October 17, 2024

Odia Express

Here, There and Everywhere

ଟିମ୍ ଇଣ୍ତିଆ ପାଇଁ ଖେଳିବା ବାଲା ଏକମାତ୍ର ବିଦେଶୀ ଖେଳାଳୀ, ୱାର୍ଲଡ୍ କପ୍ ରେ ଦେଖାଇଲା ଜଲୱା, ଟିମ୍ କୋଚ୍ ବି ରହିଥିଲେ – ଦେଖନ୍ତୁ କିଏ ସେ ମହାନ ଖେଳାଳି

1 min read

ହାସିମ୍ ଆମଲା, ନାସିର୍ ହୁସେନ୍, ସୁନିଲ୍ ନାରାଇନ୍, ଯେପରି ଭାରତୀୟ ମୁଳର ବହୁତ ଖେଳାଳୀ ଅନ୍ୟ ଦେଶର କ୍ରିକେଟ୍ ଟିମ୍ ରେ ନିଜ ଜଲୱା ଦେଖାଉଛନ୍ତି, କିନ୍ତୁ କଣ ଆପଣ ଜାଣିଛନ୍ତି କି ଭାରତୀୟ ଟିମ୍ ରେ ଏମିତି ଏକ ଖେଳାଳୀ ଥିଲେ ଯିଏ ଭାରତୀୟ ନାଗରିକ ନଥିଲେ, କିନ୍ତୁ ଟିମ୍ ଇଣ୍ତିଆ ତରଫରୁ ଆପଣ କେବେ ବିଦେଶୀ ଖେଳାଳୀଙ୍କ ପ୍ରଦର୍ଶନ ଦେଖିନଥିବେ , କିନ୍ତୁ ୧୪ ସେପ୍ଟେମ୍ବର ୧୯୬୩ କୁ ତ୍ରିନିଦାଦ୍ ରେ ଜନ୍ମ ହୋଇଥିବା ରବିନ୍ ସିଂ ଭାରତ ତରଫରୁ ଖେଳିବାର ନିଜ ଦେଶ ଛାଡିଦେଲେ ଓ ୧୧ ମାର୍ଚ୍ଚ ୧୯୮୯ କୁ ଭାରତର ୱାନ୍ ଡେ ରେ ନିଜର ଡେବ୍ୟୁ ଦେଲେ ।ସେ ଟିମ୍ ଇଣ୍ତିଆ ତରଫରୁ ୧୩୬ ଟି ୱାନ୍ ଡେ ଖେଳିଛନ୍ତି, ଯେଉଁଥିରେ ସେ ୨୩୩୬ ରନ୍ କରିଛନ୍ତି, ଓ ସେମିତି ୬୯ ଟି ୱିକେଟ୍ ନେଇଛନ୍ତି, ସେ ନିଜ ଅଲରାଉଣ୍ତର ପ୍ରଦର୍ଶନରୁ ଅଧିକା ଫିଲଡିଙ୍ଗ୍ ପାଇଁ ଜଣାଯାଆ

ନିଜ ଶାନଦାର୍ ଫିଲଡିଙ୍ଗ୍ ଦମରେ ସେ ଭାରତରେ ବହୁତ ଗୁରୁତ୍ୱପୁର୍ଣ୍ନ ମ୍ୟାଚରେ ଜିତ୍ ହାସିଲ୍ କରିଥିଲେ, ରବିନ୍ ସିଂ ପୁର୍ବଜ ପ୍ରାୟ ୧୫୦ ବର୍ଷ ପୁର୍ବରୁ ୱେଷ୍ଟଇଣ୍ତିଜ୍ ରେ ରହିଯାଇଥିଲେ , ସେ କ୍ରିକେଟ୍ ବି ତ୍ରିନିଦାଦ୍ ରେ ଖେଳିବା ଆରମ୍ଭ କରିଦେଲେ ,ଥରେ ଭାରତରେ ହାଇଦ୍ରାବାଦ୍ ବ୍ଲୁ ର ବିପକ୍ଷରେ ମଇଦାନ ଉପରେ ବାହାରିଥିଲେ , ଓ ଶାନଦାର୍ ପ୍ରଦର୍ଶନ କରିଥିଲେ , ତାଙ୍କର ଶାନଦାର୍ ପ୍ରଦର୍ଶନ କୁ ଦେଖିକରି ଇବ୍ରାହିମ୍ ନାମକ ଏକ ବ୍ୟକ୍ତି ତାଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ, ୧୯୮୨ ରେ ୧୯ ବର୍ଷ ବୟସରେ ସେ ମାଦ୍ରାସ୍ ଆସିଲେ,ଓ ସେଠାରୁ ୟୁନିଭରସିଟିରୁ ଇକୋନୋମିକ୍ସ ର ଡିଗ୍ରୀ ନେଲେ , ପାଠପଢା ସହ ସେ ଖେଳିବା ବି ଜାରି ରଖିଲେ । ସେମିତି ରବିନ୍ ସିଂ ଟୀମ୍ ଇଣ୍ତିଆ ପକ୍ଷରୁ ଖେଳିପାରିବା ଏତେ ସଂମ୍ଭବ ନଥିଲା ସେ ନାଗରିକତ ବହୁତ ବିଳମ୍ବରେ ପାଇଲେ

