June 24, 2025

Odia Express

Here, There and Everywhere

ଛତିଶଗଡରେ ବେରୋଜଗାର ତେନ୍ଦୁଲକର ଙ୍କ ଧୋନୀ ମାଗିଲେ ଶିକ୍ଷକ ଚାକିରି , ଜାଣନ୍ତୁ ପୁରା ଘଟଣା

ଛତିଶଗଡରେ ଶିକ୍ଷକଙ୍କ ଚାକିରିରେ ଅଜବଧରଣର ଆବେଦନ ଅଛି, ଏହି ଆବେଦନରେ ମହେନ୍ଦ୍ର ସିଂ ଧୋନୀ ଏକ ଶିକ୍ଷକ ପାଇଁ ଆପ୍ଲାଇ କରିଛନ୍ତି, ଓ ସେ ନିଜ ବାପାଙ୍କ ନାଁ ସଚିନ୍ ତେନ୍ଦୁଲକର୍ ଲେଖିଛନ୍ତି, ଖାଲି ଏତିକି ନୁହେଁ ଯେଉଁ ଆପ୍ଲିକେସନ୍ ଅଛି ସେ ଇଣ୍ଟରଭ୍ୟୁ ପାଇଁ ସର୍ଟଲିଟେଷ୍ଟ ହୋଇଗଲେ , ଅଧିକାରୀଙ୍କୁ ନିଜ ୱେବସାଇଡ୍ ଉପରେ ଯେଉଁ ସର୍ଟଲିଷ୍ଟେଷ୍ ଜାରି କରାଯାଇଛି, ତାହାର ନାଁ ଥିଲା ପରେ ଜଣାପଡିଲା କି ଯେବେ ସେ ଇଣ୍ଟରଭ୍ୟୁ ପାଇଂ ଆସିଲେ ନାହିଁ ତେବେ ସେ ଦେଖିଲେ କି ଦୁରରୁ ଦେଖିଲେ ଜଣାପଡିଲା କି ନା ସଠିକ୍ ଜଣାପଡିପାରୁନଥିଲା ।  ପୁରା ଯାଞ୍ଚ କରିବାପରେ ଜଣାପଡିଲା କି ଏହି ଆପ୍ଲିକେଶନ୍ ଫର୍ଜି ଥିଲା, ଏବେ ଫର୍ଜି ଆପ୍ଲିକେଶନ୍ କରୁଥିବା ପାଇଁ ଅଧିକାରୀଙ୍କୁ ତାହା ଉପରେ କାର୍ଯ୍ୟ କାରୀ ଆରମ୍ଭ କରିଦେଇଛନ୍ତି । ତଳେ ଦିଆଯାଇଥିବା ସ୍କିନ୍ ସର୍ଟରେ ଆପଣ ଦେଖିପାରୁଥିବେ କି ଧୋନୀଙ୍କ ନାଁ କଣ ଅଛି ଏହି ଲିଷ୍ଟରେ ସେ ନିଜ ବାପାଙ୍କ ନାଁ ସଚିନ୍ ତେନ୍ଦୁଲକର କହିଛନ୍ତି ।

ଏହି ପୁରା ମାମଲା ରାୟଗଡର ତହସିଲ୍ ଛତିଶଗଡର ଅଟେ, ଯେଉଁଠି ପ୍ରଶାସନ ୬୩ ଅଧ୍ୟାପକ ପଦ ପାଇଁ ଆବେଦନ ମାଗିଥିଲେ, ଏଥିରେ ଗୋଟେ ଆପ୍ଲିକେଶନ୍ ଥିଲା କି ଯେଉଁଥିରେ ମହେନ୍ଦ୍ର ସିଂ ଧୋନୀ ଙ୍କ ନାଁ ଥିଲା, ଓ ବାପାଙ୍କ ନାଁ ସଚିନ୍ ତେନ୍ଦୁଲକର୍ ଥିଲା ,ଆପ୍ଲିକେଶନ୍ ହିସାବରେ ସେ ବିଆଇଟି ଦୁର୍ଗରୁ ବି ଟେକ୍ ପଢିଛନ୍ତି, ଓ ରାୟପୁରରେ ରହୁଛନ୍ତି, ଯେବେ ଅଧିକାରୀଙ୍କୁ ଏହି କଥା ଜଣାପଡିଲା ସେ ତାଙ୍କ ଦିଆଯାଇଥିବା ଫୋନ୍ କରିବାକୁ ଚେଷ୍ଟା କରିବାରୁ ଫୋନ୍ ବନ୍ଦ ଥିଲା

ଏମିତିରେ ପ୍ରଶାସନ ପ୍ରଶ୍ନ ଉଠାଉଛନ୍ତି କି ସେ କିପରି ଏହାକୁ ସର୍ଟଲିଷ୍ଟ କରି ଇଣ୍ଟରଭ୍ୟୁ ପାଇଁ ୱେବସାଇଡ୍ ରେ ପକାଇଲେ, ପ୍ରୋସେସ୍ ହିସାବରେ କେନ୍ଦ୍ରୀୟ ପୁରା ଡାଟା ଚେକ୍ ହେବାପରେ ତାଙ୍କ ନାଁ ଦେଖିକରି ଅପଲୋଡ୍ ହେବା କଥା ଏବେ ସେହି ବ୍ୟକ୍ତିକୁ ଖୋଜିବାକୁ ଚେଷ୍ଟା ଚାଲିଛି, ଯିଏ ଏହି ଆପ୍ଲିକେସନ୍ ଦେଇଥିଲେ ପ୍ରଶାସନ ଅଜ୍ଞାତରେ ବ୍ୟକ୍ତିର ନାଁ ଦର୍ଜ କରିଛନ୍ତି, କିନ୍ତୁ ଧୋନି ସଚିନ୍ ଆମର ଅଟନ୍ତି ,ଏମିତି ବ୍ୟକ୍ତିତ୍ୱ ପାଇଁ କେଉଁ ତରିକାରେ ମଜାକ୍ କରିବା ବହୁତ ଭୁଲ୍ ଅଟେ , ଆମକୁ ଏହା ରୋକିବା ଉଚିତ୍ ।

Leave a Reply

Your email address will not be published. Required fields are marked *