର ଶିବଲିଙ୍ଗ ଦିନକୁ ତିନିଥର ନିଜ ରଙ୍ଗ ବଦଳାଏ , ସକାଳୁ ଏହି ଶିବଲିଙ୍ଗର ରଙ୍ଗ ଲାଲ୍ ହୋଇଥାଏ ,ଦ୍ୱିପହର ସମୟରେ କେଶରିଆ ରଙ୍ଗ ଓ ରାତ୍ରୀରେ ଶାମଳ ହୋଇଯାଏ , ଶିବଲିଙ୍ଗରଏହି ସ୍ୱରୁପକୁ ଦେଖିବାପାଇଁ ଲକ୍ଷାଧିକ ଲୋକ ଏଠାକୁ ଆସନ୍ତି ।  ଅଚଳେଶ୍ୱର ମହାଦେବଙ୍କ ଏହି ଶିବଲିଙ୍ଗ ପଛରେ ରହସ୍ୟ କାରଣରୁ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକ ବି ଜାଣିପାରିଲେ ନାହିଁ । ଶିବଜୀଙ୍କ ଏହି ମନ୍ଦିର ସେମିତି ବହୁତ ପୁରୁଣା, ଏହା ସହ କୁହାଯାଏ କି ଏଠାକୁ ଦର୍ଶନ୍ କରିବାକୁ ଆସୁଥିବା ଭକ୍ତର ମନୋସ୍କାମନା ନିଶ୍ଚିତ ଭାବେ ପୁରା ହୋଇଥାଏ, ଏହା ଦେଶର ଏକ ମାତ୍ର ଜୀବିତ ମନ୍ଦିର ଟେ , ଯେଉଁଠି ଗତ ୧୯୧୩ ତତ୍କାଳିକ ପ୍ରମାଣ ଅନୁସାରେ ଏହା ପୁରୁଣା ହୋଇପାରେ, ବର୍ଷରେ ବିନା କେଉଁ ଅସୁବିଧାରେ ପ୍ରତିଦିନ ପୁଜା ଓ ପ୍ରସାଦ ପରମ୍ପରା ଜାରି ଅଛି, ଏଥିପାଇଁ ସବୁଠାରୁ ପୁରୁଣା ଜୀବିତ ମନ୍ଦିର କୁହାଯାଏ , ଯେଉଁଠି କେବେ ପୁଜା ବନ୍ଦ ହୋଇନାହିଁ  ।

ସୂର୍ଯ୍ୟଙ୍କ ସ୍ଥିତ ବଦଳିବା ସହ୍ ଶିବଲିଙ୍ଗ ରଙ୍ଗ ବଦଳେ, ଏହି ମନ୍ଦିରର ଉଲ୍ଲେଖ କନିଧ୍ୟମ୍ ନିଜ ପୁସ୍ତକରେ ବର୍ଣ୍ଣନା କରିଛନ୍ତି । ପାହାଡ ଉପରେ ପଡିଥିବା ପଥର ଏବଂ ସ୍ତମ୍ଭ ଉପରେ ଶ୍ରୀଯନ୍ତ୍ର ରେ ବହୁତ ସିଦ୍ଧ ମନ୍ତ୍ର ଏବଂ ମନ୍ତ୍ର ଇତ୍କିର୍ଣ୍ଣ ହୋଇଛି, ମନ୍ଦିରର ପ୍ରାଚୀନତା ଆଭାଷ ଏଠାରେ ମିଳେ , ମହାରାଜା ଦୁତ୍ତଗାମିନୀ ମୁଦ୍ରା ରୁ ବି ହୋଇଥାଏ, ଯିଏ ବୁଦ୍ଧ ସାହିତ୍ୟ ଅନୁସାରେ ଅନୁରାଧାପୁର ବଂଶର ଥିଲେ , ଇସାପୁର୍ବ ୧୦୧-୭୭ ରେ ଶ୍ରୀଲଙ୍କାର ଶାସକ ଥିଲେ, ମାନେ ୧୯୧୩ ବର୍ଷରୁ ବି ପୁରୁଣା ହୋଇପାରେ । ଏଇ ମନ୍ଦିରର ନିର୍ମଣ୍ ଯେଉଁ ସିଦ୍ଧାନ୍ତରେ ହେଲା ସେହି ସିଦ୍ଧାନ୍ତର ବିଷୟରେ ଅଥର୍ବବେଦରେ ଉଲ୍ଲେଖ ହୋଇଛି,

Leave a Reply

Your email address will not be published. Required fields are marked *