October 18, 2024

Odia Express

Here, There and Everywhere

କଣ ଆପଣ ଜାଣିଛନ୍ତି ଏଟିଏମ୍ ମେସିନ୍ ରେ ଏସି କଣ ପାଇଁ ଲଗାଯାଏ ? ପ୍ରାୟ ୯୯ ପ୍ରତିଶତ ଲୋକ ଏହାର ସଠିକ କାରଣ ଜାଣି ନାହାନ୍ତି

1 min read

ଯେବେ ଆମେ କେଉଁ ଏଟିଏମ୍ ରୁ ପଇସା ବାହାର କରିବାକୁ ଯାଆନ୍ତି ତେବେ ଆପଣ ଦେଖିଥିବେ କି ସେଠାକାର ତାପମାତ୍ରା ବହୁତ କମ୍ ହୋଇଥାଏ , ଓ ଏହାକୁ ମେନଟେନ୍ କରିବାପାଇଁ ସେଠାରେ ଏସି ଲଗାଯାଏ । ଆପଣଙ୍କୁ ଜଣାଥିବ କି ଯେବେ କେଉଁ ଇଲେକ୍ଟ୍ରୋନିକ୍ସ ଡିଭାଇସ୍ କାମ କରେ ତେବେ ତାହାର ତାପମାନ ଅଧିକା ହୋଇଯାଏ , ଏହାଆମେ କମ୍ୟୁଟର୍ କିମ୍ବା ମୋବାଇଲ୍ ଦେଖିବାରେ ମିଳିଥାଏ ,ଯେବେ ଆମେ ନିଜ ମୋବାଇଲ୍ କୁ ଅଧିକା ସମୟ ଚଲାଇବେ ତେବେ ସେ ଗରମ ହୋଈଯିବ, ତାକୁ ଥଣ୍ତା କରିବାକୁ ହେଲେ ଏସିର ଦରକାର ଅଛି, କିନ୍ତୁ ଏଟିଏମ୍ ରେ ଏହାର କଣ ମହତ୍ତ୍ୱ ଅଛି ।

ଏଟିଏମ୍ ବି ଏକ ଇଲୋକ୍ଟ୍ରୋନିକ୍ସ ଡିଭାଇସ୍ ଅଟେ , ଯାହା ଏକ ହୋମ୍ କମ୍ୟୁଟର୍ ରୁ ଅଧିକା କମ୍ପ୍ଲେକ୍ସ ହୋଇଥାଏ, ସାଇଜ୍ ରେ ବି ବଡ ହୋଇଥାଏ, କିନ୍ତୁ ଆପଣ କେବେ ଧ୍ୟାନ ଦେଇଥିବେ କି ଏଟିଏମ୍ ମେସିନ୍ ଅନ୍ୟ ଏକ ମେସିନ୍ ମୁତାବିକ ଅଧିକା କାମ କରିଥାଏ, ଏହା ବର୍ଷରେ ୩୬୫ ଦିନ ୨୪ ଘଣ୍ଟା ଆକ୍ଟିଭ୍ ରହିଥାଏ, ଯାହାଦ୍ୱାରା ଏହା ଗରମ ରହିବା ସ୍ୱାଭାବିକ, ଏହାର ତାପମାନକୁ ନିୟନ୍ତ୍ରଣ କରିବାପାଇଁଂ ଏସି ଲଗାଯାଏ , ଯେଉଁଥିରେ ମେସିନ୍ ଅଧିକା ଗରମ ହେଇ ସର୍ଟ ସର୍କିଟ୍ ନହେଉ ।

ଦୁନିଆଁରେ ୧୦୦ ଲୋକତାନ୍ତ୍ରିକ ଦେଶରେ ୨୫ ଏମିତି ଦେଶ ଅଛି ଯିଏ ନିର୍ବାଚନ ପାଇଁ ଇଭିଏମ୍ ମେସିନ୍ ର ଉପଯୋଗ କରନ୍ତି, ବହୁତ ବିକଶିତ ଦେଶ ତ ଏହାକୁ ଉପଯୋଗ କରି ନିଜ ଟ୍ରାଡିସନାଲ୍ ତରିକାରେ ଫେରିଆସିଛନ୍ତି, କାରଣ ସେ ଲୋକ ଟେକ୍ନୋଲୋଜିକୁ ଜାଣନ୍ତି, ଓ ବୁଝନ୍ତି କି ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ସହ କିଛି ବି ଛେଡଛାଡ୍ କରିହେବ , ଓ ଲୋକତନ୍ତ୍ରର ହତ୍ୟା ହୋଇପାରେ ।

ଦୁନିଆଁରେ ଏମିତି ଏକ ସମୁଦ୍ର ଅଛି ଯାହା କେଉଁ ବି ପୃଥିବୀର ତଟକୁ ଟଚ୍ କରେ ନାହିଁ , ଏହାର ନାଁ SARGASO SEA ଅଟେ, ଏହାର କାରଣ ଏହି ଇଲାକା ଏକ ବର୍ଳପୁଲ ପରି ବିହେବ୍ କରେ , ଆପଣଙ୍କୁ ଏହା ବି କହିଦେବୁ କି ଏହାର ନାଁ ଏହାର ଭିତରେ ମିଳୁଥିବା ବନସ୍ପତି ସରଗେଶମ୍ କାରଣରୁ ବଡ ହୋଇଛି ।

Leave a Reply

Your email address will not be published. Required fields are marked *