October 18, 2024

Odia Express

Here, There and Everywhere

ରାମାୟଣର ଭିତିକ ୩୦ଟି ପ୍ରଶ୍ନୋତ୍ତର – କିଏ ସୂର୍ଯ୍ୟ ଦେବତାଙ୍କୁ ଫଳ ଭାବି ଖାଇବାକୁ ଯାଇଥିଲେ?ଜ୍ଞାନୀ ଲୋକ ହେଇଥିଲେ ସଠିକ ଉତ୍ତର ଦେଇ ପାରିବେ

1 min read

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ରାମାୟଣ ଜନିତ କିଛି ବିଶେଷ ପ୍ରଶ୍ନୋତ୍ତର ବିଷୟରେ ଜାଣିବା।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ତେବେ ଏହି ପ୍ରଶ୍ନ ଗୁଡିକ ନିଶ୍ଚୟ ଆପଣଙ୍କ ଜ୍ଞାନ ବର୍ଦ୍ଧିତ କରିବ ତେବେ ଯେଉଁ ପ୍ରଶ୍ନ ଉତ୍ତର ଆପଣାକୁ ଜଣ ଅଛି ନିଶ୍ଚୟ ତାହା କମେନ୍ଟ କରିବେ

ପ୍ରଥମ ପ୍ରଶ୍ନ:-ରାମାୟଣର ରଚନା କିଏ କରିଥିଲେ?ଏହାର ଉତ୍ତର ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।ଅନ୍ୟଥା ଉତ୍ତର ଦେଖନ୍ତୁ।

ଏହାର ସଠିକ ଉତ୍ତର ହେଉଛି ମହର୍ଷି ବାଲ୍ମୀକି।

ଦ୍ୱିତୀୟ ପ୍ରଶ୍ନ:- ରାବଣର ନାମ ପୂର୍ବ ଜନ୍ମରେ କଣ ଥିଲା?ଏହାର ଉତ୍ତର ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।ଅନ୍ୟଥା ଉତ୍ତର ଦେଖନ୍ତୁ।

ଏହାର ସଠିକ ଉତ୍ତର ହେଉଛି ପ୍ରତାପ ଭାନୁ।

ତୃତୀୟ ପ୍ରଶ୍ନ:- କେଉଁ ଅସୁର ଗୋଟିଏ ଥରରେ ୬ମାସ ପର୍ଯ୍ୟନ୍ତ ଶୋଇଥିଲା?ଏହାର ଉତ୍ତର ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।ଅନ୍ୟଥା ଉତ୍ତର ଦେଖନ୍ତୁ।

ଏହାର ସଠିକ ଉତ୍ତର ହେଉଛି କୁମ୍ଭକର୍ଣ୍ଣ।

ଚତୁର୍ଥ ପ୍ରଶ୍ନ:- ଦଶରଥ ପୁର୍ବ ଜନ୍ମରେ କେଉଁ ଋଷି ଥିଲେ?ଏହାର ଉତ୍ତର ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।ଅନ୍ୟଥା ଉତ୍ତର ଦେଖନ୍ତୁ।

ଏହାର ସଠିକ ଉତ୍ତର ହେଉଛି କଶ୍ୟପ ଋଷି।

ପଞ୍ଚମ ପ୍ରଶ୍ନ:- କେଉଁ ଅସୁର ଯମରାଜାଙ୍କ ସହିତ ଯୁଦ୍ଧ କରିଥିଲା?ଏହାର ଉତ୍ତର ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।ଅନ୍ୟଥା ଉତ୍ତର ଦେଖନ୍ତୁ।

ଏହାର ସଠିକ ଉତ୍ତର ହେଉଛି ରାବଣ।

ଷଷ୍ଠ ପ୍ରଶ୍ନ:-ଲଙ୍କାର କେଉଁ ରାକ୍ଷସୀ କେବେହେଲେ ମିଛ କୁହେ ନାହିଁ?ଏହାର ଉତ୍ତର ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।ଅନ୍ୟଥା ଉତ୍ତର ଦେଖନ୍ତୁ।

ଏହାର ସଠିକ ଉତ୍ତର ହେଉଛି ତ୍ରିଜଟା।

ସପ୍ତମ ପ୍ରଶ୍ନ:- କେଉଁ ବାନର ଲଙ୍କାର ଏକ ସଭାରେ ଠିଆ ହୋଇ ରାବଣକୁ ନିଜ ଗୋଡ଼ ଉଠେଇବାକୁ ଆହ୍ୱାନ କରିଥିଲା?ଏହାର ଉତ୍ତର ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।ଅନ୍ୟଥା ଉତ୍ତର ଦେଖନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଅଙ୍ଗଦ।

