October 18, 2024

Odia Express

Here, There and Everywhere

ଗୋଟିଏ ରାତିରେ ପେଟ ସଫା କରିବାର ଉପାୟ – ପେଟରେ ଥିବା ସବୁ ମଇଳା ସଫା ହେଇଯିବ..

ସାଙ୍ଗମାନେ ଭୁଲ ଖାଦ୍ୟପେୟ ଯୋଗୁଁ ପେଟରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ।ଯେବେ କୌଣସି ବ୍ୟକ୍ତିର ପେଟରେ ଗ୍ୟାସ ବା କବଜ ସମସ୍ୟା ଦେଖା ଦେଇଥାଏ ତ ସେ ଖଟା ହେକୁଡ଼ି ମାରିଥାଏ।ଛାତିର ଜଳନ ସମସ୍ୟା ପାଇଁ ସେ ବହୁତ କଷ୍ଟ ସହିଥାଏ।ଏପରି ହେବ ଦ୍ଵାରା ଲୋକମାନଙ୍କୁ ଭୋକ ଲାଗି ନଥାଏ ଓ ପେଟ ଠିକ ଭାବେ ସଫାହୋଇ ନଥାଏ।ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କ ପାଇଁ ଏପରି ଏକ ଉପାୟ ନେଇ ଆସିଚି ଯାହାଦ୍ଵାରା ଆପଣ ଆପଣଙ୍କ ପେଟ ସମସ୍ୟା ଗୋଟିଏ ଥରରେ ମୂଳରୁ ଶେଷ କରିପାରିବେ।ତ ଚାଲନ୍ତୁ ଆରମ୍ଭ କରିବା ଆଜିର ଉପାୟ।

ସାଙ୍ଗମାନେ ଏହି ଉପାୟକୁ ତିଆରି କରିବା ପାଇଁ ଆପଣ ପ୍ରଥମେ ନେବେ ଅଧା ଗ୍ଲାସ ପାଣି।ଏଥିରେ ଆମେ ପ୍ରଥମ ଜିନିଷ ଭାବେ ବ୍ୟବହାର କରିବା ଲେମ୍ବୁ।ଆପଣ ମାନେ ସମସ୍ତେ ଜାଣିଥିବେ ଯେ ଲେମ୍ବୁରେ ସାଇଟ୍ରିକ ଏସିଡ ଓ ଭିଟାମିନ ସି ମିଳିଥାଏ।ଏହା ଆମ ପେଟ ଭିତରୁ ଗ୍ୟାସ ଓ କବଜ ସମସ୍ୟାକୁ ଦୂର କରିଥାଏ।ଆପଣ ସେହି ଅଧା କଟା ଲେମ୍ବୁର ରସ ସେହି ପାଣିରେ ମିଶାଇ ଦିଅନ୍ତୁ।ଏହାପରେ ଆମେ ଦ୍ଵିତୀୟ ଜିନିଷ ଭାବେ ବ୍ୟବହାର କରିବେ ଧନିଆ।ସାଙ୍ଗମାନେ ଏହାର ବ୍ୟବହାର ଖାଦ୍ୟରେ କରା ଯାଇଥାଏ।

ଆମେ ଏହି ଧନିଆ ସାହାଯ୍ୟରେ ଆମ ପେଟରେ ଥିବା କବଜ ସମସ୍ୟାକୁ ଦୂର କରିପାରିବା।ଏହି ଧନିଆରେ ବହୁତ ଏପରି ଗୁଣ ରହିଥାଏ ଯାହା ଆମ ପେଟର ସମସ୍ତ ସମସ୍ୟାକୁ ଦୂର କରିଥାଏ।ଏବେ ଏହାକୁ ପେଶି କରି ଏହାର ଗୁଣ୍ଡ ବାହାର କରିଦିଅନ୍ତୁ।ଏବେ ଆପଣ ଗୋଟିଏ ଚାମଚ ଏହି ପେଶିଥିବା ଧନିଆ ଗୁଣ୍ଡ ପାଣିରେ ମିଶାଇ ଦିଅନ୍ତୁ।ଏକ ଚାମଚ ସହାୟତାରେ ଏହାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ।ଯଦି ଆପଣ କୌଣସି ବି ପ୍ରକାର ପେଟର ସମସ୍ୟା ଦ୍ଵାରା ପୀଡିତ ଅଛନ୍ତି ତ ଆପଣ ଏହାକୁ ବ୍ୟବହାର କରିପାରିବେ।

ଏହାକୁ ଆପଣମାନେ ଭଲ ଭାବେ ମିଶାଇ ଦେବେ।ଏହାଦ୍ବାରା ଆପଣଙ୍କୁ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ହେବ ନାହିଁ।ଏହା ଏତେ ପ୍ରଭାବ ଶାଳୀ ଯେ ଯଦି ମୁଁ କହିଥିବା ଅନୁସାରେ ଆପଣ ଏହାକୁ ପ୍ରୟୋଗ କରନ୍ତି ତ ଆପଣଙ୍କ ପେଟର ସମସ୍ୟା ଅତି ସହଜରେ ଦୂର ହୋଇଯିବ।ଆପଣ ଏହାକୁ ସମସ୍ତ ଲୋକ ମାନଙ୍କୁ କହିବେ ଯେଉଁମାନେ ପେଟ ସମସ୍ୟା ଦ୍ଵାରା ପୀଡିତ ଅଟନ୍ତି।ଏହାର ବ୍ୟବହାର ଆପଣଙ୍କୁ ସକାଳୁ ଖାଲି ପେଟରେ କରିବାର ଅଛି।ଆପଣ ଫ୍ରେସ ହୋଇ ସାରିଲା ପରେ ଏହି ଉପାୟକୁ ତିଆରି କରି ପିଇବେ।ଯଦି ଆପଣ ମାତ୍ର ତିନି ରୁ ଚାରି ଦିନ ଏହାର ବ୍ୟବହାର କରିବେ ତ ଆପଣଙ୍କ ପେଟ ସମସ୍ୟା ନିଶ୍ଚୟ ଦୂର ହୋଇଯିବ।

Leave a Reply

Your email address will not be published. Required fields are marked *