October 16, 2024

Odia Express

Here, There and Everywhere

ଓଡ଼ିଆ ମଜାଦାର ଚୁଟକୁଲା: ପ୍ରେମିକ – ହେ ପ୍ରିୟତମା କଣ କରୁଛ ?ତାପରେ ପ୍ରେମିକ ଯାହା କହିଲେ ଶୁଣିକି ବେହୋସ ହେଇଗଲେ..

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ପ୍ରେମିକା- ହେଲୋ କେଉଁଠି ଅଛ? ପ୍ରେମି-ମୋଟି ବେଟ୍ କରୁଛି , ପ୍ରେମିକା- କାହାକୁ ? ପ୍ରେମୀ- କାହାକୁ ମାନେ କଣ ? ତୋର ବେଟ୍ କରୁଛି ଏକ ଘଣ୍ଟାରୁ ମୋଟି ।

୨) ପପୁ ଦାନ୍ତରେ ପୋକ ଲାଗିଗଲା, ସେ ଚିରକୁଟ୍ ବାବାଙ୍କ ପାଖକୁ ଗଲା ଓ ଚିକିତ୍ସା କରିବାପାଇଁ ପଚାରିଲା , ଚିରକୁଟ୍ ବାବା- ଚାରି ଦିନ ପର୍ଯ୍ୟନ୍ତ ସଂନ୍ଧ୍ୟାକୁ ମଦ ସହିତ ମିକ୍ଚର ଖାଇବ, ଓ ପଞ୍ଚମ ଦିନ କେବଳ ମଦ ପିଇବ,  ପୋକ ବାହାରିଯିବ , ପପୁ ଚାରିଦିନ ମଦ ଓ ମିକ୍ଚର ଖାଇଲା ଓ ପଞ୍ଚମ ଦିନ ମଦ, ପୋକ ବାହାରକୁ ବାହାରିଲା ଓ କହିଲା –ଆଜି ଆଉ ମିକ୍ଚର ଅଛି କି ?

୩) ସ୍ତ୍ରୀ-ଶୁଣଛୁଅ, ଆଜିକାଲି ତୁମ ପୁଅ କିଛି ଅଧିକା ପଇସା ଉଡାଉଛି, ଯେଉଁଠି ଲୁଚାଉଛି ନେଇଯାଉଛି, ସ୍ୱାମୀ- ସେହି ନାଲାୟକର ବହିଗୁଡିକ ଲୁଚାଇକରି ରଖ ପରୀକ୍ଷା ପର୍ଯ୍ୟନ୍ତ ଖୋଜିପାରିବନି ।

୪) ଅଇଁଠା ବାସନ୍ ଗଦା ଦେଖିକରି ଭୟଭିତ ହୋଇ ମହିଳା କହିଲା- ହେ ଇଶ୍ୱର ମୋର ତ ଭାଗ୍ୟ ଖରାପ ହୋଇଗଲା, ଏହି ଆଲାଦିନ ଜାଦୁଇ ଚିରାଗ୍ ପୁରୁଷଙ୍କୁ କଣ ପାଇଁ ମିଳେ,  କେଉଁ ମହିଳାଙ୍କୁ କଣପାଇଁ ମିଳେନି, କେଉଁ ଜିନ୍ ଆମର ବି କାମ କରିଦିଅନ୍ତା, ମହିଳାର ଏହି କଥା ଶୁଣିକରି ଇଶ୍ୱର ନିଜେ ପ୍ରକଟ ହେଲେ ଓ କହିଲେ ନିୟମ ଅନୁସାରେ ମହିଳାଙ୍କୁ ଗୋଟେ ଥର୍ ଜିନ୍ ମିଳିପାରିବ, ଓ ଆମର ରେକର୍ଡ କହୁଛି କି ତୁମର ବାହାଘର ହୋଇଯାଇଛି, ଓ ତୁମକୁ ତୁମ ଜିନ୍ ମିଳିସାରିଛି ।ଏବେ ଏବେ ତୁମେ ତାକୁ ପରିବାମାର୍କେଟ୍ ପଠାଇଛ, ରାସ୍ତାରୁ ଟେଲର୍ ଦୋକାନରୁ ତୁମ ଶାଢୀ ନେଇକରି ଘର ମାଲିକକୁ ଭଡା ଦେଇକରି, ତୁମ ପାଇଁ ଝଣ୍ତୁ ବାମ୍ ଆଣିବ, ଓ ତାପରେ କାମରେ ଯିବ, ସେ ମିନି ଜିନ୍ ଅର୍ଥ୍ୟାତ୍ ସ୍ୱାମୀ ଟିକିଏ ଟାଇମ୍ ଖାଉ ଅଟେ, କିନ୍ତୁ ଚିରାଗ ବାଲା ଜିନ୍ନ୍ ରୁ ଅଧିକା ଉପଯୋଗୀ ଓ ଟିକାଓ ଅଟେ ।

