October 18, 2024

Odia Express

Here, There and Everywhere

ଆସିବ ଚାଇନା କାର – ଚିନ୍ ଆଣୁଛି ଭାରତକୁ ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ କାର୍, ମାରୁତି କାର୍ ଠାରୁ ଆହୁରି ଶସ୍ତା ହେବ ଏହାର ଦାମ୍

ଯେପରି ଆପଣ ଜାଣିଛନ୍ତି କି ଆମର ଦେଶରେ ଦିନକୁ ଦିନ ପେଟ୍ରୋଲ୍ ଓ ଡିଜେଲର ଦାମ୍ ବଢିବାରେ ଲାଗିଛି, ଏହି କାରଣରୁ ବହୁତ ଲୋକ ନିଜ ଯାନବାହାନରେ ଯାତ୍ରା କରିବା ବନ୍ଦ କରିଦେଇଛନ୍ତି, ଓ ବହୁତ ଲୋକ ଇଲେକ୍ଟ୍ରିକ୍ କାର୍ କୁ ସିଫ୍ଟ ହୋଇସାରିଲେଣି, କିନ୍ତୁ ଇଲେକ୍ଟ୍ରିକ୍ କାର୍ ବହୁତ ମହଙ୍ଗା ହୋଇଥିବା କାରଣରୁ ମଧ୍ୟମବର୍ଗ ଶ୍ରେଣିର ଲୋକେ ଏହାକୁ କିଣିବାରେ ଅସମର୍ଥ । କିନ୍ତୁ ଆପଣଙ୍କୁ କହିଦେବୁ କି ଭାରତରେ ଜଲଦି ହିଁ ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ କାର୍ ଲଞ୍ଚ ହେବାକୁ ଯାଉଛି, ଲୋକେ ଏହି ଇଲେକ୍ଟ୍ରିକ୍ କାର୍ କୁ କିଣିବାକୁ ଆଶା କରି ବସିଛନ୍ତି, ଏବେ କାର୍ ବନାଉଥିବା କମ୍ପାନୀ ଇଲେକ୍ଟ୍ରିକ୍ ଭେଇକିଲ୍ ବନାଇବାକୁ ଅଧିକା ଧ୍ୟାନ ଦେଉଛନ୍ତି, ତାହା ସହ ଏବେ ସବୁ କାର୍ କମ୍ପାନୀ ଏହି ଚେଷ୍ଟାରେ ଲାଗିଛନ୍ତି କି କମ୍ ସେ କମ୍ ଦାମରେ ଇଲେକ୍ଟ୍ରିକ୍ କାର୍ ବନାଇପାରିବେ ।

ଏହି ଭାବନା ରଖି ଚିନ୍ ର ଗ୍ରେଟ୍ ୱାଲ୍ ମୋର୍ଟରସ୍ ନାମକ ଏକ କାର୍ ନିର୍ମାତା କମ୍ପାନୀ ବହୁତ ଜଲଦି ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ କାର୍ ଭାରତରେ ଲଞ୍ଚ କରିବାକୁ ଯାଉଛି, ଖବରରେ ଏହି କାର୍ ନାଁ ଓରା ଆର୍ ୱାନ୍ ରଖାଯାଇଛି, ଏହାର ସବୁଠାରୁ ବଡ ଖାସିୟତ୍ ଏହା କି କମ୍ ଦାମରେ ଏହା ଉପଲ୍ଲବ୍ଧ ହେବ , ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏହି କାର୍ କେବଳ ୪ ଲକ୍ଷ ରୁ ୬ ଲକ୍ଷ ଟଙ୍କାରେ ମିଳିପାରିବ ,ଯାହା ମାରୁତି ଅଲଟୋ ଟପ୍ ମଡେଲରୁ ବି କମ୍ ହୋଇଥାଏ ।

ସବୁଠାରୁ ଖାସ୍ କଥା ଏହା କି ଏହି କାରକୁ ଥରେ ଚାର୍ଜ କରିଲେ ୩୫୧ କିମି ପର୍ଯ୍ୟନ୍ତ ଯାତ୍ରା କରିପାରେ, ଯେବେ କି ଏବେ ପର୍ଯ୍ୟନ୍ତ ଲଞ୍ଚ ହୋଇଥିବା ଅନ୍ୟ ଇଲେକ୍ଟିକ୍ କାର୍ ପ୍ରାୟତଃ ୨୭୦ କିମି ଯାଇଥିଲା, କହିଦେବୁ କି ଏହି କାର୍ ରେ ୩୫ ୱାଟର ମୋଟର୍ ଦିଆଯିବ, ଭାରତରେ ଏବେ ପର୍ଯ୍ୟନ୍ତ ଯେତେ ବି ଇଲେକ୍ଟ୍ରିକ୍ କାର୍ ଲଞ୍ଚ ହୋଇଛି, ସେଥିରୁ ସବୁଠାରୁ ଅଧିକା ରେଞ୍ଜ୍ ହୁଣ୍ତାଇ କୋନା ଅଟେ, ଏହି କାର୍ କୁ ଥରେ ଫୁଲ୍ ଚାର୍ଜ କରିଲେ ପ୍ରାୟ ୪୫୨ କିମି ପର୍ଯ୍ୟନ୍ତ ଚଲାଇପାରିବେ ,କିନ୍ତୁ ହୁଣ୍ତାଇ କୋନା ଦାମ୍ ୨୮ ଲକ୍ଷ ଅଟେ ।

ଯଦି ଆମେ କଥା ହେବା ସବୁଠାରୁ କମ୍ ଦାମ୍ ଇଲେକ୍ଟ୍ରିକ୍ କାର୍ ବିଷୟରେ ତେବେ ଭାରତରେ ଏହା ୧୩ ଲକ୍ଷରୁ ଆରମ୍ଭ ହୋଇଥାଏ, ଯାହାକି ବହୁତ ଅଧିକା ଅଟେ, ଏଥିପାଇଁ ଓରା ଆର୍ ୱାନ୍ କାର୍ ବହୁତ ଭଲ ଓ ଶସ୍ତା କାର୍ ବୋଲି ପ୍ରମାଣିତ ହୋଇପାରେ, ଯାହାକୁ ଆପଣ ବହୁତ କମ୍ ଦାମରେ କିଣିକରି ପେଟ୍ରୋଲ୍ ଓ ଡିଜେଲ୍ ଖର୍ଚ୍ଚରୁ ବଞ୍ଚିପାରିବେ , ମାନାଯାଉଛି କି କମ୍ପାନୀ ଦ୍ୱାରା ଭାରତରେ ଏହି କାର୍ କୁ ଆସୁଥିବା ଗୋଟେ କିମ୍ବା ଦୁଇ ମାସରେ ଲଞ୍ଚ କରାଯାଇପାରିବ ।

Leave a Reply

Your email address will not be published. Required fields are marked *