October 18, 2024

Odia Express

Here, There and Everywhere

ଭଉଣୀକୁ ହଇରାଣ କରୁଥିଲା ଅସାମାଜିକ ଯୁବକ, ବ୍ୟକ୍ତି ଜଣଙ୍କ ଉଚିତ୍ ପାନେ ଦେବାପାଇଁ ଭାଇ ପିନ୍ଧିଲା ଶାଢୀ, ଜାଣନ୍ତୁ ପୁରା ମାମଲା

ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ସବୁ ବ୍ୟକ୍ତି ପାଇଁ ତାହାର ଭଉଣୀ ବହୁତ ଖାସ୍ ହୋଇଥାଏ , ଭାଇ ଭଉଣୀର ସଂମ୍ପର୍କ ଭରା ହୋଇଥାଏ  । ଏହି ସଂମ୍ପର୍କରେ କିଛି କଳି ଲଢେଇ ଝଗଡା ହୋଇଥାଏ ସେମିତି ଭାଇ ଭଉଣୀ ମଧ୍ୟରେ କେତେ ଲଢେଇ ହେଉ କି ନାହିଁ କିନ୍ତୁ ଦୁହେଁ ଜଣେ ଅନ୍ୟ ଜଣଙ୍କ ବିନା କଥା କରି ଅଧିକା ସମୟ ପର୍ଯ୍ୟନ୍ତ ରହିପାରେ ନାହିଁ  ଓ ଗୋଟେ ଥର ଯେବେ କଥା ହୋଇଯାଏ ତେବେ ଭାଇ ଭଉଣୀ ପ୍ରେମକୁ ଦେଖିକରି ଏମିତି ଲାଗେ କି ଯେପରି କିଛି ହୋଇନାହିଁ । ଭଉଣୀ ସବୁବେଳେ ନିଜ ଭାଇର ଦୀର୍ଘାୟୁ ହେବାର ଭଗବାନଙ୍କ ପାଖରେ ଗୁହାରୀ କରେ , ଭାଇ ବି ସବୁ ବିପଦରେ ନିଜ ଭଉଣୀର ରକ୍ଷା କରିବାପାଇଁ ବଚ୍ଚନ ଦିଏ , ଭାଇ ଭଉଣୀର ଏହି ପବିତ୍ର ବନ୍ଧନ ସବୁଠାରୁ ବଡ ହୋଇଥାଏ , ଭାଇ ଭଉଣୀ ଏକ ଭଲ ସାଙ୍ଗ ବି ହୋଇଥାନ୍ତି, ବହୁତଥର ଦେଖାଯାଈଛି କି ସବୁ ଭାଇ ନିଜ ଭଉଣୀର ଅସୁବିଧା ଦୁର କରିବାପାଇଁ କିଛି ବି କରିବାକୁ ପ୍ରସ୍ତୁତ୍ ହୋଇଯାଆନ୍ତି, ସେମିତି ଭାଇକୁ ହଇରାଣ ଭୋଗିବାକୁ ପଡିଯାଉନା କାହିଁକି, କିନ୍ତୁ ନିଜ ଭଉଣୀର ଅସୁବିଧା ସମାଧାନ କରିବାପାଇଁ ସେ ଯେ କୌଣସି ତରିକା ବାହାର କରିଦିଏ ।

ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ଏମିତି ଏକ ମାମଲା ବିଷୟରେ କହିବାକୁ ଯାଊଛୁ ଯେଉଁଠି ଭଉଣୀକୁ ହଇରାଣ କରୁଥିବା ଲୋକକୁ ସବକ୍ ଶିଖାଇବା ପାଇଁ ଭାଇ ଏକ ତରିକା ବାହାର କଲା ଯାହା ବିଷୟରେ ଜାଣିଲେ ଆପଣ ବି ଚକିତ ହୋଇଯିବେ , ସବୁଦିନ ସେ ଅସାମାଜିକ ବ୍ୟକ୍ତି ଭଉଣୀକୁ ହଇରାଣ କରୁଥିଲା , ଓ ଭାଇ ଭଉଣୀକୁ ହଇରାଣ କରୁଥିବା ଯୁବକକୁ ପାନେ ଦେବାପାଇଁ ମହିଳାଙ୍କ ଶାଢୀ ପିନ୍ଧିଲା, ତେବେ ଆସନ୍ତୁ ଜାଣିବା ପୁରା ମାମଲା । ଏହି ଖବର ମଧ୍ୟପ୍ରଦେଶର ନୁଆ ଗାଁରେ ଦେଖିବାକୁ ମିଳିଥିଲା, ଭଉଣୀ ସହ ଦୁବ୍ୟବହାର କରୁଥିବା ବ୍ୟକ୍ତିକୁ ଉଚିତ୍ ପାନେ ଦେବାପାଇଁ ଭାଇ ଏମିତି ଏକ ହତିଆର ଆପଣାଇଲା ଯେଉଁଥିରେ ଆରୋପୀ ଜାଲରେ ଫସିଗଲା

