October 18, 2024

Odia Express

Here, There and Everywhere

ପାଦର ତଳ ଅଂଶରେ କରନ୍ତୁ ସୋରିଷ ତେଲର ମାଲିସ୍, ଫାଇଦା ଜାଣିଲେ ଚକିତ ହୋଇଯିବେ ଆପଣ – ସବୁଦିନ କହିବେ ଏପରି କରିବା ପାଇଁ

1 min read

ସୋରିଷ ତେଲ ସବୁ ଭାରତୀୟ ମହିଳାଙ୍କ ରୋଷେଇଘରର ଏକ ଭାଗ ଅଟେ, କିନ୍ତୁ ଏହାର ବ୍ୟବହାର ଖାଇବା ତିଆରି କରିବାରେ ସିମିତ ନାହିଁ ବରଂ ପୁରା ଶରୀର ଓ ସ୍ୱାସ୍ଥ୍ୟ ପାଇଁ ଏହା ଉନ୍ନତ ହୋଇଥାଏ, ମାଲିସ୍ ପାଇଁ ଏହା ବହୁତ ପ୍ରଚଳିତ ଅଛି ଏହାର ଏନେକ ପୋଷକ ତତ୍ତ୍ୱ ଯେପରି ଭିଟାମିନ୍, ଗୁଡ୍ କୋଲେଷ୍ଟ୍ରୋଲ୍, ଗୁଡ୍ ଫ୍ୟାଟ୍, ଓ ମିନେରାଲ୍ସ ମହଜୁଦ୍ ଅଛି, କିନ୍ତୁ ଏହା ମଧ୍ୟରେ ସବୁଠାରୁ ଭଲକଥା ହେଲା ଏହା DI ପଦ୍ଧତିରେ କାମ କରିଥାଏ, ମତଲବ ଏହା ନା କେବଳ ସେବନ କରିଲେ ଶରୀର ମଧ୍ୟରେ ଫାଇଦା ଦିଆଯାଇପାରିବ ବରଂ DI(Direct Injection) ମାନେ ସିଧା ତ୍ୱଚାରେ ଲଗାଇକରି ବି ଏହା ମାନବ ଶରୀର ପାଇଁ ଲାଭଦାୟକ ହୋଇପାରିବ, ଏଥିପାଇଁ ଏହାର ବ୍ୟବହାର ମାଲିସ୍ କରିବାପାଇଁ ବହୁତ ବର୍ଷରୁ କରାଯାଉଛି ।

କିନ୍ତୁ ମାନବ ସଂରଚନା ଅନୁସାରେ ଅଲଗା ଅଲଗା ଅଙ୍ଗରେ ମାଲିସ୍ କରିଲେ ଫାଇଦା ଅଲଗା ହୋଇଥାଏ, କିନ୍ତୁ ପାଦର ତଳ ଅଂଶରେ ପୁରା ଶରୀର ଯୋଡି ହୋଇଥାଏ ଏକ୍ୟୁପ୍ରେସର୍ ପଦ୍ଧତିରେ ପାଦର ତଳକୁ ମହତ୍ତ୍ୱ ଦିଆଯାଏ, ଏଥିପାଇଁ ପାଦର ତଳକୁ ସୋରିଷ ତେଲରେ ମାଲିସ୍ କରିଲେ ବହୁତ ଫାଇଦା ମିଳିଥାଏ, ଆମେ ଏହାର ଫାଇଦା ବିଷୟରେ ଆଗକୁ କହିବୁ ।  ଏହାପାଇଁ ଆପଣ ଏକ ବାସନରେ ନଖଉଷୁମ ପାଣି ନିଅନ୍ତୁ, ଏହାପରେ ଏଥିରେ ନିଜ ପସନ୍ଦର କେଉଁ ବି ତେଲ ୫-୬ ବୁନ୍ଦା ପକାନ୍ତୁ । ଏହାପରେ ୧୦ ମିନିଟ୍ ପର୍ଯ୍ୟନ୍ତ ନିଜ ପାଦକୁ ପାଣିରେ ରଖନ୍ତୁ, ଓ ତାହାପରେ ପାଦକୁ ସୁତା କପଡାରେ ଆରାମରେ ଦବାଇକରି ସଫା କରନ୍ତୁ, ଏବେ ଏକ ଚେୟାରରେ ଆରାମରେ ବସିଯାଆନ୍ତୁ, ଏବେ ନିଜ ସିଧା ପାଦର ତଳକୁ ଓଲଟା ପାଦ ପର୍ଯ୍ୟନ୍ତ ଆଣ୍ଠୁ ପର୍ଯ୍ୟନ୍ତ୍ ଟେକିଦିଅନ୍ତୁ, ଏବେ ଏହାପରେ ଆପଣ ସୋରିଷ ତେଲ ହାଲକା ଗରମ କରନ୍ତୁ ଓ ଏହାପରେ ନିଜ ପାଦର ମାଲିସ୍ କରନ୍ତୁ, ପାଦର ମାଲିସ୍ କରୁଥିବା ସମୟରେ ପାଦର ଉପର ଓ ତଳ ଆଙ୍ଗୁଠି ବି ମାଲିସ୍ ଭଲ ଭାବରେ କରନ୍ତୁ, ଗୋଟେ ପାଦର ମାଲିସ୍ ପାଇଁ ୧୦-୧୫ ମିନିଟ୍ ବହୁତ ଅଟେ ।

