October 18, 2024

Odia Express

Here, There and Everywhere

ଏହାକୁ ଖାଇବା ଦ୍ଵାର ଆପଣଙ୍କ ସମସ୍ତ ରୋଗ ଦୂର ହୋଇଯିବ – ମୁଣ୍ଡ ଠୁ ଗୋଡ ସବୁ କଷ୍ଟ ଦୂର ହେଇଯିବ

ସାଙ୍ଗମାନେ କଣ ଆପଣ ଠିକ ଭାବେ ନିଃଶ୍ୱାସ ନେଇ ପାରୁ ନାହାଁନ୍ତି କଣ ଆପଣଙ୍କୁ ଆସ୍ଥମା ଭଳି ସମସ୍ୟା ରହୁଛି,କଣ ଆପଣଙ୍କୁ ଜ୍ଵର ଲାଗି ରହୁଛି ଜମା ଛାଡୁନାହିଁ କଣ ଆପଣଙ୍କ ଦାନ୍ତ ବହୁତ ଯନ୍ତ୍ରଣା ହେଉଛି ତ ଜମା ବି ବ୍ୟସ୍ତ ହୁଅନ୍ତୁ ନାହିଁ ଏହାର ଉପଚାର ମାତ୍ର ଗୋଟିଏ ଜିନିଷରେ ହୋଇଯିବ।ଯଦି ଆପଣ ଏହାକୁ ପ୍ରୟୋଗ କରନ୍ତି ତ ଆପଣଙ୍କୁ ଅତିଶିଘ୍ର ଏହାର ଫଳ ମିଳିବ ଜମା ବି ଡେରି ହେବ ନାହିଁ। ମୁଁ ଆପଣ ମାନଙ୍କୁ କହିବି ଯେ ଏହି ଜିନିଷଟି କଣ ଓ କିପରି ବ୍ୟବହାର କରିବେ।ଏହି ଜିନିଷଟି ହେଉଛି ଗୋଲମରିଚ।ଏହା ଆପଣଙ୍କ ରୋଷେଇ ଘରେ ଅତି ସହଜରେ ମିଳିଯାଏ।

ସାଙ୍ଗମାନେ ଗୋଲମରିଚ ଖାଇବା ଦ୍ବାରା ଆମ ଫୁସଫୁସରୁ କଫ ବାହାରି ଯାଇଥାଏ।ଆମକୁ ଖାସ,ଆସ୍ଥମା ଆଦି କୌଣସି ରୋଗ ହୁଏ ନାହିଁ।ଯଦି ବା ହୁଏ ତ ଏହା ବହୁ ଶୀଘ୍ର ଭଲ ହୋଇଯାଏ।ଆପଣ ମାନେ ତ ଦେଖିଥିବେ ଯେ କୋଭିଡ ମହମାରିରୁ ବଞ୍ଚିବା ପାଇଁ ଭାରତ ସରକାର ବହୁତ ପ୍ରୟାସ କରୁଛନ୍ତି।ଭାରତର ଆୟୁଷ ମନ୍ତ୍ରଣାଳୟ ବହୁତ ନିର୍ଦ୍ଦେଶନାମା ଜାରି କରିଛନ୍ତି।ସେ ଲୋକ ମାନଙ୍କୁ ହର୍ବାଲ କାଢା ପିଇବା ପାଇଁ ପରାମର୍ଶ ଦେଇଛନ୍ତି।ହର୍ବାଲ କାଢ଼ାର ଏକ ମୁଖ୍ୟ ଜିନିଷ ହେଉଛି ଗୋଲମରିଚ।ଆପଣ ନିଜେ ଭାବନ୍ତୁ ଯେ ଏହା କେତେ ଭଲ ଜିନିଷ।

ଯଦି କୌଣସି ବ୍ୟକ୍ତି ପ୍ରତିଦିନ ତିନି ବା ଚାରୋଟି ଗୋଲମରିଚର ସେବନ କ୍ଷୀର ବା ମହୁ ସହିତ କରେ ତ ତାର ଫୁସଫୁସରେ ସଂକ୍ରମଣ ହେବାର ଆଶଙ୍କା ବହୁତ କମିଯାଏ।ଏହା ବ୍ୟତୀତ ଯେଉଁ ସ୍ଵାସର ଔଷଧ ଆପଣ ମାନେ ଖାଉଛନ୍ତି ତାହା ବି ଛାଡ଼ିଦେବେ।ଯେଉଁ ମାନେ କମଯୋରିର ଶିକାର ହୋଇଥାନ୍ତି ବା କିଛି ଖିଆପିଆ କରୁ ନଥାନ୍ତି,ଯେଉଁମାନେ ସର୍ବଦା ଦୁର୍ବଳ ଅନୁଭବ କରିଥାନ୍ତି ଏହା ସେମାନଙ୍କ ପାଇଁ ପ୍ରାକୃତିକ ଔଷଧ ଭଳି କାମ କରିଥାଏ।ଗୋଲମରିଚରେ ଏପରି ଶକ୍ତି ରହିଥାଏ ଯାହା ପାଚନ ଶକ୍ତିକୁ ବଢାଇ ଦେଇଥାଏ।

ଆପଣ ତିନୋଟି ବା ଚାରୋଟି ଗୋଲମରିଚକୁ ଗୁଣ୍ଡ କରିଦିଅନ୍ତୁ।ଏଥିରେ ଆପଣ ଦୁଇ ତିନି ବୁନ୍ଦା ଘିଅ ମିଶାଇ ଦେବେ। ତା ସହିତ ଅଧା ଛୋଟ ଚାମଚ ମହୁ।ବହୁତ ଲୋକ କୁହନ୍ତି କି ଘିଅ ଓ ମହୁ ଏକ ସହିତ ଖାଆନ୍ତି ନାହିଁ।କିନ୍ତୁ ଆୟୁର୍ବେଦରେ କୁହାଯାଇଛି ଯେ ଏହାର ପରିମାଣ କେବେବି ସମାନ ରଖିବା କଥା ନୁହେଁ।ଏହାକୁ ଗରମ କରି ମଧ୍ୟ ସେବନ କରିବା ଉଚିତ ନୁହେଁ।ଏହାକୁ ସର୍ବଦା ଥଣ୍ଡା ଓ ଅଲଗା ଅଲଗା ପରିମାଣରେ ନେବା ଉଚିତ।ଏହାକୁ ପ୍ରସ୍ତୁତ କରି ଆପଣ ସକାଳେ ଓ ସନ୍ଧ୍ୟାରେ ଖାଲି ପେଟରେ ଏହାକୁ ସେବନ କରିବେ।ଏହାଦ୍ବାରା ଆପଣଙ୍କ ସମସ୍ତ ରୋଗ ଦୂର ହୋଇଯିବ।

Leave a Reply

Your email address will not be published. Required fields are marked *