October 18, 2024

Odia Express

Here, There and Everywhere

ରୁଷିଯାଇଥିବା ପ୍ରେମିକାକୁ ଅଛି ମନାଇବା, ତେବେ ଏହି ସହଜ ତରିଆ ନିଶ୍ଚିତ ଆପଣାନ୍ତୁ – ସଂଗେ ସଂଗେ ମାନି ଯିବେ ପ୍ରେମିକା

1 min read

ଯେବେ ବ୍ୟକ୍ତି କେଉଁ ରିଲେସନସିପ୍ ରେ ଥାଏ ,ତେବେ ସେ ବହୁତଥର ନିଜ ପ୍ରେମୀ ପ୍ରେମିକା ମଧ୍ୟରେ ଛୋଟ ମୋଟ ପାଟିତୁଣ୍ତ କିମ୍ବା ଗଣ୍ତଗୋଳ ହୋଇଥାଏ, ସେମିତି ଦେଖାଯାଏ ତେବେ ପ୍ରେମର ଏମିତି ହୁଏ କିନ୍ତୁ ବହୁତଥର ଏମିତି ହୋଇଥେ କି ପ୍ରେମୀ ନିଜ ପ୍ରେମିକାକୁ ମଜାକ୍ ରେ କିଛି ଏମିତି କଥା କହିଦିଏ ଯାହା ଦ୍ୱାରା ତାର ପ୍ରେମିକା ରୁଷୀଯାଏ , ଏକ ଛୋଟ ମଜାକ୍ ପ୍ରେମୀ ପାଇଁ ବଡ ଚିନ୍ତାର କାରଣ ହୋଇଯାଏ , ଏତିକି ନୁହେଁ ଆପଣ ଏହି ଛୋଟ ମଜାକ୍ ର କାରଣରୁ ଆପଣଙ୍କ ପ୍ରେମିକା ରୁଷି ଦୁରକୁ ଚାଲିଯାଇପାରେ, ଓ ସଂମ୍ପର୍କରେ ଫାଟ ଆସିପାରେ,  ଯଦି ଆପଣ ସଂମ୍ପର୍କକୁ ମଜବୁତ୍ ବନାଇ ରଖିବାକୁ ଚାହୁଁଛନ୍ତି ତେବେ ନିଜ ପ୍ରେମିକାକୁ ଖୁସିରେ ରଖିବା ବହୁତ ଜରୁରୀ ହୋଇଥାଏ ,ଆଜି ଆମେ ଏହି ଲେଖ ମାଧ୍ୟମରେ ଆପଣଙ୍କ ରୁସିଯାଇଥିବା ପ୍ରେମିକାକୁ ମନାଇବାର କିଛି ତରିକା ବିଷୟରେ କହିବାକୁ ଯାଉଛୁ, ତେବେ ଆସନ୍ତୁ ଜାଣିବା ।

୧) ପ୍ରେମିକାକୁ କ୍ଷମା ମାଗନ୍ତୁ- ପ୍ରେମିକା ଯଦି ଆପଣଙ୍କୁ ନାରାଜ୍ ହୋଇଯାଇଛନ୍ତି ତେବେ ସବୁଠାରୁ ପ୍ରଥମେ ତାଙ୍କ ନାରାଜ୍ ହେବାର୍ କାରଣ ପଚାରି ବୁଝନ୍ତୁ, ଓ ଏହାର ପଛରେ କେଉଁଠି ନା କେଉଁଠି ଆପଣଙ୍କ ଭୁଲ୍ ଅଛି, ତେବେ ଆପଣ ନିଜ ପ୍ରେମିକାକୁ କ୍ଷମା ମାଗିବା ବିଲକୁଲ୍ ଡେରି କରନ୍ତୁ ନାହିଁ । ଆପଣ ତାହାର ହାତ ଧରି ନିଜ ଭୁଲର କ୍ଷମା ମାଗନ୍ତୁ, ଯଦି ଆପଣ କ୍ଷମା ମାଗିଦେବେ ତେବେ ଆପଣ ଛୋଟ ହୋଇଯିବେ ନାହିଁ ,ପ୍ରେମିକାର ନଜରରେ ଆପଣଙ୍କ ଇଜ୍ଜର ଆହୁରି ଅଧିକା ବଢିଯିବ , ଓ ପ୍ରେମିକାଙ୍କ ରାଗ ବି ଶାନ୍ତ ହୋଇଯିବ ।