ପାଦରେ ସୋରିଷ ତେଲ ମାଲିସ୍ କରିଲେ ଆଖିର ଦୃଷ୍ଟିଶକ୍ତି ବଢିଥାଏ ଯଦି ଆପଣଙ୍କୁ ଭଲ ନିଦ ଆସୁନାହିଁ ତେବେ ସୋରିଷତେଲ ମାଲିସ୍ କରିଲେ ଭଲ ନିଦ ଆସିବ , ଓ ଏହା ସହ ଶରିର ସୁସ୍ଥ୍ୟ ଓ ମଜବୁତ୍ ହେବ , ସବୁଦିନ ଟାଇଟ୍ ଜୋତା ପିନ୍ଧିଲେ ଓ ନାନାପ୍ରକାରର ଫୁଟ୍ ୱେର୍ ପିନ୍ଧିରହିଲେ ପାଦର ତଳ ପର୍ଯ୍ୟନ୍ତ ରକ୍ତ ସଂଚାଳନ ହୋଇପାରେ ନାହିଁ, ଯଦି ଆପଣ ଏହି ଅବରୁଦ୍ଧ ହୋଇଥିବା ପାଦରେ ସୋରିଷ ତେଲ ମାଲିସ୍ କରିବେ ତେବେ ବହୁତ ଫାଇଦା ମିଳିବ, ୧୦-୧୫ ମିନିଟ୍ ପୁର୍ବରୁ ଯଦି ସୋରିଷ ତେଲ ମାଲିସ୍ କରିବେ ତେବେ ରକ୍ତ ସଂଚାଳନ ଭଲରେ ହେବ, ଏହି ମାଲିସ୍ ସେହି ଲୋକଙ୍କ ପାଇଁ ଭଲ ଅଟେ ଯାହାଙ୍କୁ ଡାଇବେଟିଜ୍ ରୋଗ ହୋଇଛି, ଓ ଏହାର କାରଣରୁ ପାଦର୍ ତଳ ଅଂଶ ବଧିରା ସମସ୍ୟା ରହିଥାଏ, ତାଙ୍କ ପାଇଁ ଏହି ମାଲିସ୍ ବହୁତ ଭଲ ହୋଇଥାଏ ।

ଶରୀରର ମୋଟାପା କାରାଣରୁ ଜମା ହୋଇଥାଏ ଚର୍ବୀ, ଏହା ବହୁତ ରୋଗକୁ ନିମନ୍ତ୍ରଣ ବି କରେ, ଯଦି ଶୋଇବା ପୁର୍ବରୁ ୫ ମିନିଟ୍ ପାଦରେ ଏହି ତେଲ ମାଲିସ୍ କରିବେ ତେବେ ଆପଣଙ୍କ ଚର୍ବୀ ତରଳିବାକୁ ଲାଗିବ ଓ ଓଜମ ବି ହ୍ରାସ ପାଇବ । ଯଦି ଆପଣ ଏକ ସୁଖଦ ନିଦ୍ରା ନେବାକୁ ଚାହୁଁଛନ୍ତି ତେବେ ଦିନ ସାରା ଥକାପଣ ଦୁର କରିବାକୁ ଚାହୁଁଛନ୍ତି ତେବେ ନିଜ ପାଦକୁ ସଂନ୍ଧ୍ୟା କିମ୍ବା ରାତ୍ରୀରେ ଶୋଇବାପୁର୍ବରୁ ମାଲିସ୍ କରନ୍ତୁ, ନିଜ ଶରୀରକୁ ବିଲକୁଲ୍ ଢିଲା ଛାଡିଦିଅନ୍ତୁ, ଓ ସୋଇଯାଆନ୍ତୁ, ଏହାଦ୍ୱାରା ବହୁତ ଭଲ ନିଦ ଆସିବ, ଓ ଥକାପଣ ବି ଦୁର ହୋଇଯିବ । ଭଲ ଭାବରେ ମାଲିସ୍ କରାଯାଇଥିଲେ ପାଦକୁ ବହୁତ ଆରାମ ଦେଇଥାଏ ଯଦି ଆପଣଙ୍କ ପାଦ ଫୁଲୁଛି ତେବେ ମାଲିସ୍ କରିଲେ ତାହା କମ୍ ହୋଇଯାଏ , ଓ ପାଦର ପୀଡାରୁ ମୁକ୍ତି ଦେଇଥାଏ ।

ଯେପରି ଆପଣଙ୍କ ମଧ୍ୟରେ ବହୁତ ଲୋକ ଥିବେ ଯିଏ ଦିନସାରା ଜୋତା ପିନ୍ଧିକରି ରୁହନ୍ତି, ଯାହାର କାରାଣରୁ ପାଦର ଶେଷ୍ ଭାଗ ପର୍ଯ୍ୟନ୍ତ ରକ୍ତ ସଂଚାଳନ ହୋଇପାରେ ନାହିଁ, ଯାହାର କାରାଣରୁ ଦିନରେ ଅଧିକା ପମ୍ପିଙ୍ଗ୍ କରି ଏହି ସମସ୍ୟାକୁ ଦୁର କରିବାକୁ ଚେଷ୍ଟା କରନ୍ତି, ଯାହାଦ୍ୱାରା ଶରୀରର ଅନ୍ୟ ଭାଗରେ ରକ୍ତଚାପ ବଢିବାକୁ ଲାଗେ ଯଦି ରାତିରେ ଶୋଇବା ସମୟରେ ପାଦର ତଳ ଅଂଶ ମାଲିସ୍ କରିବେ ତେବେ ଶରିର ପାଇଁ ଭଲ ହେବ ।

Leave a Reply

Your email address will not be published. Required fields are marked *