October 18, 2024

Odia Express

Here, There and Everywhere

ଏଠାରେ ମିଳୁଛି କେବଳ ୯୦ ହଜାର ଟଙ୍କାରେ ମାରୁତି କାର୍ – ଜାଣନ୍ତୁ କଣ ଅଛି ସ୍କିମ୍ ଓ କିପରି ଭାବେ ଏହାକୁ ନିଜର କରି ପାରିବେ..

1 min read

ଯଦି ଆପଣ କାର୍ କିଣିବାକୁ ଭାବୁଛନ୍ତି ତେବେ ଏହା ସବୁଠାରୁ ଭଲ ମଉକା ଅଛି, ଆଜି ଆମେ ଆପଣଙ୍କୁ ଏମିତି ଏକ ତରିକା ବିଷୟରେ କହିବାକୁ ଯାଉଚୁ ଯାହା ଆପଣଙ୍କ ମାରୁତି କାର୍ ୧ ଲକ୍ଷ ଟଙ୍କାରୁ କମ୍ ଦାମରେ କିଣିପାରିବେ, ଆପଣଙ୍କୁ କହିଦେବୁ କି ମାରୁତିର ନୁଆ କାର୍ ସହ ମାରୁତି ଟ୍ରୁ ଭାଲ୍ୟୁ ନାମକ ଏକ ସେକେଣ୍ତ ହ୍ୟାଣ୍ତ କାର୍ ପ୍ଲାଟଫର୍ମରେ ନିଜ ପୁରୁଣା କାର୍ ବିକ୍ରି କରିପାରିବେ ,ଏହି ପ୍ଲାଟଫର୍ମରେ ଶସ୍ତାରେ ବଢିଆ କାର୍ କିଣିବାର ସବୁଠାରୁ ଭଲ ଅଟେ , ଏଠାରେ ଆପଣ ବହୁତ ଶସ୍ତାରେ ସେକେଣ୍ତ ହ୍ୟାଣ୍ତ କାର୍ ବହୁତ ଭଲ କଣ୍ତିସନ୍ ରେ କିଣିପାରିବେ ।

ସ୍ୱିଫ୍ଟ ଡିଜାୟାର୍ କେବଳ ୧,୪୦ ଲକ୍ଷରେ – ଏଠାରେ ଆପଣ ମାରୁତିର ସ୍ୱିଫ୍ଟ୍ ଡିଜାୟାର୍ ପେଟ୍ରୋଲ୍ ଭ୍ୟାରିଆଣ୍ଟ କେବଳ ୧,୪୦ ଲକ୍ଷରେ କିଣିପାରିବେ , ଏହି ଗାଡି ୨୦୧୦ ମଡେଲରେ ଉପଲ୍ଲବ୍ଧ ହେବ , ଓ ୧,୧୪ ଲକ୍ଷ କିମିରୁ ଅଧିକା ଚାଲିସାରିଛି, ଖାସ୍ କଥା ଏହାକି ଫାଷ୍ଟ ଓନର୍ ଗାଡି ଅଟେ ଓ ଭଲ କଣ୍ତିସନରେ ଅଛି, ଯଦି ଆପଣ ନୁଆ ସ୍ୱିଫ୍ଟ୍ ଡିଜାୟାର୍ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କମ୍ ସେ କମ୍ ୫,୮ ଲକ୍ଷରୁ ନେଇକରି ୮,୨୮ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ହେବ ।

ଭିଟାରା ବ୍ରିଜା- ମାରୁତି ଟ୍ରୁ ଭ୍ୟାଲୁରେ ବିକ୍ରି ହେଉଥିବା ଭିଟାରା ବ୍ରିଜା ବି ଉପଲ୍ଲବ୍ଧ ଅଛି, ଏହି କାର୍ ଡିଜେଲ୍ ଭ୍ୟାରିଆଣ୍ଟରେ ୨୦୧୬ ମଡେଲର କାର୍ ଅଟେ, ଓ ୩୨,୫୨୧ କିମି ଚାଲିସାରିଛି, ଏହି କାର୍ କୁ ପ୍ରଥମ୍ ମାଲିକ ବିକ୍ରି କରୁଛନ୍ତି, ଏହି କାର୍ ଆପଣଙ୍କୁ କେବଳ ୫,୫ ଲକ୍ଷରେ ମିଳିଯିବ ।

