October 17, 2024

Odia Express

Here, There and Everywhere

ବିନା ଭୋଜନ ବିନା ପାଣିର ୭୫ ବର୍ଷ ପର୍ଯ୍ୟନ୍ତ ଜୀବିତ ଥିଲେ ପ୍ରହଲାଦ ଜନି, ୯୦ ବର୍ଷ ବୟସରେ ହୋଇଥିଲା ନିଧନ – ଦେଖନ୍ତୁ କିପରି ସମ୍ଭବ ହେଇଥିଲା

ମେଡିକାଲ୍ ସାଇନ୍ସ ପାଇଁ ପହେଲି ହୋଇଥିବା ପ୍ରହଲାଦ ଜନି ଓରଫ୍ ଚୁନ୍ଦରୀ ବାଲା ମାତାଜୀ ଙ୍କ ମଙ୍ଗଳବାରକୁ ନିଧନ ହୋଇଗଲା, ଗୁଜୁରାଟର ଅହମଦାବାଦ୍ ର ଅମ୍ବାଜୀ ଇଲାକାରେ ରହୁଥିବା ୯୦ ବର୍ଷୀୟ ଜନି କିଛି ଦିନରୁ କଫ ଯୋଗୁଁ ପୀଡିତ ଥିଲେ , ତାଙ୍କର କୋରନା ଟେଷ୍ଟ କରାଗଲା, ଯାହାର ରିପୋର୍ଟ ନେଗେଟିଭ୍ ଆସିଲା, ତାଙ୍କୁ ମଙ୍ଗଳବାର ସକାଳୁ ଗାନ୍ଧୀନଗର ଚରବାଡା ଗାଁରେ ଅନ୍ତିମ ନିଶ୍ୱାସ ତ୍ୟାଗ କଲେ ।ଜନିଙ୍କ ପାର୍ଥିବ ଶରୀର ଗାନ୍ଧୀନଗରରୁ ଅହମଦାବାଦ୍ ଅମ୍ବାଜୀ ସ୍ଥିତ ତାଙ୍କ ଆଶ୍ରମ ନେଇକରି ଶ୍ରଦ୍ଧାଳୁଙ୍କ ଦର୍ଶନ ପାଈଁ ରଖାଗଲା, ଦୁଇ ଦିନ ପରେ ଜନିଙ୍କ ପାର୍ଥିବ ଶରୀରକୁ ସମାଧି ଦିଆଯିବ, ଚୁନ୍ଦରୀ ଲାଲ୍ ମାତାଜୀଙ୍କ ନାଁରେ ପ୍ରସିଦ୍ଧ ଜନି ଜୀବନ ସାରା ମେଡିକାଲ୍ ସାଇନ୍ସ ପାଇଁ ଏକ ପହେଲି ହୋଇଥିଲେ , ଶ୍ରଦ୍ଧାଳୁଙ୍କ ଦାବି ଅଛି କି ୯୦ ବର୍ଷୀୟ ଜନି ୭୫ ବର୍ଷରୁ କିଛି ଖାଉନଥିଲେ,  ଓ ନା ହିଁ ଜଳ ଗ୍ରହଣ କରୁଥିଲେ, ବିନା ଭୋଜନ ଓ ପାଣି ରେ ସେ ଜୀବିତ ଥିଲେ । ପ୍ରହଲ୍ଲାଦଙ୍କ ଜନ୍ମ ୧୩ ଅଗଷ୍ଟ ୧୯୨୯ କୁ ଗୁଜୁରାଟର ମେହସାନା ଜିଲ୍ଲାର ଚାରଡା ଗାଁରେ ହୋଇଥିଲା, ସେ ୭ ବର୍ଷରୁ ନିଜ ଘର ଛାଡିକରି ଜଙ୍ଗଲରେ ରହିବାକୁ ଚାଲିଗଲେ

