June 27, 2025

Odia Express

Here, There and Everywhere

କେବଳ ୨୧ ଦିନ ଲଗାତାର ଖାଲି ପେଟରେ ଅଁଳା ଜୁସ୍ ପିଅନ୍ତୁ, ତାପରେ ଦେଖନ୍ତୁ ଆପଣଙ୍କ ସହ କଣ ହେବ ?

1 min read

ଅଁଳା ଏକ ଭଲ ଔଷଧୀ ଅଟେ, ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଫଳରୁ ଗୋଟେ ବୋଲି ଜଣାଯାଏ , ଅଁଳାର ବ୍ୟବହାର ଅନେକ ରୁପରେ କରାଯାଏ , ବହୁତ ଲୋକ ଏହାର ଆଚାର ବନାଇକରି ଖାଇବାକୁ ପସନ୍ଦ କରନ୍ତି, ବହୁତ ଲୋକ ଏହାକୁ କଞ୍ଚା ଖାଇବାକୁ ପସନ୍ଦ ବି କରନ୍ତି, ବହୁତ ଲୋକ ଏହାର ରସ ବାହାର କରି ପିଅନ୍ତି । ଅଁଳାର ସେବନରୁ ଶରୀରରେ ଅନେକ ରୋଗର ନିରାକରଣ ହୋଇପାରିବ, ଏହା ପ୍ରାକୃତିକ ଔଷଧୀ ଅଟେ, ଯାହା ଆମ ଶରୀର ପାଇଁ ଫାଇଦା ଦାୟକ ଅଟେ, ଯଦି ସକାଳୁ ଖାଲି ପେଟରେ ଅଁଳା ଖିଆଯାଏ ନହେଲେ ଏହାର ଜୁସ୍ ପିଇବେ ତେବେ ପୁରା ଦିନ ଭଲରେ ଯାଇଥାଏ, ଅଁଳାର ଜୁସରେ ଭିଟାମିନ୍ ସି ଓ ଆଇରନ୍ ଭରପୁର୍ ମାତ୍ରାରେ ହୋଇଥାଏ,  ଆମର ଶରୀରରେ ସବୁଦିନ ଭିଟାମିନ୍ ସି ର ଦରକାରିତା ୫୦ ମିଲି ଗ୍ରାମ ହୋଇଥାଏ, ଏହାର ଦରକାରିତା ଆମେ ଅଁଳା ଜୁସ୍ ଦ୍ୱାରା ପୁରା କରିପାରିବା, ଆସନ୍ତୁ ଜାଣିବା ଅଁଳା ଜୁସ୍ ଦ୍ୱାରା ଆମେ କେଉଁ କେଉଁ ରୋଗ ଠିକ୍ କରିପାରିବା ।

୧) କବଜ୍- ଅଁଳା ଜୁସ୍ ପିଇଲେ ପାଚନଶକ୍ତି ମଜବୁତ୍ ହୁଏ , ଯାହାଦ୍ୱାରା କବଜ୍ ସମସ୍ୟା ହୁଏ ନାହିଁ ।

୨) ଥଣ୍ତା କିମ୍ବା ଜ୍ୱର – ଅଁଳାରେ ଭିଟାମିନ୍ ସି ଭରପୁର୍ ମାତ୍ରାରେ ମିଳିଥାଏ ,ଯାହା ଶରୀରର ଇମ୍ୟୁନିଟି ମାନେ ରୋଗ୍ ପ୍ରତିରୋଧକ କ୍ଷମତାକୁ ମଜବୁତ୍ କରିଥାଏ , ଏହାର ଜୁସ୍ ପିଇଲେ ଆପଣଙ୍କୁ ଥଣ୍ତା କାଶ ଆଦି ଦୁର ହୋଇପାରିବ ।

୩) କୋଲେଷ୍ଟ୍ରୋଲ୍ କୁ କମ୍ କରେ – ଅଁଳାର ଜୁସ୍ ପିଇଲେ କୋଲେଷ୍ଟ୍ରୋଲ୍ କମ୍ ହୋଇଥାଏ , ଯଦି କେଉଁ ବ୍ୟକ୍ତି କୋଲେଷ୍ଟ୍ରୋଲ୍ ରୋଗୀ ହୋଇଥିବେ ତେବେ ଏକ ଗିଲାସ ଜୁସ୍ ତାଙ୍କ ପାଇଁ ଉଚିତ୍ ହେବ , ଏହାକୁ ସବୁଦିନ ପିଇଲେ ଖରାପ କୋଲେଷ୍ଟ୍ରୋଲ୍ ମାତ୍ରା କମ୍ ହେବାକୁ ଲାଗେ

