October 18, 2024

Odia Express

Here, There and Everywhere

ଅରଖର ଗଛରୁ କରନ୍ତୁ ଏହି ବଡ ବଡ ରୋଗକୁ ଜଡରୁ ଚିକିତ୍ସା – ଆଜି ହିଁ ଜାଣି ନିଅନ୍ତୁ ଏହି ବିଷୟରେ – ଏହାର ଫାଇଦା ବିଷୟରେ ଜାଣିରଖନ୍ତୁ

1 min read

ବନ୍ଧୁଗଣ ଏକ ପୁରୁଣା ଲୋକକଥା ଅଛି , ଛୋଟ ତୀର କରେ ଗଂମ୍ଭୀର , ସେହି ଉପରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ଏକ ଏମିତି ଗଛ ବିଷୟରେ ଯାହାର ଶରୀରରେ ବଡ ବଡ ରୋଗ ଦୁର ହୋଈଯାଏ , ଏମିତି ଭାରତରେ ଏନେକ ପ୍ରକାରର ଗଛ ଲଗାଯାଏ , ଯାହାକୁ ବର୍ଷ ବର୍ଷ ଧରି ଔଷଧ ରୁପରେ ବ୍ୟବହାର କରାଯାଏ , ସେଥିରୁ ଗୋଟେ ହେଲା ଅରଖ ନାଁରେ ଜଣାଯାଏ । ଚିକିତ୍ସା ବିଜ୍ଞାନରେ ବହୁତ ବର୍ଷରୁ ଏକ ଦିବ୍ୟ ଔଷଧୀ ରୁପରେ ଏହାକୁ ଚିହ୍ନାଯାଇଛି, ଏହା ବିଷୟରେ ପ୍ରାଚୀନ କାଳରେ ଏକ ଅନୋଖା କଥା ବହୁତ ପ୍ରଚଳିତ୍ ଅଛି, ଏହା ସୁର୍ଯ୍ୟଙ୍କ ତେଜ ସହ ବଢିଥାଏ ଓ ସୁର୍ଯ୍ୟଙ୍କ ତେଜ ସହ କମ୍ ହୋଇଥାଏ , ଏହାର ପ୍ରଭାବ କମ୍ ହେବାକୁ ଲାଗେ,  ସେମିତି ବର୍ଷାର ଦିନରେ ଏହି ଗଛର ପ୍ରଭାବ ବିଲକୁଲ୍ ଶେଷ ହୋଇଯାଏ , ସୁର୍ଯ୍ୟଙ୍କ ନାମରୁ ଏହା ଜଣାଯାଏ ,ସେତିକି ଅରଖ ନାଁରେ , ଏହାର ସେମିତି ୪ ଟି ପ୍ରଜାତି ଅଛି, କିନ୍ତୁ ଭାରତରେ ମୁଖ୍ୟ କେବଳ ଦୁଇଟି ପ୍ରଜାତି ଅଛି, ଏହି ଦୁହେଁ ପ୍ରଜାତି ଅତି ଦୁର୍ଲଭ ମାନାଯାଇଛି । ରତ୍କାର୍କ- ଏହାର ଫୁଲ ବାହାରୁ ଶ୍ୱେତ ରଙ୍ଗର ଛୋଟ କଟୋରି ନୁମା ଓ ଭିତରୁ ଲାଲ୍ ଓ ବାଇଗଣି ରଙ୍ଗର ହୋଇଥାଏ, ଏଥିରେ କ୍ଷୀର କମ୍ ହୋଇଥାଏ ।ଶ୍ୱେତାର୍କ- ଏହାର ଫୁଲ ଲାଲ୍ ଅରଖରୁ କିଛି ବଡ, ହାଲକା ହଳଦିଆ ଶ୍ୱେତ କରବିର ଫୁଲ ସଦୃଶ୍ୟ ହୋଇଥାଏ , ଏହାର କେଶର ବି ବିଲକୁଲ୍ ଧଳା ହୋଇଥାଏ, ଏହା ପ୍ରାୟତଃ ମନ୍ଦିରରେ ଲଗାଯାଏ , ଏଥିରେ କ୍ଷୀର ଅଧିକା ଥାଏ ।

