October 18, 2024

Odia Express

Here, There and Everywhere

ସୁନ୍ଦରତାର ମାମଲାରେ କେଉଁ ଅପସରୀରୁ କମ୍ ଲାଗନ୍ତି ନାହିଁ ସାଉଥ୍ ର ଏହି ସୁପରଷ୍ଟାରଙ୍କ ସ୍ତ୍ରୀମାନେ , ଦେଖନ୍ତୁ ଫଟୋଗୁଡିକ

1 min read

ଆଜି ଆମେ ଏହି ଲେଖ ମାଧ୍ୟମରେ ସାଉଥ୍ ସୁପରଷ୍ଟାର୍ସଙ୍କ ସ୍ତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯେତେ ଭଲ ସୁପରଷ୍ଟାର୍ ଅଟନ୍ତି ସେତିକି ତାଙ୍କ ସୁନ୍ଦର ସ୍ତ୍ରୀ ବି ଅଛନ୍ତି, ଯଦି ଆପଣ ଏହି ସାଉଥ୍ ସୁପରଷ୍ଟାର୍ସଙ୍କ ସ୍ତ୍ରୀମାନଙ୍କୁ ଦେଖିବେ ତେବେ ତାଙ୍କ ସୁନ୍ଦରତାର ପ୍ରଶଂସା କରିବାରେ କେବେ ଥକିବେ ନାହିଁ ,ଏମାନେ ସବୁ ମାମଲାରେ ବଲିଉଡ୍ ଅଭିନେତ୍ରୀମାନଙ୍କୁ କଡା ଟକ୍କର ଦେଇପାରନ୍ତି, ତେବେ ଆସନ୍ତୁ ଜାଣିବା ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିର ସୁପରଷ୍ଟାର୍ସଙ୍କ ସ୍ତ୍ରୀଙ୍କ ଫଟୋ ବିଷୟରେ ।

୧) ଆଲ୍ଲୁ ଅର୍ଜୁନ ଓ ସ୍ନେହା ରେଡ୍ଡି- ଆପଣ ସମସ୍ତେ ସାଉଥ୍ ସୁପରଷ୍ଟାର୍ ଆଲୁ ଅର୍ଜୁନଙ୍କୁ ଭଲ ଭାବରେ ଜାଣିଥିବେ ,ତାଙ୍କ ଷ୍ଟାଇଲ୍ ପାଇଁ ସାଉଥ୍ ର ବହୁତ ଝିଅମାନେ ଦିୱାନୀ ହୋଇଯାଇଛନ୍ତି, ଆଲ୍ଲୁଙ୍କ ପ୍ରଶଂସକଙ୍କ କୌଣସି କମି ନାହିଁ, ଆପଣଙ୍କୁ କହିଦେବୁ କି ଆଲ୍ଲୁ ଅର୍ଜୁନ ଓ ସ୍ନେହା ୬ ମାର୍ଚ୍ଚ ୨୦୧୧ ରେ ବିବାହ କରିଥିଲେ ,ସେନା ବିଜନେସ୍ ମ୍ୟାନ୍ କାଂଞ୍ଚରଲା ଚନ୍ଦ୍ରଶେଖର ରେଡ୍ଡିଙ୍କ ଝିଅ ଅଟନ୍ତି, ଅଲ୍ଲୁ ଅର୍ଜୁନ୍ ଓ ସ୍ନେହାଙ୍କ ଦୁଇଟି ଛୁଆ ଅଛନ୍ତି । ଗୋଟେ ପୁଅ ଓ ଗୋଟେ ଝିଅ, ତାଙ୍କ ଛୁଆଙ୍କ ନାଁ ଏଲି ଅୟାନ୍ ଓ ଅଲ୍ଲୁ ଆରହା ଅଟେ ।

୨) ମହେଶ୍ ବାବୁ ଓ ନମ୍ରତା ଶିରୋଦକର୍- ମହେଶ ବାବୁ ଓ ନମ୍ରତା ସିରୋଦକରଙ୍କ ପ୍ରଥମ ଫିଲ୍ମ ୨୦୦ ମସିହାରେ ବାମସୀରେ ହୋଇଥିଲା, ଏଠାରେ ଦୁହେଁଙ୍କ ମଧ୍ୟରେ ପ୍ରେମ ହେଲା, ଓ ପରେ ୧୦ ଫେବୃୟାରୀ ୨୦୦୫ କୁ ଧୁମ୍ ଧାମ୍ ସହ ବିବାହ କରିନେଲେ , ଆପଣଙ୍କୁ କହିଦେବୁ କି ନମ୍ରତା ସିରୋଦକର ମହେଶ ବାବୁଙ୍କ ଯୋଡି ସାଉଥ୍ ଇଣ୍ତଷ୍ଟ୍ରିରେ ଚର୍ଚ୍ଚିତ ଯୋଡିରୁ ଗୋଟେ ଜଣାଯାଏ, ମହେଶ୍ ବାବୁ ସାଉଥ୍ ସୁପରଷ୍ଟାର୍ ଅଟନ୍ତି, ସେମିତି ନମ୍ରତା ସିରୋଦକର ହିନ୍ଦୀ ସିନେମାରେ ଅଭିନେତ୍ରୀ ରହିସାରିଛନ୍ତି ।

