October 18, 2024

Odia Express

Here, There and Everywhere

ଚାଣକ୍ୟ ଙ୍କ ମହତ୍ତ୍ୱପୁର୍ଣ୍ଣ କଥା, ବିବାହ କରିବାପୁର୍ବରୁ ଏହି ଜିନିଷକୁ ଦେଖିକରି ବିବାହ କରନ୍ତୁ – ନହେଲେ ଜୀବନସାରା ହଇରାଣ ହେବେ ଆପଣ ଦୁଇଜଣ..

1 min read

ଆଚାର୍ଯ୍ୟ ଚାଣକ୍ୟଙ୍କ ନାଁ ଇତିହାସରେ ସବୁଠାରୁ ସୁବର୍ଣ୍ଣ ଅକ୍ଷରରେ ଲେଖାଯାଇଛି, ଚାଣକ୍ୟଙ୍କ ରାଜନୀତି ସବୁଠାରୁ ଚାଲାକ୍ ବ୍ୟକ୍ତି ଥିଲେ , ତାଙ୍କ କୁଟନୀତି ରୁ ସେ ଅଖଣ୍ତ ଭାରତର ସ୍ଥାପନା କରିଥିଲେ , ପୁରା ବିଶ୍ୱକୁ ରାଜନୀତିର ଜ୍ଞାନ ଆଚାର୍ଯ୍ୟ ଚାଣକ୍ୟ ହିଁ ଦେଇଥିଲେ, ଓ ପୁରା ବିଶ୍ୱ ତାଙ୍କର ରାଜନୀତିକୁ ମାନନ୍ତି । ସାମ,ଦାମ,ଦଣ୍ତ, ଭେଦ ଏହା ଆଚାର୍ଯ୍ୟ ଚାଣକ୍ୟଙ୍କ ଏକ ବଡ ସନ୍ଦେଶ ଥିଲା, ଯାହାକୁ ସମସ୍ତେ ମାନୁଥିଲେ, ଚାଣକ୍ୟ ଏମିତି ବହୁତ ଜିନିଷ କହିଛନ୍ତି, ଯାହାକୁ ସବୁ ବ୍ୟକ୍ତି ନିଜ ଜୀବନରେ ଆଣିବା ଉଚିତ୍ , ଆଜି ଆମେ ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା କୁହାଯାଇଥିବା କିଛି ଏମିତି ଜିନିଷ ବିଷୟରେ କହିବୁ ଯାହାକୁ ସବୁ ସ୍ୱାମୀ ଓ ସ୍ତ୍ରୀ ବିବାହ ପୁର୍ବରୁ କରିବା ଉଚିତ୍ ।

୧) କେବଳ ସୁନ୍ଦରତା ଦେଖନ୍ତୁ ନାହିଁ – ପୁଅ ହେଉ କିମ୍ବା ଝିଅ ସବୁବେଳେ ସୁନ୍ଦରତା ଦେଖିକରି ବିବାହ କରିବାର ଫଇସଲା ନିଅନ୍ତୁ ନାହିଁ , ଝିଅ ହେଉ କିମ୍ବା ପୁଅ ସୁନ୍ଦରତା ଦେଖନ୍ତି, ପୁଅ ବି ଝିଅର ସୁନ୍ଦରତା ଦେଖିକରି ବିବାହ ପାଇଁ ରାଜି ହୁଅନ୍ତି, କିନ୍ତୁ ଚାଣକ୍ୟ କହିଛନ୍ତି କି କେବେ ପୁଅ ଝିଅର ସୁନ୍ଦରତା ଦେଖିକରି ବିବାହ କରିବେ ନାହିଁ, ତାଙ୍କର କର୍ମ ଦେଖିବାର ଅଛି, ଓ ବିବାହ କରିବେ , କାରଣ ସୁନ୍ଦରତା ବାହାରୁ ଦେଖାଯାଏ, କିନ୍ତୁ ଭିତରେ ସେତେ ଘାତକ ହୋଇପାରେ, ସଂସ୍କାର ଦେଖିକରି ବିବାହ କରନ୍ତୁ, କିଛି ଝିଅ ସୁନ୍ଦରତା ଦେଖିକରି ପୁଅଙ୍କୁ ବିବାହ କରନ୍ତି, ତେବେ କିଛି ପୁଅ ଝିଅଙ୍କ ସୁନ୍ଦରତା ଦେଖିକରି ବିବାହ କରିବାକୁ ଭାବନ୍ତି, କିନ୍ତୁ କେବଳ ସୁନ୍ଦରତା କେଉଁ ମନୁଷ୍ୟର ପରିଭାଷା ନୁହେଁ , ତାର କର୍ମ ଭିତର ସୁନ୍ଦରତାକୁ ଦର୍ଶାଇଥାଏ, ତେବେ ବିବାହ କରିବା ପୁର୍ବରୁ ତାଙ୍କର କର୍ମକୁ ନିଶ୍ଚିତ ଦେଖନ୍ତୁ, ଓ ତାପରେ ବିବାହ କରନ୍ତୁ ।