୫) ଥରେ ପପୁ ରୋମାଣ୍ଟିକ୍ ମୁଡରେ ଏକ ଝିଅକୁ କମେଣ୍ଟ ପାସ୍ କରିଦେଲା, ଝିଅ ରାଗରେ ପପୁର ମା ପାଖକୁ ଗଲା ଓ କହିଲା- ହେଇଟୀ ମାଉସି ତୁମ ବାରବୁଲା ପୁଅକୁ ସଂମ୍ଭାଳିନିଅ, ନହେଲେ ତୁମେ ଜଲଦି ଜେଜେମା ହୋଇଯିବ ।

୬) ତରାଜୁରେ ବସିଥିବା କୁକୁଡା ଗ୍ରାହକକୁ ବୁଲି ବୁଲିଦେଖୁଥିଲା, ଗ୍ରାହକ-କଣ ଦେଖୁଛୁ ? କୁକୁଡା ତୁମେ ମୋତେ କିଣିନେଇଛ, ଏବେ ଟିକିଏ ଟମାଟର୍ କିଣିକରି ଦେଖାଅ ।

୭) ସ୍ତ୍ରୀ- ଆଜି ଦେହ କିଛି ଖରାପ ଲାଗୁଛି, ସ୍ୱାମୀ- ମୁଁ ତ ଭାବୁଥିଲି କି ଆଜି କେଉଁଆଡେ ଡିନର୍ କରିଯିବା, ସ୍ତ୍ରୀ- ଆରେ ମୁଁ ମଜାକ୍ କରୁଥିଲି, ସ୍ୱମୀ-ଏବେ ତାହାଲେ ଉଠ ଓ ଖାଇବା ବନାଅ, ମୋତେ ଭୋକ ଲାଗୁଛି ।

୮) ଚାକର- ମ୍ୟାଡାମ୍ ଘରେ ଅତିଥି ଆସିଛନ୍ତି, ସରବତ ବନାଇବାପାଇଁ ଲେମ୍ବୁ ନାହିଁ କଣ କରିବି, ମ୍ୟାଡାମ୍- ଆରେ ଡରୁଛୁ କଣ, ନୁଆ ଭିମ୍ ବାରରେ ୧୦୦ ଲେମ୍ବୁର୍ ଶକ୍ତି ଅଛି, ପକେଇଦେ ଟିକେ ।

୯) ସ୍ୱାମୀନିଜ ସ୍ତ୍ରୀକୁ ଇଂରାଜୀ ସିଖାଉଥିଲା, ଦ୍ୱିପହରରେ ସ୍ତ୍ରୀ କହିଲା ଡିନର୍ ନିଅ, ସ୍ୱାମୀ ରାଗରେ- ମୁର୍ଖ ମହିଳା, ଏହା ଡିନର୍ ନୁହେଁ ଲଞ୍ଚ ଅଟେ, ସ୍ତ୍ରୀ ରାଗରେ କହିଲା- ତୁ ମୁର୍ଖ, ଏହା ରାତିରେ ବଳିଥିବା ଖାଈବା ଅଟେ ।

୧୦) ପୁଅ- ତୁମରବୟସ କେତେ ହେବ ? ଝିଅ- ୨୦ ବର୍ଷ, ପୁଅ- ୫ ବର୍ଷ ପୁର୍ବେ ତୁମେ ଏହା କହିଥିଲ, ଝିଅ- ଦେଖିଲ ତ ଆମେ ଝିଅମାନେ ନିଜ ଜୁବାନର ପକ୍କା ଅଟୁ ।

Leave a Reply

Your email address will not be published. Required fields are marked *