October 16, 2024

Odia Express

Here, There and Everywhere

ଏହାକୁ କେବଳ ଗୋଟିଏ ଥର ପିଅନ୍ତୁ, ପଥୁରି ଭଳି ଭୟଙ୍କର ସମସ୍ୟାରୁ ମୁକ୍ତି ପାଆନ୍ତୁ – ଘରେ ବସି ଏହି ଉପାୟ କରନ୍ତୁ

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କ ପାଇଁ ଏମିତି ଏକ ଉପାୟ ଆଣିଛି ଯାହାଦ୍ଵାରା ଆପଣ ଆପଣଙ୍କ ପୁରୁଣା ପଥୁରି ସମସ୍ୟା ଦୂର କରିପାରିବେ।ଏହି ଉପାୟ ପୁରା ସହଜ ଅଟେ।ଆପଣ ନିଜ ଘରେ ଏହି ଉପାୟକୁ ତିଆରି କରିପାରିବେ। ତ ଚାଲନ୍ତୁ ଆରମ୍ଭ କରିବା ଆଜିର ଉପାୟ।ଏହି ଉପାୟ ପ୍ରୟୋଗ କରିବା ପାଇଁ ପ୍ରଥମେ ଆପଣ ନେବେ ଖୀରା।ଏହାକୁ ଇଂରାଜୀରେ କୁକୁମ୍ବର ମଧ୍ୟ କୁହନ୍ତି।ଏହାର ବ୍ୟବହାର ପ୍ରାୟତଃ ଗରମ ଦିନରେ ହୋଇଥାଏ।ଯଦି ଆମେ ଏହାକୁ ଗରମ ଦିନରେ ଖାଇବା ତ ଏହା ଆମ ଶରୀରକୁ ପୁରା ତାଜା ଓ ଫ୍ରେସ କରିଦେବ।

ଏବେ ଆପଣ ଏହାର ବ୍ୟବହାର କରିବେ।ଆପଣ ଏହାକୁ ପେଶି କରି ଏହାର ରସ ବାହାର କରିଦେବେ।ଏହା କରିସାରିବା ପରେ ଆପଣ ଏକ ଛଣା ସାହାଯ୍ୟରେ ଏହାର ରସକୁ ଛାଣିଦେବେ।ଆପଣ ମାତ୍ର ଅଧା ଗ୍ଲାସ ରସ ବ୍ୟବହାର କରିବେ।ଏହି ରସରେ ଆମେ ପ୍ରଥମ ଜିନିଷ ଭାବେ ବ୍ୟବହାର କରିବା କଳା ଲୁଣ।କଳା ଲୁଣ ଆପଣଙ୍କ ଯେଉଁ ପଥର ରହିଛି ତାକୁ ଭାଙ୍ଗି ବାହାରି ଯିବାରେ ସାହାଯ୍ୟ କରିଥାଏ।ଆପଣ କୌଣସି ଏକ ଦୋକାନରୁ ଗୋଟିଏ ଖଣ୍ଡ କଳା ଲୁଣ ସଂଗ୍ରହ କରିବେ।

ଏହି କଳା ଲୁଣ ଆପଣଙ୍କ ଲିଭରର ପଥୁରିକୁ ଅତି ସହଜରେ ବାହାର କରିଥାଏ।ଏହା ଆପଣଙ୍କ ପରିସ୍ରା ସହ ବାହାରି ଯାଇଥାଏ।ଆପଣ ଅଧା ଚମଚ କଳା ଲୁଣ ଏଠାରେ ବ୍ୟବହାର କରିବେ।ଏହାପରେ ଆମେ ଦ୍ଵିତୀୟ ଜିନିଷ ଭାବରେ ବ୍ୟବହାର କରିବା ଭିଟାମିନ ସି ର ଭଣ୍ଡାର ଲେମ୍ବୁ।ଲେମ୍ବୁ ଦ୍ଵାରା ଆପଣଙ୍କ ପଥୁରି ଅତି ସହଜରେ ବାହାରିଥାଏ।ଆପଣଙ୍କୁ କୌଣସି ପ୍ରକାର କଷ୍ଟ ହୋଇ ନଥାଏ।ଆପଣ ଏକ ଅଧା କଟା ଲେଂବୁକୁ ସେହି ରସରେ ମିଶାଇ ଦେବେ।ଲେମ୍ବୁ ରେ ବହୁତ ପ୍ରକାର ଭିଟାମିନ ଓ ମିନେରାଲ ମିଳିଥାଏ।ଏହା ଆପଣଙ୍କୁ ବହୁତ ପ୍ରକାର ଫାଇଦା ଦେଇଥାଏ।

ଏହାକୁ ଆପଣମାନେ ଭଲ ଭାବେ ମିଶାଇ ଦେବେ।ଏହାଦ୍ବାରା ଆପଣଙ୍କୁ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ହେବ ନାହିଁ।ଏହା ଏତେ ପ୍ରଭାବ ଶାଳୀ ଯେ ଯଦି ମୁଁ କହିଥିବା ଅନୁସାରେ ଆପଣ ଏହାକୁ ପ୍ରୟୋଗ କରନ୍ତି ତ ଆପଣଙ୍କ ପଥୁରି ଅତି ସହଜରେ ବାହାରିଯିବ।ଆପଣ ଏହାକୁ ସମସ୍ତ ଲୋକ ମାନଙ୍କୁ କହିବେ ଯେଉଁମାନେ ପଥୁରି ସମସ୍ୟା ଦ୍ଵାରା ପୀଡିତ ଅଟନ୍ତି।ଏହାର ବ୍ୟବହାର ଆପଣଙ୍କୁ ସକାଳୁ ଖାଲି ପେଟରେ କରିବାର ଅଛି।ଆପଣ ଫ୍ରେସ ହୋଇ ସାରିଲା ପରେ ଏହି ଉପାୟକୁ ତିଆରି କରି ପି।ଯଦି ଆପଣ ମାତ୍ର ତିନି ରୁ ଚାରି ଦିନ ଏହାର ବ୍ୟବହାର କରିବେ ତ ଆପଣଙ୍କୁ ପଥୁରି ସମସ୍ୟା ନିଶ୍ଚୟ ଦୂର ହୋଇଯିବ।

Leave a Reply

Your email address will not be published. Required fields are marked *