October 18, 2024

Odia Express

Here, There and Everywhere

ମଜାଦାର୍ ଜୋକ୍ସ: FM କୁ ଫୋନ୍ କରି ଏକ ମଦୁଆ କହିଲା-ମୋତେ ଆଜି ରୋଡରେ ଏକ ପର୍ସ ମିଳିଛି ଯେଉଁଥିରେ -୧୫୦୦ ଟଙ୍କାର କ୍ୟାସ୍, ଏକ ଆଇଫୋନ୍ ୬ ପ୍ଲସ୍, ଏକ କ୍ରେଡିଟ୍ କାର୍ଡ ଆଉ ତାପରେ ଯାହା କହିଲେ ଶୁଣିକି ବେହୋସ ହେଇଗଲେ ରେଡ଼ିଓ ଵାଲା..

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଗୋଟେ ପୁଅ ୪ଥର ଝିଅକୁ ପ୍ରପୋଜ କଲା, କିନ୍ତୁ ଝିଅ ମାନିଲା ନାହିଁ , ପୁଅ- ଦେଖ ଗୋଟେ କଥା ଶେଷଥର ପଚାରୁଛି, ଝିଅ- କଣ ? ପୁଅ- କଣ ତୁ ଚାହୁଁଛୁ କି ମୋର ପୁଅ ତୋର ଝିଅକୁ ହଇରାଣ କରୁ ? ଝିଅ- ବିଲକୁଲ୍ ନୁହେଁ , ପୁଅ-ତେବେ ଜଲଦି କରିଦେ ନା, ଦୁହେଁଙ୍କୁ ଭାଇ ଭଉଣୀ ବନାଇଦେବା ।

୨) ବାରମ୍ବାର ସିଏ ପରୀକ୍ଷାରେ ଫେଲ୍ ହେବାପରେ, ଶେଷରେ ଚିନ୍ତିତହୋଇ ସେ ବଲବ୍ ବନାଇବାର ଫ୍ୟାକ୍ଟ୍ରି ବନାଇଲା ଓ ଏହି ପରି ମାର୍କେଟରେ ଆସିଲା ସିଏଫଏଲ୍ ବଲବ୍

୩) ସ୍ତ୍ରୀ ସ୍ୱାମୀକୁ କହିଲା ଇଦ୍ ଆସିବାର ଅଛି, କୁର୍ବାନୀ ପାଇଁ ଛେଳି ଆଣିଲ ନାହି? ସ୍ୱାମୀ ରାଗିକି- ମୋତେ ହିଁ ହଲାଲ୍ କରିଦେ  ଛେଳିର କଣ ଦରକାର ତେବେ ସ୍ତ୍ରୀ କହିଲା- ଗଧର କେବଳ କମାଇ ଦରକାର କୁର୍ବାନୀ ନାହିଁ ।

୪) ଏକ ସୁନ୍ଦର ଝିଅ ପାଠପଢାରେ ଦୁର୍ବଳ ଥିଲା , ସବୁବେଳେ ସାଙ୍ଗଙ୍କ ସହ ମସ୍ତି କରୁଥିଲା, ଶିକ୍ଷକ- ତୁମର ଗଣିତରେ ଏତେ କମ୍ ନମ୍ବର କଣ ପାଇଁ ଆସିଲା ? ଝିଅ- ଆସିନଥିଲି ନା ସେଇଦିନ, ଶିକ୍ଷକ- କଣ ତୁମେ ପରୀକ୍ଷାଦିନ ଆସିନଥିଲ? ଝିଅ-ନା, ମୋର ପାଖ ଘର ଝିଅ ବି ଆସିନଥିଲା ନା ।

୫) ପୁଅ- ତୁମକୁ କିଛି କହିବାକୁ ଚାହୁଁଛି, କହିବି ? ଝିଅ- ହଁ କୁହ ? ପୁଅ- ମୁଁ ତୁମକୁ ଭଲ ପାଉଛି, ଝିଅ-କର କର, ମୁଁ ବି କାହାକୁ କରୁଛି, ସମସ୍ତେ କାହାକୁ ନା କାହାକୁ କରନ୍ତି, ପୁଅ- ବେହୋସ୍

