October 18, 2024

Odia Express

Here, There and Everywhere

କଣ ସଚିନ୍ ଙ୍କ ଗେହ୍ଲା ଝିଅ ସାରାଙ୍କୁ ହୋଇଗଲା ପ୍ରେମ ? କ୍ରିକେଟିୟର୍ ଶୁଭମନ ଗିଲ୍ ଙ୍କ ସହ ହେଉଛି ବହୁତ ଚର୍ଚ୍ଚା, ଜାଣନ୍ତୁ କଣପାଇଁ

1 min read

ଏହି କଥାରେ କୌଣସି ଦୁଇଟି ରାୟ ନାହିଁ କି ଭାରତ କ୍ରିକେଟ୍ ଟିମ୍ ରେ ଦମଦାର୍ ଖେଲାଳୀ ମହଜୁଦ୍ ଅଛନ୍ତି, ସେ ସବୁବେଳେ ଭାରତୀୟ କ୍ରିକେଟ୍ ଟିମ୍ ରେ ଗୋଟେ ରୁ ବଳିକରି ଗୋଟେ ଧୁରନ୍ଧର ଖେଳାଳୀ ଅଛନ୍ତି ଯାହାଙ୍କ ନିଜ ପ୍ରଦର୍ଶନ ସହ ନିଜ ଜୀବନକୁ ନେଇକରି ବହୁତ ଚର୍ଚ୍ଚିତ ରୁହନ୍ତି, ଜଣାଇଦେବୁ ଆଜିର ଆଧୁନିକ ସମୟରେ ସେଲିବ୍ରେଟି ଲୋକେ ନିଜ ପର୍ସନାଲ୍ ଓ ପ୍ରୋଫେସନାଳ୍ ଜୀବନ ବିଷୟରେ ମିଡିଆ କିମ୍ବା ସୋସିଆଲ୍ ମିଡିଆରେ ବହୁତ ପଢିବାକୁ ମିଳିଯାଏ ,ସେ କହନ୍ତି ନା ସୋସିଆଲ୍ ମିଡିଆରେ କିଛି ଲୁଚି ରୁହେନି, ବୁଝିଯାଆନ୍ତୁ ଏମିତି ଏକ କଥା ହୋଇଛି ଆଜିଆମେ ଆପଣଙ୍କୁ ଏମିତି ଦୁଇଟି ନାମୀ ଲୋକଙ୍କ ବିଷୟରେ କହିବାକୁ ଯାଊଛୁ ଯାହାଙ୍କ ବିଷୟରେ ଲୋକେ ବହୁତ କିଛି ଜାଣନ୍ତି, ଓ ବହୁତ କିଛି ଜାଣିବାକୁ ଚାହଁନ୍ତି , ତେବେ ଆସନ୍ତୁ ତାଙ୍କ ବିଷୟରେ କଥା ହେବା ।

ଜଣାଯାଏ କି ଭାରତୀୟ ଟିମ୍ ର୍ ଯୁବା ଖେଳାଳୀ ଶୁଭମନ ଗିଲ୍ ନିଜ ବ୍ୟାଟିଙ୍ଗ୍ କୁ ନେଇକରି ବହୁତଥର୍ ଚର୍ଚ୍ଚାରେଆସିଯାଆନ୍ତି, ଓ ନିଜ ଲୁକ୍ସକୁ ନେଇକରି ଚର୍ଚ୍ଚିତ ରୁହନ୍ତି, ସେମିତି କ୍ରିକେଟ୍ ଜଗତରେ ସବୁ ଖେଳାଳୀ ନିଜ ପ୍ରେମ କାହାଣୀ କାରଣରୁ ଚର୍ଚ୍ଚିତ ରହିଛନ୍ତି, କିନ୍ତୁ ଶୁଭମନ ଗିଲ୍ ଚୁପ୍ ଚାପ୍ ପ୍ରେମ କରିବସିଛନ୍ତି, ହଁ ଆଜ୍ଞା, ଶୁଭମନ ଗିଲ୍ ଙ୍କ ନାଁ ସଚିନ୍ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ସହ ନିଆଯାଉଛି, ଏମିତି କୁହାଯାଉଛି କି ଦୁହେଁ ଜଣେ ଅନ୍ୟଙ୍କ ସହ ଡେଟ୍ କରୁଛନ୍ତି ।