ସେମିତି ବୋଧେ ଏମିତି କିଛି ରୋଗ ଥିବ ଯାହା ଅରଖରୁ ଦୁର କରାଯାଇପାରିବ ନାହିଁ , ଏହା ଭୟଙ୍କର ରୁ ଭୟଙ୍କର ରୋଗ ଉପରେ ବିଶେଷ ପ୍ରଭାବ ପକାଏ , କିନ୍ତୁ ଆମେ ଆଜି ଶାରରୀକ ପୀଡାରୁ ମୁକ୍ତି ପାଇବାପାଇଁ ପ୍ରୟୋଗ କହିବୁ ଯାହାକୁ ଆପଣାଇ ଆପଣ ଆରାମ ପାଇପାରିବେ , କିନ୍ତୁ ବହୁତଥର ଆମକୁ ଏହି ଗଛ ବିଷୟରେ ଭୁଲ୍ ତରିକାରେ କରିଲେ କିଛି ଅସୁବିଧାର ସାମ୍ଣା କରିବାକୁ ପଡେ, ଏହାର ବ୍ୟବହାର କରୁଥିବା ସମୟରେ ପୁର୍ବରୁ ଜାଣିନିଅନ୍ତୁ କି କେଉଁ କେଉଁ ଜିନିଷରୁ ସାବଧନତା ରଖିବାକୁ ହେବ । ଏହି ଔଷଧୀ ରୁପି ଗଛର ପ୍ରୟୋଗ କରିବା ପୁର୍ବରୁ ଆପଣ ଧ୍ୟାନରେ ବୁଝିନିଅନ୍ତୁ କି ଏହାର କ୍ଷୀର ର ବୁନ୍ଧା ଆଖିରେ ପଡିବ ନାହିଁ ଅନ୍ୟଥା ଆଖି ଅନ୍ଧ ହୋଇପାରେ, ତାହା ସହ ଏହାକୁ ଛୁଇଁବା ସମୟରେ ସାବଧାନ ସହ ଦେଖିବାର ଅଛି, ଆସନ୍ତୁ ଜାଣିବା ବିଭିନ୍ନ ପୀଡାରୁ ବିଭିନ୍ନ ଉପାୟ ସଂବନ୍ଧିତ ବିଷୟରେ ।

ଯଦି ଆପଣଙ୍କ ଏଡିରେ ପୀଡା ହେଉଛି ତେବେ ଅରଖର ୧୫ଟି ଫୁଲକୁ ଏକ ଗୀନାର ପାଣିରେ ସିଝାଇଦିଅନ୍ତୁ, ସିଝାଇବାପରେ ଫୁଲ ଓ ପାଣିକୁ ଅଲଗା କରିଦିଅନ୍ତୁ, ଏବେ ପାଣି ଯେତେ ଗରମ ହୋଇଥିବ ସେଥିରେ ଏଡିକୁ ଧୋଇଦିଅନ୍ତୁ, ତାପରେ ଏହି ଫୁଲକୁ ଭଲ ଭାବେ ନିଚୁଡି ସୁତା କପଡାରେ ଏଡିରେ ବାନ୍ଧିଦିଅନ୍ତୁ, ଓ ଉପରେ ସକ୍ସ ଓ ଜୋତା ପିନ୍ଧିଦିଅନ୍ତୁ, ଏହାର ପ୍ରୟୋଗ ୧୦-୧୫ ମିନିଟ୍ କରିଲେ ଆପଣଙ୍କୁ ପୀଡାରୁ ଆରାମ ମିଳିବ , ଯଦି କାହାର ଆଣ୍ଠୁରେ ପୀଡା ହେଉଛି ତେବେ ସେହି ବ୍ୟକ୍ତିକୁଦ୍ୱିପହରରେ ଅରଖର ତାଜା ଡାଳରୁ କ୍ଷୀର ବାହାର କରି ଏହାକୁ ହାଲକା ହାତରେ ଆଣ୍ଠୁରେ ମାଲିକ୍ କରନ୍ତୁ, ମାଲିସ୍ ତେବେ ପର୍ଯ୍ୟନ୍ତ କରିବାର ଅଛି ଯେବେ ପର୍ଯ୍ୟନ୍ତ ପୁରା ଅବଶୋଷିତ ନହୋଇଯାଇଛି ,ଏମିତି ସବୁଦିନ କରିଲେ ୧୦-୧୫ ଦିନରେ ଫରକ ନଜର କରିବେ ।

