October 18, 2024

Odia Express

Here, There and Everywhere

ଓଡ଼ିଆ ଫିଲ୍ମ ଜଗତ ପାଇଁ ପୁଣି ଦୁଃଖ ଖବର – ପ୍ରସିଦ୍ଧ ଓଡ଼ିଆ ସିଙ୍ଗର ଶକ୍ତି ମିଶ୍ରଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର – ଡାକ୍ତର କଣ କହିଲେ ଜାଣିରଖନ୍ତୁ ଏବେ

ନବେ ଦଶକର ପ୍ରସିଦ୍ଧ ଗୀତିକାର ଶକ୍ତି ମିଶ୍ରଙ୍କୁ ଆମେ ସମସ୍ତେ ଭଲଭାବରେ ଜାଣୁ।ସେ ନିଜର ଗୀତ ମାଧ୍ୟମରେ ଆମ ସମସ୍ତଙ୍କୁ ବାନ୍ଧି ରଖିବାରେ ସଫଳ ହେଉଥିଲେ।ସେ ନିଜର ଜୀବନ ମଧ୍ୟରେ ଏପରି ଅନେକ ସଙ୍ଗୀତ ଗାଇଛନ୍ତି ଯାହା ଯେ କୌଣସି ବ୍ୟକ୍ତିର ଆଖିରେ ଲୁହ ଆଣି ପାରିବ।ସେ ନବେ ଦଶକରେ ଓଡ଼ିଆ ଆଲବମ ଜଗତର ରାଜା ଥିଲେ।ତେବେ ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି।ତାଙ୍କୁ ବର୍ତ୍ତମାନ ଭୁବନେଶ୍ଵରର ଏକ ଘରୋଇ ଚିକିତ୍ସାଳୟରେ ରଖି ଚିକିତ୍ସା କରା ଯାଉଛି।ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇ ସି ୟୁ ରେ ରଖି ଚିକିତ୍ସା କରାଯାଉଛି।

ଏହି ପ୍ରସିଦ୍ଧ ସଙ୍ଗୀତଜ୍ଞ ବର୍ତ୍ତମାନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।ଆଜି ଅଚାନକ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିଲା।ଫଳରେ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ଚିକିତ୍ସାଳୟରେ ତୁରନ୍ତ ଭର୍ତି କରାଯାଇଥିଲା।ଏହା ସହିତ ତାଙ୍କୁ ସଙ୍ଗେ ସଙ୍ଗେ ଆଇ ସି ୟୁ କୁ ସ୍ଥାନାନ୍ତର କରାଯାଇଥିଲା।ଫଳରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି।ତାଙ୍କୁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ନିଜ ପର୍ଯ୍ୟବେକ୍ଷଣରେ ରଖି ତାଙ୍କର ସ୍ବତନ୍ତ୍ର ଚିକିତ୍ସା କରାଯାଉଛି।ତେବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ଗୁରୁତର ଥିବା ଜଣାପଡିଛି।

ତାଙ୍କର ପତ୍ନୀ ଆଜି ସୂଚନା ଦେଇଥିଲେ କି ତାଙ୍କର ପତି ବିଶିଷ୍ଟ ସଙ୍ଗୀତକାର ଶକ୍ତି ମିଶ୍ରଙ୍କ ସ୍ଵାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସଙ୍କଟରେ ରହିଛି।ଏହା ସହିତ ସେ ସମଗ୍ର ଓଡିଶାବାସୀଙ୍କୁ ତାଙ୍କର ପତିଙ୍କ ଆସୁ ଆରୋଗ୍ୟ ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଗୁହାରି କରିବାକୁ ନିବେଦନ କରିଛନ୍ତି।ତାଙ୍କର ପତିଙ୍କ ଦେହ ଅଚାନକ ଅସୁସ୍ଥ ହୋଇପଡ଼ିବା ଫଳରେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ତାଙ୍କ ବାସଭବନରୁ ଭୁବନେଶ୍ଵରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ତାଙ୍କର ଉପଯୁକ୍ତ ଚିକିତ୍ସା କରାଯାଉଛି।

ଡକ୍ଟରଙ୍କ କହିବା ଅନୁସାରେ ସେ ବର୍ତ୍ତମାନ ଯକୃତ ଜନିତ ରୋଗରେ ପୀଡ଼ିତ ଅଛନ୍ତି।ଯାହା ଏକ ଭୟାନକ ରୋଗ।ଫଳରେ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି।ଡକ୍ଟର କହିଛନ୍ତି ଏହା ଏକ ଗୁରୁତର ରୋଗ ହୋଇଥିବାରୁ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥାରେ ଉନ୍ନତି ହେବା ପାଇଁ କିଛି ସମୟ ଲାଗିପାରେ।ସେ ଏହା ମଧ୍ୟ କହିଛନ୍ତି କି ତାଙ୍କର ଉପଯୁକ୍ତ ଚିକିତ୍ସା କରାଯାଉଛି ଏହା ସହିତ ତାଙ୍କ ସ୍ଵାସ୍ଥ୍ୟ ଉପରେ ନଜର ରଖିବା ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ବର୍ତ୍ତମାନ ସବୁବେଳେ ପ୍ରସ୍ତୁତ ରହିଛନ୍ତି।

ଏହା ସହିତ ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥାର ବାରମ୍ବାର ଯାଞ୍ଚ କରାଯାଉଛି।ଫଳରେ କୌଣସି ଅଘଟଣ ଘଟିବାର କୌଣସି ସମ୍ଭାବନା ନାହିଁ।ତାଙ୍କର ଯକୃତ ଜନିତ ସମସ୍ୟା ସହିତ ହୃଦ ଜନିତ ସମସ୍ୟା ମଧ୍ୟ ରହିଥିବାର ଜଣା ପଡ଼ିଛି।ଫଳରେ ତାଙ୍କର ଉଭୟ ରୋଗର ଚିକିତ୍ସା କରାଯାଉଛି।ତେବେ ଆମେ ଭଗବାନଙ୍କ ନିକଟରେ ଗୁହାରି କରିବା ଆବଶ୍ୟକ କି ଏହିଭଳି ଜଣେ ଉଚ୍ଚକୋଟୀର ସଙ୍ଗୀତଜ୍ଞ ଯେପରି ଠିକ ହୋଇ ଯାଆନ୍ତୁ।ଏହା ସହିତ ସେ ପୁଣି ନିଜ ଘରକୁ ସୁସ୍ଥ ହୋଇ ଫେରି ଆସନ୍ତୁ।ତାଙ୍କର ଓଡ଼ିଆ ଆଲବମକୁ ଦେଇଥିବା ଅବଦାନ ଅତୁଳନୀୟ।ସେ ନବେ ଦଶକରେ ନିଜର ପ୍ରତିଭା ମାଧ୍ୟମରେ ନିଜର ଏକ ଅଦ୍ଭୁତ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।

Leave a Reply

Your email address will not be published. Required fields are marked *