ଅଷ୍ଟମ ପ୍ରଶ୍ନ:- ଚନ୍ଦ୍ରହ୍ରାସ ରାବଣକୁ କିଏ ପ୍ରଦାନ କରିଥିଲେ?ଏହାର ଉତ୍ତର ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।ଅନ୍ୟଥା ଉତ୍ତର ଦେଖନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଶିଵ।

ନବମ ପ୍ରଶ୍ନ:- କିଏ ସୂର୍ଯ୍ୟ ଦେବତାଙ୍କୁ ଫଳ ଭାବି ଖାଇବାକୁ ଯାଇଥିଲେ?ଏହାର ଉତ୍ତର ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।ଅନ୍ୟଥା ଉତ୍ତର ଦେଖନ୍ତୁ।

ଏହାର ସଠିକ ଉତ୍ତର ହେଉଛି ହନୁମାନ।

ଦଶମ ପ୍ରଶ୍ନ:- ରାବଣ ସୀତାଙ୍କୁ କେଉଁଠାରୁ ଚୋରି କରି ନେଇଥିଲା?ଏହାର ଉତ୍ତର ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।ଅନ୍ୟଥା ଉତ୍ତର ଦେଖନ୍ତୁ।

ଏହାର ସଠିକ ଉତ୍ତର ହେଉଛି ପଞ୍ଚବଟି ବନରୁ।

ଏକାଦଶ ପ୍ରଶ୍ନ:- ରାମଚନ୍ଦ୍ର କେଉଁ ବଂଶର ରାଜା ଥିଲେ?ଏହାର ଉତ୍ତର ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।ଅନ୍ୟଥା ଉତ୍ତର ଦେଖନ୍ତୁ।

ଏହାର ସଠିକ ଉତ୍ତର ହେଉଛି ସୂର୍ଯ୍ୟବଂଶର।

ଦ୍ୱାଦଶ ପ୍ରଶ୍ନ:- ନାରଦ ମୁନିଙ୍କ ପିତାଙ୍କ ନାମ କଣ?ଏହାର ଉତ୍ତର ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।ଅନ୍ୟଥା ଉତ୍ତର ଦେଖନ୍ତୁ।

ଏହାର ସଠିକ ଉତ୍ତର ହେଉଛି ପିତାମହ ବ୍ରହ୍ମା।

ତ୍ରୟୋଦଶ ପ୍ରଶ୍ନ:- ପିତାମହ ବ୍ରହ୍ମା କାହାଠାରୁ ଜନ୍ମ ଗ୍ରହଣ କରିଥିଲେ?ଏହାର ଉତ୍ତର ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।ଅନ୍ୟଥା ଉତ୍ତର ଦେଖନ୍ତୁ।

ଏହାର ସଠିକ ଉତ୍ତର ହେଉଛି ବିଷ୍ଣୁ।

ଚତୁର୍ଦଶ ପ୍ରଶ୍ନ:- ପିତାମହ ବ୍ରହ୍ମାଙ୍କ କେତୋଟି ମୁଣ୍ଡ ଅଛି?ଏହାର ଉତ୍ତର ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।ଅନ୍ୟଥା ଉତ୍ତର ଦେଖନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଚାରୋଟି।

ପଞ୍ଚଦଶ ପ୍ରଶ୍ନ:- କିଏ ସ୍ଵର୍ଣମୁର୍ଗ ରୂପ ଧାରଣ କରିଥିଲା?ଏହାର ଉତ୍ତର ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।ଅନ୍ୟଥା ଉତ୍ତର ଦେଖନ୍ତୁ।

ଏହାର ସଠିକ ଉତ୍ତର ହେଉଛି ମାରୀଚ।

ଷୋଡ଼ଶ ପ୍ରଶ୍ନ:- ଶିଵଧନୁ କିଏ ନିର୍ମାଣ କରିଥିଲେ?ଏହାର ଉତ୍ତର ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।ଅନ୍ୟଥା ଉତ୍ତର ଦେଖନ୍ତୁ।

ଏହାର ସଠିକ ଉତ୍ତର ହେଉଛି ବିଶ୍ଵକର୍ମା।

ସପ୍ତଦଶ ପ୍ରଶ୍ନ:- କିଏ ଶିଵଧନୁଙ୍କୁ ଭାଙ୍ଗି ସୀତାଙ୍କୁ ବିବାହ କରିଥିଲେ?ଏହାର ଉତ୍ତର ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।ଅନ୍ୟଥା ଉତ୍ତର ଦେଖନ୍ତୁ।