ଅଣ୍ଟା ପୀଡା- ବହୁତ ଲୋକଙ୍କର ଅଣ୍ଟାପୀଡା ହେବାର ଅସୁବିଧା ଦେଖାଯାଏ ,ଏମିତିରେ ଅରଖର କ୍ଷୀରକୁ ଟିକିଏ କଳା ରାଶିରେ କୁଟିଦିଅନ୍ତୁ, ଯେବେ ଏହା ପତଳା ଲେପ ହୋଇଯିବ ତେବେ ତାକୁ ଗରମ କରନ୍ତୁ, ଓ ତାକୁ ପୀଡା ହେଉଥିବା ସ୍ଥାନରେ ଲଗାଇଦିଅନ୍ତୁ, ଯେବେ ତେଲ ଗାୟବ ହୋଇଯିବ , ତାହାପରେ ଅରଖର ପତ୍ରକୁ ରାଶିର ତେଲ କିମ୍ବା ସୋରିଷର ତେଲରେ ଚିପୁଡି କରି ତାୱାରେ ଗରମ କରି କଷ୍ଟ ହେଉଥିବା ସ୍ଥାନରେ ବାନ୍ଧିଦିଅନ୍ତୁ

ପାଇଲ୍ସ ସମସ୍ୟା ହେଲେ ଅରଖର ଗଛ କିମ୍ବା ଫୁଲକୁ ଆଗରେ ରଖିକରି ତାହା ଉପରେ ଯେଉଁ ଧୁଆଁ ବାହାରିବ ତାହାକୁ ପାଇଲ୍ସ ହୋଇଥିବା ସ୍ଥାନରେ ସେକିଲେ କିଛି ସମୟ ମଧ୍ୟରେ ଏହା ଜଡରୁ ଶେଷ ହୋଇଯାଏ , ଅରଖର ପତ୍ର ଓ ଡଠଳର ପାଣିରେ ଓଦା କରିଦିଅନ୍ତୁ, ଏହାର ପାଣି ପିଇଲେ ପାଇଲ୍ସ ପରି ସମସ୍ୟା ଦୁର ହୋଇଯାଏ ।

ବହୁତଦିନରୁ କାଶରୁ ଯଦି ଚିନ୍ତିତ ତେବେ ଅରଖର ଜଡକୁ ପେଷିକରି ସେଥିରେ ଟିକେ କଳା ମରିଚ ମିଶାଇଦିଅନ୍ତୁ, ଏହାପରେ ଛୋଟ ଛୋଟ ଗୋଳି ବନାଇଦିଅନ୍ତୁ, ଏବେ ଏହାର ସେବନ ସକାଳୁ ଓ ସଞ୍ଜରେ କରିଲେ ପୁରୁଣା ରୁ ପୁରୁଣା କାଶ ଦୁର ହୋଇଯିବ, ଏହାର ଛଡା ଅରଖର ଫୁଲକୁ ସୁଖାଇକରି ଚୁର୍ଣ୍ଣ ବନାଇଦିଅନ୍ତୁ, ଏହି ଚୁର୍ଣ୍ଣକୁ ପ୍ରତିଦିନ ଖାଇଲେ ଆସ୍ତମା,ଫୁସ୍ ଫୁସ୍ ଜନିତ ରୋଗ ଦୁର ହୋଇଯାଏ ।

