October 18, 2024

Odia Express

Here, There and Everywhere

ଥଣ୍ତାଜ୍ୱର ଓ ଆଣ୍ଠୁଗଣ୍ଠିର ପୀଡାରୁ ମୁକ୍ତି ପାଇବାକୁ ହେଲେ ପିଆଜର କରନ୍ତୁ ସେବନ , ଜାଣନ୍ତୁ ଏହାର ପ୍ରଭାବକାରୀ ଲାଭ

1 min read

ପିଆଜ ଏମିତି ଏକ ସାମଗ୍ରୀ ଅଟେ ଯାହାର ବିନା କେଉଁ ବି ବ୍ୟଞ୍ଜନ ଅଧୁରା ମନେ ହୁଏ , ପିଆଜରେ ଆଣ୍ଟି ଏଲର୍ଜିକ, ଆଣ୍ଟି ଏକ୍ସିଡେଣ୍ଟ ଓ ଆଣ୍ଟି କର୍ସିନୋଜେନିକ୍ ଗୁଣ ହୋଇଥାଏ, ଯାହା ଆମର ଶରୀରକୁ ବହୁତ ରୋଗରୁ ବଞ୍ଚାଇବାରେ ସହାୟକ ହୋଇଥାଏ । ପିଆଜରେ ଆଣ୍ଟି ଏଲର୍ଜିକ, ଆଣ୍ଟି ଏକ୍ସିଡେଣ୍ଟ, ଓ ଆଣ୍ଟି କର୍ସିନୋଜେନିକ୍ ଗୁଣ ହୋଇଥାଏ, ପିଆଜ ଖାଇଲେ ଥଣ୍ତାଜ୍ୱର ସବୁରୁ ଆରାମ ମିଳିଥାଏ, ପିଆଜ ଇନଫେକ୍ସନ୍ ରୁ ବଞ୍ଚାଇବାରେ ସହାୟକ ହୋଇଥାଏ । ପିଆଜ ଏମିତି ଏକ ସାମଗ୍ରୀ ଅଟେ ଯାହାର ବିନା କିଛି ବି ବ୍ୟଞ୍ଜନ ଅଧୁରା ଲାଗିଥାଏ, ପିଆଜକୁ ପରିବାର ସ୍ୱାଦ ବଢାଇଆରେ ବ୍ୟବହାର କରାଯାଏ ,କିଛି ବ୍ୟଞ୍ଜନ ତ ଏମିତି ଅଟେ ଯାହାକୁ ପିଆଜ ବିନା ତିଆରି କରିବାରେ ଭାବି ପାରିବେ ନାହିଁ , ପିଆଜ ଖାଇବାରେ ଅଧିକା ଲୋକଙ୍କୁ ପସନ୍ଦ ହୋଇଥାଏ, ପିଆଜକୁ ସାଲାଡ ରୁପରେ ଖାଇବାରେ ଆହୁରି ମଜା ଲାଗିଥାଏ, ପିଆଜ ଖାଇଲେ ଶରୀରରେ ବହୁତ ଫାଇଦା ମିଳିଥାଏ

ଯେପରି ପିଆଜରେ ଆଣ୍ଟି ଏଲର୍ଜିକ୍, ଆଣ୍ଟି ଏକ୍ସିଡେଣ୍ଟ, ଓ ଆଣ୍ଟି କର୍ସିନେଜେନିକ୍ ଗୁଣ ହୋଇଥାଏ, ଏହା ଛଡା ପିଆଜରେ ଭରପୁର ପରିମାଣରେ ଭିଟାମିନ୍ ଏ, ବି୬, ବି କମ୍ପ୍ଲେକ୍ସ  ଓ ସି ବି ମିଳିଥାଏ, ପିଆଜକୁ ଆଇରନ୍, ଫୋଲେଟ୍, ଓ ପୋଟାସିୟମ ପାଇଁ ଭଲ ସ୍ରୋତ ବୋଲି ମାନାଯାଏ ,ଏହି ଗୁଣ ଶରୀରର ବହୁତ ରୋଗରୁ ବଞ୍ଚାଇଥାଏ । ପିଆଜ କେବଳ ଖାଇବା ପାଇଁ କିମ୍ବା ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ଏହା ତ୍ୱଚା ପାଇଁ ବି ହିତକାରୀ ହୋଇଥାଏ, ପିଆଜ ଖାଇଲେ ଆଣ୍ଠୁଗଣ୍ଠିର୍ ପୀଡା ବି ଦୁର ହୁଏ ଓ ଇନଫେକ୍ସନ୍ ରୁ ବି ରକ୍ଷା କରେ, ତେବେ ଆସନ୍ତୁ ଆମେ ଆପଣଙ୍କୁ ପିଆଜ ଖାଈବାର ଫାଇଦା ବିଷୟରେ କହିବୁ ।