ଏହାର ସଠିକ ଉତ୍ତର ହେଉଛି ରାମଚନ୍ଦ୍ର।

ଅଷ୍ଟଦଶ ପ୍ରଶ୍ନ:- ରାବଣ କେଉଁଠାର ରାଜା ଥିଲେ?ଏହାର ଉତ୍ତର ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।ଅନ୍ୟଥା ଉତ୍ତର ଦେଖନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଲଙ୍କାର।

ଉର୍ନବିଂଶ ପ୍ରଶ୍ନ:- ରାବଣ ପୂର୍ବରୁ କିଏ ଲଙ୍କାରେ ଶାସନ କରୁଥିଲେ?ଏହାର ଉତ୍ତର ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।ଅନ୍ୟଥା ଉତ୍ତର ଦେଖନ୍ତୁ।

ଏହାର ସଠିକ ଉତ୍ତର ହେଉଛି କୁବେର।

ବିଂଶ ପ୍ରଶ୍ନ:- ରାବଣର ଭୟରେ କୁବେର କେଉଁଠାରେ ଲୁଚିଥିଲେ?ଏହାର ଉତ୍ତର ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।ଅନ୍ୟଥା ଉତ୍ତର ଦେଖନ୍ତୁ।

ଏହାର ସଠିକ ଉତ୍ତର ହେଉଛି କୈଳାସ ପର୍ବତରେ।

ଏକବିଂଶ ପ୍ରଶ୍ନ:- କିଏ ରାମଚନ୍ଦ୍ରଙ୍କୁ ବ୍ରହ୍ମସ୍ତ୍ର ପ୍ରଦାନ କରିଥିଲେ?ଏହାର ଉତ୍ତର ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।ଅନ୍ୟଥା ଉତ୍ତର ଦେଖନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଅଗସ୍ତ୍ୟ ମୁନି।

ଦ୍ୱାବିଂଶ ପ୍ରଶ୍ନ:- ଗୌତମ ମୁନିଙ୍କ ପତ୍ନୀଙ୍କ ନାମ କଣ?ଏହାର ଉତ୍ତର ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।ଅନ୍ୟଥା ଉତ୍ତର ଦେଖନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଅହଲ୍ୟା।

ତ୍ରୟୋବିଂଶ ପ୍ରଶ୍ନ:- ଅମ୍ଳାନ ବସ୍ତ୍ର ସୀତାଙ୍କୁ କିଏ ପ୍ରଦାନ କରିଥିଲେ?ଏହାର ଉତ୍ତର ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।ଅନ୍ୟଥା ଉତ୍ତର ଦେଖନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଅନୁସୂୟା।

ଚତୁର୍ବିଂଶ ପ୍ରଶ୍ନ:- କିଏ ରାବଣକୁ ନିଜ କାଖ ତଳେ ଜାକି ରଖିଥିଲା?ଏହାର ଉତ୍ତର ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।ଅନ୍ୟଥା ଉତ୍ତର ଦେଖନ୍ତୁ।

ଏହାର ସଠିକ ଉତ୍ତର ହେଉଛି ବାଳୀ।

ପଞ୍ଚବିଂଶ ପ୍ରଶ୍ନ:- ରାମଚନ୍ଦ୍ର କେଉଁଠାରେ ପ୍ରାଣତ୍ୟାଗ କରିଥିଲେ?ଏହାର ଉତ୍ତର ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।ଅନ୍ୟଥା ଉତ୍ତର ଦେଖନ୍ତୁ।

ଏହାର ସଠିକ ଉତ୍ତର ହେଉଛି ସରଯୁ ନଦୀରେ।

କିଏ ରାମ ଓ ଲକ୍ଷ୍ମଣଙ୍କୁ ପାତାଳକୁ ନେଇଯାଇଥିଲା?ଏହାର ଉତ୍ତର ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।ଅନ୍ୟଥା ଉତ୍ତର ଦେଖନ୍ତୁ।

ଏହାର ସଠିକ ଉତ୍ତର ହେଉଛି ମହିରାବଣ।

ଅଯୋଧ୍ୟାନଗରୀର କିଏ ସ୍ଥାପନ କରିଥିଲେ?ଏହାର ଉତ୍ତର ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।ଅନ୍ୟଥା ଉତ୍ତର ଦେଖନ୍ତୁ।

ଏହାର ସଠିକ ଉତ୍ତର ହେଉଛି ମହର୍ଷି ମନୁ।

ଶ୍ରବଣ କୁମାରଙ୍କୁ ଶବ୍ଦ ଭେଦୀ ବାଣ କିଏ ପ୍ରୟୋଗ କରିଥିଲେ?ଏହାର ଉତ୍ତର ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।ଅନ୍ୟଥା ଉତ୍ତର ଦେଖନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଦଶରଥ।

Leave a Reply

Your email address will not be published. Required fields are marked *