୨) ପ୍ରେମିକା ସହ ଯୁକ୍ତି କରନ୍ତୁ ନାହିଁ – ଯଦି କେଉଁ କଥାକୁ ନେଇକରି ଆପଣଙ୍କ ପ୍ରେମିକା ନାରାଜ ହୋଇଯାଇଛି, ତେବେ ଆପଣ ତାଙ୍କ ସହ ଯୁକ୍ତି କରନ୍ତୁ ନାହିଁ , ତାଙ୍କୁ ମନାଇବା ଚେଷ୍ଟା କରନ୍ତୁ । ଭଲ ହେବ କି ଏହି ମାମଲାକୁ ଶାନ୍ତ ଦିମାଗରେ ସମାଧାନ କରିବେ , ଏହା ସହ ଆପଣ ନିଜ ପ୍ରେମିକାକୁ ଏହି କଥାର ଭରସା ଦିଅନ୍ତୁ କି ଆପଣଙ୍କ ସହ୍ ଯାହା ଭୁଲ୍ ହୋଇଛି ତାହା ଆପଣଙ୍କୁ ପଶ୍ଚାତାପ ଅଛି,  ଓ ଆଗାମୀ ଭବିଷ୍ୟତରେ ଏମିତି କିଛି ଭୁଲ୍ କରିବେ ନାହିଁ  ।

୩) ହସି ମଜାକ୍ ର କଥା କୁହନ୍ତୁ- ଯେବେ କେଉଁ ବ୍ୟକ୍ତି ରାଗିଯାଏ ,ତେବେ ସେହି ସମୟରେ ତାଙ୍କୁ ହସ ମଜାକ୍ କଲାଭଳି କଥା କହି ତାଙ୍କୁ ହସାଇବେ , ତେବେ ତାଙ୍କ ହସ ସାଙ୍ଗେ ସାଙ୍ଗେ ଦୁର ହୋଇଯାଏ , ଏଥିପାଇଁ ଆପଣ ନିଜର ରାଗିଥିବା ପ୍ରେମିକାକୁ ମନାଇବାକୁ ତାଙ୍କ ସାମ୍ନାରେ କିଛି ହସିମଜାକ୍ ହେଉଥିବା କଥା କୁହନ୍ତୁ, ଯାହାଦ୍ୱାରା ଆପଣଙ୍କୁ ରାଗ କରିପାରିବେ ନାହିଁ ।

୪) କିଛି ଭଲ ଉପହାର ଦିଅନ୍ତୁ- ଯେପରି ଆପଣ ସମସ୍ତଙ୍କୁ ଜଣାଅଛି କି ଝିଅଙ୍କୁ ସରପ୍ରାଇଜ୍ ବହୁତ୍ ପସନ୍ଦ ହୋଇଥାଏ, ତେବେ ଆପଣ ନିଜ ପ୍ରେମିକାକୁ ଏମିତି କିଛି କଥା କୁହନ୍ତୁ ନାହିଁ , ଯାହାଦ୍ୱାରା ସେ ନାରାଜ୍ ହୋଇଯିବେ , ଯଦି ଆପଣଙ୍କୁ କେଉଁ କଥାରେ ନାରାଜ୍ ହୋଇଯାଆନ୍ତି, ତେବେ ନିଜ ପ୍ରେମିକାକୁ କିଛି ଭଲ ଉପହାର ଦିଅନ୍ତୁ, ଆପଣ ତାଙ୍କୁ କିଛି ଭଲ ସରପ୍ରାଇଜ୍ ଦେବା ବିଲକୁଲ୍ ଭୁଲିବେ ନାହିଁ, ଯଦି ଆପଣଙ୍କ ପ୍ରେମିକାଙ୍କ ପସନ୍ଦର କିଛି ସରପ୍ରାଇଜ୍ ଦିଅନ୍ତି ତେବେ ତାଙ୍କୁ ବହୁତ ଭଲ ଲାଗିବ , ଓ ସେ ଆପଣଙ୍କ ବିଗତ ସବୁ କଥାକୁ ଭୁଲିପାରନ୍ତି, ଓ ତାଙ୍କର ରୁଷିବା ଦୁର ହୋଇଯାଇପାରେ ।

୫) ବନ୍ଧୁଙ୍କ ସାହାଯ୍ୟ ନିଅନ୍ତୁ- ସବୁଠାରୁ ମହତ୍ତ୍ୱପୁର୍ଣ୍ଣ ଜରୁରୀ କଥା ସବୁବେଳେ ଧ୍ୟାନରେ ରଖନ୍ତୁ କି ଆପଣଙ୍କ ପ୍ରେମିକାର ମୁଡ୍ ଆପଣଙ୍କୁ ଇଗ୍ନୋର୍ କଲାଭଳି ଲାଗେ ତେବେ କିଛି ଏମିତି କରନ୍ତୁ ଯାହାଦ୍ୱାରା ସେ ଆପଣଙ୍କୁ ମିସ୍ କରୁଛନ୍ତି ବୋଲି ଲାଗିବ, ଆପଣ ନିଜ ସାଙ୍ଗର ସାହାଯ୍ୟ ନେଇପାରିବେ ,କିନ୍ତୁ ଏହି କଥାର ଧ୍ୟାନ ରଖିବେ କି ସେ ଆପଣଙ୍କ ପ୍ରେମିକାକୁ ଏହି ବିଷୟରେ କିଛି ନ କୁହନ୍ତୁ ।

Leave a Reply

Your email address will not be published. Required fields are marked *