ଖବର ଅନୁସାରେ ଏମିତି କୁହାଯାଉଛି କି ଭଉଣୀକୁ ହଇରାଣ କରୁଥିବା ବ୍ୟକ୍ତି ଜଣଙ୍କୁ ଏକ ଉଚିତ୍ ପାନେ ଦେବାପାଇଁ ମଧ୍ୟପ୍ରଦେଶର ନୁଆ ଗାଁର ଜଣେ ଯୁବକ ମହିଳା କପଡା ପିନ୍ଧିବାର ଫଇସଲା ନେଲା ସୋନୁ ଓରଫ୍ ସୋନିଆ ପୁର୍ବରୁ ନିଜ ଭଉଣୀକୁ ହଇରାଣ କରୁଥିବା ବ୍ୟକ୍ତିକୁ ଫୋନ୍ କଲା, ଓ ତାପରେ ସେ ତାହା ସହ ବାଇକ୍ ରେ ଯିବାପାଇଁ ବାହାରିଗଲା, ଆପଣଙ୍କୁ କହିଦେବୁ କି ଦୁହେଁ ନିଶାରେ ଚୁର୍ ଥିଲେ , ଓ ସେ ସେଠାରେ ରାସ୍ତା ଭଟକିଗଲେ , ଓ ପୋଲିସ୍ ହାତରେ ଧରାପଡିଗଲେ । ଭିଲବାଡା ଜିଲ୍ଲାର ସବାଇପୁର ଥାନା ପ୍ରଭାରୀ ରାମ ସିଂ ଏମିତି କହିଲେ କି ରାତିରେ ପେଟ୍ରୋଲିଙ୍ଗ୍ ସମୟରେ ଚବାଡିଆ ଗାଁରୁ ଫୋନ୍ ଆସିଲା କି ବାଇକ୍ ରେ ଗୋଟେ ଯୁବକ ଓ ମହିଳା ଦେଖାଯାଇଛନ୍ତି

ଗାଁ ଲୋକେ ଚୋର ଭାବିକରି ସଂଦିଗ୍ଧ ମହିଳାକୁ ଧରିନେଇଛନ୍ତି, ଯୁବକ ବାଇକ୍ ରୁ ଦୌଡିପଳାଇବାକୁ ସଫଳ ରହିଲା, ଯେବେ ପୋଲିସ୍ ଦ୍ୱାରା ପଚାରାଉଚୁରା କରାଗଲା ତେବେ ଏହି କଥା ସାମ୍ନାକୁ ଆସିଲା କି ସୋନୁ ଏକ ବ୍ୟକ୍ତି ଥିଲା ଓ ସେ ନିଜ ଭଉଣୀକୁ ବଞ୍ଚାଇବାକୁ ଯାଇ ଏମିତି ମହିଳା ଭେଷ ନେଇଥିଲା, ଯିଏ ତା ଭଉଣୀକୁ ହଇରାଣ କରୁଥିଲା ସେ ଯୁବକର ନାଁ ମିଠୁ ଲାଲ୍ ଭିଲ ଥିଲା , ଆପଣଙ୍କୁ କହିଦେବୁ କି ମହିଳାର ରୁପ ଧାରଣ କରୁଥିବା ଯୁବକ ନିଜ ଗାଁରେ ଷ୍ଟେଜ୍ ପୋଗ୍ରାମ୍ ରେ ମହିଳା କଳାକାର ଅଭିନୟ କରିଥାଏ , ଯେଉଁଥିରେ ତାକୁ ସହଜରେ ସନ୍ଧେହ କରିହେବ ନାହିଁ ।

Leave a Reply

Your email address will not be published. Required fields are marked *