୩) ଧନୁଷ୍ ଓ ଐଶ୍ୱର୍ଯ୍ୟା ରଜନୀକାନ୍ତ- ଆପଣଙ୍କୁ କହିଦେବୁ କି ସାଉଥ୍ ସୁପରଷ୍ଟାର୍ ରଜନୀକାନ୍ତଙ୍କ ଜ୍ୱାଇଁ ଧନୁଷ ଅଟନ୍ତି, ଧନୁଷ୍ ସାଉଥ୍ ସିନେମାର ସହ ହିନ୍ଦୀ ସିନେମାରେ କାମ କରିଥିଲେ , ଯାହାକୁ ଦର୍ଶକ ବହୁତ ପସନ୍ଦ କରିଥିଲେ, ଧନୁଷ ୧୮ ନଭେମ୍ବର ୨୦୦୪ ରେ ରଜନୀକାନ୍ତଙ୍କ ବଡ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କୁ ବିବାହ କରିଥିଲେ, ଓ ଏହି ଦୁହେଁଙ୍କ ଦୁଇଟି ପୁଅ ଅଛନ୍ତି, ଯାହାଙ୍କ ନାଁ ଲିଙ୍ଗା ଓ ଯାତ୍ରା ରାଜା ଅଟେ ।

୪) ରବି ତେଜା ଓ କାତ୍ୟାନୀ ତେଜା- ତେଲେଗୁ ସିନେମାରେ ରବି ତେଜାଙ୍କ ଏକ ବଡ ନାଁ ଅଟେ, ସେ ବହୁତ ସୁପରହିଟ୍ ଫିଲ୍ମ କରିଛନ୍ତି, ୨୦୦୦ ମସିହାରେ ରବି ତେଜା କତ୍ୟାନୀ ତେଜାଙ୍କୁ ବିବାହ କରିଥିଲେ । ଓ ଏହି କପଲଙ୍କ ଗୋଟେ ପୁଅ ଗୋଟେ ଝିଅ ଅଛି, ଯାହାଙ୍କ ନାଁ ମହାଦାନ୍ ଭୁପତି ରାଜୁ ଓ ମୋକ୍ଷଦା ଭୁପଦିରାଜୁ ଅଟେ ।

୫) ଏନ୍ ଟିଆର୍ ରାମାରାଓ ଜୁନିୟର୍ ଓ ଲକ୍ଷ୍ମୀ ପ୍ରଣତି- ଏନ୍ ଟିଆର୍ ରାମାରାଓ ଜୁନିୟର ଙ୍କୁ ସାଉଥ୍ ସିନେମାର ଏକ ଅଲରାଉଣ୍ତର ଅଭିନେତା ହିସାବରେ ଦେଖାଯାଏ , ତାଙ୍କର ଫ୍ୟାନ୍ ଫଲୋଇଙ୍ଗ୍ ଜବରଦସ୍ତ ଅଟେ, ସେ ୨୦୧୧ ରେ ବ୍ୟବସାୟୀ ନରନେ ଶ୍ରୀବାସ୍ତବଙ୍କ ଝିଅ ଲକ୍ଷ୍ମୀ ପ୍ରଣତୀଙ୍କୁ କରିଥିଲେ ।

୬) ରାଣା ଦଗୁପତି ଓ ମିହିକା ବଜାଜ୍- ଗତ ଲକ୍ ଡାଉନ୍ ରେ ରାଣାଦଗୁପତି ମିହିକା ବଜାଜ୍ ଙ୍କ ସହ ବିବାହ କରିଥିଲେ, ଏହାଙ୍କ ବିବାହ ପୁରା ରୀତିନିତିରେ ହାଇଦ୍ରାବାଦର ରାମାନାଇଡୁ ଷ୍ଟାଡିୟମରେ ସଂପନ୍ନ ହେଲା, ସେ  ହାଉସଫୁଲ୍ ୪, ବେବି, ଦ ଗାଜି ଆଟାକ୍ ଭଳି ବହୁତ ବଡ ଫିଲ୍ମରେ କାମ କରିଛନ୍ତି ।

Leave a Reply

Your email address will not be published. Required fields are marked *