June 20, 2025

Odia Express

Here, There and Everywhere

୯୦ କିଲୋମିଟର ଆଭରେଜ୍ ମାଇଲେଜ୍ ଦେଇଥାଏ ଏହି ବାଇକ୍ ଗୁଡିକ, ଦାମ୍ କେବଳ ୫୦ ହଜାର ଟଙ୍କା – ନିଶ୍ଚୟ ଦେଖି ନିୟନ୍ତୁ

1 min read

ଭାରତରେ ବାଇକ୍ କିଣିବା ସମୟରେ ଯେଉଁ ଜିନିଷକୁ ବେଶୀ ଧ୍ୟାନ ରଖାଯାଏ ତାହା ହେଲା ବାଇକ୍ ର ଦାମ୍ ଓ ତାହାର ମାଇଲେଜ୍, ଏହି ଫିଚର୍ କୁ ନେଇ ବଜେଟ୍ ସେଗମେଣ୍ଟ ବାଇକ୍ ଡିମାଣ୍ତ ଭାରତରେ ଅଧିକା ଅଛି, ଦେଶରେ ବହୁତ ପ୍ରମୁଖ ବାହାନ କମ୍ପାନୀ ଅଛନ୍ତି, ଯିଏ ଏହି ବଜେଟ୍ ଓ ମାଇଲେଜ୍ ସହ ବାଇକ୍ ଉତ୍ପାଦନ କରନ୍ତି, ଯଦି ଆପଣଙ୍କୁ ଏକ ମାଇଲେଜ୍ ବାଲା ବାଇକ୍ ଦରକାର ତେବେ ଆଜି ଆମେ ଆପଣଙ୍କୁ କହିବୁ ସେହି ଟପ୍ ବାଇକ୍ ଗୁଡିକ ବିଷୟରେ ଯାହାକି କେବଳ ୫୦ ହଜାର ଟଙ୍କାର ବଜେଟ୍ ରେ ଆସେ ଓ ଅଧିକା ମାଇଲେଜ୍ ସହ ।

୧) ବଜାଜ୍ ସିଟି ୧୦୦- ବଜାଜ୍ ର ଏହି ବାଇକ୍ କମ୍ପାନୀର ସବୁଠାରୁ ଶସ୍ତା ବାଇକ୍ ଅଟେ ଯାହା କମ୍ପାନୀର ବେଷ୍ଟ ସେଲିଙ୍ଗ୍ ବାଇକ୍ ଲିଷ୍ଟରେ ଆସିଛି, ବଜାଜ୍ ଏହି ବାଇକ୍ ରେ ସିଙ୍ଗଲ୍ ସିଲିଣ୍ତର ସହ ୧୦୨ ସିସି ଇଞ୍ଜିନ୍ ଦେଇଛି, ଯାହା ୭,୯୧ ବିଏଚ୍ ପି ପାୱାର୍ ଓ ୮,୩୪ ଏନ୍ ଏମ୍ ଟର୍କ ଜେନେରେଟ୍ କରେ, ଯାହା ସହ ଦିଆଯାଇଛି ୪ ସ୍ପିଡ୍ ବାଲା ମାନୁଆଲ୍ ଗିୟରବକ୍ସ ।

ଏହି ବାଇକ୍ ରେ ୧୦,୫ ଲିଟର ପେଟ୍ରୋଲ୍ ଟ୍ୟାଙ୍କ୍ ଦିଆଯାଇଛି, ବାଈକ୍ ମାଇଲେଜ୍ କହିଲେ କମ୍ପାନୀର ଦାବି ଅଛି କି ୯୦ କିମି ମାଇଲେଜ୍ ଦେଇଥାଏ, ଏହାର ପ୍ରାରମ୍ଭିକ ଦାମ୍ ୪୪,୩୮୦ ଟଙ୍କା ଅଟେ, ଯାହାକି ଅତିରିକ୍ତ ଶୁଳ୍କ ଛଡା ।

୨) ହିରୋ ଏଚ୍ ଏଫ୍ ଡିଲକ୍ସ- ହିରୋ ମୋଟୋକର୍ପର ଏହି ବାଇକ୍ କମ୍ପାନିର ବେଷ୍ଟ ସେଲିଙ୍ଗ୍ ବାଇକ୍ ଅଟେ, ଯାହାକି ସ୍ଲିକ୍ ଲୁକ୍ ରେ ଆସେ, କମ୍ପାନୀ ଏଥିରେ ସିଙ୍ଗଲ ସିଲିଣ୍ତର ବାଲା ୯୭,୨ ସିସି ଇଞ୍ଜିନ୍ ଦେଇଛି, ଯାହା ୭,୯୧ ବିଏଚ୍ ପି ପାୱାର୍ ସହ ୮,୦୫ ଏନ୍ ଏମ୍ ଟର୍କ ଜେନେରେଟ୍ କରିଥାଏ , ବାଇକ୍ ର ମାଇଲେଜ୍ କଥା କହିଲେ ଏହି ବାଇକ୍ ଏକ ଲିଟର ପେଟ୍ରୋଲ୍ ରେ ୬୫-୭୦ କିମି ମାଇଲେଜ୍ ଦେଇଥାଏ, ଏହି ବାଇକର ପ୍ରାରମ୍ଭିକ ଦାମ୍ ୩୮,୯୦୦ ଅଟେ ଯାହାକି ଅତିରିକ୍ତ ଶୁଳ୍ପ ଛଡା ।

୩) ହୋଣ୍ତା ଡ୍ରିମ୍ ନିଓ- ହୋଣ୍ତା ମୋଟର୍ସର ଏହି ବାଇକ୍ କମ୍ପାନୀ ଷ୍ଟାଇଲିଷ୍ଟ୍ ବାଇକ୍ ରୁ ଗୋଟେ ଅଟେ, ଯେଉଁଥିରେ କମ୍ପାନୀ ସିଙ୍ଗିଲ୍ ସିଲିଣ୍ତର ସହ ୧୦୯,୧୯ ସିସି ଇଞ୍ଜିନ୍ ଓ ୮,୪୨ ବିଏଚ୍ ପି ର ପାୱାର୍ ଓ ୯,୦୯ ଏନ୍ ଏମ୍ ଟର୍କ ଦେଇଛି ।

ଯାହା ସହ୍ ୪ ସ୍ପିଡ୍ ମ୍ୟାନୁଆଲ୍ ଗିୟରବକ୍ସ, ବାଇକ୍ ରେ ୮ ଲିଟର ପେଟ୍ରୋଲ୍ ଟ୍ୟାଙ୍କ୍ ଦିଆଯାଇଛି, ମାଇଲେଜ୍ କୁ ନେଇକରି କମ୍ପାନୀ ଦାବି କରୁଛି କି ଏହି ବାଇକ୍ ୭୪ କିମି ପ୍ରତି ଲିଟରର ମାଇଲେଜ୍ ପ୍ରଦାନ କରିବ, ଏହାର ପ୍ରାରମ୍ଭିକ ଦାମ୍ ୪୨,୩୯୧ ଟଙ୍କା ଅଟେ ଯାହାକି ଅତିରିକ୍ତ ଶୁଳ୍ପ ଛଡା ।

Leave a Reply

Your email address will not be published. Required fields are marked *