୧୯୮୯ ରେ ସେ ଭାରତର ନାଗରିକତା ପାଇଲେ ତେବେ ୧୯୮୯ ରେ ୱେଷ୍ଟଇଣ୍ତିଜ୍ ଟୁର୍ ପାଇଁ ତାଙ୍କ ଚୟନ ହୋଇଗଲା, ୱେଷ୍ଟଇଣ୍ତିଜର ମାଟିରେ ସେ ଭାରତ ତରଫରୁ ଇଣ୍ଟରନ୍ୟାଶାନାଲ୍ କ୍ରିକେଟ୍ ରେ ଡେବ୍ୟୁ କଲେ, ଏହି ସମୟରେ ଦୁଇ ମ୍ୟାଚ୍ ଖେଳିବାପରେ ଟିମ୍ ଇଣ୍ତିଆରୁ ବାହାରିଗଲେ, ଓ ସାତ ବର୍ଷ ପର୍ଯ୍ୟନ୍ତ ଟିମ୍ ରେ ଜାଗା ପାଇଲେ ନାହିଁ । ରବିନ୍ ସିଂ, ଟିମ୍ ଇଣ୍ତିଆର ବିସିସିଆଇ ଡେବ୍ୟୁ କରିବାପରେ ସେ ସାତବର୍ଷ ପର୍ଯ୍ୟନ୍ତ ଟିମ୍ ଇଣ୍ତିଆରୁ ବାହାରେ ଥିଲେ, ଏହି ମଧ୍ୟରେ ସେ ଘରୋଇ ଓ ବିଦେଶୀ ଲିଗ୍ ରେଖେଳି ନିଜକୁ ପ୍ରମାଣିତ କରିଥିଲେ,  ଓ ଲମ୍ବା ଅପେକ୍ଷା ପରେ ୧୯୯୬ ରେ ଟାଇଟନ୍ କପ୍ ପାଇଁ ତାଙ୍କର୍ ଟିମ୍ ଚୟନ ହେଲା, ଯାହାପରେ ସେ ୨୦୦୧ ପର୍ଯ୍ୟନ୍ତ ଟିମ୍ ପାଇଁ ଏକ ଭାଗରେ ଥିଲେ, ଭାରତର ଏହି ଷ୍ଟାର୍ ଅଲରାଉଣ୍ତର ତିନି ଅପ୍ରେଲରୁ ୨୦୦୧ ରେ କ୍ରିକେଟ୍ କୁ ଅଲବିଦା କହିଦେଲେ , ରବିନ୍ ଭାରତର ଆଉ ଏକ ମାତ୍ର ଟେଷ୍ଟ ମ୍ୟାଚ୍ ହିଁ ଖେଳିପାରିଲେ,  ୧୯୯୮ ରେ ଜିମ୍ବାୱେ ବିପକ୍ଷରେ ସେ ନିଜ ପ୍ରଥମ ଓ ଶେଷ ଟେଷ୍ଟ ଖେଳିଥିଲେ ।

ରବିନ୍ ସିଂ କ୍ରିକେଟ୍ କୁ ଅଲବିଦା କହିବା ତୁରନ୍ତ ପରେ କୋଚିଙ୍ଗ୍ ସହ ଯୋଡି ହୋଇଗଲେ , ସେ ୨୦୦୪ ରେ ଭାରତୀୟ ଅଣ୍ତର-୧୯ କ୍ରିକେଟ୍ ଟିମ୍ ରୁ ନିଜ କୋଚିଙ୍ଗ୍ କ୍ୟାରିୟର୍ ଆରମ୍ଭ କରିଥିଲେ, ଏହାପରେ ସେ ହଙ୍ଗକଙ୍ଗ୍ ନ୍ୟାଶାନାଲ୍ ଟିମ୍ କୋଚ୍ ହେଲେ , ଓ ୨୦୦୬ ରେ ଏସିଆ କପ୍ ପାଇଁ ଟିମ୍ କ୍ୟାଲିଫାଇ କରିଲେ,  ଏହାପରେ ଭାରତୀୟ ନ୍ୟାଶାନାଲ୍ ଟିମ୍ କୋଚ୍ ହେଲେ ଓ ଗୌତମ ଗାମ୍ଭୀର ଓ ରବିନ୍ ଉଥାପାଙ୍କୁ ଟ୍ରେନିଙ୍ଗ୍ ଦେଲେ, ୨୦୦୭ ରେ ସେ ଭାରତୀୟ ଟୀମ୍ ଫିଲଡିଙ୍ଗ୍ କୋଚ୍ ହେଲେ ଓ ୨୦୦୮ ରେ ଆଇପିଏଲ୍ ରେ ଡେକାନ୍ ଚାର୍ଜସ୍ ର ମୁଖ୍ୟ କୋଚ୍ ହୋଇଥିଲେ ।

Leave a Reply

Your email address will not be published. Required fields are marked *