୧) ଆଣ୍ଠୁଗଣ୍ଠିର୍ ପୀଡା :- ଯେଉଁ ଲୋକଙ୍କର ଆଣ୍ଠୁଗଣ୍ଠିର ପୀଡା ହେଉଛି ତେବେ ପିଆଜର ବ୍ୟବହାର କରିବା ଉଚିତ୍ , ପିଆଜର ରସରେ ସୋରିଷ ତେଲ ମିଶାଇକରି ମାଲିସ୍ କରିଲେ ଆଣ୍ଠୁଗଣ୍ଠିର ପୀଡାରୁ ମୁକ୍ତି ମିଳିପାରିବ ।

୨) ଥଣ୍ତା ଜ୍ୱର- ଥଣ୍ତାଜ୍ୱର ସମସ୍ୟା ହେଲେ ପିଆଜର ବ୍ୟବହାର କରିବା ଫାଇଦାର ବିଷୟର ହୋଇପାରେ, ଯଦି ଆପଣଙ୍କୁ ଥଣ୍ତାଜ୍ୱରର ଅସୁବିଧା ହେଉଛି ତେବେ ପିଆଜ ପାଇଁ ଭଲ ମେଡିସିନ୍ ହୋଇପାରେ । ପିଆଜକୁ ଖାଇଲେ ଥଣ୍ତା ଜ୍ୱରରୁ ଆରାମ ମିଳିଥାଏ ।

୩) ଇନଫେକସନ୍- ପିଆଜ ଇନଫେକସନ୍ ରୁ ବଞ୍ଚାଇବାରେ ସାହାଯ୍ୟ କରେ, ପିଆଜରେ ଆଣ୍ଟି ଏଲର୍ଜିକ୍, ଆଣ୍ଟି ଏକ୍ସିଡେଣ୍ଟ ଗୁଣ ମିଳିଥାଏ, ଯାହା ଶରୀରରେ ଇନଫେକ୍ସନ୍ ହେବାରେ ବଞ୍ଚାଇଥାଏ ।

୪) ଷ୍ଟୋନ୍- ଯେଉଁ ଲୋକଙ୍କୁ ଷ୍ଟୋନ୍ ସମସ୍ୟା ଅଛି ତେବେ ପିଆଜ ହିଁ ଆପଣଙ୍କ ପାଇଁ ରାମବାଣ ଚିକିତ୍ସା ଅଟେ, ସକାଳୁ ଖାଲି ପେଟରେ ପିଆଜର ରସ ପିଇଲେ ପଥରୀ ବା ଷ୍ଟୋନ୍ ପୀଡାରୁ ମୁକ୍ତି ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ।

୫) ଅସ୍ୱିକରଣ- ଉପଦେଶ ସହ ଏହି ସାମଗ୍ରୀ ସାମାନ୍ୟ ସୁଚନା ପ୍ରଦାନ କରିଥାଏ, ଏହା କେଉଁ ପ୍ରକାରର ଯୋଗ୍ୟ ଚିକିତ୍ସାର ରାୟର ବିକଳ୍ପ ନୁହେଁ , ଅଧିକା ସୁଚନାପାଇଁ ସବୁବେଳେ କେଉଁ ବିଶେଷଜ୍ଞ କିମ୍ବା ନିଜ ଚିକିତ୍ସକଙ୍କୁ ପରାମର୍ଶ କରନ୍ତୁ, ଏହି ସୁଚନାପାଇଁ କୌଣସି ଦାବା ନାହିଁ ।

Leave a Reply

Your email address will not be published. Required fields are marked *