ବହୁତଥର ଭୁଲରେ କାଚର ଖଣ୍ତ ଲାଗିଗଲେ ଏହା ରକ୍ତ ବାହାରିଥାଏ, ତେବେ ଆପଣ ସେହି ସ୍ଥାନରେ ଅରଖର କ୍ଷୀର ଲଗାଇଲେ କାଚ କିମ୍ବା କଣ୍ଟା ଆପେ ଆପେ ବାହାରିଯାଏ । ଯଦି ଆପଣଙ୍କ ନଖରେ କେଉଁ ପ୍ରକାରର ରୋଗ ସଂକ୍ରମଣ ହୋଇଯାଇଛି ତେବେ ଅରଖର ଗଛରଜଡକୁ ପାଣିରେ ପେଷିକରି ନଖରେ ଲଗାଇଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।

ଯଦି ଆପଣଙ୍କ ଶରୀରରେ କୁଣ୍ତିଆ ହେଉଛି, ଓ ଲାଲ ରଙ୍ଗର ଚକଟାପରି ଦାଗ ରହୁଛି, ତେବେ ଏହାପାଇଁ ଅରଖର ଜଡକୁ ଜଳାଇ ଅଙ୍ଗାର କରିଦିଅନ୍ତୁ ,ଏବେ ସେହି ଅଙ୍ଗାରକୁ ସୋରିଷ ତେଲରେ ମିଶାଇକରି କୁଣ୍ତିଆ ହୋଇଥିବା ସ୍ଥାନରେ ଲଗାଇଲେ ସମସ୍ୟା ଦୁର ହୋଇଯାଏ । ଆଜିକାଲି ଗଞ୍ଜାପଣ ସମସ୍ୟା ବହୁତ ଅଧିକା ବଢୁଛି, ଯେଉଁ ଲୋକଙ୍କର ବାଳ ଝଡିଯାଉଛି, ତାଙ୍କୁ ଅରଖର କ୍ଷୀରରୁ ଗଞ୍ଜା ପଣ ହେଉଥିବା ସ୍ଥାନରେ ଲଗାଇଲେ ବାଳ ଉତ୍ପନ୍ନ ହୁଏ, ଯଦି ଆପଣଙ୍କୁ ଷ୍ଟୋନର ସମସ୍ୟା ହୋଇଛି ତେବେ ଅରଖର ଫୁଲକୁ ପେଷିକରି ଏକ ଗିଲାସ କ୍ଷିରରେ ଘୋଳକରି ପ୍ରତିଦିନ ସକାଳୁ ୪୦ ଦିନ ଯାଏଁ ପିଇଲେ ଷ୍ଟୋନ୍ ବାହାରିଯାଏ । ପ୍ରତିଦିନ ସକାଳୁ ଅରଖରଅ ପତ୍ର ଡାଇବେଟିଜ୍ ସମସ୍ୟା ପୀଡିତ ବ୍ୟକ୍ତିଙ୍କୁ ପାଦରେ ଲଗାଇ ମୋଜା ପିନ୍ଧିଦିଅନ୍ତୁ, ରାତିରେ ଶୋଇବା ସମୟର ପୁର୍ବରୁ ଏହି ପତ୍ରକୁ ବାହାର କରିଦିଅନ୍ତୁ ଏହାର ନିୟମିତ ବ୍ୟବହାରକରିଲେ ସୁଗର ଲେବୁଲ୍ ନିୟନ୍ତ୍ରିତ ହୋଇଥାଏ ।

Leave a Reply

Your email address will not be published. Required fields are marked *