ବହୁତ ଲୋକ ମାରୁତି ଅଲଟୋ ୮୦୦ ପାଇଁ ପାଗଳ ଅଛନ୍ତି, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏଠାରୁ ଆପଣ ଏହି ଗାଡିକୁ ୯୦ ହଜାରରେ କିଣିପାରିବେ , ଗାଡି ୨୦୧୩ ମଡେଲରେ ଏଲ୍ ଏକ୍ସ ଆଇ ଭ୍ୟାରିଆଣ୍ଟରେ ଉପଲ୍ଲବ୍ଧ ଅଛି, ନୁଆ ଅଲଟୋ ୮୦୦ ପ୍ରାରମ୍ଭିକ ଦାମ୍ ୨,୮୪ ଲକ୍ଷ ଅଟେ, ଖାସ୍ କଥା ଏହା କି ଏହି କାର୍ ସିଏନ୍ ଜି ବି ଉପଲ୍ଲବ୍ଦ ଅଛି, ଯାହା ୩୧,୫୯ କିମି ପର୍ଯ୍ୟନ୍ତ ମାଇଲେଜ୍ ଦେଇଥାଏ । ସ୍ୱିଫ୍ଟ କଥା କହିଲେ ଟ୍ରୁ ଭ୍ୟାଲୁରେ ଆପଣଙ୍କୁ ଏହି ଗାଡି ମିଳିଯିବ , ଏଠାରେ ୨୦୧୦ ମଡେଲ୍ ୧,୨୧ ଲକ୍ଷ କିମି ଚାଲିଥିବା ସ୍ୱିଫ୍ଟ ପେଟ୍ରୋଲ୍ ଭ୍ୟାରିଆଣ୍ଟ ରେ ଉପଲ୍ଲବ୍ଦ ଅଛି, ଏହି କାର୍ କୁ ବହୁତ ଲୋକ ପସନ୍ଦ କରୁଛନ୍ତି

ଏଠାରେ ଆପଣଙ୍କୁ ୧,୩୮ ଲକ୍ଷରେ ମିଳୁଛି, ଏହି ପରି ମାରୁତି ସୁଜୁକି ୱାଗନର୍ ୨୦୧୧ ମଡେଲ୍ ସିଏନ୍ ଜି ଭ୍ୟାରିଆଣ୍ଟ ମିଳିଯିବ, ଏହି କାର୍ ୭୦ ହଜାରରୁ କିଛି ଅଧିକା କିମି ଚାଲିଛି, ଓ ଏଲ୍ ଏକ୍ସ ଆଇ ମଡେଲ୍ ଉପଲ୍ଲବ୍ଧ ଅଛି, ଏଠାରେ ଆପଣଙ୍କୁ ଏହି କାର୍ ୧,୩ ଲକ୍ଷ ରେ ମିଳିଯିବ, ଯଦି ଆପଣ ନୁଆ ୱାଗନର୍ ଦାମ୍ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ୪,୪୫ ଲକ୍ଷରୁ ନେଇକରି ୫,୯୪ ଲକ୍ଷ ପର୍ଯ୍ୟନ୍ତ୍ ବିଭିନ୍ନ ଭ୍ୟାରିଆଣ୍ଟରେ ଅଛି, ଯଦି ଆପଣ ଟ୍ରୁ ଭ୍ୟାଲୁରେ ଏହି କାର୍ କିଣିବାକୁ ଚାହୁଁଛନ୍ତି ତେବେ ଏକ ଖାସ୍ କଥା ଏହା କି ଏଥିରେ ପେପର୍ ୱାର୍କ ବହୁତ ସରଳ ଓ ସହଜ ଅଟେ ।

Leave a Reply

Your email address will not be published. Required fields are marked *