୨) କ୍ରୋଧ କରନ୍ତୁ ନାହିଁ – କ୍ରୋଧ ମନୁଷ୍ୟର ବଡ ଶତ୍ରୁ ହୋଇଥାଏ, ଯେତେ କ୍ରୋଧ ଆପଣଙ୍କୁ ଆସିବ ସେତେ ଚିନ୍ତାରେ ଆପଣଙ୍କ ଜୀବନ ଅତିବାହିତ ହେବ, ବିବାହ କରିବାରେ ଖାସ୍ କରି ପୁଅଙ୍କୁ ଝିଅଙ୍କ ଉପରେ କ୍ରୋଧ ଦେଖାଇବା ଅନୁଚିତ୍ ,କାରଣ କ୍ରୋଧ କରୁଥିବା ଝିଅଙ୍କ ଘର ପାଇଁ ଘାତକ ହୋଇପାରନ୍ତି,  କ୍ରୋଧ ମନୁଷ୍ୟକୁ ଭିତରକୁ ଖୋକଲା କରିଦିଏ ,କ୍ରୋଧକୁ ପରଖିଲେ ଆପଣଙ୍କ ଜୀବନରେ ଚିନ୍ତା କମ୍ ଆସିବ , ଓ ସୁଖମୟ ହେବ, କ୍ରୋଧ କମ୍ କରିଲେ ମନୁଷ୍ୟର ଫାଇଦା ହିଂ ହେବ , ସେଥିପାଇଁ କ୍ରୋଧ ଉପରେ ନିୟନ୍ତ୍ରଣ ରଖୁଥିବା ସାଥିଙ୍କୁ ବାଛନ୍ତୁ ଓ ତାପରେ ବିବାହ କରନ୍ତୁ ।

୩) ଧର୍ମକୁ ନିଶ୍ଚିତ ଦେଖନ୍ତୁ – କେଉଁ ବି ମନୁଷ୍ୟକୁ ବିବାହ କରିବା ପୁର୍ବରୁ ନିଜ ହେଉଥିବା ସ୍ୱାମୀ କିମ୍ବା ସ୍ତ୍ରୀର ଧର୍ମ ପ୍ରତି ଆସ୍ଥାଭାବ ଦେଖିବାର ଅଛି, ଯଦି କେହି ନିଜ ଧର୍ମ ପ୍ରତି ଆସ୍ଥା ନ ରଖୁଥିବ ତେବେ ତାଙ୍କ ଠାରୁ ଦୁରେଇ ଯାଆନ୍ତୁ, କାରାଣ ସେ ମାନସିକ ହିସାବରେ ଚିନ୍ତାର କାରଣ ହୋଇପାରନ୍ତି, ଧର୍ମ ବିଷୟରେ ଏମିତି କୁହାଯାଏ କି ପ୍ରେମରେ ଧର୍ମ ଦେଖାଯାଏ ନାହିଁ ,କିନ୍ତୁ ଧର୍ମ ନଦେଖି କରାଯାଇଥିବା ପ୍ରେମ ଜୀବନରେ ଅଶାନ୍ତି ଆଣିଥାଏ, ମଣିଷ କେଉଁ ବି ଧର୍ମର ହୋଇଥାଉ, ତାର କେଉଁଧର୍ମର ହୋଇଥାଉ କିନ୍ତୁ ମଣିଷକୁ ନିଜ ଧର୍ମ ଦେଖିକରି ବିବାହ କରିବାଉଚିତ୍ , ଯାହାଦ୍ୱାରା ଜୀବନ ମଙ୍ଗଲମୟ ହେବ , ଓ କିଛି କଠିନତା ଆସିବ ନାହିଁ ।