୪) ରକ୍ତକୁ ସଫାକରେ ଅଁଳା- ଯଦି ପ୍ରତିଦିନ ଅଁଳାକୁ ସେବନ କରିଲେ ତେବେ ଏହା ମଇଳା ରକ୍ତକୁ ବାହାର କରି ସଫା ରକ୍ତ ଉତ୍ପନ୍ନ କରାଏ ,

୫) ବାଳ ପାଇଁ ଉପଯୋଗୀ- ଅଁଳାର ରସ ପିଇଲେ ବାଳ, ଲମ୍ବା ଘନ ଓ ଚମକଦାର ହୋଇଥାଏ , ଏହା ବାଳକୁ ଅତି ଜଲଦି ବଢିବାରେ ବି ସାହାଯ୍ୟ କରେ, ଅସମୟରେ ଧଳା ବାଳ ହୋଇଥିଲେ ଏହାର ଜୁସ୍ ପିଇଲେ କଳା ବାଳ ହୋଇଯାଏ ।

୬) ଶକ୍ତି ବଢାଏ- ଅଁଳାର ସେବନରେ ଶରୀରରେ ଶକ୍ତି ବଢାଇଥାଏ,

୭) ପରିଶ୍ରା ଜଳାପୋଡାକୁ କରିଥାଏ ଦୁର – ଅଁଳାର ସେବନରୁ ପରିଶ୍ରାରେ ଆସୁଥିବା ଜ୍ୱଳନ ଦୁର ହୋଇଯାଏ,  ପରିଶ୍ରା ଜ୍ୱଳନ ହେଲେ ୩୦ ଏମ୍ ଏମ୍ ଅଁଳାର ରସକୁ ସବୁଦିନ ଦିନରେ ଦୁଇଥର ପିଇବା ଉଚିତ୍ ।

୮) ଗ୍ୟାସକୁ କରେ ଦୁର- ଅଧିକା ରାଗ ଚଟପଟା ଖାଇଲେ ପେଟର ଗ୍ୟାସ ସୃଷ୍ଟି ହୁଏ,  ଅଁଳାରେ ଆଣ୍ଟି ଏକ୍ସିଡେଣ୍ଟ ଓ ଆଣ୍ଟି ଇମ୍ପ୍ଲେମେଣ୍ଟାରୀ ଗୁଣ ମିଳିଥାଏ, ଯାହା ପେଟରେ ଗ୍ୟାସ୍ କରିବାକୁ ଦିଏ ନାହୀଁ ।

୯) ଆଖି ସଂବନ୍ଧିତ ଅସୁବିଧା ପାଇଁ ପିଅନ୍ତୁ ଅଁଳାର ଜୁସ୍- ଅଁଳାର ଜୁସ୍ ସେବନ କରିଲେ ଆଖିର ସଂବନ୍ଧିତ ଅସୁବିଧା ଦୁର ହୋଈଯାଏ , ଏଥିରେ ଆଖିର ରଶ୍ମୀ ବଢିଥାଏ ।

୧୦) ପାଇଲ୍ସ ପାଇଁ ଫାଈଦାଦାୟକ-କବଜ୍ ହେବାରୁ ପାଇଲ୍ସ ରୋଗ ହୋଇଥାଏ, ଅଁଳାର ଜୁସ୍ ପିଇଲେ କବଜ୍ ସମସ୍ୟା ଦୁର ହୋଇଯାଏ,  ଅନ୍ୟ ପଟେ ବାବାଶୀରକୁ ଦୁର କରେ ।

୧୧) ମୁହଁର ଛାଲର ଚିକିତ୍ସା- ଯଦି ଅଁଳାର ଜୁସ୍ ରେ କୁଳୁକୁଳି କରନ୍ତି, ତେବେ ଏହା ଛାଲ ପଡିବାରୁ ରକ୍ଷା କରେ ।

୧୨) ମହିଳାଙ୍କ ପାଇଁ ଫାଇଦାଦାୟକ- ଯଦି ଦିନରେ ଦୁଇରୁ ତିନିଥର ଅଁଳାର ଜୁସ୍ ପିଅନ୍ତି ତେବେ ମହିଳାଙ୍କ ପିରିୟଡ୍ ସ୍ଂବନ୍ଧିତ ଅସୁବିଧା ଦୁର ହୋଈଯାଏ ।

୧୩) ଡାଇବେଟିଜ୍ ପାଇଁ ଫାଇଦାଦାୟକ- ଅଁଳାରେ ଗେଲିକ୍ ଏସିଡ୍, ଗେଲୋଟେନିନ୍ , ଏଲୋଜିକ୍ ଏସିଡ୍ ଓ କେରୋଲେଗିନ୍ ହୋଇଥାଏ, ଯାହା ବ୍ଲଡ୍ ଗ୍ଲୁକୋଜ୍ ଲେବୁଲ୍ କମ୍ କରି ଥାଏ , ସକାଳୁ ଖାଳି ପେଟରେ ଅଁଳାର ରସ ପିଇବା ଜରୁରୀ ।

