October 17, 2024

Odia Express

Here, There and Everywhere

ମଜାଦାର ଓଡ଼ିଆ ଚତୁର ପ୍ରଶ୍ନ – ଗୋଟିଏ ଶବ୍ଦ ରେ ଉତ୍ତର ଦିଅ – ଗୋଟିଏ ଗାଁ ର ନାମ,ଗୋଟିଏ ରାଜାର ନାମ,ଗୋଟିଏ ଚଳଚିତ୍ର ର ନାମ ଓ ଗୋଟିଏ ନାଟକ ର ନାମ – କେବଳ ଚତୁର ଲୋକ ସଠିକ ଉଆଟ ଦେଇପାରିବେ..

1 min read

ବନ୍ଧୁଗଣ ଆମେ ପିଲା ଦିନ ବହିରେ ଢଗ ଢମାଳି ପଢୁଥିଲେ ଓ ଏହା ନିଶ୍ଚୟ ଅତ୍ୟନ୍ତ କୌତୁହଳ ଅଟେ |ପିଲାଦିନେ ପଢ଼ୁଥିବା ଏହି ପାଠ ଗୁଡିକ ଯଦି ଏବେ ଉତର ମନେ ପଡି ଯାଏ ତେବେ ଖୁବ ଖୁସି ଲାଗେ | ଆପଣଙ୍କ ଓଡ଼ିଆ ବହିରେ ମଧ୍ୟ ପଢା ହେଇଥିବା ଢଗ ଢମାଳି ମନେ ଅଛି କି ? ଆପଣାକୁ ଏହା କିପରି ଲାଗେ ? ତେବେ ଆଜି ଆମେ ଆପଣଙ୍କ ପାଇଁ ଏପରି କିଛି ନୂଆ ନୂଆ ପ୍ରଶ୍ନ ଉତ୍ତର ନେଇଛ ଆସିଛି ଯାହା ପ୍ରଶ୍ନ ଶୁଣିଲେ ଆପଣ ଉତ୍ତର ଶୁଣିବା ଓ ଉତ୍ତର ଦେବାକୁ ଇଚ୍ଛା ପ୍ରକାଶ କରିବେ ,ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ଏହି ବିଭାଗ

ପ୍ରଶ୍ନ  – ଜଣେ ଭାଇ ତା ଭଉଣୀକୁ ଗୋଟିଏ ଫଳ ଦେଲା ଓ କହିଲା ଭୋକ ଲାଗିଲେ ଖାଇଦବୁ,ଶୋଷ ଲାଗିଲେ ପିଇଦବୁ, ଶୀତ ଲାଗିଲେ ଯାଳିଦେବୁ,ତାହା କେଉଁ ଫଳ?

ଉ:- ନଡ଼ିଆ

ପ୍ରଶ୍ନ  – ଏମିତି କେଉଁ ଜିନିଷ ଯାହାକୁ ଆମେ କାଟିଥାଉ ପେଶି ଥାଉ, ବାଣ୍ଟି ଥାଉ କିନ୍ତୁ ଖାଇ ନଥାଉ?

ଉ:- ତାସ ପତା

ପ୍ରଶ୍ନ  – ଜଣେ ଲୋକ ପନ୍ଦର ଟଙ୍କାରେ ନଡ଼ିଆ କିଣି ୧୦ ଟଙ୍କାରେ ବିକିଲା ପରେ ସେ କିପରି ଲକ୍ଷାପତି ହେଲା?

ଉ:- ପୂର୍ବରୁ ସେ କୋଟିପତି ଥିଲା

ପ୍ରଶ୍ନ  – ଯାଇଥିଲି ଉତ୍ତର,ଦେଖି ଆସିଲି ଫଳ ଉପରେ ପତର,ସେ କଣ?

ଉ:- ସପୁରୀ

ପ୍ରଶ୍ନ  – ନ ରେ ଆରମ୍ଭ ନ ରେ ଶେଷ ଯିଏ ଦେଖେ ସାରା ଦୁନିଆ ଦେଶ, ତେବେ କୁହନ୍ତୁ ଏହାର ଉତ୍ତର କଣ?

ଉ:- ନୟନ

ପ୍ରଶ୍ନ  – ସହରରୁ ଆସିଲା ଟୋକାଟିଏ ମୁଣ୍ଡରେ ତାର ଟୋପି ଟିଏ,ସେ କଣ?

ଉ:- ତାଳ

ପ୍ରଶ୍ନ  – ଗୋଟିଏ ଗଛରେ ଗୋଟିଏ ଫୁଲ ପରିବାରେ ତାକୁ ଖାଇଥାଉ, ଦା କଟୁରୀରେ ତାକୁ କାଟିଥାଉ,ତାହା ଯେଉଁ ଫୁଲ?

ଉ:- ଫୁଲ କୋବି

ପ୍ରଶ୍ନ  – କେଉଁ ଗଛର ଫୁଲ ରାତିରେ ଫୁଟେ ରାତିରେ ହିଁ ଝଡିଯାଏ?

ଉ:- ଡିମିରି ଫୁଲ

ପ୍ରଶ୍ନ  – ପବନରେ ଚାଲେ ଘରି ଘରିପବନ ସରିଲେ ପଡେ ମୁଁ ମାଟି କାମୁଡ଼ି କୁହନ୍ତୁ ମୁଁ କିଏ?

ଉତ୍ତର:- ଟାୟାର

ପ୍ରଶ୍ନ  – ଗୋଟିଏ ଶବ୍ଦ ରେ ଉତ୍ତର ଦିଅ – ଗୋଟିଏ ଗାଁ ର ନାମ,ଗୋଟିଏ ରାଜାର ନାମ,ଗୋଟିଏ ଚଳଚିତ୍ର ର ନାମ ଓ ଗୋଟିଏ ନାଟକ ର ନାମ

ଉତ୍ତର – ସଠିକ ଉତ୍ତର ହେଉଛି ହରିଶ୍ଚନ୍ଦ୍ର

Leave a Reply

Your email address will not be published. Required fields are marked *