୪) ଧୈର୍ଯ୍ୟ ନିଶ୍ଚିତ ରଖନ୍ତୁ- କେଉଁ ବି ମନୁଷ୍ୟକୁ ନିଜ ପାଖରେ ଧୈର୍ଯ୍ୟ ରଖିବା ଜରୁରୀ ହୋଇଥାଏ ,ଯଦି ତାଙ୍କର ଧୈର୍ଯ୍ୟ ନଥିବ ତେବେ ସେ ଛୋଟ ମୋଟ ଜିନିଷ ପାଈଁ ରାଗିବେ, ଯାହା ବି ବହୁତ ଭୁଲ୍ କାମ ବି ହୋଇପାରେ ,ତେବେ ବିବାହ କରିବାପୁର୍ବରୁ ଧୈର୍ଯ୍ୟ ଦେଖନ୍ତୁ, ଯାହାଦ୍ୱାରା ଜୀବନ ଭଲରେ ଅତିବାହିତ ହେବ , ଧୈର୍ଯ୍ୟ ଦେଖିବା ବହୁତ୍ ମହତ୍ତ୍ୱପୁର୍ଣ୍ଣ ହୋଇଥାଏ, ଯାହାପାଖରେ ଧୈର୍ଯ୍ୟ ହୋଇଥାଏ ସେ ବିବାହ ପରେ ବହୁତ ଭଲ ଧୈର୍ଯ୍ୟ ଜିନିଷ ଦେଖିଥାଏ, ଓ ଧୈର୍ଯ୍ୟ ହିଁ ଏକ ବିବାହକୁ ସଫଳ ବନାଇଥାଏ, ଯଦି ଆପଣଙ୍କ ପାଖରେ ଧୈର୍ଯ୍ୟ ନାହିଁ , ତେବେ ଛୋଟ ଛୋଟ କଥାରେ ରାଗ ଆସିବ , କିଛି ବି ଜିନିଷ ଭୁଲ୍ ଠିକ୍ କଥା କୁ ନେଇ ନିଜକୁ କାବୁ କରିପାରିବେ ନାହିଁ ଧୈର୍ଯ୍ୟ ହିଂ ମଣିଷକୁ ମଜବୁତ୍ କରେ , ଓ ସବୁ ଛୋଟ ଜିନିଷକୁ ସହଜରେ ସଂମ୍ଭାଳିବାର ଶକ୍ତି ପ୍ରଦାନ କରିଥାଏ ।

୫) ସମାଜ ପ୍ରତି ଜାଗୃରତା ରହିବା- ସବୁ ପୁଅ ଓ ଝିଅ ଯେବେ ବିବାହ କରନ୍ତି ତେବେ ସେ ନିଜର ବିଷୟରେ ବହୁତଭାବନ୍ତି, ଓ ପରିବାର କଥା ବିଚାର କରନ୍ତି, ଯେପରି ଆମେ କେତେ ପଇସା କମାଇବା, କେଉଁକେଉଁ ଆଡେ ବୁଲିବାକୁ ଯିବା, ଏମିତି ବହୁତ କିଛି , ଯାହା କି ବିବାହ ପୁର୍ବରୁ ପୁଅ ଓ ଝିଅ ଉଭୟ ଭାବନ୍ତି, କିତ୍ନୁ ଏମିତି ବହୁତ କମ୍ ପୁଅ ଓ ଝିଅ ଏହି ସମାଜରେ ଅଛନ୍ତି ଯାହାଙ୍କୁ ନିଜ ସମାଜ ପ୍ରତି ଜାଗୃରତା ଅଛି, ସବୁବେଳେ ଏମିତି ପୁଅ ଓ ଝିଅ ଦେଖିବା ଉଚିତ୍ ଯିଏ ସମାଜ ପ୍ରତି ଭଲ ପାଇବା ଥିବ, ଓ ସମାଜକୁ ନେଇ ଚିନ୍ତିତ ରହୁଥିବେ , କାରଣ ସମାଜ ସହ ଯାହାର ସଂମ୍ପର୍କ ନାହିଁ ସେ ସବୁବେଳେ ମନ୍ଦ କଥା ଚିନ୍ତା କରନ୍ତି, ସମାଜକୁ ଭଲ ପାଉଥିବା ଲୋକ ଭଲ ବିଚାର ରଖନ୍ତି, ଯେବେ ଆପଣ କେବେ ପୁଅ କି ଝିଅ ଦେଖିବାକୁ ଯିବେ ତେବେ ପ୍ରଥମେ ତାଙ୍କୁ ଏହି ପ୍ରଶ୍ନ କରିବେ କି ସମାଜ ପ୍ରତି କିପରି ମନୋଭାବ ଅଛି, ଯଦି ତାଙ୍କର ମନୋଭାବ ସମାଜ ପ୍ରତି ଭଲ ରହିବ , ତେବେ ଆଖି ବନ୍ଦ କରି ବିବାହ କରିପାରିବେ, ଏମିତି ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ।