୬) ସ୍ତ୍ରୀ ପ୍ଲାଜୋର ଜିଦ୍ କଲା, ସ୍ୱାମୀ ବାପାଙ୍କ ୩୬ ଇଞ୍ଚର ମୋହରୀର ପାଇଜାମା ରଙ୍ଗେଇକରି ଦେଇଦେଲା, ସ୍ତ୍ରୀ-ଖୁସି ହୋଇ ଥକୁନଥିଲା, ବାପା ପାଇଜାମା ଖୋଜିକରି ଥକୁ ନଥିଲେ, ଓ ସ୍ୱାମୀ ଗୋଟେ ରୁମରେ ବସିକରି ହସି ହସି ଥକୁ ନଥିଲା

୭) ଆଜି ସକାଳୁ ପପୁର ମନରେ ଏକ ତୁଫାନୀ ଭାବନା ଆସିଲା, ସାଇକେଲ୍ ବାହାର କଲା ଓ ପେଟ୍ରୋଲ୍ ଭରିବାକୁ ଗଲା, ଏଥିରେ ହସିବାର କଣ ଅଛି, ସେଥିରେ ସେ ବୋତଲ ନେଇକରି ଯାଇଥିଲା ।

୮) ଜଣେ ବଣିଆ ଶେଖ୍ କୁ ରକ୍ତଦେଇକରି ଜୀବନ ବଞ୍ଚାଇଲା , ଶେଖ୍ ଖୁସିହୋଇକରି ତାକୁ ମର୍ସଡିଜ୍ କାର୍ ଗିଫ୍ଟ କଲା, ଶେଫ୍ ଆଉଥରେ ରକ୍ତର ଦରକାର ପଡିଲା, ବଣିଆ ଆଉଥରେ ରକ୍ତଦେଲା, ଏବେ ଶେଖ୍ କେବଳ ଲଡୁ ଦେଲା, ବଣିଆ ରାଗରେ- ଏହିଥର କଣପାଇଁ ଲଡୁ ? ଶେଖ୍-ଭାଇ, ଏବେ ଆମର ଭିତରେ ବି ବଣିଆର ରକ୍ତ ବୋହୁଛି ।

୯) ପୁନଃବିବାହର କାର୍ଡ ପଢିଲି ତ ଆଖିରେ ଲୁହ ଚାଲିଆସିଲା, ସେଥିରେ ଲେଖା ହୋଇଥିଲା କି ମେହେନ୍ଦୀ ସହ ଡାଇ ରସମ୍ ବି ରଖାଯିବ, ପ୍ରାତଃ ଆଠଟାରେ

୧୦) ଏକ ମଦୁଆ ଏଫ୍ ଏମ୍ ରେ ଫୋନ୍ କଲା, ମଦୁଆ- ମୋତେ ତିଲକ ରୋଡରେ ଏକ ପର୍ସ ମିଳିଛି, ଯେଉଁଥିରେ -୧୫୦୦ ଟଙ୍କାର କ୍ୟାସ୍, ଏକ ଆଇଫୋନ୍ ୬ ପ୍ଲସ୍, ଏକ କ୍ରେଡିଟ୍ କାର୍ଡ ଓ କେଉଁ ସୀମା ନାଁର ଝିଅର ଆଇଡି ମିଳିଛି, ରେଡିଓ ଜକି- ଆରେ ବାଃ, ଆପଣ କେତେ ଇମାନଦାର୍ ଲୋକ, କଣ ଆପଣ ସବୁ ଜିନିଷ ତାଙ୍କୁ ଫେରାଇବାକୁ ଚହୁଁଛନ୍ତି, ମଦୁଆ- ନା ମୁଁ ଖାଲି ଚାହୁଁଛି କି ସୀମା ଜୀଙ୍କ ପାଇଁ ଏକ ଦୁଃଖଭରା ଗୀତ ହୋଇଯାଉ ।

Leave a Reply

Your email address will not be published. Required fields are marked *