October 17, 2024

Odia Express

Here, There and Everywhere

୧୦ ବର୍ଷର ପୁରୁଣା ପଥୁରି ଦୁଇ ଦିନରେ ବାହାରିଯିବ ଏହି ଉପାୟ ଦ୍ୱାରା – ମାତ୍ର କିଛି ଟଙ୍କା ରେ ଘରେ ବସି ହେଇଯିବେ ଭଲ..

ସାଙ୍ଗମାନେ ଆମ ଭୁଲ ଖାଇବା ପିଇବା ଯୋଗୁ ଆମମାନଙ୍କ ଠାରେ ଆଜିକାଲି କିଡନୀ ସମସ୍ୟା ବୃଦ୍ଧି ପାଉଛି।ଏଥିରେ କିଡନୀ ପଥୁରିର ସମସ୍ୟା ଅଧିକ ରହିଥାଏ।ଏହା ଏଥିପାଇଁ ହୋଇଥାଏ କାରଣ ଆମର ଭୁଲ ଖାଦ୍ୟପେୟ ଓ ପାଣି ଠିକ ଭାବେ ନ ପିଇବା ଦ୍ଵାରା।ଏହାଦ୍ବାରା ଆମଠାରେ ୟୁରିନ ଠିକ ଭାବେ ଆସି ନଥାଏ। ୟୁରିନ ନ ଆସିବା ଯୋଗୁ ଆମ ଶରୀରର ଯେତେସବୁ ଅଳିଆ ପଦାର୍ଥ ରହିଥାଏ ସେସବୁ ବାହାରକୁ ଆସି ପାରିନଥାଏ।ତାହା ଧୀରେ ଧୀରେ ପଥରର ରୂପ ନେଇଥାଏ।ଏଥିପାଇଁ ଆମ ଅଣ୍ଟାରେ ସର୍ବଦା କଷ୍ଟ ରହିଥାଏ।ଆଜି ମୁଁ ଆପଣ ମାନଙ୍କ ପାଇଁ ଏକ ଏମିତି ଘରୋଇ ଉପାୟ ଆଣିଛି ଯାହାଦ୍ଵାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

ଏହି ଉପାୟ କରିବା ପାଇଁ ଆପଣଙ୍କୁ ପ୍ରଥମେ ଦରକାର ଅଧଗ୍ଲାସ ପାଣି।ଆପଣ ପାଣି ନେଲା ପରେ ଦ୍ଵିତୀୟ ଜିନିଷ ନେବେ ଗୁଜୁରାତି।ଆପଣ ଚାରିଟି ଗୁଜୁରାତି ଏହି ପାଣିରେ ପକାଇଦେବେ।ଏହାପରେ ଆମେ ବ୍ୟବହାର କରିବା ମିଶ୍ରି।ଆପଣ ନେବେ ସୂତା ବାଲା ମିଶ୍ରି।ଆପଣ ମିଶ୍ରି କିଣିଲା ବେଳେ ଦୋକାନୀକୁ ସୂତା ବାଲା ମିଶ୍ରି ବିଷୟରେ କହିବେ।ଏହା ପୁରା ପ୍ରାକୃତିକ ଉପାୟ ଦ୍ଵାରା ତିଆରି କରା ଯାଇଛି।ଏହି ମିଶ୍ରି ସାହାଯ୍ୟରେ ଆମେ ଆମ ପଥୁରି ସମସ୍ୟାରୁ ମୁକ୍ତିଲାଭ କରିପାରିବେ।ଏହି ମିଶ୍ରିକୁ ଆପଣ ପାଣିରେ ମିଶାଇ ଦେବେ।ଆପଣ ଏକ ମିଶ୍ରି ନେଇ ତାକୁ ପାଣିରେ ଭଲଭାବେ ଗୋଳାଇ ଦିଅନ୍ତୁ।ଏହାକୁ ଆପଣ ରାତିରେ ଶୋଇବା ସମୟରେ କରିବେ।

ଏହାପରେ ଆପଣ ନେବେ କଖାରୁ ମଞ୍ଜି।ଏହା ଆପଣଙ୍କୁ ଅତି ସହଜରେ ମିଳିଯିବ।ଏହା ପଥିରିକୁ ଆମ ଶରୀରରୁ ବାହାର କରିବାରେ ବହୁତ ସାହାଯ୍ୟ କରିଥାଏ।ଆମ ଶରୀରରେ ଯେଉଁ କ୍ରିଷ୍ଟଲ ଥାଏ ଏହା ତାକୁ ଭାଙ୍ଗିବାରେ ସାହାଯ୍ୟ କରିଥାଏ।ଆମେ ଏହାକୁ ଗୁଣ୍ଡ କରି ବ୍ୟବହାର କରିପାରିବା।ଆପଣ ମାତ୍ର ଦୁଇ ଚାମଚ ପାଉଡର ସେହି ପାଣି ଗ୍ଲାସରେ ମିଶାଇ ଦେବେ।ଏହାକୁ ଆପଣ ଭଲଭାବେ ମିଶାଇ ଦେବେ।ଏବେ ମୁଁ ଏହି ତିନୋଟି ଜିନିଷକୁ ମିଶାଇ ଦେଲି।ଏହା ସତ ପ୍ରତିଶତ ନ୍ୟାଚୁରାଲ ଉପାୟ ଅଟେ।

ଯଦି ଆପଣ ମୁଁ କହିଥିବା ଉପାୟକୁ ସଠିକ ଭାବେ ପ୍ରୟୋଗ କରିବେ ତ ଆପଣଙ୍କୁ ନିଶ୍ଚିତ ଲାଭ ମିଳିବ।ଏବେ ମୁଁ କହିବି ଯେ ଏହାକୁ ଆପଣ କେତେବେଳେ ବ୍ୟବହାର କରିବେ।ଏହାକୁ ପ୍ରୟୋଗ କରିବା ପାଇଁ ଆପଣ ଏକ ଖାଲି ଗ୍ଲାସ ନେବେ।ଆପଣ ଏକ ଛଣା ଦ୍ଵାରା ଏହାର ପାଣିକୁ ଭଲ ଭାବେ ଛାଣିଦେବେ।ଏବେ ଆପଣ ଏହାକୁ ସକାଳୁ ଖାଲି ପେଟରେ ବ୍ୟବହାର କରିବେ।ଆପଣ ସକାଳୁ ଫ୍ରେସ ହେଲାପରେ ଏହାକୁ ତିଆରି କରିବେ।ଆପଣ ଯଦି ଏହାକୁ ଚାରି ରୁ ପାଞ୍ଚ ଦିନ ବ୍ୟବହାର କରିବେ ତ ଆପଣ ନିଶ୍ଚିତ ଏହାର ଲାଭ ପାଇପାରିବେ।

Leave a Reply

Your email address will not be published. Required fields are marked *