ସେ ୧୧ ବର୍ଷର ହେଲେ ତେବେ ସେ ହିନ୍ଦୂ ଦେବୀ ମା ଅମ୍ବେଙ୍କ ଭକ୍ତ ହୋଇଗଲେ, ଓ ଆଧ୍ୟାମରେ ଚାଲିଗଲେ , ତେବେ ସେ ଅମ୍ବା ମାଙ୍କ ପରି ଶାଢୀ ପିନ୍ଧିବା, ଆଭୁଷଣ ପିନ୍ଧିବା ଓ ଗଜରା ପିନ୍ଧିବା ଚାଲୁ କରିଥିଲେ , ଜାନି ଏହି ରୁପରେ ଦେଖି ଲୋକେ ତାଙ୍କୁ ମାତାଜୀ କହିକରି ଡାକନ୍ତି, ୧୯୪୦ ରେ ସେ ଅନ୍ନ ଜଳ ତ୍ୟାଗ କଲେ , ଆଜି ପର୍ଯ୍ୟନ୍ତ ସେ ବିନା ଅନ୍ନ ଜଳରେ ବି ଜୀବିତ ଅଛନ୍ତି, ଜନିଙ୍କ ମାନିବା କଥା କି ପେୟ ପଦାର୍ଥ ଓ ପାଣି ସିଧା ମୁଖ୍ୟ ରେ ଅଦୃଶ୍ୟ ରୁପରେ ପହଞ୍ଚାଇଥାଏ,  ଓ ଏହି କାରଣରୁ ସେ ବିନା ଖାଇ ପିଇ ଜୀବିତ ଥିଲେ । ଏହି ଦାବିର୍ ପରେ ଅହମଦାବାଦ ର ଷ୍ଟଲିଙ୍ଗ୍ ମେଡିକାଲ୍ ର ଚିକିତ୍ସକ ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଡିଆର୍ ଡିଓ ଙ୍କ ସହଯୋଗରେ ଏହା ଜାଣିବାପାଇଁ ସୋଧ କରାଗଲା କେଉଁ ବ୍ୟକ୍ତି ଏତେ ବର୍ଷରୁ ବିନା ଖାଇପିଇ ବିନା ମଳମୁତ୍ର ତ୍ୟାଗ୍ କରି କିପରି ଜିବିତ ରହିପାରିବ, କିନ୍ତୁ ଚିକିତ୍ସକଙ୍କ ହାତରେ କିଛି ଲାଗିଲା ନାହିଁ, ଜନିଙ୍କୁ ୧୫ ଦିନ ୨୪ ଘଣ୍ଟାର ଏକ ରୁମରେ ନିରୀକ୍ଷଣ ପାଇଁ ରଖାଗଲା ।

ବୈଜ୍ଞାନିକଙ୍କ ପରୀକ୍ଷଣରୁ ଜଣାପଡିଲା କି ତାଙ୍କ ବ୍ଲାଡରରେ କେବଳ ଟିକିଏ ଲ୍ୱିକିଡ୍ ଥିଲା ଜନି ଦଶ ଦିନ ପରେ ଏକ ଦମ୍ ସୁସ୍ଥ୍ୟ ଥିଲେ ଓ ତାଙ୍କର ଟିକିଏ ଓଜନ କମିଥିଲା, ଓ ସେ ମୁତ୍ର ତ୍ୟାଗ କଲେ ନାହିଁ ,ପ୍ରହଲ୍ଲାଦ ଜନିଙ୍କ ମାନିବା କଥା କି ସେ ନିଜ ଆଧ୍ୟାମରୁ ମୁତ୍ର ରକ୍ତକୁ ବଦଳାଇଦିଅନ୍ତି, ଏହି ଫଳାଫଳ ପରେ ବୈଜ୍ଞାନିକଙ୍କୁ ଏହା ଦେଖିକରି ଆଶ୍ଚର୍ଯ୍ୟ ଲାଗିଲା ଏମିତି କିପରି ସଂମ୍ଭବ, ବିଜ୍ଞାନ ବି ଏହି ରହସ୍ୟର ଆଗରେ ହାର୍ ମାନିଗଲା, ୨୦୦୬ ରେ ପ୍ରହଲ୍ଲାଦ ଜନିଙ୍କ ଡିସ୍କଭରି ଚ୍ୟାନେଲ୍ ଦ୍ୱାରା ଏକ ଡକ୍ୟୁମେଣ୍ଟାରୀ ବି ତିଆରି ହୋଇଥିଲା, ଓ ବହୁତ ଦେଶ ବିଦେଶର ଟିଭି ଶୋ ରେ ଏହି ରହସ୍ୟ ବିଷୟରେ କୁହାଗଲା ।

ଏହି ସମୟରେ ଏହି ଦାବି ସଠିକ୍ ମିଳିଲା କି ୧୫ ଦିନରୁ ଥରେ ବି ଜନି କିଛି ନ ଖାଇ ନ ପିଇ ଥିଲେ, ଏହି ମାନବ ଶରୀରର ସିଷ୍ଟମ୍ ଦୃଷ୍ଟିରୁ କେଉଁ ଚମତ୍କାରରୁ କମ୍ ନୁହେଁ , ଚିକିତ୍ସକଙ୍କ ଆଶା ଥିଲା କି ଏମିତି କଣପାଇଁ କିପରି ହେଉଛି, ଯଦି ଏହାର ସୁଚନା ମିଳିଯାଏ ତେବେ ଅନ୍ତରୀକ୍ଷର ଯାତ୍ରୀଙ୍କ ସହ ଦୁର୍ଗମ ସ୍ଥଳରେ ଦେଶର ସୀମାର ସୁରକ୍ଷା କରୁଥିବା ସୈନିକଙ୍କ ପାଇଁ ବଡ କାମରେ ଆସିପାରେ , କିନ୍ତୁ ରିସର୍ଚ୍ଚ ପରେ ଚିକିତ୍ସକଙ୍କୁ ଏହା ଜଣାପଡିଲା ନାହିଁ ।

Leave a Reply

Your email address will not be published. Required fields are marked *