୧୪) ବ୍ରଣ କରିଥାଏ ଦୁର- ଅଁଳାର ଜୁସ୍ ଦ୍ୱାରା ବ୍ରଣ ଦୁର ହୋଈଯାଏ , ଯଦି ଚେହେରାରେ ଦାଗ୍ ଅଛି ତେବେ କଟନ୍ କପଡା ସାହାଯ୍ୟରେ ଚେହେରାରେ ଅଁଳା ଲଗାନ୍ତୁ, ଏଥିରେ ଦାଗ ଚିହ୍ନ ସବୁ ଦୁର ହୋଇଯିବ , ଓ ଚେହେରା ଚମକ ଆସିବ ।

୧୫) ଆସ୍ତମା ପାଇଁ ଫାଇଦାଦାୟକ- ଅଁଳାର ସେବନରେ ଆସ୍ଥମା ଓ ବ୍ରାକାଇଟିସ୍ ପରି ଫୁସ୍ ଫୁସ୍ ଜନିତ ରୋଗ ଦୁର ହୋଇଯାଏ ।

୧୬) କ୍ୟାନସର୍ ରୁ ରକ୍ଷା- ଏଥିରେ ଆଣ୍ଟୀ ଇମ୍ପ୍ଲେମେଣ୍ଟାରୀ ଭିଟାମିନ୍ ସି ଓ ଆଣ୍ଟିଏକ୍ସିଡେଣ୍ଟ ମିଳିଥାଏ, ଏହା ସବୁ ତତ୍ୱ କ୍ୟାନସର୍ ପରି ରୋଗରୁ ରକ୍ଷା କରେ, ଏଥିପାଇଁ ସବୁଦିନ ଏକ ଗିଲାସ ଅଁଳାର ଜୁସ୍ ପିଇଲେ ଗ୍ୟାସ୍ ପରି ସମସା ଦୁର ହୋଇଯାଏ ।

୧୭) ହୃଦୟ ପାଇଁ ଫାଇଦାଦାୟକ- ଅଁଳା ହୃଦୟକୁ ସୁସ୍ଥ୍ୟ୍ ରଖିବାରେ କାମ କରେ,  ଏଥିରେ ଆମିନୋ ଏସିଡ୍, ଓ ଆଣ୍ଟୀ ଏକ୍ସିଡେଣ୍ଟ ମିଳିଥାଏ, ଯାହା ହୃଦୟକୁ ସୁସ୍ଥ୍ୟ ରଖେ ।

୧୮) ତ୍ୱଚାପାଇଁ ଫାଇଦାଦାୟକ- ଏହି ଅଁଳାର ରସରେ ଆଣ୍ଟିଏକ୍ସିଡେଣ୍ଟ ପ୍ରଚୁର ମାତ୍ରାରେ ମିଳିଥାଏ, ଯାହା ବଢୁଥିବା ବୟସର ପ୍ରଭାବ ଚେହେରାରେ ପଡିବାକୁ ଦିଏନାହିଁ , ଅଁଳାର ଜୁସ୍ ପିଇଲେ ତ୍ୱଚା ଲମ୍ବା ସମୟରୁ ଜୁବା ଦେଖାଯାଏ,

ଅଁଳାରଜୁସ୍ ବନାଇବାକୁ ହେଲେ ଆପଣଙ୍କୁ ଅଁଳା ପ୍ରୟୋଗ କରିଆର ଅଛି, ଅଁଳାର ଛୋଟ ଛୋଟ ଖଣ୍ତକୁ କାଟି ଏବେ ମିକ୍ସର୍ ରେ ପକାଇ ଏହାର ରସ ବାହାର କରିଦିଅନ୍ତୁ, ତାପରେ ସବୁଦିନ ଏହି ଜୁସ୍ ପିଅନ୍ତୁ, ଏହା ଫାଇଦାଦାୟକ ହେବ,  ଅଁଳାର ରସର ଜୁସ୍ ବନାଇବାରେ ଅଁଳାକୁ କଦୁକସ୍ କରିପାରିବେ ଓ ଏହି କଦୁକସ୍ ପାଇଁ ଅଁଳାକୁ ଭଲ ଭାବେ ଚିପୁଡିଦିଅନ୍ତୁ, ଅଁଳାର ରସ ପ୍ରାପ୍ତ କରିପାରିବା, ଏବେ ଆପଣଙ୍କ ଜୁସ୍ ତିଆରି ହୋଇଯାଇଛି, ଆପଣ ଟିକିଏ ପାଣି ବି ମିଶାଇପାରିବେ ।

Leave a Reply

Your email address will not be published. Required fields are marked *