୬) ଇଚ୍ଛାଗୁଡିକ ସୀମିତ ଥିବ – ସାଧାରଣତଃ ଝିଅଙ୍କର ଇଛା ବହୁତ ଅଧିକା ହୋଇଥାଏ, ଯିଏ ବିବାହ ପରେ ବହୁତ ବ୍ଃଆରି ମାତ୍ରାରେ ସାମ୍ନାରେଆସିଥାଏ, ଯେଉଁଥିରେ ବିବାହିତ ଜୀବନରେ ନାନାଦି ଅସୁବିଧାର ସାମ୍ନାକରିବାକୁ ପଡିପାରେ, ଝିଅଙ୍କ ମଧ୍ୟରେ ଅଧିକାଂଶ ଥର ଦେଖାଯାଇଛି କି ତାଙ୍କ ଇଚ୍ଛାରେ ସବୁ ଗୋଟେ ଜିନିଷକୁ ନେଇକରି ବଢିଥାଏ, ଯେପରି ମୋର ସାଙ୍ଗ ପାଖରେ ଏହି ଶାଢୀ ଅଛି, ତେବେ ମୁଁ ବି ଏଇ ଶାଢୀ ନେବି, କିମ୍ବା ତା ପାଖରେ ଏତେ ସୁନା ଗହଣା ଅଛି, ମୋତେ ବି ଗହଣା ସେମିତି ପିନ୍ଧିବାର ଅଛି, ଏମିତି ଇଚ୍ଛାଗୁଡିକ ସବୁ ଝିଅଙ୍କରମନରେ ଉତ୍ପନ୍ନ ହୋଇଥାଏ, ତେବେ ବିବାହ ପୁର୍ବରୁ ଯେବେ ପୁଅ କେଉଁ ଝିଅକୁ ଦେଖିଥାଏ , ତେବେ ଇଚ୍ଛାଗୁଡୀକ ନିଶ୍ଚିତ ପଚାରନ୍ତୁ, ଓ ତାଙ୍କ ଇଚ୍ଛାକୁ ଚିହ୍ନିକରି ବିବାହ କରିବାର ନିଷ୍ପତ୍ତି ନିଅନ୍ତୁ, କାରଣ ଯାହାଙ୍କର ଇଚ୍ଛା ଅଧିକା ହୋଇଥାଏ , ସେ ତାଙ୍କ ସ୍ୱାମୀଙ୍କ ଜୀବନରେ କଷ୍ଟ ଉଠାଇବାକୁ ଅଧିକାପଡେ, ଏମିତି ଝିଅଙ୍କର ଠାରୁ ଦୁରେଇ ରହିବା ଉଚିତ୍, କାରାଣ ଯଦି କମ୍ ଇଚ୍ଛାବାଲି ଝିଅ ଆପଣଙ୍କୁ ବିବାହ କରିବ ତେବେ ବୈବାହିକ ଜୀବନ ମଙ୍ଗଳମୟ ହେବ, ଆଚାର୍ଯ୍ୟ ଚାଣକ୍ୟ୍ କହନ୍ତି କି ଝିଅର ସୁନ୍ଦରତା ଯେତେ ତୀବ୍ର ହୋଇଥାଏ , ସେତେ କଠିନତା ଆପଣଙ୍କ ଜୀବନରେ ଆସିବ, ତେବେ ସୁନ୍ଦରତା ଦେଖନ୍ତୁ ନାହିଁ , ତେବେ କେଉଁ ବି ପୁଅ ଏହି ସବୁ କଥାଗୁଡିକ ମନେ ରଖନ୍ତୁ, ତାପରେ ଯାଇ ବିବାହ କରନ୍ତୁ ।

Leave a Reply

Your email address will not be published. Required fields are marked *