୧ ଟଙ୍କିଆ ଏହି ପଇସା ବନାଇପାରେ ଆପଣଙ୍କୁ ଧନୀ, ୱେବସାଇଡ୍ ରେ ବିକ୍ରିକରି କମାଇପାରିବେ ଲକ୍ଷାଧିକ ଟଙ୍କା – ଦେଖନ୍ତୁ ଏହି ସର୍ତ ଥିବା ଦରକାର
1 min readବହୁତ ଲୋକ ନିଜ ପୁରୁଣା ଜିନିଷ ଜମା କରି ରଖିବାର ଅଭ୍ୟାସ ହୋଇଥାଏ । ଏଥିରୁ କିଛି ଲୋକ ପୁରୁଣା ପଇସା ଜମା କରିବାର ସଉକ ରଖନ୍ତି । ଯାହାପାଇଁ ସେ ନିଜ ପାଖରେ ପୁରୁଣା ପଇସା ସଂମ୍ଭାଳିକରି ରଖନ୍ତି, କିମ୍ବା ପୁରୁଣା ପଇସା ଅଧିକା ପଇସା ଦେଇକରି କିଣନ୍ତି । ସମୟ ବହୁତ ଆଗକୁ ବଢିଯାଈଛି। ସମୟର ସହ ଲେଣଦେଣ କରିବା ପାଇଁ ନୋଟ୍ ବାଲା କରେନ୍ସି ଜାଗାରେ ଡିଜିଟାଲ୍ ପ୍ଲାଟଫର୍ମ ନିଆଯାଉଛି, ଏମିତିରେ ପଇସାର ଲେଣଦେଣ କଥା ବେଆଇନ୍ କାର୍ଯ୍ୟ ଅଟେ, କିନ୍ତୁ ଯେଉଁ ପଇସା ଏବେ ଆମର ଜୀବନରେ ଧୀରେ ଧୀରେ ଶେଷ ହୋଇଯାଉଛି ସେଥିରୁ ସେ ଅଧିକା ଆୟ କରାଯାଇପାରିବ ପୁରୁଣା ଓ ୟୁନିକ୍ ପଇସା ସଂଗ୍ରହ କରିବା ବାଲା ଏହି ପଇସା ପାଇଁ ଲକ୍ଷାଧିକ ଟଙ୍କା ଦେବାପାଇଁ ଗ୍ରାହକ ପ୍ରସ୍ତୁତ ରୁହନ୍ତି, ଅଧିକାଂଶ ଲୋକ ଏହି ପୁରୁଣା ପଇସାର ଭାଲ୍ୟୁ ବିଷୟରେ ଜଣାନଥାଏ, ସେ ଏହାକୁ କବାଡରେ ଦେଇଦିଅନ୍ତି, ଯେବେ କି ଏହି ପଇସା ଅକ୍ସନରେ କିମ୍ବା ୱେବସାଇଟ୍ ରେ ବିଦେଶୀ କଏନ୍ ମାର୍କେଟରେ ବିକ୍ରି କରି ଲକ୍ଷାଧିକ ଟଙ୍କା ମିଳିପାରିବ ।
ପୁରୁଣା ଜମାନାରେ ରାଜା ମହାରାଜା ସୁନା କିମ୍ବା ଚାନ୍ଦୀର ଅସରଫି ଓ ପଇସାକୁ ବ୍ୟବହାର କରୁଥିଲେ , ରାଜା ପୁରସ୍କାର ହିସାବରେ ନିଜ ପ୍ରଜାଙ୍କୁ ଏମିତି ପଇସା ଦେଉଥିଲେ , ୧୯୧୩ ରେ ଯେବେ ଭାରତ ଇଂରେଜ ଗୁଲାମ୍ ହେଉଥିଲା ତେବେ ସରକାର ୧ ଟଙ୍କିଆ ଗୋଟେ ପଇସା ଚଳାଇଥିଲେ, ଏହି ପଇସା ବହୁତ ରେୟାର୍ ଅଟେ, ଆଣ୍ଟିକ୍ ପଇସା ସଂଗ୍ରହଣ କରୁଥିବା ଏହି ପଇସାର ବହୁତ ଡିମାଣ୍ତ ଅଛି, ଏହି ପଇସା ଚାନ୍ଦୀରେ ତିଆରି ହୋଇଛି, ଏବେ ଏହି ପଇସା ଭିକ୍ଟୋରିଆନ୍ କ୍ୟାଟେଗୋରୀରେ ସାମିଲ୍ କରାଯାଇଛି, ଯଦି ଆପଣଙ୍କ ପାଖରେ ଏହି ପଇସା ଅଛି ତେବେ ତାହାକୁ ସଠିକ୍ ଜାଗାରେ ବିକ୍ରି କରି ୨୫ ଲକ୍ଷ ଟଙ୍କା କମାଇପାରିବେ । ଯଦି ଆପଣଙ୍କ ପାଖରେ ଏହି ପଇସା ଅଛି ତେବେ ଆପଣ ଏହି ଅନଲାନ୍ ୱେବସାଇଟ୍ ରେ ବିକ୍ରି କରିପାରିବେ
ଏକ ରିପୋର୍ଟ୍ ଅନୁସାରେ ଈଣ୍ତିଆମାର୍ଟ ୱେବସାଇଡ୍ ରେ ପଇସା ଲକ୍ଷେଟଙ୍କାରେ ବିକ୍ରି କରିପାରିବେ , ଆପଣଙ୍କୁ କହିଦେବୁ କି ଏମିତି ପୁରୁଣା ପଇସା କିମ୍ବା କିଛି ନୋଟ୍ ନିଲାମୀ ହେଉଛି, କିଛି ଇ-କମର୍ସ ୱେବସାଇଟ୍ ରେ ନିଲାମୀ ସୁବିଧା ଦିଆଯାଈଛି, ପୁରୁଣା ନୋଟ୍ ଓ ପଇସାର ଅନଲାଇନ୍ ନିଲାମୀ ପ୍ରୋସେସ୍ ସହଜ ଅଟେ , ଆପଣଙ୍କୁ ଏହି ୱେବସାଇଟ୍ ରେ ଯାଇକରି ନିଜ ଏକାଉଣ୍ଟ କରିବାକୁ ହେବ, ଯାହାପରେ ସେଲର୍ ରୁପରେ ନିଜକୁ ରେଜିଷ୍ଟର୍ କରିବାକୁ ହେବ , ରେଜିଷ୍ଟର ହେବା ପରେ ନିଜ ପଇସା ଫଟୋ ଏହି ୱେବସାଇଡ୍ ରେ ପକାଇପାରିବେ । କିଛି ସମୟ ପୁର୍ବରୁ ଏକ ରିପୋର୍ଟରୁ ସାମ୍ନାରେ ଆସିଲା ଏକ ୫ ଟଙ୍କିଆ ପୁରୁଣା ନୋଟ୍ ବହୁତ କମାଇହେଉଛି, ଏହାକୁ ଲକ୍ଷାଧିକ ଟଙ୍କାରେ ବିକ୍ରି ହେଉଛି । ସେଥିରୁ ସର୍ତ୍ତ ଏହା କି ନୋଟ୍ ୭୮୬ ସିରିଜ୍ ହେବା ଜରୁରି, ତେବେ ଆଉ ଡେରି କରନ୍ତୁ ନାହିଁ , ଓ ନିଜ ଆଖପାଖରେ ଏମିତି ନୋଟ୍ ପଇସା ଖୋଜନ୍ତୁ ଯାହାଦ୍ୱାରା ଆପଣ ଧନୀ ହୋଇପାରିବେ ।