ଆପଣଙ୍କୁ କହିଦେବୁ କି ସଚିନ୍ ଙ୍କ ଝିଅ ସାରା ତେନ୍ଦୁଲକର୍ ଓ ଶୁଭମନ ଗିଲ୍ ଜଣେ ଅନ୍ୟଙ୍କୁ ଇନଷ୍ଟାଗ୍ର୍ମରେ ଫଲୋ କରୁଛନ୍ତି, ସେମିତି ଜଣେ ଅନ୍ୟଙ୍କ ପୋଷ୍ଟରେ କମେଣ୍ଟ ତ କରୁଛନ୍ତି, ତାହା ସହ ଜଣେ ଅନ୍ୟଙ୍କପରିବାରକୁ ଫଲୋ ବି କରୁଛନ୍ତି, କହିଦେବୁ କି ଶୁଭମନ ସାରାଙ୍କ ପରିବାରର ଅଧିକାଂଶ ଲୋକଙ୍କୁ ଫଲୋ କରିଛନ୍ତି, ସେମିତି ସାରା, ଶୁଭମନଙ୍କ ଦୁହେଁ ଭଉଣୀ ମାନେ ସେହନିଲ୍ ଗିଲ୍ ଓ ସିମରତ୍ ଗିଲ୍ ଙ୍କୁ ସୋସିଆଲ୍ ମିଡିଆରେ ଫଲୋ କରୁଛନ୍ତି, ଏମିତିରେ ଏହା ଅନୁମାନ କରାଯାଉଛି କି ସାରା ଓ ଶୁଭମନ ଜଣେ ଅନ୍ୟଙ୍କୁ ଭଲପାଇବସିଛନ୍ତି । କହିଦେବୁ କି ଶୁଭମନ ଗିଲ୍ ଓ ସାରା ତେନ୍ଦୁଲକର୍ ଦୁହେଁ ନିଜ ସଂମ୍ପର୍କକୁ ନେଇ ଏପର୍ଯ୍ୟନ୍ତ କିଛି ଖୁଲାସା କରିନାହାନ୍ତି

ଏହି ଦୁହେଁ ସୋସିଆଲ୍ ମିଡିଆର ହ୍ୟାଣ୍ତେଲରେ ବହୁତ କିଛି ଅନ୍ଦାଜା ଲଗାଯାଉଛି, ସେମିତି ଦୁହେଁଙ୍କ ଆଫେୟାର୍ ଖବର ବହୁତଥର ଏହି କାରଣରୁ ଉଡିଥାଏ, କହିଦେବୁ କି ଗତ ଦିନରେ ସାରା ଓ ଶୁଭମନଙ୍କ ଆଫେୟାରଙ୍କ ଖବର ବହୁତ ଚର୍ଚ୍ଚାରେ ଆସିଥିଲା, ସେହି ମଧ୍ୟରେ ଶୁଭମନ ଇନଷ୍ଟାଗ୍ରାମରେ ଏକ ପ୍ରଶ୍ନ-ଉତ୍ତର ସେକ୍ସନ୍ କରିଥିଲେ, ଯେଉଁଥିରେ ସେ କହିଲେ କି ସେ ଏବେ କାହା ସହ ଏନଗେଜ୍ ନାହାନ୍ତି, ଏମିତିରେ ଏହା କହିବା ଟିକିଏ କଠିନ ହେବ କି ଦୁହେଁ ଜଣେ ଅନ୍ୟଜଣଙ୍କୁ ଡେଟ୍ କରୁଛନ୍ତି, କିନ୍ତୁ କିଛି ବି ହୋଇପାରେ କିଏ ବା ଜାଣିଛି ।

Leave a Reply

Your email address will not be published. Required fields are marked *